ପାଣ୍ଡିଆନଙ୍କୁ ନେଇ ସିନେମା ଆଣୁଛନ୍ତି Gangs of Puri ଟିମ୍

ଭୁବନେଶ୍ୱର: ନିର୍ବାଚନ ସରିଗଲା। ବିଜେଡି ହାରିଗଲା। ବିରୋଧୀ ଦଳ ନେତା ହୋଇଗଲେ ନବୀନ ପଟ୍ଟନାୟକ। ପ୍ରତିଦିନ ଶହ ଶହ ଫଟୋ ଛାଡୁଥିବା ଭି.କେ ପାଣ୍ଡିଆନ ଅବସର ନେବା ନେଇ ମଧ୍ୟ ଘୋଷଣା କଲେ। ହେଲେ ଏହି ଘୋଷଣାକୁ ଧର୍ମକୁ ଆଖିଠାର ବୋଲି କୁହାଯାଇଛି। ନିଜକୁ ଦୂରେଇ ରଖିଥିଲେ ବି ରାଜ୍ୟ ରାଜ୍ୟନୀତିରୁ ନିଜକୁ ପ୍ରାସଙ୍ଗିକ କରି ରଖିଛନ୍ତି ପାଣ୍ଡିଆନ୍। ଏହା ତାଙ୍କ ଅନିଚ୍ଛାରେ ମାତ୍ର ପ୍ରାସଙ୍ଗିକ। ଆହୁରି ଏକ ବିଷୟ ତାଙ୍କ ବିଷୟରେ ଜାଣିବା ନେଇ ଉତ୍ସୁକତା…

Read More

ଅନଲାଇନରେ ଜିନିଷ କିଣି ସାରିବା ପରେ, ପାର୍ସଲ ଖୋଳକୁ ଫୋପାଡୁ ଥିଲେ ହୋଇଯାଆନ୍ତୁ ସାବଧାନ ! ସାଇବର ଠକେଇର ହୋଇପାରନ୍ତି ଶୀ କାର….

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଅନଲାଇନରେ ଜିନିଷପତ୍ର ଅର୍ଡର କରିବାକୁ ପସନ୍ଦ କରନ୍ତି। କପଡା ଠାରୁ ଆରମ୍ଭ କରି ଘର ପାଇଁ ଛୋଟ ଛୋଟ ଜିନିଷ ମଧ୍ୟ ଅର୍ଡର କରୁଛନ୍ତି,କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଅନଲାଇନରେ ଜିନିଷ ଅର୍ଡର କରିବା ପରେ, ଆପଣଙ୍କୁ କିଛି କଥା ମନେ ରଖିବା ଉଚିତ। ଯଦି ଆପଣ ଅନଲାଇନରେ ଜିନିଷ ଅର୍ଡର କରୁଛନ୍ତି, ତେବେ ଜିନିଷ ଆସୁଥିବା ବାକ୍ସଟିକୁ ଏପରି ଫୋପାଡ଼ି ଦେବା ଉଚିତ୍ ନୁହେଁ। କାରଣ ଆପଣଙ୍କର ବ୍ୟକ୍ତିଗତ ସୂଚନା…

Read More

ମହିଳା ଟି -୨୦ ବିଶ୍ବକପ୍ : ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଯାଇଛି | ବାଂଲାଦେଶରେ ରାଜନୈତିକ ଅସ୍ଥିରତା ହେତୁ ଏହି ବଡ ଟୁର୍ନାମେଣ୍ଟ ବାଂଲାଦେଶରୁ ୟୁଏଇକୁ ସ୍ଥାନାନ୍ତରିତ ହୋଇଛି। ଭାରତୀୟ ଦଳ ଆଜି (ଅକ୍ଟୋବର ୪) ତାର ଅଭିଯାନ ଆରମ୍ଭ କରିବ। ଉଦ୍‌ଘାଟନୀ ମ୍ୟାଚରେ  ନ୍ୟୁଜିଲ୍ୟାଣ୍ଡ ଦଳକୁ ସାମ୍ନା କରିବି ଟିମ୍ ଇଣ୍ଡିଆ ସେଗିପରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୬ ତାରିଖରେ ମ୍ୟାଚ ଖେଳା ଯିବ।୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟି ଲିଗ୍…

