ମୋଦିଙ୍କ ସହ ହାତ ମିଳାଇବେ ଚନ୍ଦ୍ରବାବୁ ନାଇଡ଼ୁ

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏନେଇ ଦଳମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି | ତେବେ ମୋଦୀଙ୍କ ନେତୃତ୍ୱରେ ପୁଣି ତୃତୀୟ ଥର ପାଇଁ ଏନଡିଏ କ୍ଷମତାକୁ ଆସିବାକୁ ଚେଷ୍ଟା ଆରମ୍ଭ କରିଦେଇଥିବାବେଳେ ବିଜେପିକୁ ରୋକିବା ପାଇଁ ବିରୋଧୀ ଦଳମାନେ ଏବେ ଏକଜୁଟ ହେବାରେ ଲାଗିପଡିଛନ୍ତି | ବିଶେଷ କରି ବିଜେପି ଏବେ ଏହାର ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବାକୁ ଚେଷ୍ଟା ଆରମ୍ଭ କରିଛି। ଏହି କ୍ରମରେ ତେଲୁଗୁ ଦେଶମ ଦଳ ବା…

Read More

ଷ୍ଟାର ସ୍ପୋର୍ଟସ କି ସୋନି ନୁହେଁ ଏହି ଚ୍ୟାନେଲରେ ଆଜି ଦେଖିପାରିବେ ଖେଳ

ମୁମ୍ବାଇ : ଜସପ୍ରୀତ ବୁମରା ପ୍ରାୟ ୧୧ ମାସ ପଡ଼ିଆରୁ ଦୂରରେ ରହିବା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।  ଯେତେବେଳେ ସେ ଆୟର୍ଲାଣ୍ଡ  ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ତାଙ୍କର ଫର୍ମ ଏବଂ ଫିଟନେସ୍ ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିବ| ବୁମରାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଯୁବ ତାରକାମାନଙ୍କ ସହ ଏହି ସିରିଜ ଖେଳିବା ପାଇଁ ଆୟର୍ଲାଣ୍ଡ ଗସ୍ତ କରିଛନ୍ତି । ସେହିପରି ଆୟର୍ଲାଣ୍ଡକୁ ଛୋଟ ପ୍ରତିପକ୍ଷ…

Read More

ରାଜ୍ୟରେ ଜିଲ୍ଲା ସଂଖ୍ୟା ଠାରୁ କମ୍ ରହିଛି ସାଧାରଣ ପାଠାଗାର, ଓଡ଼ିଶାଠୁ ଗୋଆ ଭଳି କ୍ଷୁଦ୍ର ରାଜ୍ୟରେ ଅଧିକ ଲାଇବ୍ରେରୀ

ଭୁବନେଶ୍ୱର :  ଓଡ଼ିଆ ଛାତ୍ର କିମ୍ବା ଲୋକ ପାଠାଗାର(ଲାଇବ୍ରେରୀ)ରେ ପଢିବାକୁ ଏତେଟା ଆଗ୍ରହ ଦେଖାନ୍ତି ନାହିଁ । ଲୋକସଂଖ୍ୟା, ଜନସଂଖ୍ୟା, ଶିକ୍ଷାନୁଷ୍ଠାନ ଗୁଡିକ ଥିବା ସତ୍ତ୍ୱେ ସାର୍ବଜନୀନ ପାଠାଗାରର ଗୁରୁତ୍ୱ ନାହିଁ। ଅଧିକରୁ ଅଧିକ ପାଠାଗର ଗଢିବା ପାଇଁ ମଧ୍ୟ ସାଧାରଣ ଦାବି ମଧ୍ୟ ନାହିଁ। ତେଣୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟାରୁ ମଧ୍ୟ କମ୍ ସଂଖ୍ୟକ ସର୍ବସାଧାରଣ ପାଠାଗାର ରହିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରୁ ଏହା ଜଣାପଡିଛି।…

Read More

ଉପନିର୍ବାଚନ ଫଳ ପରେ ଜାତୀୟ ରଣନୀତି ପରିବର୍ତ୍ତନର ଆଭାସ ଦେଲା ବିଜେଡି, ପଛଦ୍ୱାର ଦେଇ ଇଣ୍ଡିଆ ମେଣ୍ଟ ସହ କଲା ଆଲୋଚନା

ନୂଆଦିଲ୍ଲୀ : ଜି-୨୦ ଏବଂ ଭାରତ-ପାକିସ୍ଥାନ କ୍ରିକେଟ୍ ମ୍ୟାଚର ଖବର ଗହଳି ମଧ୍ୟରେ ଆଉ ଏକ ଖବର ଲୁଚି ଯାଉଛି। ଏହି ଖବରଟି ଜାତୀୟ ଏବଂ ରାଜ୍ୟ ରାଜନୀତି ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ନିକଟରେ ୟୁପି ଏବଂ ଝାଡଖଣ୍ଡରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିଲେ। ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ଇଣ୍ଡିଆ ମେଣ୍ଟର ବିଜୟୀ ହୋଇଥିଲା। ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଲଢିଲେ ବିଜୟ ସମ୍ଭାବନା ଅଧିକ, ତାହା ୟୁପି ଘୋସୀ…

