ୱାୟାନାଡ ଭୂସ୍ଖଳନରେ ଗଲାଣି ୩୪୪ ଜଣଙ୍କ ପ୍ରାଣ,ଏବେବି ୩୯୫ ନିଖୋଜ…
ୱାୟାନାଡ: କେରଳର ୱାୟାନାଡର ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ କେରଳର ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁ ଥିବା ବେଳେ ଏବେବି ୩୯୫ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭଲ ଧରଣର ସର୍ଚ୍ଚ ରାଡାର ପଠାଇବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଦିନ ଉତ୍ତର କମାଣ୍ଡର ଗୋଟିଏ ଜାଭର୍ ରାଡାର ଏବଂ ଦିଲ୍ଲୀର ତିରଙ୍ଗା ମାଉଣ୍ଟେନ୍ ରେସକ୍ୟୁ ଅର୍ଗାନାଇଜେସର ଚାରିଟି ରେକୋ…
