ଆତ୍ମନିର୍ଭର ଭାରତ ପାଇଁ କୋଇଲା ଗ୍ୟାସିଫିକେସନ ଜରୁରୀ- ସିଜିଏଆଇ

ଭୁବନେଶ୍ୱର, ୧୨ ଅଗଷ୍ଟ, ୨୦୨୬: କୋଇଲା ଗ୍ୟାସିଫିକେସନ କ୍ଷେତ୍ରରେ ଅଗ୍ରଣୀ ଶୀର୍ଷ ସଂଗଠନ କୋଲ ଗ୍ୟାସିଫାୟର୍ସ ଆସୋସିଏସନ ଅଫ ଇଣ୍ଡିଆ (CGAI), ପକ୍ଷରୁ ଭୁବନେଶ୍ୱରରେ “କୋଇଲା ଗ୍ୟାସିଫିକେସନ୍‌ରେ ଆହ୍ୱାନ, ସୁଯୋଗ ଏବଂ ନୂତନ ପ୍ରଯୁକ୍ତି” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଗଛିତ ବିପୁଳ କୋଇଲା ଭଣ୍ଡାର ଓ କୋଇଲା ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ଆର୍ଥିକ ସହାୟତା (ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ଯୋଜନା)କୁ ଆଧାର କରି ଦେଶର ଇନ୍ଧନ ଆତ୍ମନିର୍ଭରଶୀଳତା ହାସଲ ପାଇଁ…

Read More

ବିଭିନ୍ନ ବର୍ଗର କଳାକାରଙ୍କ ପାରିଶ୍ରମିକ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ଓଡ଼ିଶା ସରକାର ବିଭିନ୍ନ ସମୟରେ ଏକାଧିକ ପଦକ୍ଷେପ ନେଇ ଆସିଛନ୍ତି।  ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା  ତଥା ରାଜ୍ୟସ୍ତରୀୟ ଲୋକ କଳା କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ,  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି । ଶନିବାର କଳାକାର ମାନଙ୍କୁ…

Read More

ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହରେ ଗଲାଣି ୧୩ ଜଣଙ୍କ ପ୍ରାଣ…

ରାଜସ୍ଥାନରେ ପ୍ରବଳ ଖରା ଓ ଗରମରେ  ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ ଫାଲୋଦିରେ ୪୯ ଡିଗ୍ରୀ ତାପମାତ୍ରା ଅତିକ୍ରମ କରି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ବିକାନେର, କୋଟା, ଗଙ୍ଗାନଗର, ଜୈସେଲମେର, ବାରମେର ତାପମାତ୍ରା ୪୫ ଅତିକ୍ରମ କରିଛି। ତାପମାତ୍ରା ଆହୁରି ୨ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ସେହିପରି ପୂର୍ବରୁ” ଲୁ ‘ ନେଇ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Read More

ଦରବୃଦ୍ଧି ନିୟନ୍ତ୍ରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି; ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ବୁଧବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ  ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରଦାମ୍ ବୃଦ୍ଧିକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଶଙ୍ଖ ଭବନରେ  ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା କହିଛନ୍ତି ପରିବର୍ତନ ଓ ସୁଶାସନର ନାର ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ବିଜେପି ସରକାର। ଏହି ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଦରଦାମ୍ ପାଇଁ ଲୋକେ…

Read More

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ…

Read More

କେବେ ଆମେ ବିକଶିତ ହେବା ? ୨୦୩୬ ନା ୨୦୪୭ରେ !!!

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ହେ ଓଡ଼ିଶାର ଧୁରନ୍ଧରଗଣ ,  ଆପଣମାନେ ଆମକୁ ଶୁଣାଇ ଶୁଣାଇ ଆମ କାନ ପଚେଇ ସାରିଲେଣି, ୨୦୩୬ ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। ୨୦୪୭ ରେ ଭାରତ ବିକଶିତ ଦେଶ ହେବ। ଥରୁଟିଏ ପଚାରି ଆସି ତ କୁହନ୍ତୁ,  ସେ ବିକଶିତର ସଂଜ୍ଞା କ’ଣ ? ଜିଡିପିରେ ତ ?  ଟଙ୍କା ଆକାରରେ ନା ଡଲାର ଆକାରରେ ? କାରଣ ବିକଶିତ ହେଉଛି ଏକ ଅନ୍ତଃରାଷ୍ଟ୍ରୀୟ ମାପକ । ଟଙ୍କା…

