ସବୁ କଳ୍ପନା ଜଳ୍ପନାର ହୋଇଛି ଅନ୍ତ, ଶେଷରେ ମନ୍ମଥ ରାଉତରାୟ ଧରିଲେ ଶଙ୍ଖ …

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡ଼ିରେ ସାମିଲ ହେଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ।  ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମନ୍ମଥ ଶହ ଶହ କର୍ମକର୍ତ୍ତାଙ୍କ ଗହଣରେ ଶଙ୍ଖ ଧରିଛନ୍ତି । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ଏହି ପରିପ୍ରେକ୍ଷୀରେ ସସ୍ମିତ ପାତ୍ର କହିଛନ୍ତି,  ମିଶ୍ରଣ ପର୍ବର…

Read More

୪ ଦିନ ପର୍ଯ୍ୟନ୍ତ ୪ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ।

ଭୁବନେଶ୍ବର : ରାଜ୍ୟରେ ଗତ ଦୁଇ ଦିନ ହେବ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି…

Read More

ପ୍ରଧାନମନ୍ତ୍ରୀ ମୋଦି କାହାକୁ ବାଣ୍ଟିଲେ କେଉଁ ଦାୟିତ୍ଵ ଜାଣନ୍ତୁ…

ମୋଦି ସରକାର ଦେଶରେ ତୃତୀୟ ଥର ଶପଥ ଗ୍ରହଣ ପରେ ଏବେ ମନ୍ତ୍ରୀପଦ ବଣ୍ଟା ହୋଇଛି । ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିବାବେଳେ ଅମିତ ଶାହ ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । କ୍ୟାବିନେଟ ବୈଠକରେ ନୀତିନ ଗଡକରୀଙ୍କୁ ସଡକ ଓ ପରିବହନ ମନ୍ତ୍ରୀପଦ ଦେଇ ରିପିଟ କରିଚନ୍ତି ମୋଦି । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜଣାପଡିଛି ଯେ ଗଡକରୀ ନିଜ ଦାୟିତ୍ବ ସଠିକ୍…

Read More

ରାଜ୍ୟ ବିଜେପିରେ ଆରମ୍ଭ ହେବ କ୍ଷମତା ଅଳିନ୍ଦ ପାଇଁ ଶୀତଳଯୁଦ୍ଧ….

ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାସୀନ ହୋଇଛି। ଦିନ କେଇଟା ମଧ୍ୟରେ ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ପାଇବ। ପ୍ରାୟ ଅଢେଇ ଦଶନ୍ଧି ପରେ ଓଡ଼ିଶା ନୂଆ ରାଜନୈତିକ ଉତ୍ତରାଧିକାରୀକୁ ସ୍ୱାଗତ କରିବ। ବିଜେପି ସଂଖ୍ୟାଗରିଷ୍ଠ ହୋଇଥିବାରୁ ଦଳ ଭିତରେ ମୁଖ୍ୟମନ୍ତ୍ରୀ ଦୌଡ଼ ଆରମ୍ଭ ହୋଇଯାଇଛି। କେନ୍ଦ୍ରରେ ଅପେକ୍ଷାକୃତ କମ୍ ସଂଖ୍ୟକ ଆସନ ପାଇଥିବାରୁ ବିଜେପି ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ରହିବ ନାହିଁ। ତେଣୁ ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ପରି ମୁଖ୍ୟମନ୍ତ୍ରୀ କରିବ ନାହିଁ। ପ୍ରଶାସନ…

Read More

ବିଧାନସଭାରେ ନିନ୍ଦା ପ୍ରସ୍ତାବ ଗୃହୀତ

ଭୁବନେଶ୍ବର: ଗତକାଲି ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ କରିବା ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଶନିବାର ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିରୋଧୀଙ୍କ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିବା ପରେ ବାଚସ୍ପତିଙ୍କ ଅନୁମୋଦନକ୍ରମେ ଏହା ପାରିତ ହୋଇଛି।ସୂଚନାଯୋଗ୍ୟ,  ରାଜ୍ୟରେ ଦେଶୀ ମଦ ମୃତ୍ୟୁ ପାଇଁ ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦୁଇ ବିଜେଡି ବିଧାୟକ ସୋରର ମାଧବ ଧଡ଼ା ଓ ଦେବଗଡ଼ର ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ…

Read More

ଟି-୨୦ ରେ କୋହଲିଙ୍କ ଏହି ରେକର୍ଡ ପାଇଁ ବିସିସିଆଇ ତାଙ୍କୁ ଦଳରୁ କାଢିବା ପାଇଁ ସାହସ କଲାନି …

କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ସ୍ଲୋ ଷ୍ଟ୍ରାଇକ୍ ପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା। କୋହଲି ଯିଏକି ନିକଟରେ ଆଇପିଏଲରେ ୬୭ ଟି ବଲରେ ଆଇପିଏଲ ଇତିହାସରେ ସବୁଠାରୁ ଥିମା ଶତକ ହାସଲ କରିଥିଲେ । ଏସବୁ ଦିଗ ସତ୍ତ୍ୱେ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳରେ କୋହଲିଙ୍କ ଆବଶ୍ୟକତା ଅନୁଭବ କରିଛି | ହାରାହାରି ୭୧ ରୁ ଅଧିକରେ ଚଳିତ ଆଇପିଏଲରେ ୫୦୦ ରନ୍ କରିଥିବାରୁ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି।…

