ଚାଷୀକୂଳ ବେହାଲ…ଭୁଲ୍ ପାଣିପାଗ ସୂଚନାକୁ ଦାୟୀ କଲେ କୃଷକ…

ଭୁବନେଶ୍ୱର: ଶୀତଦିନ ଜାରି ରହିଛି। ମାତ୍ର ଏହା ଭିତରେ ଅଦିନିଆ ବର୍ଷା ଚାଷୀ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ଓ କୃଷି ବିଭାଗ ଏହି ଅଦିନିଆ ବର୍ଷାକୁ ନେଇ ଯେଉଁପରି ଭାବେ ଚାଷୀମାନଙ୍କୁ ସଚେତନ କରିବା କଥା, ତାହା କରିନାହିଁ ବୋଲି ଅଭିଯୋଗ ଆସିଲାଣି। ଉପକୂଳ ଓ ଦକ୍ଷିଣ ଓଡିଶାର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା କଥା କହୁଛନ୍ତି।…

Read More

Debit Card Insurance; ଡେବିଟ କାର୍ଡରୁ କେମିତି କରିବେ ବୀମା ଏହା ପାଇଁ କ’ଣ ରହିଛି ସର୍ତ ଜାଣନ୍ତୁ …

ଦେଶର ପ୍ରାୟ ସବୁ ବ୍ୟାଙ୍କ ଏହି ସମୟରେ ଡେବିଟ କାର୍ଡ ଜରିଆରେ ବୀମା ବା ଇନ୍ସୁରାନ୍ସ କରିହେବ । କିନ୍ତୁ କମ୍ ତଥ୍ୟ ପାଇଁ ଆପଣମାନେ ଏହି ସମସ୍ତ ସୁବିଧାର ଲାଭ ଉଠାଇ ପାରୁନଥିବେ । ତେବେ ଆସନ୍ତୁ ଜାଣିବା କେମିତି ଡେବିଟ କାର୍ଡ ସାହାଯ୍ୟରେ ଏହି ବୀମାର ଲାଭ ଉଠାଇ ପାରିବେ ।କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ସିଙ୍ଗାପୁରର ଡେଭଲପମେଣ୍ଟ ବ୍ୟାଙ୍କ ଭଳି କେତେକ…

Read More

ଓଡ଼ିଶାର ଭୂତଳ ଜଳରେ ରହିଛି ଏହି ୨ ହାନିକାରକ ପଦାର୍ଥ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ,କ୍ରୋମିୟମ ଓ ସୀସା ଭଳି ଜଳ-ହାନିକାରକ ସାମଗ୍ରୀ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷଣରୁ ଏହା ଜଣାପଡିଛି।  ଏଥିରେ ରାଜ୍ୟର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫…

Read More

ଆଦାନି ଗ୍ରୁପର ଋଣ ୨୧ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ:ଏକ ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍‌ର ଋଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। କଂପାନି ଋଣ ଜରିଆରେ ଏହା ଅଧିକାଂଶ ନିବେଶକୁ ପରିଚାଳନା କରୁଛି। କଂପାନିର ମୋଟ ଋଣରେ ବିଦେଶୀ ସଂସ୍ଥାରୁ ଆସିଥିବା ଋଣ ପରିମାଣ ପ୍ରାୟ ଏକ ତୃତୀୟାଂଶକୁ ବୃଦ୍ଧି ପାଇଛି। କଂପାନି ଏହାର ୨୯ ପ୍ରତିଶତ ଋଣ ବିଶ୍ବସ୍ତରୀୟ ବ୍ୟାଙ୍କଗୁଡ଼ିକଠାରୁ ଆଣିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ସାତଟି କଂପାନିର ମୋଟ ଋଣ ପରିମାଣ ମାର୍ଚ୍ଚ ଶେଷ ସୁଦ୍ଧା ୨.୩ ଲକ୍ଷ…

Read More

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା

ଭୁବନେଶ୍ୱର: ରାଜ୍ୟ ସରକାର ମିନତି ବେହେରାଙ୍କୁ ଓଡିଶା ରାଜ୍ୟ ମହିଳା ଆୟୋଗ (ଓଏସସିଡବ୍ଲୁ) ର ଅଧ୍ୟକ୍ଷା ପଦରୁ ବହିଷ୍କୃତ କରିଛନ୍ତି। ଶନିବାର ମହିଳା ଏବଂ ଶିଶୁ ବିକାଶ ବିଭାଗ ବେହେରାଙ୍କୁ ଏହି ପଦବୀରୁ ହଟାଇବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା । ତେବେ ଆଜି ଅଥବା ସୋମବାର ଏହି ଘଟଣା ସାମ୍ନାକୁ ଆସିଛି। ବିଜୁ ଜନତା ଦଳର ମହିଳା ୱିଙ୍ଗର ପୂର୍ବତନ ସଭାପତି ମିନତି ବେହେରାଙ୍କୁ ପୂର୍ବ ବିଜେଡି ସରକାର ସେପ୍ଟେମ୍ବର ୨୦୨୨ ରେ ଓଏସଡବ୍ଲ୍ୟୁର…

