ସଚିନଙ୍କୁ ଅଷ୍ଟ୍ରେଲିଆ କ୍ରିକେଟର ଜନ୍ମଦିନ ଭେଟି ।

ସିଡନି; ଭରତର କିମ୍ବଦନ୍ତି କ୍ରିକେଟ ଖେଳାଳ ସଚିନ ତେନ୍ଦୁଲକରଙ୍କ ପଚାସ ତମ ଜନ୍ମଦିନ ପାଳୁଥିବାବେଳେ ,ଅଷ୍ଟ୍ରେଲିଆ କ୍ରିକେଟ ତାଙ୍କୁ ଦେଇଛି ଜନ୍ମଦିନର ଭେଟି।ସଚିନ ପସନ୍ଦ କରୁଥିବା ଅଷ୍ଟ୍ରେଲିଆର ସିଡନି କ୍ରକେଟ ଷ୍ଟାଡିୟମ ତାଙ୍କୁ ପ୍ରଥମ ଅଣ ଅଷ୍ଟ୍ରେଲିଆ ଭାବେ ଦେଇଛି ସମ୍ମାନ । ପଡିଆ ଭିତରକୁ ଯିବା ପାଇଁ ଥିବା ଗେଟ୍ କୁ ସଚିନ ଏବଂ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ବ୍ରାଏନ ଲାରାଙ୍କ ନାମରେ ନାମିତ କରାଯାଇଛି। ଏହି ଗେଟ୍‌ ଡ୍ରେସିଂରୁମ୍‌ ପାଖକୁ ଥିବା ମେମ୍ବର୍ସ ପାଭିଲିଅନ୍‌…

Read More

ରୂପାନ୍ତରଣ ଚମକକୁ ଫିକା କରିଦେବ କି ସ୍କୁଲ ଡ୍ରପ୍ ଆଉଟ୍

ଭୁବନେଶ୍ୱର:ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ରୂପାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା ଦ୍ୱାରା ସ୍କୁଲ ଭିତ୍ତିଭୂମି ସଫଳ ହେଉଛି। ହେଲେ ଏହି ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କୁ କେତେମାତ୍ରାରେ ବାନ୍ଧି ରଖିପାରୁଛି। ଭିତ୍ତିଭୂମି ରୂପାନ୍ତରଣ ଭଳି ଶିକ୍ଷକ ଅଭାବ ମଧ୍ୟ ପୂରଣ ହେବା ଆବଶ୍ୟକ। ନ ହେଲେ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ହାସଲ କରିହେବ ନାହିଁ। ନିକଟରେ ରୂପାନ୍ତରଣ ସତ୍ତ୍ୱେ ଓଡ଼ିଶାରେ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଉ ନ ଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ରୂପାନ୍ତରଣ…

Read More

ବିଜେପିରେ ଯୋଗ ଦେଲେ ଟିମ୍ ଇଣ୍ଡିଆର ଷ୍ଟାର ଆଲରାଉଣ୍ଡର ରବୀନ୍ଦ୍ର ଜାଡେଜା …

ନୂଆଦିଲ୍ଲୀ: ରାଜାନୀତିରେ ପାଦ ଦେଲେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।  ସେ ବିଜେପିରେ ଯୋଗ ଦେଇଛନ୍ତି । ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଗୁଜୁରାଟର ଜାମନଗରରୁ ଜଣେ ବିଜେପି ବିଧାୟକ ଅଛନ୍ତି । ରିବାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ। ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ନିକଟରେ ଟି -୨୦ ବିଶ୍ୱକପ ବିଜୟୀ ଦଳରେ…

Read More

ଇଡ଼ି ନିର୍ଦ୍ଦେଶକ ପଦ ଦୌଡ଼ରେ ଅଛନ୍ତି କେଉଁ ଓଡ଼ିଆ ଅଧିକାରୀ…ଜାଣନ୍ତୁ

ଭୁବନେଶ୍ୱର  :  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତି ଅଗଷ୍ଟ ପହିଲା ପୂର୍ବରୁ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ଇଡି ନିର୍ଦ୍ଦେଶକ ଥିବା ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ଶେଷରେ ସମାପ୍ତ ହେଉଛି। ତେଣୁ ଏହା ପରେ ଇଡି ନିର୍ଦ୍ଦେଶକ ଭାବେ କିଏ ନିଯୁକ୍ତି ପାଇବେ। ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଏକାଧିକ ବରିଷ୍ଠା ଅଧିକାରୀ ନାଁ ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଓଡ଼ିଆ ଅଫିସର ତଥା ୧୯୮୮…

