ଆଜି ଜିମ୍ବାୱେ ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳିବ ଭାରତ,ଭବିଷ୍ୟତ ଖୋଜରେ ପଡିଆକୁ ଓହ୍ଲାଇବ ନୂଆ ଭାରତୀୟ ଦଳ

ଭାରତୀୟ ଦଳ ଟି 20 ବିଶ୍ଵକପ ଜିତି ସାରିବା ପରେ ଜିମ୍ବାୱେ ବୁରୁଦ୍ଧରେ ପ୍ରଥମ ସିରିଜ ଖେଳିବାକୁ ଯାଉଛି । ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍‍ ଗିଲ୍ଙ୍କର ନେତୃତ୍ୱାଧିନ ଭାରତୀୟ ଦଳରେ ଏକାଧିକ ଯୁବ…

Read More

ଆଗୁଆ ନିର୍ବାଚନ : ରାଜଭବନକୁ ପରାମର୍ଶ ମାଗିଲେ ଓଡ଼ିଶା ସରକାର Exclusive …

ଭୁବନେଶ୍ୱର : ୨୦୦୪ ମସିହାରେ ଓଡ଼ିଶା ବିଧାନସଭା ଭଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ସହ ବିଧାନସଭା ନିର୍ବାଚନ ପାଇଁ ସୁପାରିଶ କରିଥିଲେ। ଧାର୍ଯ୍ୟ ସମୟର ପ୍ରାୟ ବର୍ଷକ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ। ସେତେବେଳେ ବିଜେଡିର ବିଜେପି ସହ ମେଣ୍ଟ ମଧ୍ୟ ରହିଥିଲା। ପୂର୍ବାପେକ୍ଷା ଆସନ ମେଣ୍ଟ କିଛି ଆସନ ହରାଇଥିଲା। ହେଲେ ଦ୍ୱିତୀୟ ଥର ସରକାର ଗଢିବାରେ ସଫଳ ହୋଇଥିଲା। ତେଣୁ ସେ ସମୟରେ ବିଧାନସଭା ଭଙ୍ଗ କରିବା ପରିପ୍ରେକ୍ଷୀରେ କଣ ସବୁ…

Read More

ଗତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୧୯୪ ; ବଜ୍ରପାତରେ ୯୦ ପ୍ରତିଶତ ଲୋକଙ୍କ ଯାଇଛି ଜୀବନ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟରେ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ।ଘଟିଛି ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଓଡିଶା ଲୋକଙ୍କର ଜୀବନ ଯାଇଛି। ମୋଟ ମୃତ୍ୟୁର ୯୦ ପ୍ରତିଶତ କେବଳ ବଜ୍ରପାତ  ଜନିତ। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ର ଏହି ତଥ୍ୟ ଦିଆଯାଇଛି । ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା…

Read More

ରାହୁଲଙ୍କୁ ନିରାଶ କଲେ ଗୁଜୁରାଟ ହାଇକୋର୍ଟ

ଅହମ୍ମଦାବାଦ: ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଉ ଏକ ଝଟକା। ସେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ଦାବି କରି ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଦଣ୍ଡାଦେଶ ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି। କୋର୍ଟ ଗ୍ ଜୁନ ୪ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି ଆଜି କହିଛନ୍ତି। ମୋଦି ସାଙ୍ଗିଆ ବୟାନ ପାଇଁ…

Read More

ଉତ୍ତରପ୍ରଦେଶରୁ ଆଳୁ ଆସିବା
ପ୍ରକ୍ରିୟା ତ୍ୱରାନ୍ୱିତ:ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ,ନାଫେଡ ଅଧିକାରୀ, ରାଜ୍ୟ ବ୍ୟବସାୟୀ ଓ ଶୀତଳ ଭଣ୍ଡାର ସଂଘର କର୍ମକର୍ତ୍ତା ପ୍ରମୁଖ…

Read More

ଦୁଇଫାଳ ହେଲା ୧୨୭ ବର୍ଷର ପୁରୁଣା ‘ଗୋଦରେଜ୍ ‘ କମ୍ପାନୀ

ନୂଆଦିଲ୍ଲୀ:ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ଗୋଦରେଜ କମ୍ପାନୀର ବିଭାଜନ ଦେଖିବାକୁ ମିଳିଛି । ୧୨୭ ବର୍ଷ ପୁରୁଣା ଏହି କମ୍ପାନୀକୁ ୨ ଭାଗରେ ବଣ୍ଟା ଯାଇଛି । ଗୋଟିଏ ପଟେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ଥିବାବେଳେ ଅନ୍ୟ ପଟେ ଆଦି ଗୋଦରେଜ୍‌ଙ୍କ ଦାଦାପୁଅ ସମ୍ପର୍କୀୟ ଭାଇ ଭଉଣୀ ଅଛନ୍ତି। ଏହି ଭାଗବଣ୍ଟା ବିଷୟରେ ସୂଚନା ଦେଇ ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଗୋଦରେଜ୍ ଗ୍ରୁପ୍‌ର ପାଞ୍ଚଟି କମ୍ପାନୀ ହେଉଛି…

Read More

ବାହାରିଲା ବ୍ୟାଙ୍କ୍ ଚାକିରୀ, ନିଯୁକ୍ତି ପାଇବେ ୪୦୦୦ରୁ ଉର୍ଦ୍ଧ୍ୱ ଯୁବକଯୁବତୀ

ଦିନକୁ ଦିନ ଭାରତରେ ବ୍ୟାଙ୍କ୍ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ୍  ଶାଖା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଦେଶର ବିଭିନ୍ନ ଭାରତର ବ୍ୟାଙ୍କିଂ କିରାଣ ପଦ ଖୋଲି ହେବାକୁ ଯାଉଛି। ଏହି ପଦ ପୂରଣ ପାଇଁ ନୂତନ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ପ୍ରାୟ ୪୦୪୫ଟି ପଦ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ (ଆଇବିପିଏସ) ପକ୍ଷରୁ  ନିକଟରେ ବିଜ୍ଞପ୍ତି…

Read More

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ…

Read More

ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ

ଭୁବନେଶ୍ୱର : ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ। ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭବ ହେଉଛି ପ୍ରଚଣ୍ଡ ଗୁଳୁଗୁଳି ଓ ଗରମ । ପଶ୍ଚିମ ଓଡିଶାରେ  ତାତି ସହ ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଚାନ୍ଦବାଲିରେ  ୩୭ ଡିଗ୍ରୀ। କେନ୍ଦୁଝର…

Read More

ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ଭୁବନେଶ୍ଵର,୨୮/୦୮; ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ହୋଇଛି ଓଡ଼ିଶା । ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି । ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ…

Read More