Headlines

ରେଭେନସା ନାମ ପରିବର୍ତ୍ତନ ବିବାଦକୁ ନେଇ ପୁରାତନ ଛାତ୍ର ସଂଘ Whatsup ଗ୍ରୁପରେ ଝଡ଼

ପୂର୍ବ ପ୍ରଶାସକଙ୍କ ମତ ଉପରେ ମନ୍ତବ୍ୟ ରଖିଲେ ପୁରାତନ ଛାତ୍ରକଟକ : (ବିଜୟ ସାହୁ )-ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମିଷ୍ଟର ପ୍ରସନ୍ନ ମିଶ୍ରଙ୍କ ଗୋଟିଏ ପୋଷ୍ଟ- We Ravenshaw Vian Group -ରେ ପଢ଼ିଲି । ଏହି ପୋଷ୍ଟଟି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମିଷ୍ଟର ଧର୍ମେନ୍ଦ୍ର ପ୍ରଧାନ ଥୋମାସ ଏଡ଼ୱାଡ଼  ରେଭେନ୍ସାଙ୍କ ନାମରେ ନାମିତ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେଇ ପ୍ରସ୍ତାବ ସମର୍ଥନରେ ସେ କରିଛନ୍ତି…

Read More

ଏଫଡ଼ିରେ ନିବେଶ କରି ପାଇପାରିବେ ତିନିଗୁଣ ଲାଭ, ୫ ଲକ୍ଷ ହୋଇଯିବ ୧୫

ଅଧିକାଂଶ ଲୋକ ଟଙ୍କା ବିନିଯୋଗ ପାଇଁ FD କୁ ସର୍ବୋତ୍ତମ ବିକଳ୍ପ ଭାବେ ବାଛିଥାନ୍ତି। କାରଣ FD ରେ ରିଟର୍ଣ୍ଣର ହାର ସ୍ଥିର ଥାଏ ଏବଂ ଏଥିରେ କୌଣସି ବିପଦ ମଧ୍ୟ ନଥାଏ| ବ୍ୟାଙ୍କଗୁଡିକ ସହିତ ଡାକଘର ମାନଙ୍କରେ ମଧ୍ୟ ଏଫଡି ସୁବିଧା ଯୋଗାଇ ଦିଆଯାଉଛି। ଏପରି ପରିସ୍ଥିତିରେ, ଆପଣ ଡାକଘର FD ରେ ଆପଣଙ୍କର ଟଙ୍କା ବିନିଯୋଗ କରି ବିପୁଳ ଲାଭ କରିପାରିବେ ।ଆଜି ଆମେ ଆପଣଙ୍କୁ କହିବୁ ଆପଣ କିପରି ଡାକଘର FD ରେ…

Read More

କେଉଁ ଅଫିସରଙ୍କ କଥାରେ ରଜନୀକାନ୍ତ ସିଂଙ୍କୁ ଦେବାକୁ ପଡିଲା ଇସ୍ତଫା….

ଅନୁଗୋଳ : ଦୁଇ ଦିନ ତଳେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ଖବର ରାଜଧାନୀ ଭୁବନେଶ୍ୱର, ଅନୁଗୋଳ ଏବଂ ବଅଁରପାଳ ଚର୍ଚ୍ଚା ହେଉଥିଲା। ବୁଧବାର ମଧ୍ୟାହ୍ନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଗଣମାଧ୍ୟମ ବାର୍ତ୍ତା ସବୁ କିଛି ସ୍ପଷ୍ଟ କରିଦେଲା। ଉପ ବାଚସ୍ପତି ରଜନୀକାନ୍ତ ସିଂ ନିଜ ପଦରୁ ଇସ୍ତଫା ଦେଇଥିବା ଶ୍ରୀମତା ମଲ୍ଲିକ ସୂଚନା ଦେଇଥିଲେ। ରଜନୀଙ୍କ ଇସ୍ତଫା ପରେ ସେ ସଂଗଠନରେ ସକ୍ରିୟ ହେବେ ବୋଲି କୁହାଯାଉଛି। ମାତ୍ର ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ…

Read More

ବିଜେଡ଼ି ଗୋଷ୍ଠୀ ବିବାଦକୁ ରୋକି ପାରିବ ନୂଆଁ ମୁହଁ : ଚର୍ଚ୍ଚାରେ ଚନ୍ଦ୍ରଲେଖା

ସମ୍ୱଲପୁର, ୨୨।୨: ସମ୍ୱଲପୁର ଜିଲ୍ଲାରେ ୪ଟି ବିଧାନସଭା ରହିଛି । ସେଥି ମଧ୍ୟରୁ ସମ୍ୱଲପୁର ବିଧାନସଭା  ବେଶ ଗୁରୁତ୍ୱପୂର୍ଣ୍ଣ। ବିଶେଷ ଭାବେ ଶିକ୍ଷିତ ଭୋଟର ଏହି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏଥିସହ ଏହି ଆସନରେ ଲଢେଇ ମଧ୍ୟ ଘମାଘୋଟ ହୋଇଥାଏ । ତେଣୁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଚୟନ ବୁଝି ବିଚାରି କରନ୍ତି । ବିଶେଷ ଭାବେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ସମସ୍ତେ ଗୁରୁତ୍ଵ ଦେଇ ଆସିଛନ୍ତି…

