India vs China : ଭାରତ ଚୀନ ସୀମା ବିବାଦ,ତିବତ ନୀତି,କେ ଏମ ପାନିକର -ନାନା ମତ

ନୂଆଦିଲ୍ଲୀ :(ବିଜୟ ସାହୁ )-1947 ପରେ ଚୀନରେ ନିଯୁକ୍ତ ପ୍ରଥମ ରାଷ୍ଟ୍ରଦୂତ କେ ଏମ ପାନିକର କେବଳ କୂଟନୈତିକ ଅଫିସର, ପ୍ରଶାସକ ନଥିଲେ ,ଜଣେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ ଥିଲେ । ତାଙ୍କର ଉଲ୍ଲେଖନୀୟ ଏକାଡେମିକ କ୍ୟାରିଅର ଥିଲା । ମାଡ୍ରାସ ଖ୍ରୀଷ୍ଟିଆନ କଲେଜ ( MCC )ରୁ  ଆବଶ୍ୟକ ଶିକ୍ଷା ସମାପ୍ତ ପରେ ଇଂଲଣ୍ଡର ଖ୍ରୀଷ୍ଟ କଲେଜ, ଅକ୍ସଫୋର୍ଡ ଯାଇଥିଲେ । ଡିଗ୍ରୀ ସମାପ୍ତ ପରେ ଲଣ୍ଡନର Middle Temple Law କଲେଜରେ ବାରିଷ୍ଟରୀ…

Read More

ଦଶମ ଦିନରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ..ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିର ପ୍ରତି ପଞ୍ଚାୟତ ସାମିଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି।   ଏହି କାର୍ଯ୍ୟକ୍ରମର ଫୋକସ୍‌ ରହିଛି ପ୍ରତିଟି  ପଞ୍ଚାୟତ ଓ   ପ୍ରତି ଗାଁ ।  ଆଜି  ରାଜଧାନୀ ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।   ଏଥିପାଇଁ…

Read More

୭ ତାରିଖରୁ (+୨) ନାମଲେଖା ଆବେଦନ, ଅଗଷ୍ଟ ପହିଲାରୁ ପାଠପଢ଼ା…

ଭୁବନେଶ୍ଵର; ଆସନ୍ତା ୭ ତାରିଖଠାରୁ  ଯୁକ୍ତଦୁଇ (+୨) ପ୍ରଥମ ବର୍ଷରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍‌ www.samsodisha.gov.inରେ ଆବେଦନ କରିପାରିବେ। ଜୁଲାଇ ୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ…

Read More

ସାନଖେମୁଣ୍ଡି ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ରାଜବାଟିରୁ ଶଙ୍ଖଭବନ ଯାଏଁ ଲମ୍ବିଛି ଅଭିଯୋଗ

ବ୍ରହ୍ମପୁର: ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ  ଗଞ୍ଜାମ ଜିଲାରେ ବିଜେଡ଼ି ସଙ୍ଗଠନ ମଧ୍ୟରେ ଗୋଷ୍ଠୀ କନ୍ଦଳ ସମ୍ପର୍କିତ ଖବର ଅଧିକ ବାହାରକୁ ଆସିଛି। ପ୍ରାୟ ତିନି ବର୍ଷ ତଳୁ ଗୋପାଳପୁର,ଦିଗପହଣ୍ଡିରୁ ଆରମ୍ଭ ହୋଇଥିବା ଏହି ଅସନ୍ତୋଷ ଏବେ ଅନ୍ୟ ଆସନ ଗୁଡିକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି।  ଗତଥର ବିଜେଡି ଜିଲ୍ଲାର ଅନ୍ୟ ୧୨ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ସାନଖେମୁଣ୍ଡି ଆସନରେ ଦଳ ପରାଜିତ ହୋଇଥିଲା। ଏହା ପରେ ଏହି ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରାଧାନ୍ୟ ଦିଆଗଲା।…

Read More

ଭାରତର ନିର୍ବାଚନ ଆକଳନ ଏକ ଜଟିଳ ବ୍ୟାପାର କାହିଁକି …….

ଭୁବନେଶ୍ୱର :(ବିଜୟ ସାହୁ) ୧୯୫୧-୫୨ମସିହାରୁ ୨୦୧୯ ପର୍ଯ୍ୟନ୍ତ ଯେତେ ନିର୍ବାଚନ ହେଲାଣି । କୌଣସି ଗୋଟିଏ ନିର୍ବାଚନ ଅମୁକ ସରକାର ଗଢ଼ିବା ପାଇଁ ହେଇ ନାହିଁ । ସବୁ ନିର୍ବାଚନର ମୁଖ୍ୟ ସ୍ଲୋଗାନଗୁଡିକୁ ( ସରକାରକୁ ଆସିଥିବା ଦଳ ଓ ସରକାରରୁ ହଟେଇବାକୁ ଦଳ ବା ଦଳସମୂହଙ୍କ )  ଅଧ୍ୟୟନ କଲେ ଏଭଳି ତଥ୍ୟ ମିଳିବ । ୧୯୭୧ ନିର୍ବାଚନ ପରଠାରୁ ସବୁ କଥା ସ୍ପଷ୍ଟ ମନେ ପଡୁଛି । ପୂର୍ବର ନିର୍ବାଚନଗୁଡିକ ସମ୍ପର୍କରେ ଅନେକ ଗବେଷଣାତ୍ମକ…

