ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛି TPCODL, ବିଦ୍ୟୁତ ବିଭ୍ରାଟ ପାଇଁ ୭୨ ଘଣ୍ଟାରୁ ଉର୍ଦ୍ଧ୍ୱ ରୋଗୀ ହନ୍ତସନ୍ତ

ଭୁବନେଶ୍ୱର – ଠାକୁର ଘରେ କିଏ ନା-ମୁଁ କଦଳୀ ଖାଇନି। ଏହି ରୂଢି ଦୀର୍ଘଦିନ ଧରି ଆମେ ବ୍ୟବହାର କରି ଆସୁଛେ। ଏହି ଢଗଟି ବର୍ତ୍ତମାନ ପରିସ୍ଥିତିରେ ଉପକୂଳ ଓଡ଼ିଶାରେ ବିଦ୍ୟୁତ ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେଇଥିବା TPCODL ପାଇଁ ପ୍ରଯୁଜ୍ୟ। କେହି ଦୋଷ ଦେବା ଆଗରୁ TPCODL ନିଜ ଆଡୁ ଦୋଷ ଛଡାଇବା ପାଇଁ ଉଦ୍ୟମ କରୁଛି। କଟକ ବଡ଼ ମେଡିକାଲରେ ଉପରେ ରାଜ୍ୟର ସବୁ ପ୍ରାନ୍ତର ଲୋକ ନିର୍ଭର କରିଥାଆନ୍ତି। ଏଠାରେ…

Read More

ବିଜେଡ଼ି ଯିବେନି ଜୟଦେବ ଜେନାଙ୍କ ପୁଅ ମନୋଜ

ଭୁବନେଶ୍ୱର: ୪/୪ ; କେତେକ ଗଣମାଧ୍ୟମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ  ମନୋଜ ଜେନା ବିଜେଡ଼ିରେ ଯୋଗଦେବା ନେଇ ଖବର ପ୍ରକାଶିତ ହେବାପରେ ଶ୍ରୀ ମନୋଜ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଷଣ ହୋଇଛି ତାହା ଅମୂଳକ, ମିଥ୍ୟା ଓ କପୋଳକଳ୍ପିତ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତଥା ବିରୋଧି ରାଜନୈତିକ ଦଳରଏହି କାର୍ଯ୍ୟ ବୋଲି  ମନୋଜ…

Read More

ଟିପିଏସ୍‌ଓଡିଏଲ୍‌ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍‌ର ସିଇଓ

ବ୍ରହ୍ମପୁର, ୩୧ ମେ’ ୨୦୨୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ । ୨୦୨୩ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ଟିପିଏସ୍‌ଡିଏଲ୍‌ର ନିର୍ଦେଶକଙ୍କ ବୋର୍ଡ ବୈଠକରେ ଶ୍ରୀ ଅମିତ ଗର୍ଗଙ୍କୁ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରିବା ସମ୍ପର୍କିତ…

Read More

୧୦୫ ବିଧାନସଭା ପାଇଁ ମତଗ୍ରହଣ ସରିଥିବା ବେଳ ଆଉ ୧୦ ଭାଗ ଆସନରେ ଭୋଟ ରହିଲା ବାକି ….

ଭୁବନେଶ୍ୱର : ଓଡିଶାରେ ଏଯାବତ୍‍ ୧୫ଟି ଲୋକସଭା ସମେତ ୧୦୫ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ ସରିଥିବାବେଳେ ଉଭୟ ବିଜେପି ଓ ବିଜେଡି ଏହି ଆସନଗୁଡିକରେ ବିପୁଳ ବିଜୟ ହାସଲ କରିବେ ବୋଲି ଦାବି କରୁଛନ୍ତି । ରାଜ୍ୟରେ ଆଉ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନପାଇଁ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆଗାମୀ ଜୁନ୍‍ ପହିଲାରେ ହେବ । ସାରା ଦେଶରେ ୫୪୩ଟି ଲୋକସଭା ଆସନ ମଧ୍ୟରୁ ଆଜି ସୁଦ୍ଧା ୪୮୬ଟିରେ ଅର୍ଥାତ୍‍ ପାଖପାଖି…

Read More

ODI WORLD CUP 2023 ; କିଏ ଭାଙ୍ଗିବ ସଚିନଙ୍କ ୬୭୩ ରନର ରେକର୍ଡ ଜାଣନ୍ତୁ…

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ବିଶ୍ବ କ୍ରିକେଟର ଲଢେଇ । ବିଶ୍ବର ସର୍ବୋତ୍ତମ ୧୦ଟି ଦେଶ ନିଜକୁ ଶ୍ରେଷ୍ଟ ପ୍ରମାଣିତ କରିବା ପାଇଁ ଏହି ମହାକୁମ୍ଭରେ ଭାଗ ନେବାକୁ ଯାଉଛନ୍ତି । ତେବେ ବିଶ୍ବକପରେ ଏମିତି କିଛି ରେକର୍ଡ ରହିଛି ଯାହା ଚଳିତ ବିଶ୍ବକପରେ ଭାଙ୍ଗିବା ନେଇ ଆଶା କରାଯାଉଛି । ଏହି ରେକର୍ଡ ମଧ୍ୟରୁ ଗୋଟେ କିର୍ତ୍ତିମାନ ଏପରି ରହିଛି ଯାହା ଆଜି ଯାଏ ଭାଙ୍ଗି ନାହିଁ । ସଚିନ…

