ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗସ୍ତରେ ଯାଇଛନ୍ତି l ଆସନ୍ତା ୨୨ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ। ଦୁଇ ଦିନ ତଳେ ନବୀନ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଆଜି ଏକ ବିରାଟ ପଟୁଆରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ନବୀନଙ୍କ ଭେରିଫାଏଡ୍ ‘ଏକ୍ସ’ ହ୍ୟାଣ୍ଡଲରୁ ବୁଧବାର ଅପରାହ୍ନ ୫ଟା ୮ମିନିଟରେ ଗୋଟିଏ ପୋଷ୍ଟରେ…

Read More

ଓଡ଼ିଶାର ଭୂତଳ ଜଳରେ ରହିଛି ଏହି ୨ ହାନିକାରକ ପଦାର୍ଥ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ,କ୍ରୋମିୟମ ଓ ସୀସା ଭଳି ଜଳ-ହାନିକାରକ ସାମଗ୍ରୀ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷଣରୁ ଏହା ଜଣାପଡିଛି।  ଏଥିରେ ରାଜ୍ୟର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫…

Read More

ଫାଶୀ ଦିବସରେ ମନେ ପଡ଼ିଲେ ଶହୀଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁ…

ଭୁବନେଶ୍ୱର : ଇଂରେଜ ଶାସନ ବିରୋଧରେ  ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ଦେଶପ୍ରେମ, ବୀରତ୍ୱ ତଥା ଆତ୍ମବଳିଦାନର ଯେଉଁସବୁ ଶ୍ରେଷ୍ଠ ଉଦାହରଣ ରହିଛି, ଶହୀଦ ଭଗତ ସିଂଙ୍କ ବ୍ୟକ୍ତିତ୍ୱରେ ସେସବୁର ଏକ ପରିପକ୍ୱ, ଉନ୍ନତ ଓ ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ୍ ସିଂ ଓ ତାଙ୍କର ଦୁଇ ସାଥି ସୁଖଦେବ୍ ଓ ରାଜଗୁରୁଙ୍କୁ ଲାହୋରର କେନ୍ଦ୍ରୀୟ କାରାଗାରରେ…

Read More

ଆଇଏସ୍‌ଆଇଏସ୍‌’ ନେତା ଓସାମା ଅଲ୍‌-ମୁହାଜିର୍ ନିହତ

ଓ୍ୱାଶିଂଟନ ଡିସି : ଗତ ଜୁଲାଇ ମାସ ୭ରେ ପୂର୍ବାଞ୍ଚଳ ସିରିୟାରେ ଡ୍ରୋନ୍‌ ଅସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇ ‘ଆଇଏସ୍‌ଆଇଏସ୍‌’ ନେତାଙ୍କୁ ହତ୍ୟା କରାଯାଇଛି। ଗତକାଲି ଦିନ ‘ଦି ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ ଏହା କହିଛନ୍ତି। ଡ୍ରୋନ୍ ଅସ୍ତ୍ର ଆକ୍ରମଣରେ ନିହତ ହୋଇଥିବା ‘ଆଇଏସ୍‌ଆଇଏସ୍‌’ ନେତା ଅଲ୍‌-ମୁହାଜିର୍‌ ବୋଲି ଆମେରିକା ସେନା ଦାବି କରିଛି।ସମଗ୍ର ସିରିଆରେ ‘ୟୁ.ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ ଆକ୍ରମଣ କରିବା ଫଳରେ ପୂର୍ବାଞ୍ଚଳ ରେ ଉସାମା ଅଲ୍-ମୁହାଜିର୍‌ ନାମରେ ଜଣେ ‘ଆଇଏସ୍‌ ଆଇଏସ୍‌’…

Read More

ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌: ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ, ପଞ୍ଚାୟତ ସମିତି ହାତରେ କାର୍ଯ୍ୟାନ୍ୱୟନ ଦାୟିତ୍ୱ

ଭୁବନେଶ୍ୱର : କେଉଁ ଧର୍ମାନୁଷ୍ଠାନର ବିକାଶ କେମିତି ହେବ ସେକଥା ଲୋକେ ପ୍ରସ୍ତାବ ଦେବେ । ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ମିଶନ ଶକ୍ତି ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତିକରଣ ପାଇଁ କ’ଣ କରାଯିବ ସେ ସଂପର୍କରେ ବି ଗ୍ରାମବାସୀ ଏବଂ ଜନ ପ୍ରତିନିଧି ଦେବେ ପ୍ରସ୍ତାବ । ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି । ନୂଆ ଯୋଜନା “ଆମ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକାରୀ କରିବା ପାଇଁ…

Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ କି କଥା ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଉତ୍ସବ ରହିଥିଲା। ମୋତେ ଆନୁଷ୍ଠାନିକ ଭାବେ ରାଜଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ମୁଁ ପହଞ୍ଚିବା ପରେ ସେଠାରେ ଖାଲି ଥିବା ଆସନ ଦେଖି ବସି ପଡିଲା। ମୋ ଡାହାଣ ପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିଲେ। ଅନୁରୂପ ଭାବେ ବାମ ପଟେ ବାଚସ୍ପତି ପ୍ରମିଳା ମଲ୍ଲିକ ଥିଲେ। ଆମ ମାନଙ୍କର ଫଟୋ ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗିଲା। ମାତ୍ର ଏହା ଏକ ସଂଯୋଗ ଥିଲା।…

Read More

ସିଦ୍ଧରାମାୟାଙ୍କ ଶପଥ ଗ୍ରହଣ, ମନ୍ତ୍ରିମଣ୍ଡଳରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱକୁ ଗୁରୁତ୍ୱ

ବେଙ୍ଗଲୁରୁ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସିଦ୍ଧରାମାୟ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି କେପିସିସି ସଭାପତି ଡି.କେ ଶିବକୁମାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସାମାଜିକ ସମାକରଣକୁ ଦୃଷ୍ଟିରେ ରଖି 8 ଜଣ ମନ୍ତ୍ରୀଙ୍କୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥପାଠ କରାଯାଇଛି। ରାଜ୍ୟପାଳ ଥାବର ଚନ୍ଦ୍ର ଗେହଲଟ କର୍ନାଟକର ନୂଆ ସରକାରଙ୍କ ଶପଥପାଠ କରାଇଥିଲେ। ଏହି ଶପଥପାଠ ଉତ୍ସବରୋ ଦେଶର ବିରୋଧି ଦଳ ନେତାମାନଙ୍କୁ…

Read More

ଲଦାଖରେ ୫ ନୂଆ ଜିଲାର ନାମକରଣ

ଲଦାଖରେ ୫ ନୂଆ ଜିଲାର ନାମକରଣ ହୋଇଛି। ସେଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ୍‌, ନୁବ୍ରା ଏବଂ ଚଙ୍ଗଥାଙ୍ଗ। ଏହି ନୂଆ ଜିଲା ଗଠନ ହେବା ଫଳରେ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଥିବା ଲଦାଖରେ ବର୍ତ୍ତମାନ ସୁଦ୍ଧା ଜିଲା ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏନେଇ ସୋସିଆଲ ମିଡିଆ ଏକ୍ସ୍ ରେ ପୋଷ୍ଟ କରି ଘୋଷଣା କରିଛନ୍ତି। । ସରକାରଙ୍କ ଏହି ନିଷ୍ପତ୍ତି ଲୋକଙ୍କ ପାଇଁ ଲାଭଦାୟକ…

Read More

ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ୱର : ଆଜି (ଗୁରୁବାର)ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ…

Read More

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ, ଏଥର ଓଡ଼ିଶାକୁ ଠକିବାକୁ ଚାହିଁଲେନି..

ଭୁବନେଶ୍ୱର -(ରଙ୍ଗାଚରଣ ପ୍ରଧାନ) କେନ୍ଦ୍ର ସରକାର ୧୨ଟି ଶିଳ୍ପ ସ୍ମାର୍ଟ ସିଟି କରିବେ ବୋଲି ଘୋଷଣା କରିଛନ୍ତି। ସେଥିରେ ଓଡ଼ିଶାରେ ଗୋଟିଏ ବି ନାହିଁ। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି। କାରଣ ସେ ଏଥର ଓଡ଼ିଶାକୁ ଆଉଥରେ ଠକିବାକୁ ଚାହିଁ ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ୧୦୦ ଟି ସ୍ମାର୍ଟ ସିଟି କରିବେ । ସେଥିପାଇଁ ଗୋଟିଏ ପ୍ରତିଯୋଗିତା ବି କରିଦେଲେ। ଭୁବନେଶ୍ୱର ସେ ପ୍ରତିଯୋଗିତାରେ ପ୍ରଥମ ଆସିଥିଲା। ନାଚଗୀତ ଚାଲିଲା…

Read More