ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଇଏମଏର ଦେଶବ୍ୟାପି ଆନ୍ଦୋଳନ ଡାକରା…

ନୂଆଦିଲ୍ଲୀ; ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ନିର୍ଦ୍ଦେଶ କ୍ରମେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତର ମାନେ ଦେଶବ୍ୟାପି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ଶନିବାର ଦିଲ୍ଲୀ ଏମ୍ସରେ ମଧ୍ୟ ଡାକ୍ତର ମାନେ କ୍ୟାମ୍ପସ ଭିତରେ ପୋଷ୍ଟର ଓ ସ୍ଲୋଗାନ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଇଏମଏର ସାଧାରଣ ସଚିବ ଡ. ଅନିଲ କୁମାର ନାୟକ କହିଛନ୍ତି ଆମେ ପୁରା ଆଶାବାଦୀ ଯେ ଆମ ଦାବି ଅନୁସାରେ…

Read More

ପୁଣି ରାସନକାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଏଣିକି ରାସନକାର୍ଡ ହିତାଧିକାରୀଙ୍କୁ ମିଲିବ ଚାଉଳ ସହ ଗହମ। ରାସନକାର୍ଡରେ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଯେତିକି ଚାଉଳ ମିଳୁଛି ତାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ଦାବି କରାଯାଇଥିଲା ଏହା ଛଡା ମନ୍ତ୍ରୀ କହିଛନ୍ତି ବିଜେଡ଼ି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ତେବେ ପୁଣି…

Read More

ଶେଷ ମୁହୂର୍ତ୍ତରେ ନଡ୍ଡା, ଧର୍ମେନ୍ଦ୍ର ଓହରିଲେ..ଆଗରୁ ନିଷ୍ପତ୍ତି ନେଇଥିଲେ ପରିପକ୍ୱ ପରିଚୟ ମିଳିଥାଆନ୍ତା…

ଭୁବନେଶ୍ୱର : ଏହି ଆଲେଖ୍ୟଟି ଲେଖା ହେଲା ବେଳକୁ ପ୍ରସ୍ତାବିତ କାର୍ଯ୍ୟକ୍ରମ ବଦଳି ଯାଇଥିବା କୁହାଯାଉଛି। ମାତ୍ର ପୂର୍ବପରି କଂଗ୍ରେସ ଓ ବିଜେଡି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ଘୋଷଣା କରିସାରିଛନ୍ତି। ଘଟଣାଟି ଏହି ପରି ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବିଧାୟକମାନଙ୍କ ଏକ କର୍ମଶାଳା ଓଡ଼ିଶା ବିଧାନସଭାରେ ହେବାର ରହିଥିଲା। ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସରକାରୀ ଦଳ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ସେହିପରି…

Read More

ୱାଇ.ବି ଖୁରାନିଆ ଓଡ଼ିଶାର ନୂଆ ଡିଜିପି…

ଭୁବନେଶ୍ୱର:  ଯୋଗେଶ ବାହାଦୂର ଖୁରାନିଆ ହେଲେ ଓଡ଼ିଶାର ନୂଆ ଡିଜିପି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ । ଖୁରାନିଆଙ୍କ ନିଯୁକ୍ତି ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ନିକଟରେ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ। ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ…

Read More

ମାଗଣାରେ ଜିଓ ଦେବ ୱାଇଫାଇ ସେବା

ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କମ୍ପାନୀ ନିଜ ନିଜର ୟୁଜର ମାନଙ୍କ ପାଇଁ ଅଫର୍ ଆଣିଥାନ୍ତି। ସେହିପରି ଜିଓ ମଧ୍ୟ ତାର ଗ୍ରାହକ ମାନଙ୍କ ପାଇଁ ଦଏକ ନୂତନ ଅଫର ଲଂଚ କରିଛି। ବର୍ତ୍ତମାନ ଜିଓ ବ୍ୟବହାରକାରୀଙ୍କୁ ମାଗଣାରେ ୱାଇଫାଇ ବ୍ୟବହାର କରିବାର ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳୁଛି। ଆପଣ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ! ତେଣୁ ଏହି ସ୍କିମ୍ କମ୍ପାନି ଦ୍ୱାରା ଏକ ଅଫର୍ ଅଧୀନରେ ଅଣାଯାଇଛି ଏବଂ କେବଳ…

Read More

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କଲେ ଫିଲ୍ମ ଷ୍ଟାର ଅନୁପମ ଖେର…

କୋଲକାତାର ଆରଜି କର ମେଡିକାଲ କଲେଜ ଓ  ହସପିଟାଲରେ ପ୍ରଶିକ୍ଷକ ଡାକ୍ତରଙ୍କ ‘ବଳାତ୍କାର ଓ ହତ୍ୟା’ ଘଟଣାକୁ ପୁରା ଦେଶ ବିରୋଧ କରୁଛି। ସେହିପରି ଫିଲ୍ମ କଳାକାର ମାନେ ମଧ୍ୟ ଏହି ଘଟଣା ଉପରେ ନିଜ ନିଜର ମତ ରଖୁଛନ୍ତି। ଭେଟେରାନ ଅଭିନେତା ଅନୁପମ ଖେର ଏହି ତାଲିକାରେ ଯୋଗ ଦେଇ ପ୍ରତ୍ୟେକ ପରିସ୍ଥିତିରେ ଲୋକଙ୍କୁ ଏହି ଘଟଣାରେ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଭାବନା ଏବଂ ଏହି ପରିସ୍ଥିତି ତାଙ୍କୁ କିପରି…

