ବିଧାନସଭା ସରିଲେ…ଆରମ୍ଭ ବିଜେପିର ସମ୍ପ୍ରସାରଣ ଓ ଥଇଥାନ ପଦ……ଲବି ପାଇଁ କିଏ ଦିଲ୍ଲୀରେ… କିଏ ମନମୋହନଙ୍କ ପଛରେ…

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବା ଇତି ମଧ୍ୟରେ ଅଢେଇ ମାସ ହୋଇଗଲାଣି। କେନ୍ଦ୍ରରେ ଲଗାତର ତୃତୀୟ ଥର ସରକାର ଗଠନ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି। ଏହା ପୂର୍ବରୁ ଦୁଇ ପାଳି ଦଳ ବିଜେଡି ସହ ମେଣ୍ଟ କରି କ୍ଷମତାର ସ୍ୱାଦ ଚାଖିଛି। ପ୍ରଥମ ଥର ସରକାର ଗଠନ ହୋଇଥିବାରୁ ସରକାରୀ ନିଯୁକ୍ତି ଓ ଥଇଥାନ ଧିମା ପଡିଯାଇଛି। ତେଣୁ ଦଳର କାର୍ଯ୍ୟକର୍ତ୍ତା…

Read More

ହିଣ୍ଡେନ୍‌ବର୍ଗ ମାମଲାରେ ହସ୍ତକ୍ଷେପ କରିବେନି କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରି ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ସରକାରଙ୍କୁ କିଛି ବି କରିବାର ନାହିଁ। ସେବି ତରଫରୁ ପ୍ରତିକ୍ରିୟା ଦିଆଯାଇଛି। ସେବି ମୁଖ୍ୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ବୋଲି ସେ କହିଛନ୍ତି। ହିଣ୍ଡେନ୍‌ବର୍ଗ କରିଥିବା ନିର୍ଦ୍ଦିଷ୍ଟ…

Read More

କହିବା ସହଜ…..ବୁଝିବା କଷ୍ଟ…….

ଭୁବନେଶ୍ୱର: (ହରିହର ତ୍ରିପାଠୀ)-ବୟସ୍କ ଲୋକମାନେ କହନ୍ତି ସେମାନେ କୁଆଡ଼ ସଂଘର୍ଷ କରି ମଣିଷ ହୋଇଛନ୍ତି | ମାତ୍ର ଏହା ଭୁଲ | ସେମାନେ ଆଦୌ ସଂଘର୍ଷ କରିନାହାନ୍ତି | ବରଂ  ଏକ ସ୍ବାଭାବିକ ଜୀବନ ବଞ୍ଚିଛନ୍ତି | ଆଜିକାଲିର ପିଲା ସଂଘର୍ଷ କରୁଛନ୍ତି ସ୍ବାଭାବିକ ଜୀବନଟିଏ ବଞ୍ଚିବାକୁ | ୨୪ ଘଣ୍ଟା ମୋବାଇଲ ସହ ବଞ୍ଚୁଥିବା ପିଲାଟିକୁ ମିଳୁନି ସ୍ବଚ୍ଛ ପବନ, ପ୍ରାକୃତିକ ଉପାୟରେ ବିଶୁଦ୍ଧ ଜଳଟୋପାଏ କିମ୍ବା ପ୍ରକୃତି ସହ ମିଶିବାର ସୁଯୋଗ | ସେମାନେ…

Read More

ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ DSRକୁ ତ୍ରୁଟିପୁର୍ଣ୍ଣ ଦର୍ଶାଇ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ  ଲଗାଇଲେ  NGT

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି) ରେ ମାମଲା ଦାୟର କରିଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୪.୯୮ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢାବଳଙ୍ଗ ବାଲିଶଯ୍ୟା-୧ ବେତନଟୀ ତହସିଲ ଅନ୍ତର୍ଗତ ବେଲାଣପୁରା , ମଧୁଦଣ୍ଡା ଓ ଡେଁଫୌଦା ବାଲି ସୌରାତ କୁ ୫ବର୍ଷ ପାଇଁ ନିଲାମ ଲାଗି…

Read More

ବିଜେଡି କାହିଁକି  ହାରିଲା….ସବୁ ଖୋଲି କହିଦେଲେ ରଘୁ ସାହୁ…….

ଭୁବନେଶ୍ୱର : ମୋତେ ଚିଲିକାରୁ ପ୍ରାର୍ଥୀ ନ କରିବାକୁ କିଛି ବ୍ୟକ୍ତି ଚକ୍ରାନ୍ତ କରିଥିଲେ। ମୋ ବଦଳରେ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ମାତ୍ର କର୍ମୀ ଓ ଲୋକଙ୍କ ମଧ୍ୟରେ ମୋର ଗ୍ରହଣୀୟତା ଥିଲା। ତତ୍କାଳୀନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଖେଳର ମୁଖ୍ୟ କାର୍ପଟଦାର ଥିଲେ। ତାଙ୍କ ପାରିବାରିକ ବନ୍ଧୁ ରବୀନ୍ଦ୍ର ଜେନା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଥିଲେ। ମାତ୍ର ସେ କିଛି ବୁଝୁ ନ ଥିଲେ। ବବି ସବୁଥିରେ ମାମଲାତି…