Read More

ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ §  କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ §  ଜେଏସପିଏଲର ଇସ୍ପାତ ମାର୍କେଟିଂ ଟିମ୍ ସହଯୋଗରେ ବଜାରରେ ସିମେଣ୍ଟର ବିତରଣ କରାଯିବ ନୂଆଦିଲ୍ଲୀ, ୨୨/୧୦: କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଜିନ୍ଦଲ ଗୃପ ଅଧୀନରେ…

Read More

ମାର୍କ ଜୁକରବର୍ଗ ହେଲେ ଦୁନିଆର ଦ୍ୱିତୀୟ ଧନୀ, ଜାଣନ୍ତୁ କାହାକୁ ପକାଇଲେ ପଛରେ

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ଚଳିତ ବର୍ଷ ବହୁତ ବୃଦ୍ଧି ପାଇଛି। ନିକଟରେ ସେ ପ୍ରଥମ ଥର ପାଇଁ ୨୦୦ ବିଲିୟନ ଡଲାରର ନେଟ୍ ମାର୍କ ଅତିକ୍ରମ କରିଥିଲେ। ବର୍ତ୍ତମାନ ସେ ଆଉ ଏକ ରେକର୍ଡ ସୃଷ୍ଟି କରି ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହାସଲ କରିଛନ୍ତି। ତାଙ୍କର ନିଟ୍ ମୂଲ୍ୟ ୨୦୬.୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେ ଜେଫ୍ ବେଜୋସଙ୍କୁ ପଛରେ ଛାଡି ଏହି ପଦବୀ ହାସଲ କରିଛନ୍ତି। ବର୍ତ୍ତମାନ କେବଳ ଟେସଲା…

Read More

୧୦ ତାରିଖ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ…

ଭୁବନେଶ୍ବର:ଗ୍ରୀଷ୍ମ ପ୍ରବାହରୁ ମିଳିବ ମୁକ୍ତି । ଓଡ଼ିଶାକୁ ଛୁଇଁବ ମୌସୁମୀ ।  ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସେପଟେ ଆଗାମୀ ୪ ଦିନରେ ରାଜ୍ୟରେ ତାପମାତ୍ରା ୨ରୁ ୩…

Read More

ପୁରୀରେ ମୋଦିଙ୍କ ମେଗା ରୋଡ ସୋ”

ପୁରୀ: କାଳିଆ ଦର୍ଶନ କରିବା ପରେ  ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଅଛନ୍ତି ବିଜେପି ସଭାପତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଏହି ରୋଡ ସୋ’’ ସମୟରେ ବଡ ଦାଣ୍ଡରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏହାସହ ମୋଦିଙ୍କୁ ଦେଖିବା ପାଇଁ ରାସ୍ତା କଡ ଓ ପ୍ରତି ଘରର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।…

Read More

ଗୋପାଳପୁର ଆସନରେ ବିକ୍ରମଙ୍କ କାର୍ଯ୍ୟକ୍ରମ କେତେ ଗ୍ରହଣୀୟ ହେଉଛି…କ’ଣ ଆସିଛି ରିପୋର୍ଟ…

ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ପ୍ରାର୍ଥୀ ହେବ, ସେ ନେଇ ବିଜେଡି ଶିବିରରେ ବ୍ୟାପକ ଉତ୍ସାହ ରହିଛି। ଏକଦା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତି ବିଶ୍ୱସ୍ତ ଅଫିସର ଗୋପବନ୍ଧୁ ଦାଶଙ୍କୁ ଏହି ଆସନରେ ସଂଗଠନ ଦାୟିତ୍ୱ ଦିଆଯାଇଥିଲା। ପଞ୍ଚାୟତ ନିର୍ବାଚନରେ ଭଲ ଫଳାଫଳ ହୋଇଥିଲେ ବି ସଂଗଠନରେ ଆଖିଦୃଶିଆ ପରିବର୍ତ୍ତନ ଦେଖାଯାଇନଥିଲା । ପରେ ତାଙ୍କୁ କିଛି କୋଟେରୀ ନେତା ପରିବର୍ତ୍ତନ କରାଇଦେଇଥିଲେ। ଏବେ ଯାଏଁ, ବିଜେଡି କାହାରିକୁ ପ୍ରାର୍ଥୀ କରିବ,…

Read More