ଏଣିକି ଶସ୍ତା ହେବ ପପକର୍ଣ୍ଣ , ସିନେମା ହଲରେ ଦେବାକୁ ପଡ଼ିବନି ଅଧିକ ଟଙ୍କା

ନୂଆଦିଲ୍ଲୀ : ‘ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ୫୦ ତମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅନେକ ଜିନିଷ ଉପରେ ଟିକସ ହାର କଟାଯିବାର ମଧ୍ୟ ପ୍ରସ୍ତାବ ଦିଆଯିବ | ଏହି ବୈଠକରେ ସିନେମା ହଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଏବଂ ପାନୀୟ ଉପରେ ଜିଏସଟି ହ୍ରାସ କରାଯିବ ଏବଂ କର୍କଟ ଔଷଧ ଉପରେ ଟିକସ ଛାଡ ମଧ୍ୟ ଦିଆଯାଇପାରେ ବୋଲି ଆଶା ରଖାଯାଉଛି। ନିର୍ବାଚନୀ ବର୍ଷ ହୋଇଥିବାରୁ କେନ୍ଦ୍ର…

Read More

କନସେନଟ୍ରିକ୍ସ କଷ୍ଟୋମର ଏକ୍ସପେରିଏନ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୫ /୫: ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନ୍‍ସେନ୍‍ଟ୍ରିକ୍ସ ବିପିଓ ଆଜି ରାଜଧାନୀ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀ ‍ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି। ରାଜ୍ୟରେ ବୃହତ୍‍ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ନିକଟ ଅତୀତରେ ଆଇବିଏମ, ହାପ୍ପିଏଷ୍ଟ ମାଇଣ୍ଡସ୍‍ , ଡେଲଏଟ୍‍ର ‘କାପାବିଲିଟି ଏନ୍‍ହାନ୍ସମେଣ୍ଟ ସେଣ୍ଟର’ ଏବଂ ଆଜି କନ୍‍ସେନ୍‍ଟ୍ରିକ୍ସ ବିପିଓ…

Read More

IND Vs SA 2nd Test ; ଅଷ୍ଟ୍ରେଲିଆ , ଇଂଲଣ୍ଡ ପରେ ଦକ୍ଷିଣ ଆଫ୍ରିକାରେ ବୋଲିଂର ଯାଦୁ ଦେଖାଇଲେ ମହମ୍ମଦ ସିରାଜ …

ମହମ୍ମଦ ସିରାଜ  ଦକ୍ଷିଣ ଆଫ୍ରିକାକୁ ନିଜ ଘରେ ଧୂଳି ଚଟାଇଛନ୍ତି । ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସିରାଜଙ୍କ  ୬ଟି ୱିକେଟ୍ ବଳରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ନିଜ ଘରୋଇ ମାଟିରେ ପ୍ରଥମ ଇନିଂସରେ ୫୫ ରନରେ ରୋକିବାରେ ସଫଳ ହୋଇଛି ।  ସିରାଜଙ୍କ ବିଦେଶରେ ଏମିତି ପ୍ରଦର୍ଶନ ପ୍ରଥମ ନୁହେଁ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ନିଜ ବୋଲିଂର ଯାଦୁ ଦେଖାଇସାରିଛନ୍ତି ।  ଏହା ପୂର୍ବରୁ ସିରାଜ…

Read More

ମଣିପୁର ହିଂସା : ଦୁଇ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଲେ

ନୂଆଦିଲ୍ଲୀ : ବିଳମ୍ବିତ ହେଲେ ବି ମଣିପୁର ହିଂସା ଏବଂ ସମ୍ପ୍ରଦାୟ ସଂଘର୍ଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ସଂସଦର ମୋସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟ ରଖିଛନ୍ତି। ମୋଦି କହିଛନ୍ତି ଯେ, ସେ ଖୁବ୍‌ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୌନଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା…

Read More

ଦୁର୍ଗାପୂଜାରେ ମହିଳାଙ୍କୁ ଭେଟି ଦେଲେ ସରକାର, ହିତାଧିକାରୀଙ୍କ ଖାତାକୁ ଗଲା “ସୁଭଦ୍ରା” ଟଙ୍କା

ବାରିପଦା; ଦୁର୍ଗାପୂଜାରେ ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ବାରିପଦାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ଆସିଥିବା ସୂଚନା ମିଳିଛି । ୩୫ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଆସିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପ…

