ଭଲକିନି ଚୂନା ଲଗେଇଥିଲେ ସର୍ଭେ ସଂସ୍ଥା, ଅତି ଚାଲାକିରୁ ବାଉଳା ହେଲେ ନବୀନ-ପାଣ୍ଡିଆନ୍

ଭୁବନେଶ୍ୱର : ଧାମନଗର ଉପନିର୍ବାଚନକୁ ହାଲୁକା ଭାବେ ନେଇଥିବା ବିଜେଡି ପଦ୍ମପୁର ଉପନିର୍ବାଚନରୁ ସକ୍ରିୟ ହୋଇଥିଲା। ଏହି କ୍ରମରେ ବିଜେଡି ଦେଶର ଜଣାଶୁଣା ନିର୍ବାଚନ ପ୍ରକ୍ରିୟା ପରିଚାଳନା ସହଯୋଗୀ ପ୍ରଶାନ୍ତ ପାଣ୍ଡେ ଓରଫ୍ ପ୍ରଶାନ୍ତ କିଶୋରଙ୍କ ସହ ଯୋଗାଯୋଗ କରିଥିଲା। ବିଜେଡିର ନମ୍ବର ଦୁଇ କୁହାଯାଉଥିବା ତତ୍କାଳୀନ ଅଧିକାରୀ ତଥା ଭି.କେ ପାଣ୍ଡିଆନ ଏବଂ କେତେକ ବାବୁ ପ୍ରଶାନ୍ତଙ୍କ ସହ ଆଲୋଚନା କରୁଥିଲେ। ବିଜେଡି ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରୁଥିବା ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଲିଟିକାଲ୍…

Read More

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ, ଏଥର ଓଡ଼ିଶାକୁ ଠକିବାକୁ ଚାହିଁଲେନି..

ଭୁବନେଶ୍ୱର -(ରଙ୍ଗାଚରଣ ପ୍ରଧାନ) କେନ୍ଦ୍ର ସରକାର ୧୨ଟି ଶିଳ୍ପ ସ୍ମାର୍ଟ ସିଟି କରିବେ ବୋଲି ଘୋଷଣା କରିଛନ୍ତି। ସେଥିରେ ଓଡ଼ିଶାରେ ଗୋଟିଏ ବି ନାହିଁ। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି। କାରଣ ସେ ଏଥର ଓଡ଼ିଶାକୁ ଆଉଥରେ ଠକିବାକୁ ଚାହିଁ ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ୧୦୦ ଟି ସ୍ମାର୍ଟ ସିଟି କରିବେ । ସେଥିପାଇଁ ଗୋଟିଏ ପ୍ରତିଯୋଗିତା ବି କରିଦେଲେ। ଭୁବନେଶ୍ୱର ସେ ପ୍ରତିଯୋଗିତାରେ ପ୍ରଥମ ଆସିଥିଲା। ନାଚଗୀତ ଚାଲିଲା…

Read More

ନିର୍ବାଚନୀ ଭେଳା ବୁଡିବା ପରେ ବିଜେଡିର ମନେ ପଡିଲେ ଆମ୍ବେଦକର …

ଭୁବନେଶ୍ୱର- ଦିନ ଥିଲା ନବୀନ ପଟ୍ଟନାୟକଙ୍କ କଥା ଛାଡନ୍ତୁ। ପାଣ୍ଡିଆନ୍ ଛିଙ୍କିଦେଲେ ଗଣମାଧ୍ୟମରେ ଖବର ହେଉଥିଲା। ହେଲେ ଏବେ ସେପରି ହେଉନାହିଁ। କେତେକ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଲୁଚି ଯାଉଛି। ଗତ ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ପକ୍ଷରୁ ଡକାଯାଇଥିବା ନୈଶ୍ୟ ଭୋଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାଇ ନ ଥିଲେ। ଏହା ରଘୁବର ଦାସଙ୍କ ପୁତ୍ର ଓ ସହଯୋଗୀଙ୍କ ଦ୍ୱାରା ଓଡ଼ିଆ ଏଏସଓ ମାଡ ଘଟଣାର ପ୍ରତିବାଦ ଥିଲା। ମାତ୍ର କେହି ଏହାକୁ ଖବରଟିଏ…

Read More

ରାଜ୍ୟରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା…

ଭୁବନେଶ୍ବର: ରାଜ୍ୟରେ ଆହୁରି ୨୫ଟି ନୂଆ ଅବକାରୀ ଥାନା ଖୋଲିବ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ୧୬ଟି ସ୍ଥାନରେ ଏହି ଅବକାରୀ ଥାନା ଖୋଲାଯିବ। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି। ଏଥିମଧ୍ୟରୁ କେବଳ ଗଞ୍ଜାମରେ ୬ଟି ନୂଆ ଅବକାରୀ ଥାନା ଖୋଲିବ। ଗଞ୍ଜାମରେ ୩, ବ୍ରହ୍ମପୁରରେ  ୩ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ। ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ…

Read More

ସାମାଜିକ ନ୍ୟାୟର କାର୍ଯ୍ୟସୂଚୀ ହିଁ ବିଜୟର ଚାବିକାଠି, ବିଜେଡି ଛାତ୍ର ସାମ୍ମୁଖ୍ୟ ମାନସମନ୍ଥନରେ ମନଖୋଲି କହିଲେ ସଭିଏଁ