Read More

ବ୍ରହ୍ମପୁର ଲୋକସଭା କିମ୍ବା ଏହା ଅଧିନର କୌଣସି ବିଧାନସଭା ପାଇଁ ସ୍ପଷ୍ଟ ସଙ୍କେତ ଦେଲେନି ନବୀନ

ଭୁବନେଶ୍ୱର : ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସରେ ସମୀକ୍ଷା କରିଛନ୍ତି। ଆଜି ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଥିଲା। ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ।  ସେ…

Read More

ବିଜେପି ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା, ଧର୍ମେନ୍ଦ୍ରଙ୍କୁ ନେଇ କଣ ରହିଛି ପ୍ଲାନ….ଜାଣନ୍ତୁ…

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଲାଣି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରମ୍ ରେ ବିଧାନସଭା ଭୋଟ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବା ବିଜେପି ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ। କଂଗ୍ରେସ କଳିରୁ ରାଜସ୍ଥାନରେ ଫାଇଦା ନେବା, ଗତଥର ଅପେକ୍ଷା ଛତିଶଗଡ଼ରେ ଭଲ ପ୍ରଦର୍ଶନ କରିବା ଏବଂ ତେଲେଙ୍ଗାନାରେ ପୌର ନିର୍ବାଚନ ଫଳାଫଳ ବଜାୟ ରଖିବା ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରୁଛି। ଏହି କ୍ରମରେ…

Read More

Jio ର ଏହି ପ୍ଲାନରେ ଅସୀମିତ 5G ଡାଟା ସହିତ ମିଳୁଛି ନେଟଫ୍ଲିକ୍ସର ମାଗଣା ସବସ୍କ୍ରିପସନ୍

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଦେଶର ଏକ ନମ୍ବର ଟେଲିକମ୍ କମ୍ପାନୀ ଅଟେ। କୋଟି କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଯୋଡ଼ି ହୋଇ ରହିଛନ୍ତି। ଏହାର ବ୍ୟବହାରକାରୀଙ୍କ ପାଇଁ ଜିଓର ଏକାଧିକ ରିଚାର୍ଜ ଯୋଜନା ଅଛି । ଜୁଲାଇ ମାସରେ ରିଚାର୍ଜ ପ୍ଲାନ୍ ଗୁଡିକର ମୂଲ୍ୟ ବୃଦ୍ଧି କରିବା ପରେ, ଜିଓ ଏହାର ଉପଭୋକ୍ତାମାନଙ୍କୁ ଭଲ ଏବଂ ଶସ୍ତା ରିଚାର୍ଜ ଯୋଜନା ଯୋଗାଇବାକୁ ଚେଷ୍ଟା କରୁଛି । ଆଜି ଆମେ ଆପଣଙ୍କୁ ଜିଓର ଏପରି ଏକ…

Read More

ଭାରତକୁ ବିଶ୍ୱ ବିଜେତା କରାଇ,ଟି-୨୦ କ୍ରିକେଟ୍‌ରୁ ଅବସର ନେଲେ କୋହଲି ଓ ରୋହିତ …

ସମସ୍ତଙ୍କୁ ଯେଉଁ ମୁହୂର୍ତ୍ତର ଅପେକ୍ଷା ଥିଲା। ସେ ମୁହୂର୍ତ୍ତର ଅନ୍ତ ଘଟାଇ ଦୀର୍ଘ ୧୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ଵକପ ବିଜେତା ହୋଇଛି ଟିମ୍ ଇଣ୍ଡିଆ । ଭାରତ ବିଶ୍ୱକପ୍‌ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟକୁ ଲବିଦା କହିଛନ୍ତି ।…

Read More

ଦୁଇ ମନ୍ତ୍ରୀଙ୍କ ସହିତ ବାଚସ୍ପତିଙ୍କ ଇସ୍ତଫା

ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ରହିଥିବାବେଳେ ।ମନ୍ତ୍ରିମଣ୍ଡଳ ହଲ୍‌ଚଲ୍‌ ହେଲା ପରି ପରିସ୍ତିତି ଦେଖାଦେଇଛି । ଗତକାଲି  ରାଜ୍ୟ ରାଜନୀତିରେ  ଦେଖାଦେଇଛି ବ୍ୟତିକ୍ରମ  ।ବାଚସ୍ପତିଙ୍କ ସହ ଦୁଇ ଜଣ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ପଦ ଛାଡ଼ିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ଇସ୍ତଫା ପର୍ବ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି। ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ‌…

Read More