Read More

ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ଗୃହ ମନ୍ତ୍ରୀ ଅମିତ୍ ଶାହା …

ମହାକାଶ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ SSLV-D3ରକେଟ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ହୋଇଛି । ଯାହା ପୃଥିବୀ ଚାରି ପଟେ ବୁଲି ଭବିଷ୍ୟତର ପାଣିପାଗ ତଥ୍ୟ ପ୍ରଦାନ କରିବ । ଆଜି ସକାଳ ୯ଟା ୧୭ମିନିଟ ସମୟରେ ଏହାର ସଫଳ ଉତକ୍ଷେପଣ ହୋଇଛି । ଇସ୍ରୋର ଏହି ପଦକ୍ଷେପ ସହିତ…

Read More

କେବେ ଆମେ ବିକଶିତ ହେବା ? ୨୦୩୬ ନା ୨୦୪୭ରେ !!!

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ହେ ଓଡ଼ିଶାର ଧୁରନ୍ଧରଗଣ ,  ଆପଣମାନେ ଆମକୁ ଶୁଣାଇ ଶୁଣାଇ ଆମ କାନ ପଚେଇ ସାରିଲେଣି, ୨୦୩୬ ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। ୨୦୪୭ ରେ ଭାରତ ବିକଶିତ ଦେଶ ହେବ। ଥରୁଟିଏ ପଚାରି ଆସି ତ କୁହନ୍ତୁ,  ସେ ବିକଶିତର ସଂଜ୍ଞା କ’ଣ ? ଜିଡିପିରେ ତ ?  ଟଙ୍କା ଆକାରରେ ନା ଡଲାର ଆକାରରେ ? କାରଣ ବିକଶିତ ହେଉଛି ଏକ ଅନ୍ତଃରାଷ୍ଟ୍ରୀୟ ମାପକ । ଟଙ୍କା…

Read More

ମୋହନ ମାଝୀ-ମମତା ବାନାର୍ଜୀ ବାର୍ତ୍ତାଳାପର ସତ୍ୟତା କଣ- ଆଳୁ ନା ଯେସାକୁ ତେସା ନୀତି

ଭୁବନେଶ୍ୱର ଓ କୋଲକତା  :  ବାଲାଂଦେଶର ଶାସକ ପଳାୟନ ହେବା, ସହ ନୂଆ ଅନ୍ତରୀଣ ସରକାର ଗଠିତ ହୋଇଛି। କେତେକ ଏହାକୁ ଇସଲାମିକ କ୍ରାନ୍ତି ବୋଲି ଅଭିହିତ କରିଛନ୍ତି। ବଙ୍ଗାଳୀ କହୁଥିବା ମୁସଲମାନଙ୍କ ଦେଶ ବାଲାଂଦେଶ। ତାକୁ ଲାଗିଛି ଆମ ପଶ୍ଚିମବଙ୍ଗ। ଯେଉଁ ଠାରେ ପ୍ରାୟ ୨୭ ପ୍ରତିଶତ ମୁସଲିମ୍ ରହିଛନ୍ତି। ସେମାନେ ବିଭିନ୍ନ କାମରେ ଓଡ଼ିଶା ଆସନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଲାଂଦେଶୀ ସନ୍ଦେହରେ ଗାଁ, ଗଣ୍ଡାକେ ମାଡ ହେଲା। ଏହାର ପ୍ରତିବାଦରେ ମେଦିନାପୁରରେ ଓଡ଼ିଆ…

Read More

ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଅବାନ୍ତର କଥା ଶୁଣିବା ଦେହସୁହା ହେଲାଣି

ଭୁବନେଶ୍ୱର : (ହେମନ୍ତ ମହାନ୍ତି) କିଛି ଦିନ ହେବ ଅଭାବନୀୟ ଦୃଶ୍ୟ ସବୁ ଦେଖିବାକୁ ଓ ଶୁଣିବାକୁ ମିଳୁଛି ମିଳୁଛି !! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଲେ ୧୯୫୧ମସିହାରେ ଦେଶ ସ୍ବାଧୀନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଲେ ୧୯୭୫ମସିହାରେ ଦେଶ ସ୍ୱାଧୀନ ହେଲା। ସାଂସଦ କଙ୍ଗନା ରାଣାୱତ୍ କହିଥିଲେ ଯେ, ୨୦୧୪ମସିହାରେ ଦେଶ ସ୍ବାଧୀନ ହେଲା। ଏବିଭିପିର ଗୋଟେ ଝିଅ ଲଲନଟପ୍ ୟୁଟ୍ୟୁବରେ ଆମକୁ ସ୍ୱାଧିନତା ଲିଜ୍ ଆକାରରେ ମିଳିଛି ବୋଲି କହିଥିଲେ। ହେଲେ…

Read More