IAS ପ୍ରଦୀପ ଜେନାଙ୍କ ପରେ କାହାକୁ Chief Secretary କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିଜ ପ୍ରଶାସନିକ କ୍ୟାରିୟରରେ ୩୪ ବର୍ଷ ପୂରଣ କରିଛନ୍ତି। ସୋମବାର ଶ୍ରୀ ଜେନା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍ ରେ ତାଙ୍କୁ ବିଭିନ୍ନ ବର୍ଗ ପକ୍ଷରୁ ଶୁଭେଚ୍ଛା ମଧ୍ୟ ପ୍ରଦାନ କରାଯାଇଛି। ଟୁଇଟ୍ ମାଧ୍ୟମରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ମୁଁ ୩୪ ବର୍ଷ ପୂରଣ କରିବ। ମୁଁ ମୋର ସମସ୍ତ ସହକର୍ମୀ, ସାଧାରଣ ଜନତା ଏବଂ ସରକାରଙ୍କୁ ଧନ୍ୟବାଦ…

Read More

ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ, ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ବିଶେଷ କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ  ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁରୁବାର ପ୍ରଶାନିକ ନିର୍ଦ୍ଦେଶ…

Read More

ପାକିସ୍ତାନ ଦଳର ନେତୃତ୍ୱ ପାଇବା ପରେ ଶାହିନ ଆଫ୍ରିଦି କ’ଣ କହିଲେ ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ଦଳରେ ଅନେକ ବଡ଼ ପରିବର୍ତ୍ତନ ହୋଇଥିଲା। ପ୍ରଥମେ ବୋର୍ଡରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ତା’ପରେ ତିନୋଟି ଫର୍ମାଟରେ ନିୟମିତ ଅଧିନାୟକ ଥିବା ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ବାବରଙ୍କ ପରେ ଶାହିନ ଶାହ ଆଫ୍ରିଦିଙ୍କୁ ଟି-୨୦ ର ଅଧିନାୟକ ଏବଂ ଶାନ୍ ମାସୁଦଙ୍କୁ ପାକିସ୍ତାନ ପକ୍ଷରୁ ଲାଲ ବଲର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଅଧିନାୟକ…

Read More

ଦ୍ବିତୀୟ ଟେଷ୍ଟର ବିଜୟ ପରେ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ୍ ପଏଣ୍ଟ ତାଲିକାର କେଉଁ ସ୍ଥାନରେ ରହିଛି ଟିମ ଇଣ୍ଡିଆ ଜାଣନ୍ତୁ …

ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ନେଇଛି। ବିଶାଖାପାଟନମ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ବିଜୟ ପରେ ରୋହିତ ବାହୀନି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତର ବିଜୟ ହାର ୫୨.୭୭ ହୋଇଛି। ଟିମ୍ ଇଣ୍ଡିଆ ବିଶ୍ୱ…

Read More

ରଣନୀତି ବଦଳାଇବ କି ରାଜ୍ୟ ବିଜେପି, ମଧ୍ୟପ୍ରଦେଶ ଓ ଛତିଶଗଡରୁ ନେଲା ଶିକ୍ଷା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିମ୍ବା ପ୍ରଚାର କମିଟି ଅଧ୍ୟକ୍ଷ ଘୋଷଣା ନ କରି ନିର୍ବାଚନ ଜିତି ହୁଏ। ସେହିପରି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଥିଲେ ବି ବିଧାୟକ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଜନମତ ଥାଏ। ଉପଯୁକ୍ତ ରଣନୀତି ଦ୍ୱାରା ଏହି ପରିସ୍ଥିତିରେ ନିର୍ବାଚନ ଜିତିହୁଏ। ଯାହା ବିଜେପିର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଜୟରୁ ଜଣାପଡିଛି। ଅନୁରୂପ ଭାବେ ଲୋକପ୍ରିୟ ଥିବା ମାଣିକ ସରକାର ତ୍ରିପୁରାରେ ମଧ୍ୟ ଦୁଇଥର…

