କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

ଭୁବନେଶ୍ବର ; ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ) ଶ୍ରୀ ସନ୍ଦୀପ ମଲହୋତ୍ରା, ଆଇପିଏସ୍, ଏହି ପୁରସ୍କାର ପ୍ରଦାନ କରିଥିଲେ। ଜେଏସପି ପକ୍ଷରୁ ଏହାର ଗ୍ରୁପ୍ ଚିଫ୍ ଡିଜିଟାଲ୍ ଅଫିସର ଶ୍ରୀ ଇନ୍ଦ୍ରଦ୍ୟୁନ୍ନ ଦତ୍ତା ଏହି ସମ୍ମାନ ଗ୍ରହଣ କରିଥିଲେ। ଚେୟାରମ୍ୟାନ୍ ଶ୍ରୀ…

Read More

ବିଜେଡ଼ିକୁ “ବିଦ୍ରୋହ“ ଅଡୁଆ , କାମ୍ପ ଭୋଟରଙ୍କୁ ନେଇ ସବୁ ଶିବିରରେ କମ୍ପନ, ତୃତୀୟ ବିଜୟ ଲକ୍ଷ୍ୟରେ ନାରାୟଣ… ଜମିଲାଣି ପାରଳାଖେମୁଣ୍ଡି ରାଜନୀତି

ପାରଳାଖେମୁଣ୍ଡି:  ସାରା ରାଜ୍ୟରେ ବିଜେଡିର ଉତ୍ତମ ସଙ୍ଗଠନ। ହେଲେ ଗଜପତି ଜିଲ୍ଲା କଥା ପଡ଼ିଲେ ଏହି ଉତ୍ତମ ଶବ୍ଦଟି ଉଭାନ ହୋଇଯାଏ। ବିଶେଷ କରି ଏହି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହା ବୋଧହୁଏ, ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀ ଯେଉଁଠି ବିଜେଡି ଅପେକ୍ଷା ବିଜେପି ଓ କଂଗ୍ରେସ ଅଧିକ ଶକ୍ତିଶାଳୀ ମନେ ହୁଏ।  ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ଭିତରେ ଟିକେଟ୍ ଆଶାୟୀଙ୍କ…

Read More

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବଢିଲା ହୋଟେଲ ଓ ବିମାନ ଭଡ଼ା …

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଯେତେ ପାଖଉଛି ସେତେ ବଢିବାରେ ଲାଗିଛି ହୋଟେଲ ବୁକିଂ ।କ’ଣ  ଆପଣ ଚାହୁଁଛନ୍ତି ଅଯୋଧ୍ୟାରେ ରହି ଏହି ଭବ୍ୟ ମୂହୁର୍ତ୍ତକୁ ଅନୁଭବ କରିବା ପାଇଁ  ।ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କୁ ଏଠି  ଗୋଟିଏ ରାତି ପାଇଁ ରୁମ୍‌ ରେଣ୍ଟ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା । ରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏବେ ପୂରା ଅଯୋଧ୍ୟାରେ ଦେଖା ଦେବ ଜନ ସମାଗମ ।…

Read More

ଭାରତର ଏହି ୨ଟି ସହରରେ ବିିଶ୍ବକପ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୬ତମ ମ୍ୟାଚରେ ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୬୫ ରନ୍‌ କରିଥିବା ବେଳେ ତିଲକ ବର୍ମା ୪୧ ରନ୍‌ ଓ ଇଶାନ୍ କିଶନ୍ ୩୧ ରନ୍‌ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ମୁକେଶ…

Read More

ମର୍ଦ୍ଦଳ ର ଜଗନ୍ନାଥ ବାଣୀ ରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର

ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ବାଦ୍ୟ ବାଣୀ ଗୁରୁକୂଳ ଦ୍ଵାରା ବୃନ୍ଦ ମର୍ଦ୍ଦଳ ବାଦନ ପରିବେଷିତ ହୋଇଥିଲା। ମର୍ଦ୍ଦଳ ହେଉଛି ଓଡ଼ିଆ ଜାତିର ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ବାଦ୍ୟ ଯନ୍ତ୍ର…