Read More

ଚେନ୍ନାଇ ସହ ଆଇପିଏଲ ଫାଇନାଲ ଖେଳିବ କିଏ, ଆଜି ହେବ ଫଇସଲା

ଭୁବନେଶ୍ୱର : ପାଞ୍ଚ ଥର ଆଇପିଏଲ ବିଜେତା ମୁମ୍ବାଇ ଶୁକ୍ରବାର କ୍ବାଲିଫାୟର-୨ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ବିପକ୍ଷ ଖେଳିବ l ଏହି ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇ ଥର ଭେଟାଭେଟି ହୋଇଥିଲା ବେଳେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ୫୫ ରନ୍‌ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ମୁହାଁମୁହିଁରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍‌ ଶତକ ସହାୟତାରେ ମୁମ୍ବାଇ…

Read More

ଲକ୍ଷ୍ମୀ ବସର ନାଁ ବଦଳି ହେବ ମୁଖ୍ୟମନ୍ତ୍ରୀ ବସ୍…

ଲକ୍ଷ୍ମୀ ବସ୍’ର ବଦଳିବ ନାଁ। ଏହାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ବିଜେଡ଼ି ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ…

Read More

ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ କୁ ସେନ୍ସର ବୋର୍ଡର ଗ୍ରୀନ୍ ସିଗନାଲ…

ଶାହାରୁଖ ଖାନ କେବଳ ବଲିଉଡର କିଙ୍ଗ ନୁହଁନ୍ତି ବରଂ ସବୁ ପ୍ରଶଂସକଙ୍କ ପାଇଁ ମଧ୍ୟ ସେ କିଙ୍ଗ୍ ଅଟନ୍ତି। ଏହି କାରଣରୁ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଚଳିତ ବର୍ଷ ଶାହାରୁଖ ଖାନଙ୍କ ଉଭୟ ଫିଲ୍ମ ‘ପାଠାନ’ ଏବଂ ‘ଜବାନ’ ବକ୍ସ ଅଫିସରେ ଧମାଲ ମଚାଇଛି । ଏବେ ତାଙ୍କର ତୃତୀୟ ସିନେମା ‘ଡଙ୍କି’ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଯେଉଁଥିପାଇଁ ଲୋକଙ୍କ କ୍ରେଜ ଦେଖିବାକୁ ମିଳୁଛି । ଫିଲ୍ମର ଗୀତ ଓ ଟ୍ରେଲରକୁ…

Read More

IOCL Recruitment 2023 : IOCLରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି ୧୮ ବର୍ଷରୁ ଉର୍ଦ୍ଧ୍ବ କରିପାରିବେ ଆବେଦନ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ( IOCL )ର ବିଭିନ୍ନ ବିଭାଗରେ ୪୯୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି।ଟେକ୍ନିସିଆନ୍, ଟ୍ରେଡ୍ ଆପ୍ରେଣ୍ଟିସ୍ / ଆକାଉଣ୍ଟସ୍ ଏକ୍‌ଜିକ୍ୟୁଟିଭ୍ / ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ (ବୈଷୟିକ ଏବଂ ଅଣ-ଯାନ୍ତ୍ରିକ) ସହିତ ବିଭିନ୍ନ ଟ୍ରେଡ୍ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ଆଇଓସିଏଲର ଅଫିସିଆଲ୍ ୱେବସାଇଟ୍ www.iocl.com/apprenticeships…

Read More

କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ, ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, – କୌଣସି କାମ ଛୋଟ କିମ୍ବା ବଡ ନୁହେଁ, ଯୁବଶକ୍ତିଙ୍କ କାନ୍ଧରେ ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ସଂକଳ୍ପ ପରିବାର ଦ୍ୱାରା ଆୟୋଜିତ ଗୁରୁ ସମ୍ମାନ ଏବଂ ଅଂଶଗ୍ରହଣକାରୀ ଅଭିନନ୍ଦନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମାରୋହରେ ଉପସ୍ଥିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ସଫଳତା ପାଇଥିବା ଯୁବସାଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ…

Read More

ପ୍ରଧାନମନ୍ତ୍ରୀ ପଦକୁ କଂଗ୍ରେସର ନାଁ ; ସମ୍ବିଧାନ ସୁରକ୍ଷାକୁ ପ୍ରାଥମିକତା

ବାଙ୍ଗାଲୁର ; କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଚାହେଁ ନାହିଁ। କଂଗ୍ରେସ କ୍ଷମତା ମଧ୍ୟ ଚାହେଁ ନାହିଁ। ବିରୋଧୀ ଏକତା ସହ ସମ୍ବିଧାନକୁ ବଞ୍ଚାଇବା ମୂଳଲକ୍ଷ୍ୟ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଦେଶ ପ୍ରଥମେ ସୁରକ୍ଷିତ ରହିବା ଦରକାର। ଦେଶ ସୁରକ୍ଷିତ ରହିଲେ ସମସ୍ତେ ସୁରକ୍ଷିତ ରହିବେ। ଏଥିପାଇଁ ସମ୍ବିଧାନ ସୁରକ୍ଷିତ ରହିବା ଆବଶ୍ୟକ ଆମେ ସେ ଦିଗରେ କାର୍ଯ୍ଯ କରିବା ଦିଗରେ ଶ୍ରୀ ଖଡଗେ କହିଛନ୍ତି। କର୍ଣ୍ଣାଟକର ବେଙ୍ଗଲୁରୁ ଠାରେ ଆୟୋଜିତ ମିଳିତ…

Read More