ଏହି ତିନି ଯୁବତୀଙ୍କ ପ୍ରଦର୍ଶନ ଉପରେ ରହିବ ସଭିଙ୍କ ନଜର….

 ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ଯୁବ ଚେହେରାଙ୍କ ଉପରେ ଟିକେ ବେଶୀ ନଜର ରହିବ। ପୂର୍ବାପେକ୍ଷା ଦଳ ଗୁଡ଼ିକ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତିନି ଉଚ୍ଚ ଶିକ୍ଷିତା ମହିଳା ପ୍ରଥମ ଥର ପାଇଁ ନିର୍ବାଚନ ଲଢିପାରନ୍ତି। ଏହି ତିନି ଜଣେ ହେଲେ ନବରଙ୍ଗପୁର ଡାବୁ ଗାଁର ଡାକ୍ତର ଲିପିକା ମାଝୀ…

Read More

ଦିଲ୍ଲୀ ନିର୍ବାଚନରେ ୨୭ ବର୍ଷ ପରେ ବିଜେପିର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଝାଡୁ ଦଳ ବା ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଅନ୍ୟପକ୍ଷରେ ଆପର ଟାଣୁଆ ନେତା ମାଟି କାମୁଡିଛନ୍ତି। ଏହି ପରାଜୟରେ ସାମିଲ ଅଛନ୍ତି ଖୋଦ ଆପର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ୩୧୮୨…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ”

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶବରୀ ଭବନ କେବଳ ଏକ ଆଶ୍ରୟସ୍ଥଳ ନୁହେଁ, ଏହା ଆଦିବାସୀ…

Read More

ଆହୁରି କୁହୁଳୁଛି ମଣିପୁର ହିଂସାକାଣ୍ଡ

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ ଏ ମଧ୍ୟରେ ରାଜ୍ୟର ୧୧ଜଣ ଅଧିକାରୀଙ୍କୁ ଶନିବାର ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମଧ୍ୟ ଅଛନ୍ତି।ତେବେ ଗୃହମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ରାଜ୍ୟର ଡିଜିପି ପି.ଡୋଙ୍ଗଲଙ୍କୁ ତାଙ୍କ…

Read More

କିଏ ଏହି ଆକାଶ ଦୀପ୍ , କେମିତି ଥିଲା ତାଙ୍କ କ୍ରିକେଟର ଯାତ୍ରା ଜାଣନ୍ତୁ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆକାଶ ଦୀପ ସିଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହି ମ୍ୟାଚ୍ ଆକାଶଦୀପଙ୍କ ପାଇଁ ଏକ ସ୍ୱପ୍ନର ଡେବ୍ୟୁ ଭାବେ ପ୍ରମାଣିତ ହୋଇଛି । ବଙ୍ଗଳା ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ଖେଳାଳିଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । କାର୍ଯ୍ୟଭାର…

Read More

କେନ୍ଦ୍ର ବଜେଟ୍ ୨୦୨୬-୨୭: ସରକାରୀ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ହାତକୁ ଟେକିଦେବାର ଏକ ପ୍ରତାରଣାପୂର୍ଣ୍ଣ ନକ୍ସା – ଏଆଇଡିଏସଓ

ଭୁବନେଶ୍ୱର :  ଏଆଇଡିଏସଓ କେନ୍ଦ୍ରୀୟ କାଉନସିଲ୍‌ର ସାଧାରଣ ସମ୍ପାଦକ ଶିବାଶିଷ ପ୍ରହରାଜ କେନ୍ଦ୍ର ବଜେଟ୍ – ୨୦୨୬ ଉପରେ ନିମ୍ନଲିଖିତ ବିବୃତ୍ତି ଜାରି କରିଛନ୍ତି lଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏଆଇଡିଏସଓ) ପୁଞ୍ଜିପତିଙ୍କ ସପକ୍ଷବାଦୀ ଏବଂ ଶ୍ରମିକ ବିରୋଧୀ କେନ୍ଦ୍ର ବଜେଟ୍ ୨୦୨୬-୨୭ କୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛି। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ଏହା ଏକ ପ୍ରତାରଣାପୂର୍ଣ୍ଣ ନକ୍ସା ବୋଲି ସଂଗଠନ ଏହାକୁ ନିନ୍ଦା କରିଛି। “ଆଧୁନିକୀକରଣ” ନାମରେ…