Read More

ବାଲାଂଦେଶର ଛାତ୍ରଶକ୍ତିର ଅଭ୍ୟୁଦୟ, ସେବେ -ଏବେ -ଏକ ଆଲୋଚନା

ନୂଆଦିଲ୍ଲୀ :*(ବିଜୟ ସାହୁ) ବଙ୍ଗଳାଦେଶ ବେଗମ ରୋକେୟା ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ର ଆବୁ ସୈୟେଦ । ଇଂରାଜୀ ବିଭାଗର ଅନେକ ମେଧାବୃତ୍ତି ପ୍ରାପ୍ତ ଛାତ୍ର । ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ନାରୀବାଦୀ ଲେଖକ ଓ ସାମାଜିକ କର୍ମୀ ବେଗମ ରୋକେୟାଙ୍କ ନାମରେ ନାମିତ । ଏହି ସରକାରୀ ଗବେଷଣା ବିଶ୍ୱବିଦ୍ୟାଳୟ ରଙ୍ଗପୁର ବିଶ୍ୱବିଦ୍ୟାଳୟ ନାମରେ ନାମିତ ଥିଲା । ପରେ ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ହେଇଥିଲା । ଆବୁ ସୈୟେଦ ୨୦୨୪, ୧୬ଜୁଲାଇରେ ସଂରକ୍ଷଣ ସଂସ୍କାର ଆନ୍ଦୋଳନରେ…

Read More

କେଉଁ ପ୍ରସଙ୍ଗ ନେଇ ନବୀନ ଲୋକଙ୍କ ପାଖକୁ ଯିବେ…ଦଳ ରାଜନୈତିକ ନିଷ୍ପତ୍ତି ସ୍ଥିର କରିଛି କି…..

ଭୁବନେଶ୍ୱର : ଅପ୍ରତ୍ୟାଶିତ ଭାବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଛି। ଏହା ପରେ ପରାଜୟର ବ୍ୟବଚ୍ଛେଦ ହେବା କଥା। ତାହା ମଧ୍ୟ ହେଲା ନାହିଁ। ଭିକେ ପାଣ୍ଡିଆନଙ୍କ ରାଜନୈତିକ ଅବସର ମଧ୍ୟ ଆଜି ରହସ୍ୟାବୃତ। ଦଳର କିଛି ପ୍ରମୁଖ ନେତାଙ୍କୁ ବାଦ୍ ଦେଇ ପରାଜିତ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ହୋଇଛି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି। ଏହି କମିଟିର ସଦସ୍ୟମାନେ ଦୁଇଦିନ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକଙ୍କୁ…

Read More

ଅମ୍ବାନି ପରିବାରର ପୁଣି ଦବଦବା, ସମ୍ପତିର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ…

ଭାରତର ସର୍ବଶ୍ରେଷ୍ଠ ଧନୀ ପରିବାର ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପରିବାର। ବାର୍‌କ୍ଲେଜ୍‌ ହୁରୁନ୍‌ ଭାରତର ସବୁଠୁ ଧନୀ ବ୍ୟବସାୟୀ ପରିବାର ତାଲିକାରେ ଅମ୍ବାନି ପରିବାର ଶୀର୍ଷ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୨୫,୭୫,୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ଯାହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ। ସେହିପରି ତାଲିକାରେ ଅମ୍ବାନି ପରିବାର ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ନୀରଜ ବଜାଜଙ୍କ ପରିବାର। ସେମାନଙ୍କ ସମ୍ପତ୍ତି ହେଉଛି ୭,୧୨,୭୦୦…

Read More

ଅର୍ଶଦ ନଦୀମ ସ୍ବର୍ଣ୍ଣ ପଦକ ଜିତିବା ପରେ ଏମିତି କିଛି କହିଲେ ନୀରଜଙ୍କ ମା…

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି । କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି ଚୋପ୍ରା। ସ୍ବାଧୀନତା ପରେ ଦୌଡ କୁଦ ପ୍ରତିଯୋଗିତାରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି ନୀରଜ। ତେବେ ତାଙ୍କ ବିପକ୍ଷରେ ଖେଳି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପାକିସ୍ତାନର ଅର୍ଶଦ ନଦୀମ। ସେ  ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ।ତେବେ ନୀରଜ ସ୍ବର୍ଣ୍ଣ ପଦକ ନପାଇ…

Read More

ଅଷ୍ଟମ ଥର ପାଇଁ ଅପରିବର୍ତ୍ତିତ ରହିଲା  ରେପୋ ରେଟ୍ …

ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ଥରେ ରେପୋ ରେଟ୍  ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି ବଢିବ ନାହିଁ କି ହ୍ରାସ ପାଇବ ନାହିଁ। ପୂର୍ବରୁ ସୁଧ ହାର ଯେତିକି ଥଲା ଏବେ ବି ସେତିକି ରହିବ। କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ…

Read More