Read More

ବାହାରିଲା କେନ୍ଦ୍ର ସରକାରଙ୍କ ସରକାରୀ ଚାକିରୀ…ଡେରି ନ କରି ତୁରନ୍ତ ପକାନ୍ତୁ…

ଭୁବନେଶ୍ୱର : ନିକଟରେ ଓଡ଼ିଶା ସରକାର ରାଜ୍ୟରେ ଏବଂ ଜିଲ୍ଲା ପୁଲିସ୍ କନଷ୍ଟେବଲ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଏଥିରେ କେତେ ପିଲା ସଫଳତା ପାଇଲେ। ଆଉ କେତେକ ସଫଳତା ପାଇଲେ ନାହିଁ। ଯେଉଁମାନେ ସଫଳତା ପାଇଲେ ଏବଂ ଯେଉଁମାନେ ନ ପାଇଲେ, ସେ ସମସ୍ତଙ୍କ ପାଇଁ ପୁଣି ସୁଯୋଗ ଆସିଛି। ହେଲେ ଓଡ଼ିଶା ସରକାର ନୁହେଁ।  ଭାରତ ସରକାରଙ୍କ  ଦ୍ୱାରା ବାହିରିଛି ସରକାରୀ ଚାକିରୀ। କେନ୍ଦ୍ର ସରକାର ଗୃହ ମନ୍ତ୍ରଳାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ…

Read More

ଅଟା ଚୋରି ରୋକିବାକୁ ପାକିସ୍ତାନରେ ୧୪୪ ଲାଗୁ

ଇସଲାମାବାଦ : ଗୋଟିଏ ପଟେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ଠିକ୍ ସେତିକି ବେଳେ ଅନ୍ୟ ପଟେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ  ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ପ୍ରସ୍ତୁତି ପାଇଁ ଅଟାର ଘୋର ଅଭାବ ଥିବାରୁ ଅଟା ଚୋରି ଆରମ୍ଭ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଅଟା ଚୋରିକୁ ରୋକିବା ପାଇଁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଧାରାଲାଗୁ କରାଯାଇଛି। ଏକ ସରକାରୀ ଆଦେଶ ଜାରି କରି ସରକାର ଏଥିପାଇଁ ସୂଚନା…

Read More

ଜୀବନ ବୀମା ମନି ବ୍ୟାକ୍ ପ୍ଲାନର ଲାଭ ବିଷୟରେ ଜାଣନ୍ତୁ ……

ଆଜିର ଦୁନିଆରେ ଟଙ୍କାରୁ ଟଙ୍କା ରୋଜଗାର କରିବାକୁ କିଏ ବା ନଚାହେଁ । କିନ୍ତୁ ଏହା ପାଇଁ ପ୍ରଥମେ ଆପଣକୁ ଏହାର ହିସାବ ବୁଝିବାକୁ ହେବ । କାରଣ ଭାବିଚିନ୍ତି କରାଯାଇଥିବା ନିବେଶ ଆପଣଙ୍କୁ ଅଧିକ ଫାଇଦା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ନିବେଶ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ କରିବ । ପଇସା ଡବଲ କରିବା ସ୍କିମ ଦୁନିଆରେ ବହୁତ ଅଛି କିନ୍ତୁ ଆମେ ଯଦି…

Read More

ବନ୍ୟପ୍ରାଣୀ ଆକ୍ରମଣ କ୍ଷୟକ୍ଷତି ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମନୁଷ୍ୟ ଓ ବନ୍ୟପ୍ରାଣୀ ସଂଘର୍ଷ ମଧ୍ୟରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକଙ୍କ ମୃତ୍ୟୁ ହେଉଛି। ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପଶୁ ମାନଙ୍କର ମଧ୍ୟ ପ୍ରାଣ ହାନି ଘଟୁଛି।  ଯାହାଦ୍ବାରା କ୍ଷତିଗ୍ରସ୍ତ ପରିବାର ନିଜ  ପ୍ରିୟଜନମାନଙ୍କୁ ହରାଇବାସହ କ୍ଷତି ସହି ଗଭୀର ମାନସିକ ଚାପରେ ରହିଥାନ୍ତି। ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ…

Read More

ମୁଖ୍ୟମନ୍ତ୍ରୀ ଦସ୍ତଖତକୁ ନକଲି ବୋଲି କହିଲେ ସୌମ୍ୟ ପଟ୍ଟନାୟକ, ସପ୍ତାହ ତଳେ ଭେଟିବାକୁ ଅନୁମତି ମାଗି ନିରାଶ ହୋଇଥିଲେ ..

ଭୁବନେଶ୍ୱର : ରାଜନୈତିକ ଘଟଣାକ୍ରମରେ ବିଜେଡି ନେତା  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷ ଚ୍ଛେଦନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି। ମାତ୍ର ଏନେଇ ଦଳ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ନେଇ ଶ୍ରୀ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଛନ୍ତି।  ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ, ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଉପସଭାପତି ପଦ ହରାଇବା…

Read More