ଭୁବନେଶ୍ୱର : ଓଡ଼ିଶାର ଜନସଂଖ୍ୟାର ଅଧା ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ଉନ୍ନତି ହିୱ ରାଜ୍ୟର ଭବିଷ୍ୟତକୁ ସୁଦୃଢ କରିବ। ଅତୀତରେ କଣ ହୋଇଛି ବା କଣ ନ ହୋଇଛି, ତାହା ପର କଥା। ଭବିଷ୍ୟତର ରଣନୀତି ନିର୍ଦ୍ଦାରଣ କରାଯିବା ଦରକାର। ପଛୁଆବର୍ଗଙ୍କ ପାଇଁ ଶିକ୍ଷାରେ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିବ। ଅନୁରୂପ ଭାବେ ଏସସି,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ…

Read More

ପେନସନ୍ ସ୍କିମ ସମ୍ପର୍କିତ ବିତର୍କ – ଏକ ଆଲୋଚନା

ଭୁବନେଶ୍ୱର: (ବିଜୟ ସାହୁ)-ଏହା ଭଲ କଥା ଯେ ବିଜେପିର ନେତା ମାନେ ପରୋକ୍ଷ ରେ ସ୍ୱୀକାର କରିଛନ୍ତି UPS ଟା OPS ଠାରୁ ଭଲ ନୁହେଁ ଓ କର୍ମଚାରୀ ଙ୍କୁ OPTION ଦେଲେ 100% OPS BOTTOM ରେ ଟିପ ଲଗେଇ ଦେବେ । ତେଣୁ କହିଲେ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି UPS ର କିଛି ସଂଶୋଧନ କରିବେ । ଅବଶ୍ୟ କଣ ସଂଶୋଧନ କରିବେ ପରେ ଜଣା ପଡିବ ବୋଲି କହିଲେ ।କେନ୍ଦ୍ର ସରକାରୀ…

Read More

 ନବାନ୍ନ ଘେରାଉ କାହାର ପ୍ରତିଫଳନ ଥିଲା ?

କୋଲକାତା : (ବିଜୟ ସାହୁ)-RG KAR ମେଡ଼ିକାଲରେ ନୃଶଂସ ଦୁଷ୍କର୍ମ ଓ ହତ୍ୟାର ଏକ Political Twist ଥିଲା ନବାନ୍ନ ବା ପଶ୍ଚିମବଙ୍ଗ ନୂତନ ସଚିବାଳୟ ଅଭିଯାନ । ଗତ ୨୭ ତାରିଖରେ ପ୍ରତିବାଦକାରୀଙ୍କ କ୍ଷୋଭର ବର୍ଷଣ ଦେଖା ଯାଇଥିଲା । ହାୱଡା ଓ କଲିକତାର ଯମଜ ସହର ଗୁଡିକରୁ ଯୁବକମାନେ ଅପରାହ୍ନରେ ବିଭିନ୍ନ କୋଣରେ ବହୁ ସଂଖ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରି ମମତା ବାନାର୍ଜୀଙ୍କର ଇସ୍ତଫା ଦାବୀ କଲେ । ସେମାନଙ୍କ ଦାବୀ ଥିଲା ମମତା…

Read More

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ…

Read More

National Sports Day 2024; କାହିଁକି ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ?

ଭୁବନେଶ୍ଵର; ୨୦୧୨ ଠାରୁ, ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ | ବାସ୍ତବରେ, ଏହି ଦିନ କିମ୍ବଦନ୍ତୀ ଖେଳାଳି ଧ୍ୟାନ ଚାନ୍ଦଙ୍କ  ଜନ୍ମ ବାର୍ଷିକ ଭାବେ ମଧ୍ୟ ପାଳନ କରାଯାଏ| ମେଜର ଧ୍ୟାନ ଚାନ୍ଦଙ୍କୁ ‘ମ୍ୟାଜିକ୍ ଅଫ୍ ହକି’ କୁହାଯାଏ। ତାଙ୍କର ୨୨ ବର୍ଷର କ୍ୟାରିୟରରେ ୪୦୦ ରୁ ଅଧିକ ଗୋଲ୍ ସ୍କୋର କରିଥିବା ମହାନ ଖେଳାଳିଙ୍କୁ ମନେ ରଖିବା ପାଇଁ ଭାରତ ସରକାର ୨୦୧୨ ରୁ ତାଙ୍କ ଜନ୍ମ ଦିନକୁ…

Read More

ପଛୁଆବର୍ଗ ସଂରକ୍ଷଣ- କାନ୍ଦୁଛନ୍ତି ସମସ୍ତେ..ହେଲେ କାହା ଆଖିରେ ଲୁହ ନାହିଁ….

ଭୁବନେଶ୍ୱର : ଓଡ଼ିଶା ବିଧାନସଭା କିଛିଦିନ ହେବ ସାମାଜିକ ନ୍ୟାୟ ଓ ସଂରକ୍ଷଣ ପ୍ରସଙ୍ଗରେ ପ୍ରଭାବିତ ହେବାରେ ଲାଗିଛି। ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଦ୍ୱାରା ଏହି ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ମାତ୍ର ଚଳିତ ବର୍ଷ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହିଁ ଉପସ୍ଥାପିତ କରିଥିଲେ।  କଂଗ୍ରେସର ସମସ୍ତ ବିଧାୟକ ଶ୍ରୀ କାଡାମଙ୍କ ସ୍ୱରରେ ଏକମତ ହୋଇଥିଲା। ବିଜେଡି ମଧ୍ୟ ଏହି…

Read More