Read More

LIC ର ଏହି ଯୋଜନାରେ ମାତ୍ର ୪୫ ଟଙ୍କା ବିନିଯୋଗ କରି ପାଆନ୍ତୁ ୨୫ ଲକ୍ଷ …

ଚାକିରିରୁ ରିଟାୟାରମେଣ୍ଟ ହବା ପରେ ଶାନ୍ତିରେ ଜୀବନ କାଟିବା ପାଇଁ ଲୋକ ଅନେକ ପ୍ରକାରର ବୀମା ଯୋଜନାରେ ଟଙ୍କା ନିବେଶ କରିଥାନ୍ତି । ତେବେ ଏହି ପଲିସିଗୁଡ଼ିକ ମଧ୍ୟରେ LIC ଜୀବନ ଆନନ୍ଦ ପଲିସି ଯେଉଁଥିରେ ଆପଣ କମ ଟଙ୍କା ନିବେଶରେ ଅଧିକ ରିଟନ୍ ପାଇବେ ।ଯଦି ଆପଣ ଏହି ପଲିସିରେ ପ୍ରତିଦିନ ମାତ୍ର ୪୫ ଟଙ୍କା ବିନିଯୋଗ କରୁଛନ୍ତି, ତାହେଲେ ୩୫ ବର୍ଷରେ ଆପଣଙ୍କ ଦ୍ବାରା ବିନିଯୋଗ ହୋଇଥିବା ଅର୍ଥ ହେଉଛି, ୫ ଲକ୍ଷ ୭୦୦୦୦…

Read More

ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କେମିତି ବିଶ୍ୱ ରାଜନୀତି ରଙ୍ଗମଞ୍ଚରେ ଆମେରିକା କିପରି ବୃଦ୍ଧି କରିଥିଲା ଶକ୍ତି…

ନୂଆଦିଲ୍ଲୀ : (ବିଜୟ ସାହୁ)- ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ ସମାଜତାନ୍ତ୍ରିକ ଆର୍ଥିକ ବ୍ୟବସ୍ଥା ପ୍ରତିଷ୍ଠା ସମ୍ଭାବନା ସର୍ବାଧିକ ଥିଲା । କିନ୍ତୁ ପୁଞ୍ଜିବାଦୀ-ସାମ୍ରାଜ୍ୟ ବାଦୀ ବ୍ୟବସ୍ଥା ହିଁ ଶେଷରେ ନିଜର କାୟା ବିସ୍ତାର କଲା । ପୁଞ୍ଜିବାଦର ଏହି କାୟା ବିସ୍ତାର ପାଇଁ ପ୍ରାୟ 8 ଦଶନ୍ଧି ଲାଗିଗଲା । ସୋଭିଏତ କମ୍ୟୁନିଷ୍ଟ ପାର୍ଟିର 1948, ଫେବୃୟାରୀ ପଲିଟିବ୍ୟୁରୋ ଅଧିବେଶନରେ କମ୍ରେଡ଼ ମୋଲତଭ ସେତେବେଳର ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରତିବେଦନ ରଖିଥିଲେ ।ଏହି…

Read More

ଗ୍ରେସ୍ ମାର୍କ ପ୍ରସଙ୍ଗକୁ ଆଳକରି କେନ୍ଦ୍ରୀଭୁତ ପରୀକ୍ଷାର ଭ୍ରଷ୍ଟାଚାର ଲୁଚାଇ ଦିଆ ନଯାଉ : ଏଆଇଏସ୍ଏଫ୍

ଭୁବନେଶ୍ଵର : ଚଳିତ ବର୍ଷ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଏନ୍.ଟି.ଏ. ଦ୍ଵାରା ପରିଚାଳିତ କେନ୍ଦ୍ରୀଭୁତ ପରୀକ୍ଷା ଵ୍ଯଵସ୍ଥା ବାତିଲ କରି ପରୀକ୍ଷାର ବିକେନ୍ଦ୍ରୀକରଣ ପାଇଁ ଏଆଇଏସ୍ଏଫ୍ ପକ୍ଷରୁ ଦାବି କରାଯାଇଛି। ଆମ ପରୀକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ଲିକ୍ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ନିଟ୍ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ଦୁର୍ନୀତିର ଅଭିଯୋଗ ଆସିବା ଅତ୍ୟନ୍ତ ନିନ୍ଦନୀୟ। ଗ୍ରେସ୍ ମାର୍କ ଉପରେ ଏନ୍.ଟି.ଏ ର ସ୍ପଷ୍ଟୀକରଣ ପରେ ମାନ୍ୟବର ସର୍ବୋଚ୍ଚ…

Read More

କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିଛି। ମଦ ଦୁର୍ନୀତିରେ ସିବିଆଇ ମାମଲାରେ କେଜ୍ରିୱାଲଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଇଡି ମାମଲାରେ ଜାମିନ ପାଇଥିଲେ। ଏବେ ସେ ସିବିଆଇ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି। ଯାହା ତାଙ୍କ ପାଇଁ ଜେଲରୁ ବାହାରିବାର ରାସ୍ତା ସଫା କରିଛି। ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ…