Read More

ରାଜ୍ୟରେ ପାଳିତ ହେଉଛି ଇଦ୍

ଭୁବନେଶ୍ୱର: ଆଜି ମୁସଲମାନଙ୍କ ବଡ଼ ପର୍ବ ଇଦ୍। ଏହି ଉପଲକ୍ଷେ ଆଜି ରାଜ୍ୟର ସବୁ ମସଜିଦ ଓ ଦର୍ଗା ମୈଦାନ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ମୁସଲିମ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଲଗାଇ ଥିବା ଦେଖିବାକୁ ମିଳିଛି। ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇ ଏକ ଖୁସିର ପରିବେଶ ଚାରିଆଡେ ସୃଷ୍ଟି ହୋଇଛି। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମୁଛି। ଆଜିର…

Read More

ଏଲଆଇସିର ଜବରଦସ୍ତ ପ୍ଲାନ , ଦିନକୁ ମାତ୍ର ୫୫ ଟଙ୍କା ସଂଚୟ କରି ପାଆନ୍ତୁ ୪୮ ହଜାର ଟଙ୍କାର ଲାଭ …

ଜୀବନ ବୀମା କିଣିବା ପାଇଁ ଦେଶରେ ବହୁ ସଂଖ୍ୟକ ଲୋକ ସରକାରୀ କମ୍ପାନୀ ଏଲଆଇସି ଅର୍ଥାତ ଜୀବନ ବୀମା ନିଗମ ଉପରେ ନିର୍ଭର କରିଥାନ୍ତି । ଏଲଆଇସିରେ ଏମିତି ଅନେକ ପ୍ଲାନ ରହିଛି ଯାହା ନିବେଶକମାନଙ୍କୁ ବୀମା ର ଲାଭ ଦେବା ସହ ଭଲ ରିଟର୍ଣ୍ଣ ମଧ୍ୟ ଦେଇଥାଏ । ଏଭଳି ଏକ ପ୍ଲାନ ହେଉଛି ଏଲଆଇସିର ଜୀବନ ଉମଙ୍ଗ, ଯାହା ନିବେଶକମାନଙ୍କୁ ସାରା ଜୀବନ ଉପକୃତ କରିବା ସହ ପରିପକ୍ୱତା ଉପରେ ମଧ୍ୟ ଲାଭ ଦେଇଥାଏ…

Read More

୩ ହଜାର ଟଙ୍କାକୁ ବଢିବ ସମସ୍ତ ପ୍ରକାରର ଭତ୍ତା…

ଭୁବନେଶ୍ୱର: ବଢିବ ଭତ୍ତା,ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି । ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ହେବ ବୋଲି ପ୍ରସ୍ତୁତି ଚାଲିଛି । ମନ୍ତ୍ରୀ କହିଛନ୍ତି ଯେ ବଜେଟରେ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବୁ ।

Read More

ଲଣ୍ଡା ଗୋପାଳ ନେଇଥିଲା ଶପଥ, ନିଜେ ମରିବା ପୂର୍ବରୁ ନବଙ୍କୁ ମାରିଦେଲା ..କ୍ରାଇମବ୍ରାଞ୍ଚ ଦେଲା ରିପୋର୍ଟ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବାହୁବଳି ନେତା ନବଦାସଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମନାକୁ ଆସିଛି। ନବଙ୍କୁ ମାରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ବଜ୍ର ଶପଥ ନେଇଥିଲା। ସ୍ୱର୍ଗତ ଦାସଙ୍କୁ ହତ୍ୟା କରିବା ପାଇଁ  କୁଆଡେ ଏକଦା ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଓଡ଼ିଶା ପୁଲିସ୍ ରେକର୍ଡଭୁକ୍ତ କରିଛି । ହତ୍ୟାକାଣ୍ଡ ପୂର୍ବରୁ ଭାଇ ସତ୍ୟନାରାୟଣ…

Read More