Read More

ଆଦାନି ଗ୍ରୁପକୁ ନେଇ ଆଉ ଏକ ବଡ଼ ଦାବି କଲା ହିଣ୍ଡେନବର୍ଗ ରିପୋର୍ଟ

ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ସମ୍ବନ୍ଧରେ ପୁଣି ଏକ ବଡ ଦାବି କରିଛି | ସେ ଦାବି କରିଛନ୍ତି ଯେ ଆଦାନୀ ଗ୍ରୁପ୍ ସହିତ ସଂଯୁକ୍ତ ଅନେକ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୩୧୦ ମିଲିୟନ ଡଲାରରୁ ଅଧିକ ଟଙ୍କା ଫ୍ରିଜ୍ ହୋଇଯାଇଛି। ଭାରତୀୟ ମୁଦ୍ରାରେ ଏହା ୨୬୦୦ କୋଟିରୁ ଅଧିକ ଅଟେ। ମନି ଲଣ୍ଡରିଂ ଅଭିଯୋଗର ତଦନ୍ତର ଏକ ଅଂଶ ଭାବରେ ସ୍ୱିସ୍ କର୍ତ୍ତୃପକ୍ଷ ଏହି ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଛନ୍ତି। ନିକଟରେ ପ୍ରକାଶିତ ସ୍ୱିଜରଲ୍ୟାଣ୍ଡର…

Read More

ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ

ଭୁବନେଶ୍ୱର : ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ। ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭବ ହେଉଛି ପ୍ରଚଣ୍ଡ ଗୁଳୁଗୁଳି ଓ ଗରମ । ପଶ୍ଚିମ ଓଡିଶାରେ  ତାତି ସହ ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଚାନ୍ଦବାଲିରେ  ୩୭ ଡିଗ୍ରୀ। କେନ୍ଦୁଝର…

Read More

ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର : ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା…

Read More

Hindi Cinema Ladla – ଚଳଚ୍ଚିତ୍ର ଲାଡଲାର 32 ବର୍ଷ ପୂର୍ତ୍ତି

ମୁମ୍ବାଇ :(ହରେକୃଷ୍ଣ ଦାସ )-“ଆମେ ସମ୍ପୂର୍ଣ୍ଣ ଫିଲ୍ମଟି ସମାପ୍ତ କରିସାରିଥିଲୁ; କେବଳ କ୍ଲାଇମାକ୍ସ ବାକି ଥିଲା। ସେହି ସମୟରେ, ଫିଲ୍ମଟିକୁ ବନ୍ଦ କରିବାର ଚିନ୍ତା ଆମ ପାଇଁ ଅକଳ୍ପନୀୟ ଥିଲା। କାରଣ, ସମ୍ପାଦନା ପ୍ରକ୍ରିୟା ସମୟରେ, ଆମେ ଅନୁଭବ କରିଥିଲୁ ଯେ ଫିଲ୍ମଟି ଅସାଧାରଣ ଭାବରେ ଭଲ ହୋଇଛି – ଏହା ନିଶ୍ଚିତ ଭାବରେ ହିଟ୍ ହେବ। ସମ୍ପୂର୍ଣ୍ଣ କାଷ୍ଟ ଏବଂ କ୍ରୁ ଗଭୀର ଡିପ୍ରେସନରେ ଥିଲେ – ଆଂଶିକ ଭାବରେ ଦିବ୍ୟାଙ୍କ ଅକାଳ ମୃତ୍ୟୁ ଯୋଗୁଁ,…

Read More