Read More

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜୋମାଟୋ କରିବ ଫୁଡ୍ ଡିଲିଭର …

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଭାରତୀୟ ରେଳ ବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଜରିଆରେ ଟ୍ରେନ୍ ରେ ଆପଣଙ୍କ ପସନ୍ଦର ଖାଦ୍ୟ ପହଞ୍ଚାଇବ। ଏଥିପାଇଁ ଆଇଆରସିଟିସି ଜୋମାଟୋ ସହ ଚୁକ୍ତି କରିଛି। ଆଇଆରସିଟିସି ସହ ଏହି ଚୁକ୍ତି ପରେ ଜୋମାଟୋର ଷ୍ଟକ ବୁଧବାର କାରବାର ଅଧିବେଶନରେ ଏକ ବର୍ଷର ସର୍ବୋଚ୍ଚ ସ୍ତରରେ କାରବାର କରୁଛି । ଷ୍ଟକ ଏକ୍ସଚେଞ୍ଜରେ ଦାଖଲ କରାଯାଇଥିବା ଏକ ନିୟାମକ ଫାଇଲିଂରେ…

Read More

Paytm Payments Bank; ୧୦୦ ଟଙ୍କା ବିନିଯୋଗରେ କରନ୍ତୁ FD ୬.୨୫ ପ୍ରତିଶତ ହାରରେ ପାଆନ୍ତୁ ସୁଧ …

ନୂଆଦିଲ୍ଲୀ; ଆଜି ବି ବିନିଯୋଗ କରାଇବାରେ ଅଧିକାଂଶ ଲୋକ ଫିକ୍ସଡ୍ ଡିପୋଜିଟ୍ ଅର୍ଥାତ୍ FD କୁ ବାଛନ୍ତି । ପୁଞ୍ଜି ବିନିଯୋଗ କ୍ଷେତ୍ରରେ FD ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ, ଯେଉଁଥିରେ ରିଟର୍ଣ୍ଣ ଗ୍ୟାରେଣ୍ଟି ସହିତ ରିଟର୍ନ ମଧ୍ଯ ମିଳିଥାଏ । ଏଥିରେ, ସେଭିଂ ଆକାଉଣ୍ଟ ଅପେକ୍ଷା ଅଧିକ ରିଟର୍ନ ଉପଲବ୍ଧ । ଅଧିକାଂଶ ବ୍ୟାଙ୍କରେ, ପରିପକ୍ୱତା ଅବଧି ପୂର୍ବରୁ FD ଭାଙ୍ଗିବା ପାଇଁ ସୁଧ ଆଦାୟ କରାଯାଏ । ଯଦି ଆପଣ ଏମିତି…

Read More

ଟି-୨୦ ବିଶ୍ଵକପ: ଆଜି ଆମେରିକା – ଭାରତ ଲଢ଼େଇ…

ନ୍ୟୁୟର୍କ : ଚଳିତ ଟି-୨୦ ବିଶ୍ୱକପରେ ଭାରତ ବୁଧବାର ତା’ର ତୃତୀୟ ମ୍ୟାଚ୍‌ରେ ସହ- ଆୟୋଜକ ଆମେରିକାକୁ ଭେଟିବାକୁ ଯାଉଛି। ସ୍ଥାନୀୟ ନାସାଉ ଷ୍ଟାଡିୟମରେ ଗ୍ରୁପ୍‌-ଏ’ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ସୁପର-୮ରେ ପ୍ରଵେଶ କରିବାକୁ  ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୪୬ଟି ବଲ୍‌ ବାକିଥାଇ ୮ ୱିକେଟରେ ପରାସ୍ତ କରିଥିବା ବେଳେ । ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ରୋମାଞ୍ଚକ ଢଙ୍ଗରେ…

Read More

ଗଜପତିକୁ ଚାଲିଲା ୩୬ଟି ବସ୍, ଜିଲ୍ଲାର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ଏହି ଅବସରରେ ଉଦ୍‌ବୋଧନ…

Read More

ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ଦ୍ବାରା ୪୨୫୪ ଜଣ ବାଳିକା ଓ ମହିଳାଙ୍କୁ ଯଶସ୍ୱୀ ବୃତ୍ତି ପ୍ରଦାନ

· ଯଶସ୍ଵୀ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଚୟନ କରାଯାଇଥିବା ବାଳିକା ଓ ମହିଳା ମାନଙ୍କ ମଧ୍ୟରୁ ୨୬୮୯ ଜଣ ଓଡ଼ିଶାର ବାସିନ୍ଦା · ୨୦୨୨ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ୧୦ ହଜାରରୁ ଅଧିକ ମହିଳା ଓ ବାଳିକା ସାମିଲ ଭୁବନେଶ୍ବର, ୧୯/୦୧/୨୦୨୪:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯଶସ୍ଵୀ ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ…

Read More