ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର

ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ।…

Read More

ମାତୃ ସ୍ନେହ ଛବି ଦେଖାଇ କ’ଣ ଲୁଚେଇବାକୁ ଚାହୁଁଚି ସରକାର

ନୂଆଦିଲ୍ଲୀ/ ପ୍ରୟାଗରାଜ : (ପ୍ରଶାନ୍ତ କୁମାର ରଣସିଂହ) -: କଳ୍ପନା କରନ୍ତୁ ସରକାର କେତେ ଚତୁର, ଏହି ଫଟୋଟି ମହିଳା ଏବଂ ଶିଶୁର NIKON ର 70/250 ଲେନ୍ସ କ୍ୟାମେରା ଉପରେ ଧ୍ୟାନକେନ୍ଦ୍ରୀତ କରି ନିଆଯାଇଥିଲା, ତାପରେ ଏହା ଭକ୍ତଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବରେ ପୋଷ୍ଟ କରାଯାଇଥିଲା | ମୋତେ କୁହନ୍ତୁ ତ 6 ଲକ୍ଷ ଟଙ୍କା ମୂଲ୍ୟର କ୍ୟାମେରା ଜରିଆରେ ହାଲୁକା ହସ ସହିତ କିପରି ଏହି ଫଟୋ ନିଆଯାଇଛି, ଏହି ସରକାର କେତେ…

Read More

ପଦ୍ମ ଛାଡି ଶଙ୍ଖ ଧରିଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ…

ଭୁବନେଶ୍ଵର;ବିଜେଡ଼ିରେ ଯୋଗଦେଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ ।  ପୁର୍ବରୁ ସେ ବଲାଙ୍ଗୀର ଜିଲ୍ଲାର ସଭାପତି ଓ ବିଜେପିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ ।  ଭାଜପା ଦଳ ତାଙ୍କୁ ଅଣ ଦେଖା କରିଥିବାରୁ ସେ ଆଜି ବିଜେଡ଼ିରେ ଯୋଗଦାନ କରିଛନ୍ତି ।ଭୁବନେଶ୍ବର ସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ  ଶଙ୍ଖ ଭବନରେ ଆୟୋଜିତ ମିଶ୍ରମ ପର୍ବରେ ପ୍ରଭାସ ପାଣିଗ୍ରାହି ଓ ତାଙ୍କ ସମର୍ଥକ ମାନେ ବିଜେଡିରେ…

Read More

କଳାହୀରାର ଗଡ଼ କିଏ ହେବ ରାଜନୈତିକ ମୁନୀବ !

ତାଳଚେର :  ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ତାଳଚେର ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି। ତାଳଚେର ପୌର ପରିଷଦ ,ତାଳଚେର ବ୍ଲକ ଓ କଣିହାଁ ବ୍ଲକର ସାତୋଟି ଗ୍ରାମ ପଞ୍ଚାୟତକୁ ନେଇ ତାଳଚେର ବିଧାନସଭା କ୍ଷେତ୍ର ।ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ହେତୁ ଏହା ଉପରେ ସମସ୍ତଙ୍କ ନଜର । ଏମସିଏଲ୍, ଏନଟିପିସି  ଭଳି ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଏଠି କାର୍ଯ୍ୟ କରୁଛି । ହଜାର ହଜାର କୋଟି ରାଜସ୍ୱ ଉଭୟ କେନ୍ଦ୍ର…

Read More

ପ୍ରଥମ ଓଡ଼ିଆ ଭାବେ ଯୋଗ ଦେଲେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ୍ ଜୋନାଲ ସଂଯୋଜକ ଅମ୍ରିତ ମିଶ୍ର

 ମୁମ୍ବାଇ : ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ ୧୬ ରୁ ୧୮ ଅକ୍ଟୋବର ୨୦୨୩ ତିନି ଦିନ ବ୍ୟାପି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଶ୍ୱର ୪୮ ଟି ଦେଶର ୧୩୮ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ମହା ସମ୍ମିଳନୀରେ ପ୍ରଥମ ଓଡ଼ିଆ ଭାବରେ ଅଲଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ/ପୂର୍ବତଟ ରେଲୱେ ଶ୍ରମିକ ୟୁନିଅନର ଜୋନାଲ ଯୁବ ସଂଯୋଜକ ତଥା ପୁରୀ ନିବାସୀ  ଅମ୍ରିତ ମିଶ୍ର ଭାରତକୁ ପ୍ରତିନିଧିତ୍ୱ କରିଥିଲେ…

Read More

ପଟ୍ଟନାୟକ ପରିବାର ବିବାଦ : ବଦଳିବେ କି ଆଡଭୋକେଟ୍ ଜେନେରାଲ !!!