Read More

‘ଚାଟ୍‌ଜିପିଟି’କେବେ ମଣିଷ ମସ୍ତିଷ୍କର ବିକଳ୍ପ ନୁହେଁ; ଏନ୍ ଆର୍ ନାରାୟଣମୂର୍ତ୍ତି

ଆମେରିକୀୟ ସଂସ୍ଥା ଓପନ୍‌ଏଆଇ ବିକାଶ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ‘ଚାଟ୍‌ଜିପିଟି’କୁ ମାନବ ମସ୍ତିଷ୍କର ବିକଳ୍ପ ଭାବେ ଅନେକ ବିଚାର କରୁଛନ୍ତି। ମଣିଷ ଯେଭଳି ଭାବୁଛି ଚାଟ୍‌ଜିପିଟି ତାହାର ଅବିକଳ ନକଲ କରିପାରୁଛି। ଏହା ଭବିଷ୍ୟତରେ ମଣିଷର ବିକଳ୍ପ ଭା‌ବେ ଉଭା ହେବ ବୋଲି ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି। ଯଦି ସେଭଳି କିଛି ଘଟିବ ତେବେ ମଣିଷଙ୍କୁ ଆଉ କେହି ଖୋଜିବେନି। ସେମାନଙ୍କ ଚାକିରି ଚାଲିଯିବ। ସମାଜ ପ୍ରତି ବଡ଼ ଧରଣର ବିପଦ ମାଡ଼ି ଆସିବ…

Read More

ସୌମ୍ୟଙ୍କୁ ସହାୟ ହେଲେ ଧର୍ମେନ୍ଦ୍ର, ଅନୁରାଗ ଠାକୁରଙ୍କୁ ଅତିଥି କରି ରାଜ୍ୟ ସରକାରଙ୍କୁ ଦମ୍ ଦେଖାଇଲେ

ଭୁବନେଶ୍ୱର : ଜଣେ ହାତ ଛାଡିଲେ। ଜଣେ ହାତ ଧରିଲେ। ଭୁବନେଶ୍ୱର ଦୂରେଇଲା, ନୂଆଦିଲ୍ଲୀ କୋଳେଇଲା। ହଁ ପାଠକେ ବନ୍ଧୁ ଆମେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଗଣମାଧ୍ୟମ ସଂସ୍ଥା କଥା କହୁଛୁ। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୌମ୍ୟଙ୍କ ସଂସ୍ଥାଙ୍କୁ ବିଜ୍ଞାପନ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଏହି ସମୟରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବିଜ୍ଞାପନ ସୌମ୍ୟଙ୍କ ସଂସ୍ଥା…

Read More

ଆଗକୁ ଅକ୍ଷୟ ତୃତୀୟା କମିଲା ସୁନା ଓ ରୁପାର ଦର

ଭାରତୀୟ ସୁନା ବ୍ୟବସାୟୀ ଆସୋସିଏସନର ତଥ୍ୟ ଅନୁସାରେ ଆଜି ଦେଶରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୭୦ ଟଙ୍କା ବା ୦.୨୮% ହ୍ରାସ ପାଇ ୬୦,୭୧୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ ସୁନା ମୂଲ୍ୟ ୫୯,୨୫୦ ଟଙ୍କା ରହିଛି । ସେହିପରି ଆଜି ରୁପା ମଧ୍ୟ ଶସ୍ତା ହୋଇଛି । ଆଜି ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ଘଟି ୭୫,୫୭୦ ଟଙ୍କାରେ ପହଞ୍ଚିଛି । ଅକ୍ଷୟ ତୃତୀୟା…

Read More

ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ଦ୍ବାରା ୪୨୫୪ ଜଣ ବାଳିକା ଓ ମହିଳାଙ୍କୁ ଯଶସ୍ୱୀ ବୃତ୍ତି ପ୍ରଦାନ

· ଯଶସ୍ଵୀ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଚୟନ କରାଯାଇଥିବା ବାଳିକା ଓ ମହିଳା ମାନଙ୍କ ମଧ୍ୟରୁ ୨୬୮୯ ଜଣ ଓଡ଼ିଶାର ବାସିନ୍ଦା · ୨୦୨୨ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ୧୦ ହଜାରରୁ ଅଧିକ ମହିଳା ଓ ବାଳିକା ସାମିଲ ଭୁବନେଶ୍ବର, ୧୯/୦୧/୨୦୨୪:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯଶସ୍ଵୀ ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ…

Read More

ଦେଶରେ ୧.୮୭ ଲକ୍ଷ କୋଟି, ରାଜ୍ୟରେ ୫,୦୩୬ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ /ଭୁବନେଶ୍ବର : ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ରାଜ୍ୟରେ ୫,୦୩୫.୭୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ସେବା କ୍ଷେତ୍ରରେ ଅଭିବୃଦ୍ଧି ଓ ବିଭିନ୍ନ କାରବାରରେ ହୋଇଥିବା ବୃଦ୍ଧି ପ୍ରଭାବରେ ଜିଏସ୍‌ଟି ସଂଗ୍ରହ ବଢ଼ିଛି। ୨୦୨୨ ଏପ୍ରିଲ୍‌ରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ୪,୯୧୦ କୋଟି ଟଙ୍କା ଥିଲା। ସେହି ତୁଳନାରେ ଚଳିତ ବର୍ଷ ଏପ୍ରିଲ୍‌ରେ ଜିଏସ୍‌ଟି ସଂଗ୍ରହ ମାତ୍ର ୩ ପ୍ରତିଶତ ବଢ଼ିଛି…

Read More