ସର୍ବାଧିକ ୱିକେଟ୍‌ ନେବାରେ ବ୍ରାଭୋଙ୍କ ସମକକ୍ଷ ହେଲେ ଚହଲ

ମୁମ୍ବାଇ: ପ୍ରତିଦିନ ଆଇପିଏଲରେ କିଛି ନା କିଛି ରେକର୍ଡ ସୃଷ୍ଠି ହୋଇଥାଏ ବା ଭାଙ୍ଗିଥାଏ । ସେ ଲମ୍ବା ଛକ୍କା ମାରିବାର ହେଉ ଅବା ଅଧିକ କ୍ୟାଚର ଧରିବାର । ସେହିପରି ରବିବାର ପୁଣି ଏକ ନୂଆତ ରେକର୍ଡ ଆଇପିଏଲରେ ଦେଖିବାକୁ ମିଳିଛି ।  ଆଇପିଏଲ୍‌ରେ ଇତିହାସରେ ସର୍ବାଧିକ ୱିକେଟ୍‌ ଦଖଲ କରିବାରେ ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଝବେନ୍ଦ୍ର ଚହଲ ଚେନ୍ନାଇ ସୁପରକିଙ୍ଗ୍ସର ବୋଲିଂ ପ୍ରଶିକ୍ଷକ ଡ୍ବନ୍  ବ୍ରାଭୋଙ୍କ ସମକକ୍ଷ ହୋଇଛନ୍ତି। ଚହଲ ବର୍ତ୍ତମାନ ୧୪୨ ମ୍ୟାଚ୍‌ରୁ…

Read More

ବାତ୍ୟା ‘ମିଚାଉଙ୍ଗ’ ଓଡ଼ିଶା ପାଇଁ ଆଣି ପାରେ ପ୍ରବଳ ବର୍ଷା …

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମିଚାଉଙ୍ଗ’ ସୋମବାର ସକାଳେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ନେଲ୍ଲୋର ଓ ମଛଲିପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆଇଏମଡି ର ପୂର୍ବାନୁମାନ ଅନୁଯାୟୀ, ଏହି ବାତ୍ୟା ଯୋଗୁଁ ଏହି ସମଗ୍ର ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିପାରେ । ସୋମବାର ତିରୁଭାଲ୍ଲୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ୨୧ ସେଣ୍ଟିମିଟର କିମ୍ବା ତା’ଠାରୁ…

Read More

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଦ୍ରୁତ ବୋଲର ବରୁଣ ଆରୋନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବରୁଣ ଆରୋନ ଅବସର ଘୋଷଣା କରିଛନ୍ତି। ସେ ମାତ୍ର ୩୫ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଭାରତ ପାଇଁ ୯ ଟି ଦିନିକିଆ ଏବଂ ୯ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେହିପରି ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କର ଭଲ ରେକର୍ଡ ରହିଛି। ସେ ଘରୋଇ କ୍ରିକେଟରେ ଝାଡଖଣ୍ଡ ପାଇଁ ଖେଳନ୍ତି। ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ସେ ଗୋଆ ବିପକ୍ଷରେ  ତାଙ୍କର ଶେଷ…

Read More

ଲଗାନ୍ ହିରୋଇନ୍ ଙ୍କୁ ପୁଣି ଦେଖିବେ ଭାରତୀୟ ଦର୍ଶକ

ମୁମ୍ବାଇ : ଆଜିଠୁ ପ୍ରାୟ ୨୨ ବର୍ଷ ତଳେ ରିଲିଜ୍ ହୋଇଥିବା ଆଶୁତୋଷ ଗୋୱାରିକରଙ୍କ ଚଳଚ୍ଚିତ୍ର ‘ଲଗାନ’ରେ ଆଲିଜାବେଥ୍ ରସେଲ ଚରିତ୍ରରେ ଅଭିନୟ କରିଥିଲେ ବ୍ରିଟିସ୍ ଅଭିନେତ୍ରୀ ରାଚେଲ୍ ସେଲି। ଫିଲ୍ମଟିରେ ଅମୀର ଖାନଙ୍କ ସହ ରାଚେଲ୍‌ଙ୍କ ଅଭିନୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା। ମାତ୍ର ଏହା ପରେ ତାଙ୍କୁ କୌଣସି ଭାରତୀୟ ସିନେମା, ଧାରାବାହିକ କିମ୍ବା ଆଲବମରେ ଦେଖିବାକୁ ମିଳି ନ ଥିଲା। ମାତ୍ର ୨୨ ବର୍ଷ ପରେ ପୁଣି ରଚେଲ ଫେରୁଛନ୍ତି। ଓଟିଟି…

