ଓଡ଼ିଆ ଝିଅ ଆରାଧନା ଦାସଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ

ଦୁବାଇ: ମଧ୍ଯପ୍ରାଚ୍ଯରେ ବିବାହିତ ଭାରତୀୟ ମହିଳାଙ୍କ ପାଇଁ ନିମିତ୍ତ ପ୍ରଥମ ସୌନ୍ଦର୍ଯ୍ଯ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲ୍ ଦୁବାଇ ଠାରେ ଗତ ୦୮ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ହାସଲ କରିଛନ୍ତି । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍ ଫିନିଶ୍ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା।…

Read More

ରାୟଗଡ଼ା ଗସ୍ତ ବାତିଲ୍ କଲେ ରାହୁଲ ଗାନ୍ଧୀ …

 ରାୟଗଡ଼ା ; କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ସେ ଆଜି ରାୟଗଡ଼ା ଆସିବେନି। ରାୟବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରାଯିବା ପରେ ଆଜି ରାୟବରେଲିରେ ସେ ନାମାଙ୍କନ ଭରିବେ। ଏଥିପାଇଁ ତାଙ୍କ ଓଡ଼ିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ। ଏଣେ ରାହୁଲ ଗାନ୍ଧୀଙ୍କ ବଦଳରେ ଆୟୋଜିତ ସାଧାରଣ ସଭାରେ ‌ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଉଦବୋଧନ ଦେବା ଲାଗି…

Read More

ଆଜି ସଂଧ୍ୟାରେ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ଶ୍ରମିକ…

ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ୨ଟି ପାଇପ୍ ଏପର୍ଯ୍ୟନ୍ତ ଭିତରକୁ ଯିବା ନେଇ ଆଶା କରାଯାଉଛି । ଗୁରୁବାର ରାତିରୁ ସିଲ୍କିୟାରା ଟନେଲରେ ଖନନ କରୁଥିବା ଉଦ୍ଧାରକାରୀ ଦଳ ଗୋଟିଏ ପରେ ଗୋଟିଏ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଏବେ ସେହି ପ୍ରତିବନ୍ଧକ ଦୂର ହୋଇଛି। ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ପିଏମଓର…

Read More

ଆହୁରି ୫ ଦିନ କଲବଲ କରିବ ତାତି ଓ ଗୁଳୁଗୁଳି

ଭୁବନେଶ୍ବର : ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆକଳନ କରାଯାଇଛି। ସମ୍ବଲପୁର ଓ ହୀରାକୁଦରେ ୪୩.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ ମିନିଟରେ ଝାରସୁଗୁଡାରେ ୪୦, ଚାନ୍ଦବାଲିରେ ୩୯.୨, ଭୁବନେଶ୍ୱରରେ ୩୬.୪, ବାଲେଶ୍ୱରରେ ୩୬.୦, ପୁରୀରେ ୩୪.୦, ଗୋପାଳପୁରରେ ୩୩.୨, ପାରାଦୀପରେ ୩୨.୮ ଓ କେନ୍ଦୁଝରରେ ୨୫.୨ ଡ଼ିଗ୍ରି ରେକର୍ଡ…

Read More

ପୀତବାସଙ୍କୁ ସ୍ୱାବଲମ୍ବୀ କରାଇଛି ଥାଇଲାଣ୍ଡ କୋଳି ଚାଷ…

ରାୟଗଡ଼ା ; ବର୍ତ୍ତମାନ ସମୟରେ ଯୁବପିଢିମାନେ ଚାଷରୁ ମୁଁହ ଫେରେଇ ନେଉଥିବା ବେଳେ ପୀତବାସ ଚାଷ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ସେ ପନିପରିବା ଚାଷ ହେଉ ଅବା ଫଳ, ଫୁଲ ଚାଷ, ସବୁଥିରେ ଦେଖାଇଛନ୍ତି ନିଜର ପାରଦର୍ଶିତା । ଜୀବନର ଅନେକ ସମସ୍ୟା ପ୍ରତିବନ୍ଧକ ସାଜିଥିଲେ ସୁଦ୍ଧା ସମସ୍ତ ବାଧା ପ୍ରତିବନ୍ଧକକୁ ଏଡାଇ ସଫଳତା ପଛରେ ଆଗେଇ ଚାଲିଛନ୍ତି ପୀତବାସ । ଏପରି ଜଣେ ଯୁବ ଚାଷୀ ହେଉଛନ୍ତି ରାୟଗଡ଼ା ଜିଲ୍ଲା…

Read More

Flipkart Big Diwali Sale; ଟିଭି, ପ୍ରିଜ୍ ମୋବାଇଲ ଉପରେ ମିଳିବ ୮୦ ପ୍ରତିଶତ ରିହାତି, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ସେଲ୍

