ଗୋଟେ ଦାଗୀ ଓ ଦୋଷୀ ଲୋକ ରାଜ୍ୟସଭା ଯିବା ଓ ଆମ ଗଣମାଧ୍ୟମ

ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ )-ଦୁଇଦିନ ତଳେ ହୋଇଥିବା ଘୋଡାବେପାରକୁ ସମାଲୋଚନା କରି କୌଣସି ସାମ୍ବାଦିକ ଫେସବୁକରେ ଲେଖିଥିବାର ଆପଣ ଦେଖୁଛନ୍ତି କି ? କେହି ଲେଖୁଛନ୍ତି ବିଜେଡି ଭାଙ୍ଗିଯାଉଛି । କେହି ଲେଖୁଛି ରାଜନୀତି କଡ ଲେଉଟୁଛି । କେହି ଲେଖୁଛି ବିଜେଡି କର୍ମଫଳ ଭୋଗୁଛି । କେହି ଲେଖୁଛି ପ୍ରତିଶୋଧ ନିଆଗଲା । କେହି ଲେଖୁଛି ତାକୁ ଆଗରୁ ଜଣାଥିଲା ।  କିନ୍ତୁ କେହି ଘୋଡାବେପାରକୁ ନିନ୍ଦା କରୁ ନାହାନ୍ତି, ଯଦିବା ଏହା ଆଇନତଃ ଅପରାଧ…

Read More

ଅଲଗା କି ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ?…

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖାଲି ଖେଳରେ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ତାଙ୍କ ଦଳ ମୁମ୍ୱାଇ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବୈବାହିକ ଜୀବନରେ ଦେଖା ଦେଇଛି ଅଶାନ୍ତି।  ମିଡିଆ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ…

Read More

ହିଞ୍ଜିଳି ସହ ଏହି ଆସନରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ଲମ୍ବୁଛି ପ୍ରସ୍ତାବ….

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଧାନସଭା ନିର୍ବାଚନରେ  ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସିଛନ୍ତି। ମାତ୍ର ଗତଥର ହିଞ୍ଜିଳିରେ ଲଢିବା ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ମଧ୍ୟ ଲଢିଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ହିଞ୍ଜିଳି ସହ ଆଉ ଏକ ଆସନରୁ ଲଢିବା ସପକ୍ଷରେ ତାଙ୍କର ନିଜସ୍ୱ ସର୍ଭେକ୍ଷଣ ଟିମ୍ ମତ ରଖିଛି। ହେଲେ ପୂର୍ବପରି ବିଜେପୁର ନ ଛିଡା ହୋଇ ନୂଆ ଆସନରୁ ଛିଡ଼ା ହେବା ପାଇଁ ପ୍ରସ୍ତାବ ଆସିଛି।…

Read More

ପାଟିଦାର ଓ ସରଫରାଜ ମଧ୍ୟରୁ କିଏ ଖେଳିବ? ଏହି ଦୁଇ ଜଣ ନେବେ ନିଷ୍ପତ୍ତି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ମ୍ୟାଚ୍ ସିରିଜର ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମରେ ଖେଳାଯିବ। କିନ୍ତୁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ କ’ଣ ହେବ? ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବିରାଟ କୋହଲି ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲ ଆହତ କାରଣରୁ ମଧ୍ୟ ଦଳରୁ ବଦ୍ ପଡ଼ିଛନ୍ତି । ସେହିପରି ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯିବା ସହ ରଜତ…

Read More

କଳା ଆମକୁ ସୃଜନଶୀଳ କରାଏ… ହେଲେ ଏବେ ମାନସିକ ଅସୁସ୍ଥ କରାଉଛି…

Bhubaneswar: (ବିଶ୍ୱରାଜ ନାୟକ)-“ଧୂରନ୍ଧର” ଦେଖିଲି। ବ୍ୟସ୍ତ ଥିବା କାରଣରୁ ଓ ଚଳଚ୍ଚିତ୍ରଟି ଦୀର୍ଘ ହୋଇଥିବା କାରଣରୁ ଏ ଯାଏଁ ଦେଖି ପାରି ନ ଥିଲି। ଚଳଚିତ୍ରଟିର ବ୍ୟବସାୟିକ ସଫଳତା ପରେ ମୋତେ କିପରି ଲାଗିଲା, ତାହା କୌଣସି ଗୁରୁତ୍ଵ ରଖେ ନାହିଁ। କିନ୍ତୁ ଜଣେ ବାପା ହିସାବରେ ମୁଁ ଏହାର ଆଲୋଚନା କରିବି। ହିଂସାକୁ ଅତିରଞ୍ଜିତ ( Exaggerated), ପୁଙ୍ଖାନୁପୁଙ୍ଖ ( Indetail) ଓ ଅସମ୍ବେଦନଶୀଳ ( Insensitive) ଭାବେ ଚିତ୍ରଣ କରିଥିବା ଇଏ ଆଉ ଏକ…