Read More

Post office scheme: ଗୋଟିଏ ଥର ଟଙ୍କା ବିନିଯୋଗ କରି ମାସକୁ ପାଆନ୍ତୁ ୨୦ ହଜାରରୁ ଅଧିକ

ଅନେକ ସରକାରୀ ଯୋଜନା ପୋଷ୍ଟ ଅଫିସ୍ ସ୍କିମ୍ ଅଧୀନରେ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଛି, ଯାହା ଅଧୀନରେ ଟିକସ ଏବଂ ଅଧିକ ରିଟର୍ଣ୍ଣର ଲାଭ ମିଳିଥାଏ ।ଡାକଘର ଅଧୀନରେ ଥିବା ଏହି ଛୋଟ ସଞ୍ଚୟ ଯୋଜନାଗୁଡିକ ଏକ ନିରାପଦ ବିନିଯୋଗ ବିକଳ୍ପ ଭାବରେ ବିବେଚନା କରାଯାଏ, ଯେଉଁ କାରଣରୁ ଦେଶର ଅଧିକାଂଶ ଜନସଂଖ୍ୟା ଏହି ଯୋଜନାରେ ବିନିଯୋଗ କରନ୍ତି । ଅଧିକ ଲାଭ ପ୍ରଦାନ ବ୍ୟତୀତ, ଏହି ଯୋଜନାଗୁଡିକ ବିଭିନ୍ନ ପ୍ରକାରର ଲାଭ ମଧ୍ୟ ପ୍ରଦାନ କରିଥାଏ…

Read More

ରେଭେନ୍ସା ନାମ ବଦଳ ପ୍ରସ୍ତାବ ଏକ ବିକୃତ ମସ୍ତିଷ୍କର ପରିଚୟ

ଚଣ୍ଡିଖୋଲ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ବର୍ତ୍ତମାନ ଓଡ଼ିଶା ରେ ନିଜର ପରିଚୟ ବୋଧେ ଖୋଜୁଛନ୍ତି , ତେଣୁ ବେଳେ ବେଳେ ଉଦ୍ଭଟ କଥା ମିଡ଼ିଆରେ ଚର୍ଚ୍ଚା ପାଇଁ ଛାଡୁଛନ୍ତି ।  କଟକରେ ସ୍ୱାୟତ ଶାସନ ପାଳନ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳେଇବା ପାଇଁ ” ବ୍ୟକ୍ତିଗତ ” ପ୍ରସ୍ତାବ ଦେଲେ ।ବୁଦ୍ଧିଜୀବୀ ଏହା ଉପରେ ଚର୍ଚ୍ଚା କରି ମତ ଦେବାକୁ ଆହ୍ୱାନ ଦେଲେ । ଖୁସିର କଥା ଓଡ଼ିଶାର ଅଧିକାଂଶ ବୁଦ୍ଧିଜୀବୀ ଓ ରେଭେନ୍ସାର ପ୍ରାକ୍ତନ ଛାତ୍ରଛାତ୍ରୀ…

Read More

ବରଫ ସ୍ନାନ କାହିଁକି କରୁଛନ୍ତି ସମନ୍ଥା, ନିକଟରେ କାହିଁକି କଲେ ଏପରି ପୋଷ୍ଟ …ଜାଣନ୍ତୁ

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ସିନେମା ପୁଷ୍ପା ସିନେମାର ଆଇଟମ୍ ନମ୍ବର ଉ ଓ୍ୱାଣ୍ଟା …ନାୟିକ ସମନ୍ଥା ପ୍ରଭୁଙ୍କୁ କିଏ ନ ଜାଣେ। ଏହି ଗୀତର ଏତେ ଲୋକପ୍ରିୟତା ବଢିଯାଇଥିଲା ଯେ, ସିନେମାର ନାୟିକା ଅପେକ୍ଷା ସାମାଜିକ ଗଣମାଧ୍ୟମରେ ସମନ୍ଥା ଅଧିକ ଟ୍ରେଣ୍ଡ କରିଥିଲେ। ହେଲେ ତାଙ୍କ ଯାତ୍ରା କେବଳ ଆଇଟମ୍ ନମ୍ବରରେ ସୀମିତ ରହି ନ ଥିଲା। ଏହା ପରେ ସରୋଗେସି ଏବଂ ପ୍ରସାଧନ ସାମଗ୍ରୀ ବଜାରକୁ ନେଇ ଏକ ସିନେମାରେ ସେ ମୁଖ୍ୟ ଭୂମିକାରେ ଆସିଥିଲେ।…

Read More