ବର୍ଷର ସବୁଠାରୁ ବଡ ସପିଂ ସୁଯୋଗ ଆଣିଥାଏ  ଦୀପାବଳି। ଦୀପାବଳି ଆସିଲେ ଲୋକମାନେ ନାନାଦି ପ୍ରକାରର ଘରକରଣା ଜିନିଷଠୁ ଆରମ୍ଭ କରି ଇଲୋକ୍ଟ୍ରାନିକ ଏବଂ ନୂଆ ପୋଷାକ କିଣିବାକୁ ପସନ୍ଦ କରିଥାନ୍ତି । ଦୀପାବଳି ଏବଂ ଧନତରସରେ ପ୍ରତ୍ୟେକ ଭାରତୀୟ କିଛି ନା କିଛି ଜିନିଷ ଘରକୁ ଆଣିଥାଏ । ଆଉ ଠିକ୍ ଏହି ସମୟରେ କମ୍ପାନୀଗୁଡିକ ମଧ୍ୟ ବଡ଼ ଅଫର ସହିତ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଆଜିର ଅନଲାଇନ ଯୁଗରେ ଏହାର…

Read More

ନେତାଙ୍କୁ ନେଇଯିବା ସହଜ, ଜନତାଙ୍କୁ ବିଜେପି କେମିତି ନବ : ଶରଦ ପାଓ୍ୱାର

ନାସିକ୍ : ଆସନ୍ତା ଲୋକସଭା ନିର୍ବାଚନରେ କୌଣସି ପ୍ରକାରରେ କ୍ଷମତା ହାସଲ କରିବାକୁ ବିଜେପି ଚାହୁଁଛି। ତେଣୁ ଶକ୍ତିଶାଳୀଥିବା ଆଞ୍ଚଳିକ ଦଳଗୁଡିକୁ ଶକ୍ତିହୀନ କରିବାକୁ ଚେଷ୍ଟା କରୁଛି। ଏହି କ୍ରମରେ ଶିବସେନା,ଏନସିପି, ଜେଡିୟୁ ଇତ୍ୟାଦି ଦଳକୁ ଟାର୍ଗେଟ କରୁଥିବା ଶରଦ ପାଓ୍ୱାର କହିଛନ୍ତି। ମହାରାଷ୍ଟ୍ରର ନାସିକ୍ ସହରରେ ବକ୍ତବ୍ୟ ରଖି ଶ୍ରୀ ପାଓ୍ୱାର ଏହା କହିଛନ୍ତି। ଶରତ କହିଛନ୍ତି ଯେ,  ବିଜେପି ଦେଶର ବିଭିନ୍ନ ରାଜ୍ୟରେ ଶକ୍ତିଶାଳୀ ଥିବା ଆଞ୍ଚଳିକ ଦଳଗୁଡ଼ିକୁ ମାଟିରେ ମିଶାଇବାକୁ ଚେଷ୍ଟା କରୁଛି।…

Read More

ଆସନ୍ତାକାଲି ୧୨ଟା ପୂର୍ବରୁ ଆସିବ ସୁଭଦ୍ରା ଟଙ୍କା,ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ଖାତାକୁ ଆସିବ‘ସୁଭଦ୍ରା’ ଟଙ୍କା ।  ହିତାଧିକାରୀଙ୍କ ଆକାଉଣ୍ଟକୁ ପଇସା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ପ୍ରାୟ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପର୍ଯ୍ୟନ୍ତ ୧ କୋଟିରୁ…

Read More

ଗୋଲକ ଏହି ଜିଲ୍ଲା ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ ନାହିଁ କାହିଁକି…

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉତ୍ତରାଧିକାରୀ ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ଗୁଡିକର ସଭାପତିଙ୍କ ନାମ ଘୋଷଣା କରାଯିବ। ରାଜ୍ୟ ସଭାପତି ଗୁଡିକ ଘୋଷଣା ପୂର୍ବରୁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ। ଏହି କ୍ରମରେ ଓଡ଼ିଶାରେ ପ୍ରାୟ 37 ସାଙ୍ଗଠନିକ ଜିଲ୍ଲା ରହିଛି। ଯାହାର ସଭାପତିମାନଙ୍କ ନାମ ପ୍ରଥମେ ଘୋଷଣା କରାଯିବ। ଏହି କ୍ରମରେ ଦୁଇଦିନ ପୂର୍ବରୁ ବିଜେପି ୨୩ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି।…

Read More

ଟି-୨୦ ବିଶ୍ଵକପ; ଆଜି କାନାଡ଼ା – ଭାରତ ମୁକାବିଲା…

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ସ୍ଥାନ ପକ୍କା କରିଛି । ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଥିଲେ ମଧ୍ୟ ଅନ୍ୟ ଖେଳାଳି ମାନଙ୍କୁ ନେଇ କିଛି ପରୀକ୍ଷା କରିବା ପାଇଁ ଦଳ ପାଖରେ ସୁଯୋଗ ରହିଛି।ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା…

Read More