Read More

ଦଳ ଛାଡି ବିଜେଡ଼ିକୁ ଝଟକା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ …

 ଭୁବନେଶ୍ଵର: ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ମଧ୍ୟ ସିମୁଳିଆ ଓ ଖଇରାବାସୀଙ୍କ ସେବା କରିବି ବୋଲି କହିଛନ୍ତି…

Read More

ଜାତୀୟ ରାଜନୀତିରେ ଗୁରୁତ୍ୱ ହରାଇବାରେ ଲାଗିଛି ବିଜେଡି

ଭୁବନେଶ୍ୱର(ମତାମତ) : ନୂଆଦିଲ୍ଲୀ ତଥା ଜାତୀୟ ରାଜନୈତିକ ପ୍ରେକ୍ଷାପଟରେ ବିଜେଡ଼ି ନିଜର ଗୁରୁତ୍ୱ ହରାଉଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ହେବାରେ ଲାଗିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସିବା ପରେ ଏହା ପରଦିନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନବୀନ ପଟ୍ଟନାୟକଙ୍କୁ ଏକ ପ୍ରକାର ଅପଦସ୍ଥ କରିଛି। ସେହିପରି ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ 3ରୁ 4 ବର୍ଷ ପରେ  ପୁରୀ ବିମାନବନ୍ଦର ଉଦଘାଟନ କରିବାକୁ କହିବା ବିଜେଡିକୁ ଆହୁରି ଛୋଟ କରି ଦେଇଛି।…

Read More

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କଲେ ଫିଲ୍ମ ଷ୍ଟାର ଅନୁପମ ଖେର…

କୋଲକାତାର ଆରଜି କର ମେଡିକାଲ କଲେଜ ଓ  ହସପିଟାଲରେ ପ୍ରଶିକ୍ଷକ ଡାକ୍ତରଙ୍କ ‘ବଳାତ୍କାର ଓ ହତ୍ୟା’ ଘଟଣାକୁ ପୁରା ଦେଶ ବିରୋଧ କରୁଛି। ସେହିପରି ଫିଲ୍ମ କଳାକାର ମାନେ ମଧ୍ୟ ଏହି ଘଟଣା ଉପରେ ନିଜ ନିଜର ମତ ରଖୁଛନ୍ତି। ଭେଟେରାନ ଅଭିନେତା ଅନୁପମ ଖେର ଏହି ତାଲିକାରେ ଯୋଗ ଦେଇ ପ୍ରତ୍ୟେକ ପରିସ୍ଥିତିରେ ଲୋକଙ୍କୁ ଏହି ଘଟଣାରେ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଭାବନା ଏବଂ ଏହି ପରିସ୍ଥିତି ତାଙ୍କୁ କିପରି…

Read More

World Petroleum Crisis and India ଚଣ୍ଡୀଖୋଲ ଭୂତଳ କଞ୍ଚା
ତୈଳ ପ୍ରକଳ୍ପ

ଚଣ୍ଡିଖୋଲ :(ବିଜୟ ସାହୁ )-ଇରାନ -ଆମେରିକା ଯୁଦ୍ଧ ପରେ ତୈଳ ସଙ୍କଟ ଯୋଗୁଁ ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ଅଧୁନା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଚିଠି ଲେଖି ଯାଜପୁର ଜିଲ୍ଲା ଡଙ୍କାରୀ ପଥର ପାହାଡ଼ ନିକଟରେ ପ୍ରସ୍ତାବିତ ଭୂତଳ କଞ୍ଚାପେଟ୍ରୋଲିୟମ ଗୋଦାମ ନିର୍ମାଣ ତ୍ବରାନ୍ବିତ କରିବାକୁ ନିବେଦନ କରିଛନ୍ତି । କାରଣ ରାଜ୍ୟ ସରକାର 600…

Read More

ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି ଏବଂ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଦ୍ବାରା ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାପନ …

ସୋନିପତ, ୨୦ ମାର୍ଚ୍ଚ, ୨୦୨୪: ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ସଂସ୍ଥାର ଅଧିକାରୀମାନେ ଅନୁମୋଦନ କରିଥିଲେ। ଏହି ନିଆରା ଅବସରରେ ଜେଜିୟୁର ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ…

Read More