Read More

ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ କରନ୍ତୁ, ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ

ଭୁବନେଶ୍ୱର-:  ଚଳିତ ମାସ ୨୮ ତାରିଖ ଦିନ ନୂତନ ସଂସଦ ଭବନ ଉଦଘାଟନ ହେବ।କୁ ଯାଉଛି। ଏହାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମ୍ମୁ ଉଦଘାଟନ କରିବା ପାଇଁ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ମତ ରଖିଛନ୍ତି ତାହାକୁ ହୃଦୟତାର ସହ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକ ସମର୍ଥନ କରିଛନ୍ତି।      ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାନ ଦାବି ରଖିବା ଉଚିତ। କାରଣ ପ୍ରତ୍ୟେକ କ୍ଷେତ୍ରରେ…

Read More

ଟି-୨୦ ବିଶ୍ଵକପ: ଆଜି ଆମେରିକା – ଭାରତ ଲଢ଼େଇ…

ନ୍ୟୁୟର୍କ : ଚଳିତ ଟି-୨୦ ବିଶ୍ୱକପରେ ଭାରତ ବୁଧବାର ତା’ର ତୃତୀୟ ମ୍ୟାଚ୍‌ରେ ସହ- ଆୟୋଜକ ଆମେରିକାକୁ ଭେଟିବାକୁ ଯାଉଛି। ସ୍ଥାନୀୟ ନାସାଉ ଷ୍ଟାଡିୟମରେ ଗ୍ରୁପ୍‌-ଏ’ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ସୁପର-୮ରେ ପ୍ରଵେଶ କରିବାକୁ  ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୪୬ଟି ବଲ୍‌ ବାକିଥାଇ ୮ ୱିକେଟରେ ପରାସ୍ତ କରିଥିବା ବେଳେ । ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ରୋମାଞ୍ଚକ ଢଙ୍ଗରେ…

Read More

ଚଉକା ମାରି ଜିତେଇଥିବା ଜାଡେଜାଙ୍କ ବ୍ୟାଟ୍ ନେଲା କିଏ ?

ଭୁବନେଶ୍ଗର : ଗତ ସୋମବାର ଆଇପିଏଲ ଫାଇନାଲରେ ୫ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ହାସଲ କରିଥିଲା।ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ଗୋଟିଏ  ଛକା ଓ ଗୋଟିଏ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍‌ ବିଜୟ ଖୁସିରେ ରବୀନ୍ଦ୍ର ଜାଦେଜାଙ୍କୁ ମହେନ୍ଦ୍ର ସିଂହ ଧୋନି ଟେକି ଦେଇଥିଲ। ତେବେ ଯେଉଁ ବ୍ୟାଟରେ ଜା଼ଡେଜା…

Read More

ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ରାଜ୍ୟରେ ଆରଂଭ ହେବ ସକାଳୁଆ ସ୍କୁଲ । ଏହି ସମୟରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍‌ ପ୍ୟାକେଟ୍‌ ଓ ଅନ୍ୟ ଆବଶ୍ୟକତୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସକାଳ ୭ ରୁ ୯ ଟା ଚାଲିବ ଅଙ୍ଗନବାଡି କେନ୍ଦ୍ର। ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ…

Read More

ପ୍ରଧାନମନ୍ତ୍ରୀଙ୍କ
ଏଣ୍ଟାୟେର ପଲିଟିକାଲ
ସାଇନ୍ସ ବିବାଦ ଓ ତାଙ୍କ ଡିଗ୍ରୀ

ନୂଆଦିଲ୍ଲୀ : (ବିଜୟ ସାହୁ )- ବିଚିତ୍ର ଦେଶ, ବିଚିତ୍ର ଆଇନ ।ନାଗରିକ 11 ଡକୁମେଣ୍ଟ ନ ଦେଲେ 10 ଥର ଭୋଟ ଦେଇଥିଲେ ବି ନାଁ କଟିଯିବ, କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ତାଙ୍କର ସାର୍ଟିଫିକେଟ ସର୍ବସାଧାରଣରେ ପ୍ରକାଶ କରିବେ ନାହିଁ ।ଆଜି ଦିଲ୍ଲୀ ହାଇକୋର୍ଟର ଜାଣିକିଆ ବେଞ୍ଚ ଜଷ୍ଟିସ ସଚୀନ ଦତ୍ତ ସେଇ ରାୟ ଦେଲେ ।ସାର୍ଟିଫିକେଟର କ୍ରନୋଲୋଜି ଟିକିଏ ବନ୍ଧୁମାନେ ତାଜା ସ୍ମରଣ କରିବା ଉଦ୍ଦେଶ୍ୟରେ ପୋଷ୍ଟ ଟି ଲେଖୁଛି । 2014 ଲୋକସଭା…

Read More