Read More

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲ୍ ଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ୩୫ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ହାଇଦ୍ରାବାଦ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି  ଅଲ୍ଲୁ ଅର୍ଜୁନ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଘଟଣାର ଶୁଣାଣି କରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ…

Read More

ଲର୍ଡ୍ସ ଟେଷ୍ଚରେ ଦ୍ୱିତୀୟ ପରାଜୟ ଆଡକୁ ଯାଉଛି ଇଂଲଣ୍ଡ୍

ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୯୧ ରନ୍‌ରେ  ଆଗୁଆ  ନେଇଛି। ଅଷ୍ଟ୍ରେଲିଆର ପ୍ରଥମ ପାଳିର  ୪୧୬ ରନ୍‌ ଜବାବରେ ଘରୋଇ ଇଂଲଣ୍ଡ ଶୁକ୍ରବାର ପ୍ରଥମ ପାଳିରେ  ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୨୫ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ଅଷ୍ଟ୍ରେଲିଆ ବର୍ଷା ପାଇଁ ତୃତୀୟ ଦିନ ଖେଳ  ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୦ ରନ୍‌…

Read More

୪୧ ଜଣଙ୍କ ପ୍ରାଣ ନେଲାଣି ହିଟୱେଭ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସାଧାରଣ ଜନଜୀବନକୁ ଅସହ୍ୟ କରିଛି ତାତି ଓ ଗୁଳୁଗୁଳି। ମେ ଯାଇ ଜୁନ୍ ହେଲାଣି ତଥାପି ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇଁ ନାହାନ୍ତି ଲୋକ। ଚଳିତ ବର୍ଷ ପ୍ରାୟ ୪୧ ଜଣଙ୍କ ହିଟୱେଭ ଜନିତ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୨୨୬୯ ଜଣ ଏଥିରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି। ସେହିପରି ୭୩ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More

ସିଜିମାଳିରେ ପୋଲିସ୍ ଜୁଲମ୍ ତଥା ରାଷ୍ଟ୍ର ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର, ୮/୪/୨୬: ଗତ କିଛି ଦିନ ଧରି ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଞ୍ଚଳରେ ଚାଲିଥିବା ପୋଲିସ୍ ଜୁଲମ୍ ତଥା ରାଷ୍ଟ୍ର ହିଂସା ବିରୋଧରେ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ବିଶେଷକରି ଗତ ୬ ଅପ୍ରେଲ ରାତିରେ କଣ୍ଟାମାଳର ଗ୍ରାମବାସୀମାନଙ୍କ ଉପରେ ପୁଲିସର ବର୍ବରୋଚିତ ହିଂସାକାଣ୍ତଙ୍କୁ ଓଡ଼ିଶାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। …

Read More

ଉପକୂଳ ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା !

ଭୁବନେଶ୍ୱର : ବିଜୁ ଜନତା ଦଳ ଗଠନ ହେବା ଠାରୁ କୌଣସି ସାଧାରଣ ନିର୍ବାଚନରେ ହାରିନାହିଁ ଦଳ । ଏପରିକି ଲୋକସଭା ଆସନ ଗୁଡ଼ିକରେ ହୋଇଥିବା ସବୁ ଭୋଟରେ ବିଜେଡି ଆଗରେ ରହିଛି। ପାଞ୍ଚ ଥର ରାଜୁତି ପରେ ଆସନ୍ତା ବର୍ଷ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛି ବିଜେଡି। ତେଣୁ ସ୍ୱାଭାବିକ ଭାବେ ଶାସକ ବିରୋଧୀ ହାଓ୍ୱା, ଦଳୀୟ ଅନ୍ତଃକନ୍ଦଳ ଏବଂ ପ୍ରଚାରିତ ପ୍ରାର୍ଥୀଙ୍କ ଆସନ ବଦଳ ନେଇ କେତେକ ଆସନ ଫଳାଫଳ ବିଗିଡ଼ି…

Read More