Read More

ଓଡ଼ିଶା ଗସ୍ତରେ ବିଶ୍ୱଶର୍ମା,୮ ସ୍ଥାନରେ କରିବେ ପ୍ରଚାର…

ଭୁବନେଶ୍ଵର: ଶେଷ ପର୍ଯ୍ୟାୟ ନିର୍ବାଚନରେ ଯୋର ଲଗେଇବା ପାଇଁ ରାଜ୍ୟରେ ହେବିୱେଟ ନେତାଙ୍କ ଗହଳ ଚହଳ ଲାଗିଛି  ।ପ୍ରାୟ ୯୦ ପ୍ରତିଶତ ମତଦାନ ଶେଷ ହୋଇଥିବା ବେଳେ ଆଉ ମାତ୍ର ୧୦ ପ୍ରତିଶତ ଭୋଟ ଜୁନ ୧ ରେ  ଗ୍ରହଣ କରାଯିବ । ସେଥିପାଇଁ ମୈଦାନରେ  ନେତା ଏବଂ ତାଙ୍କ ପାଇଁ କ୍ୟାମ୍ପେନର ମଙ୍ଗ ଧରିଛନ୍ତି ଷ୍ଟାର୍‌ ପ୍ରଚାରକ। ଓଡିଶାରେ ବିଜେପିର ଟପ୍ କେନ୍ଦ୍ରୀୟ ନେତା ଡେରା ଦେଇଥିବା ବେଳେ  ଆଜିଠୁ ପୁଣିଥରେ ଦୁଇ ଦିନିଆ ଓଡିଶା…

Read More

ମୋଦିଙ୍କ ଉପରେ ବର୍ଷିଲେ ରାହୁଲ, କିହିଲେ ଜୁନ୍ ୪ ରେ ଇଣ୍ଡିଆ ମେଣ୍ଟ ଗଢ଼ିବ ସରକାର…

ବଲାଙ୍ଗୀର; ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ କରି ନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ପ୍ରଚାର କରିଛନ୍ତି । ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇ ସେ  କେନ୍ଦ୍ର ସରକାର ଓ  ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲେଚନା କରିଛନ୍ତି । ଜୁନ୍ ୪ ତାରିଖରେ ଦେଶରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ସବୁଠୁ ରୋଚକ କଥା ହେଲା ସେ ଓଡ଼ିଶା ଆସି ରାଜ୍ୟ…

Read More

ଦୈନିକ ୭ ଟଙ୍କା ସଞ୍ଚୟ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା

ଆଜିର ଯୁଗରେ ଅନେକ ନିବେଶ ବିକଳ୍ପ ରହିଛି । ଏମିତି କିଛି ସ୍କିମ୍ ରହିଛି ଯେଉଁଥିରେ କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ଆପଣ ମାନେ ପାଇପାରିବେ । ଆଜି ଆମେ ଏମିତି ଏକ ସ୍କିମ୍ କହିବାକୁ ଯାଉଛୁ ଯାହା କେବଳ ଏକ କପ୍ ଚା’ର ଦାମରେ ଆପଣ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ସଞ୍ଚୟ କରିପାରିବ।  ଏହା ଏକ ସରକାରୀ ଯୋଜନା, ଯାହାକୁ ଅଟଳ ପେନସନ ଯୋଜନା କୁହାଯାଏ । ଅଟଳ ପେନସନ…

Read More

ପୁଣି ଇତିହାସ ରଚିଲେ ନୀରଜ …

ପୁଣି ଇତିହାସ ରଚିଛନ୍ତି ସୁନା ପୁଅ ନୀରଜ ଚୋପ୍ରା। ଫିନଲ୍ୟାଣ୍ଡ ଟୁର୍କୁରେ ଆୟୋଜିତ ପାଭୋ ନୁର୍ମି କ୍ରୀଡାରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ ପୂର୍ବରୁ କମାଲ କରିଛନ୍ତି ନୀରଜ। ତୃତୀୟ ପ୍ରୟାସରେ ନୀରଜ ୮୫.୯୭ ମିଟର ଭାଲା ଫିଙ୍ଗି ଶୀର୍ଷରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫିନଲ୍ୟାଣ୍ଡ ଟୋନି କେରେନନ୍‌‌ ୮୪.୧୯ ମିଟର ଫିଙ୍ଗ ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଏବଂ ଗତ ବର୍ଷର ବିଜେତା ଓଲିଭର୍‌‌ ହେଲାର୍ଣ୍ଡ…

Read More