ଭୁବନେଶ୍ୱର : ସ୍ୱାଧୀନତା ପରେ ରାଜ୍ୟକୁ ଦୁଇ ପଟ୍ଟନାୟକ ପରିବାର ପ୍ରାୟ ୪୫ ବର୍ଷ ଓଡ଼ିଶାକୁ ଶାସନ କରିଲେଣି। ଏହା ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ବର୍ଷ ପୂରଣ କରିସାରିଲେଣି। ପୂର୍ବରୁ ବିଜୁ ପଟ୍ଟନାୟକ ୭ ବର୍ଷ ୧୨୧ ଦିନ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରାୟ ୧୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ବିଜୁ ପଟ୍ଟନାୟକ ପ୍ରଥମେ ହିଁ କେନ୍ଦୁଝର ପଟ୍ଟନାୟକ ପରିବାରକୁ ଖଣି ଲିଜ୍ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହା ପରେ ଜାନକୀ…

Read More

ପହଣ୍ଡି ବେଳେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଆଇନମନ୍ତ୍ରୀ ..

ଭୁବନେଶ୍ବର: ପହଣ୍ଡି ବେଳେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା , ଏହା ଲୀଳାମୟଙ୍କ ଲୀଳା । ଆହାତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ପହଣ୍ଡି ସମୟରେ ରଥ ଉପରେ ଅଣ ସେବାୟତ ରହିଥିବା କଥାକୁ ସେ ଖଣ୍ଡନ କରିଛନ୍ତି । ସେହିପରି ଏହି ପ୍ରସଙ୍ଗରେ ମଧ୍ୟ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ଏହା…

Read More

World Petroleum Crisis and India ଚଣ୍ଡୀଖୋଲ ଭୂତଳ କଞ୍ଚା
ତୈଳ ପ୍ରକଳ୍ପ

ଚଣ୍ଡିଖୋଲ :(ବିଜୟ ସାହୁ )-ଇରାନ -ଆମେରିକା ଯୁଦ୍ଧ ପରେ ତୈଳ ସଙ୍କଟ ଯୋଗୁଁ ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ଅଧୁନା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଚିଠି ଲେଖି ଯାଜପୁର ଜିଲ୍ଲା ଡଙ୍କାରୀ ପଥର ପାହାଡ଼ ନିକଟରେ ପ୍ରସ୍ତାବିତ ଭୂତଳ କଞ୍ଚାପେଟ୍ରୋଲିୟମ ଗୋଦାମ ନିର୍ମାଣ ତ୍ବରାନ୍ବିତ କରିବାକୁ ନିବେଦନ କରିଛନ୍ତି । କାରଣ ରାଜ୍ୟ ସରକାର 600…

Read More

Mamata Banarjee In SC –  ମମତା ବାନାର୍ଜୀ ସୁପ୍ରିମ କୋର୍ଟରେ: ଏକ ଐତିହାସିକ ଦିନ

ନୂଆଦିଲ୍ଲୀ : (ଗର୍ବିତ ଓଡ଼ିଆ)-ଆଜି ଫେବୃଆରୀ ୪ ତାରିଖ ରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ କୋର୍ଟ ରେ ନିଜର ମାମଲା ନିଜେ ଯୁକ୍ତି ଉପସ୍ଥାପନ କରି ଇତିହାସ ରଚିଛନ୍ତି। ଏହା ଭାରତୀୟ ରାଜନୀତିରେ ଏକ ଅଭୂତପୂର୍ବ ଘଟଣା, ଯେଉଁଥିରେ ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ସ୍ୱୟଂ ଆଇନଜୀବୀ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହୋଇଛନ୍ତି ସେ ନିଜର ଯୁକ୍ତି ଉପସ୍ଥାପନରେ ସହାୟତା ପାଇଁ ସିନିୟର ଆଡଭୋକେଟ Shyam Divan ଏବଂ Trinamool Congress MP…

Read More

ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଦମ ଓ ବିଜେଡ଼ି ବିଧାୟକ ଅରୁଣ କୁମାର ସାହୁ

ଭୁବନେଶ୍ୱର: ଦୈନିକ ଇଂରାଜୀ ଖବର କାଗଜ The New Indian Express ର ଭୁବନେଶ୍ୱର ସଂସ୍କରଣ ଗତ ୨୩ ଅଗଷ୍ଟ ୨୦୨୪ରେ ପୃଷ୍ଠା ଦୁଇରେ ପ୍ରକାଶ ପାଇଥିବା ଏକ ଖବର ଉପରେ ଗୃହର ଦୃଷ୍ଟି ଆକର୍ଷଣ କରାଯାଇଛି l କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡମ୍ ଏବଂ ବିଜେଡ଼ି ନେତା ଅରୁଣ କୁମାର ସାହୁ ଏହି ପ୍ରସଙ୍ଗରେ ଗୃହର ଶୂନ୍ୟ କାଳରେ ବକ୍ତବ୍ୟ ରଖିଥଲେ l ଉଭୟ କହିଥିଲେ ଯେ,ଚଳିତ ବର୍ଷ ରାଜ୍ୟର ୧୮୬୩…

Read More