Read More

ଜୀବନ ବୀମା ମନି ବ୍ୟାକ୍ ପ୍ଲାନର ଲାଭ ବିଷୟରେ ଜାଣନ୍ତୁ ……

ଆଜିର ଦୁନିଆରେ ଟଙ୍କାରୁ ଟଙ୍କା ରୋଜଗାର କରିବାକୁ କିଏ ବା ନଚାହେଁ । କିନ୍ତୁ ଏହା ପାଇଁ ପ୍ରଥମେ ଆପଣକୁ ଏହାର ହିସାବ ବୁଝିବାକୁ ହେବ । କାରଣ ଭାବିଚିନ୍ତି କରାଯାଇଥିବା ନିବେଶ ଆପଣଙ୍କୁ ଅଧିକ ଫାଇଦା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ନିବେଶ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ କରିବ । ପଇସା ଡବଲ କରିବା ସ୍କିମ ଦୁନିଆରେ ବହୁତ ଅଛି କିନ୍ତୁ ଆମେ ଯଦି…

Read More

ମୋ ସେବା କେନ୍ଦ୍ର ସଂଖ୍ୟା ୮୦୦୦ ଛୁଇଁବ

ଭୁବନେଶ୍ୱର : ମୋ ସେବା କେନ୍ଦ୍ର ଜରିଆରେ ରାଜ୍ୟ ସରକାରଙ୍କ ଏକାଧିକ ସେବା ନାଗରିକଙ୍କ ଘର ପାଖରେ ଉପଲବ୍ଧ କରାଯାଉଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଏବଂ ମିଶନ ଶକ୍ତି ଅଧୀନରେ ପରିଚାଳିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ  ଉଦ୍ୟୋଗ ସ୍ଥାପନର ଏକ ଫୋରମ ମିଳିପାରିଛି। ବର୍ତ୍ତମାନ ରାଜ୍ୟପରେ ୬୯୦୦ ରୁ ଅଧିକ ମୋ ସେବା କେନ୍ଦ୍ର ସ୍ଥାପିତ ହୋଇସାରିଛି । ଆଗାମୀ ଦିନରେ ଏହି ସଂଖ୍ୟା ପ୍ରାୟ ୮୦୦୦ କୁ ବୃଦ୍ଧି ପାଇବ । ସରକାରୀ କଳର…

Read More

ଭଲ ହେଲେଣି ରିଷଭ ପନ୍ତ

ଭୁବନେଶ୍ୱର : ୨୦୨୨ ମସିହା ଡିସେମ୍ବର ମାସରେ କାର୍‌ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ୍‌ ଆହତ ହେଇଥିଲେ। ଏହି କାରଣରୁ ସେ ଆଇପିଏଲ ଏବଂ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ୍  ରେ ଖେଳି ପାରିନାହାନ୍ତି। ମାତ୍ର ପନ୍ତ ଏବେ ସୁସ୍ଛ ହେବାରେ ଲାଗିଛନ୍ତି। ତେଣୁ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି। ନିକଟରେ ଭିଡିଓ ସୋସିଆଲ୍‌ ମିଡିଆରେ ପନ୍ତ୍‌ ପୋଷ୍ଟ କରି ପ୍ରଶଂସକଙ୍କୁ ତାଙ୍କ ସୁସ୍ଥତାର ଅଗ୍ରଗତି ନେଇ ସୂଚନା…

Read More

ଦୁର୍ବଳ ଦଳ ସତ୍ତ୍ୱେ ଶରତ ସବଳ, ଶକ୍ତିଶାଳୀ ଦଳ ଥାଇ  ମନମୋହନ ଦୁର୍ବଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୪ରୁ କଂଗ୍ରେସର ପତନ ଆରମ୍ଭ ହୋଇଛି। ତାହାର ବୋଟ ପ୍ରତିଶତ କମିବାରେ ଲାଗିଛି। ମାତ୍ର ବିଜେପିର ଭୋଟ ହାର ବୃଦ୍ଧି ପାଇବା ସହ ଦଳ ମୁଖ୍ୟ ବିରୋଧି ଦଳ ହୋଇପାରିଛି। ହେଲେ ଗତ ନିର୍ବାଚନ ପରେ ଦଳର ଓଡ଼ିଶାରେ କାର୍ଯ୍ୟକଳାପ ରହସ୍ୟମୟ ଶିଥିଳତା ପରିଲକ୍ଷିତ ହୋଇଛି। ମନମୋହନ ସାମଲ ଦୀର୍ଘଦିନ ଧରି ସଭାପତି ହେବା ପରେ ମଧ୍ୟ କମିଟି ଟିଏ ଅନୁମୋଦନ କରାଇ ପାରିନାହାନ୍ତି। ମାତ୍ର ବର୍ଷେ ମଧ୍ୟରେ ପିସିସି ସଭାପତି ଦାୟିତ୍ୱ…

Read More

ରୂପାନ୍ତରଣ ଚମକକୁ ଫିକା କରିଦେବ କି ସ୍କୁଲ ଡ୍ରପ୍ ଆଉଟ୍

ଭୁବନେଶ୍ୱର:ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ରୂପାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା ଦ୍ୱାରା ସ୍କୁଲ ଭିତ୍ତିଭୂମି ସଫଳ ହେଉଛି। ହେଲେ ଏହି ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କୁ କେତେମାତ୍ରାରେ ବାନ୍ଧି ରଖିପାରୁଛି। ଭିତ୍ତିଭୂମି ରୂପାନ୍ତରଣ ଭଳି ଶିକ୍ଷକ ଅଭାବ ମଧ୍ୟ ପୂରଣ ହେବା ଆବଶ୍ୟକ। ନ ହେଲେ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ହାସଲ କରିହେବ ନାହିଁ। ନିକଟରେ ରୂପାନ୍ତରଣ ସତ୍ତ୍ୱେ ଓଡ଼ିଶାରେ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଉ ନ ଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ରୂପାନ୍ତରଣ…

Read More

ଆରମ୍ଭ ହେଲା  ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର : ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗତକାଲି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ  ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ…

Read More