ସେଫର ସ୍ବପ୍ନ ନେଇ ହୋଇଗଲେ ହିରୋ

ସାଉଥ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ଅଭିନେତା ହେଉଛନ୍ତି ଧନୁଷ । ଫିଲ୍ମକୁ ଆସିବା ପୂର୍ବରୁ ସେଫ୍ ହେବା ପାଇଁ ଦିନେ ସେ ସ୍ଵପ୍ନ ଦେଖୁଥିଲେ । ମାତ୍ର ବଡଭାଇଙ୍କ ପରାମର୍ଶକ୍ରମେ ଫିଲ୍ମରେ ପାଦ ଦେଇ ସେ ଆଜି ଜଣେ ଲୋକ ପ୍ରିୟ ଅଭିନେତା ରୂପେ ପରିଚୟ ହାସଲ କରିଛନ୍ତି । ସେଫ୍ ହେବା ପାଇଁ ପିଲାଦିନୁ ତାଙ୍କର ଇଚ୍ଛା ଥିଲା । ଏଥିପାଇଁ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିବାକୁ ମଧ୍ୟ ଚାହୁଁଥିଲେ । ମାତ୍ର ତାଙ୍କ ବାପା…

Read More

କେନ୍ଦୁପତ୍ର ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟି ଟଙ୍କାର ପ୍ରୋତ୍ସାହନ ; ଉପକୃତ ହେବେ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ

ଭୁବନେଶ୍ବର ; ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତହେବେ । ଏହି ବୋନସ୍‌ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ପାଇବେ ।୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌…

Read More

ବିଶ୍ବ ବଜାରରେ ହ୍ରାସ ପାଇବ ଡଲାରର ଶକ୍ତି

ନୂଆଦିଲ୍ଲୀ: ବିଶ୍ବ ବଜାରରେ  ଡଲାରର ସ୍ଥିତି ବିସୟରେ କିଏବା ଅଜଣା । ଅନ୍ତର୍ଜାତୀୟ ସ୍ତରରେ ଦିନକୁ ଦିନ ଡଲାରର ଶକ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସମ୍ପୂର୍ଣ୍ଣ ବିଶ୍ବ କାରବାର ଡଲାରରେ ନିୟନ୍ତ୍ରିତ ହେଉଛି। ତେଣୁ ଡଲାରର ଶକ୍ତିକୁ ବିଶ୍ବ ବଜାରରେ କମ୍ କରିବାପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ବିଶ୍ବ ବଜାରରେ ଶେଷ ହେବ ଡଲାରର ଦବ୍‌ଦବା। ଡଲାରର ଶକ୍ତିକୁ ହ୍ରାସ କରିବାପାଇଁ ଅଣ୍ଟା ଭିଡିଛନ୍ତି  ଭାରତ, ବ୍ରାଜିଲ, ରୁଷ, ଚୀନ୍ ଏବଂ ଦକ୍ଷିଣ…

Read More

କେଉଁ ଦଳରୁ ଲଢିବେ ମନ୍ମଥ, ସୁରଙ୍କ ଜନ୍ମଦିନରେ ସୂଚନା ଦେଲେ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିର୍ବାଚନମଣ୍ଡଳୀରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେ ନେଇ ସାଧାରଣରେ ଉତ୍ସୁକତା ଜାରି ରହିଛି। ଦିନକ ପୂର୍ବରୁ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଜନ୍ମଦିନ ପରେ ଏହି ଆଲୋଚନା ଜୋର ଧରିଛି। କିଛିମାସ ପୂର୍ବରୁ କଂଗ୍ରେସରେ ଜନ୍ମ, କଂଗ୍ରେସରେ ମରଣ ବୋଲି ସୁର ରାଉତରାୟ କହି ବୁଲୁଥିଲେ। ତାଙ୍କ ପୁଅ ବି କଂଗ୍ରେସରୁ ପ୍ରାର୍ଥୀ ହେବ। ସେ ଆଉ ନିର୍ବାଚନ ଲଢିବେ ନାହିଁ। ମାତ୍ର ସୁର ରାଉତରାୟ…