Read More

ହେମନ୍ତ ହେବେ କି ରାଜସାକ୍ଷୀ….ଦାୟିତ୍ୱ ବଢିଲା ସିନା କମିଲାନି…

ଭୁବନେଶ୍ୱର: ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ପ୍ରାୟ ଏକ ମାସ ପରେ ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଥିଲେ। ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତ ପରେ ଏହି ଅଦଳବଦଳ ମଧ୍ୟମ ଧରଣର ଥିଲା। ବହୁ ଚର୍ଚ୍ଚିତ ଅଫିସର ଜି.ମାଥିଭାଥନନ୍ ଏବଂ ଭିନିଲ୍ କ୍ରିଷ୍ଣାଙ୍କୁ ଯଥାକ୍ରମେ ଦୁଇ ପ୍ରମୁଖ ବିଭାଗରୁ ଅପସାରଣ କରାଯାଇଥିଲା। ହେଲେ ବିଜେଡି ସରକାରରେ ଥିବା ଜଣେ ଆଇଏଏସଙ୍କୁ ବିଜେପି ଟାର୍ଗେଟ କରୁଥିଲା। ଏପରିକି କୋଭିଡ ସମୟରେ ହୋଇଥିବା ଜିନିଷ ପତ୍ର…

Read More

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡୁ । ଚତୁର୍ଥ ଥର ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନାଇଡୁ। ରାଜ୍ୟପାଳ ଏସ. ଅବଦୁଲ ନଜୀର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ନାଇଡୁ ସରକାରରେ ଟିଡିପିରୁ ୨୧, ଜନସେନାରୁ ୨ ଓ…

Read More

“ଆଶା” ର ସ୍ଵେଚ୍ଛାସେବୀଙ୍କୁ ମିଳିଲା “ସେବାଶ୍ରୀ ସମ୍ମାନ” 

କେନ୍ଦୁଝର:  ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତର ନିତ୍ୟାନନ୍ଦ ପୁର ଗ୍ରାମରେ ରବିବାର ଦିନ  ମହା ଶିବରାତ୍ରୀ  ଅବସରରେ ଅନୁଷ୍ଠିତ ଏକ ସାଂସ୍କୃତିକ ଉତ୍ସବରେ ପିଲାଙ୍କ ନାଚ ଗୀତ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ସମାଜସେବୀ ଙ୍କୁ ସମ୍ମାନୀତ କରାଯାଇଥିଲା।   ମହାଶିବରାତ୍ରି  ପାଳନ ସହିତ ପୂର୍ବ ବର୍ଷ ପରି,  ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବ ମନ୍ଦିର ପରିଚାଳନା କମିଟି ଏବଂ ଶାସ୍ତ୍ରୀ ସ୍ମୃତି ପାଠାଗାରର ମିଳିତ ସହଯୋଗରେ…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ୍ ତାଲିକା, ରେଭେନ୍ସା ଶୀର୍ଷରେ

ଗୁରୁବାର ଚଳିତ ଶିକ୍ଷାବର୍ଷ(୨୦୨୩-୨୪) ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେଧା ତାଲିକା ସାର୍ବଜନୀନ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି। ରାଜ୍ୟର ସମସ୍ତ କଲେଜକୁ ପଛରେ ପକାଇ ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଥିବା ଜଣାପଡିଛି। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୭ ରୁ ଆରମ୍ଭ ହୋଇ ଆସନ୍ତା ୧୩…

Read More

Not Ideal Its Idea ମୂର୍ତ୍ତି ନ ଥିଲା, ବିଚାର ଥିଲା

କୋଲକାତା :(ବିଜୟ ସାହୁ )-ମୁଁ ପୂର୍ବରୁ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲି ବେଙ୍ଗଲ ରେ ଯଦି ବିଜେପି ଜିତେ ତାହେଲେ ମୂର୍ତ୍ତି ଭଙ୍ଗା ନିଶ୍ଚୟ ଆରମ୍ଭ ହେବ । କାରଣ ରାଷ୍ଟ୍ରୀୟ ସ୍ୱୟଂ ସଂଘ ଓ ବିଜେପି ଦ୍ୱାରା ନିଯୁକ୍ତ ଝଞ୍ଜା ବାହିନୀଙ୍କ ପ୍ରଥମ ନଜର ପଡ଼ିବ ଏହି ମୂର୍ତ୍ତି ଗୁଡ଼ିକ ଉପରେ ଯାହା ଦିନେ ବେଙ୍ଗଲ ରାଜନୀତିରେ ପ୍ରତ୍ୟେକ ଆଦର୍ଶର ପ୍ରତୀକ ମାନଙ୍କୁ ପରିଚିତ କରିବାକୁ ଚାହିଁଥିଲା ।1967 -1969 ବଙ୍ଗଳା କଂଗ୍ରେସର ନେତା…

Read More

ସୁଦେବ କୁମାର ପୃଷ୍ଟି ଚଳିତ ବର୍ଷର ଓସିଏସ୍ ଟପ୍ପର

କଟକ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ  ମୋଟ୧୬୪ ଜଣ ଝିଅ ଅଛନ୍ତି। ସୁଦେବ କୁମାର ପୃଷ୍ଟି ଚଳିତ ବର୍ଷ ଓପିଏସସି ପରୀକ୍ଷୀରେ ଟପ୍ପର ହୋଇଛନ୍ତି।  ସେହିପରି ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ…

Read More