ସଚିନଙ୍କୁ ଅଷ୍ଟ୍ରେଲିଆ କ୍ରିକେଟର ଜନ୍ମଦିନ ଭେଟି ।
ସିଡନି; ଭରତର କିମ୍ବଦନ୍ତି କ୍ରିକେଟ ଖେଳାଳ ସଚିନ ତେନ୍ଦୁଲକରଙ୍କ ପଚାସ ତମ ଜନ୍ମଦିନ ପାଳୁଥିବାବେଳେ ,ଅଷ୍ଟ୍ରେଲିଆ କ୍ରିକେଟ ତାଙ୍କୁ ଦେଇଛି ଜନ୍ମଦିନର ଭେଟି।ସଚିନ ପସନ୍ଦ କରୁଥିବା ଅଷ୍ଟ୍ରେଲିଆର ସିଡନି କ୍ରକେଟ ଷ୍ଟାଡିୟମ ତାଙ୍କୁ ପ୍ରଥମ ଅଣ ଅଷ୍ଟ୍ରେଲିଆ ଭାବେ ଦେଇଛି ସମ୍ମାନ । ପଡିଆ ଭିତରକୁ ଯିବା ପାଇଁ ଥିବା ଗେଟ୍ କୁ ସଚିନ ଏବଂ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ବ୍ରାଏନ ଲାରାଙ୍କ ନାମରେ ନାମିତ କରାଯାଇଛି। ଏହି ଗେଟ୍ ଡ୍ରେସିଂରୁମ୍ ପାଖକୁ ଥିବା ମେମ୍ବର୍ସ ପାଭିଲିଅନ୍…