Read More

Teacher Recruitment; ଆସିଲା ବଡ଼ ନିଯୁକ୍ତି । ରାଜ୍ୟରେ ପୂରଣ ହେବ ୨୦ ହଜାର ପ୍ରାଥମିକ ଶିକ୍ଷକଙ୍କ ସ୍ଥାନ ।

ଧୀରେ ଧୀରେ ପାଖେଇ ଆସୁଛି ନିର୍ବାଚନ । ଏହାକୁ ଦୃଷ୍ଟି ଦେଇ ରାଜ୍ୟ ସରକାର ତାଙ୍କ ପୁଟୁଳିରୁ ଗୋଟେ ପରେ ଗୋଟେ ନିଯୁକ୍ତି ମୁଁଆ ବାହାର କରିଚାଲିଛନ୍ତି । ତେବେ ରାଜ୍ୟରେ କିଛି ଦିନ ହେବ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଅନଶନରେ ବସିଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଗରେ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ହେବାକୁ…

Read More

ଏଆଇ ହେଲା ଆମେରିକା ଓ ଇଣ୍ଡିଆ ; ମୋଦି

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍‌ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖି  କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ…

Read More

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ ; ଜୁନ ୪ ତାରିଖରେ ଜେଇଇ ଆଡଭାନ୍ସଡ୍ ପରିକ୍ଷା

ନୂଆଦିଲ୍ଲୀ: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ ଫଳାଫଳ ଶନିବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଏନ୍‌ଟିଏର ଅଫିସିଆଲ ଓ୍ବେବସାଇଟ୍‌ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍‌ କରିପାରିବେ। ଏପରିକି ଲଗିନ୍‌ କରିବା ସମୟରେ ଛାତ୍ରୀଛାତ୍ର ନିଜ ରେଜିଷ୍ଟ୍ରେସନ ନମ୍ବର କିମ୍ବା ରୋଲ୍‌ ନମ୍ବର ଦାଖଲ କରି ନିଜ ରେଜଲ୍ଟ ପାଇପାରିବେ।ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା ମିଳିଛି।…

Read More

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିର

ଭବାନୀପାଟଣା : “ରକ୍ତାଭାବରେ ଜଣେ ହେଲେ ବି ରୋଗୀ ଯେପରି ଜୀବନ ନ ହାରିବେ”, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଆହ୍ୱାନକୁ ପ୍ରତିପାଳନ କରି ଆଜି ଓଡ଼ିଶା-ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜନ କରାଯାଇଛି । ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରୀ ତଥା ସ୍ଥାନୀୟ ଯୁବକମାନେ ଏହି ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାନ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର…

Read More

୮,୦୦୦ ତଳେ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୮,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୦୦୦ ତଳକୁ ଖସି ଆସିଥିବା  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି  ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୫୩୩ କରୋନା ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୭,୫୩୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା…

Read More

ଆସନ୍ତୁ ନଜର ପକେଇବା ୨୦୨୩ ବିଶ୍ୱକପ୍ ହେବାକୁ ଥିବା ୫ଟି ବଡ଼ ମ୍ୟାଚ୍ ଉପରେ

ଭାରତ– ପାକିସ୍ଥାନ , ଅହମ୍ମଦାବାଦ, ଅକ୍ଟୋବର ୧୫ ଭାରତ- ପାକିସ୍ଥାନ ମ୍ୟାଚରେ ସବୁବେଳେ ଭରି ରହିଥାଏ ରୋମାଞ୍ଚ । ଦୁଇ ଦେଶର ପ୍ରଶଂସକ ନିଜ ନଜ ଦଳକୁ ସମର୍ଥନ କରିବା ପାଇଁ ଷ୍ଚାଡିୟମରେ ଭିଡ ଲଗାଇଥାନ୍ତି । ଆଉ ଯଦି କିକ୍ରେଟ୍ ବିଶ୍ୱକପ୍ ହୋଲ ଥାଏ ତ କ୍ରୀଡାପ୍ରେମୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥାଏ ଭାରତ ଓ ପାକିସ୍ଥାନ ମ୍ୟାଚ୍ । ତେବେ ଏହାରି ମଧ୍ୟରେ ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳସୂଚୀ ପ୍ରକାଶ କରିଛି ବିସିସିଆଇ । ଯେଉଁଥିରେ…

Read More