କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଜାରି

 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ତାଙ୍କ ପିତାଙ୍କ ଶିକାରୀପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ତାଙ୍କ ପାରମ୍ପରିକ ଚିକମାଗାଲୁର ଆସନରୁ ପ୍ରାର୍ଥୀ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ…

Read More

ଏଟିଏମ୍ କାର୍ଡରେ ପାଇବେ ୫ ଲକ୍ଷର ବୀମା, ଜାଣନ୍ତୁ କେମିତି ……

ଆଜିର ଏ ଡିଜିଟାଲ ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଏଟିଏମ୍ କାର୍ଡ ନିଶ୍ଚିତ ଥିବ । ମହାମାରୀ କରୋନା ଆସିବା ପରଠୁ ଲୋକମାନେ ପରିବା କିଣାଠୁ ଆରମ୍ଭ କରି ସେଲୁନରେ ଚୁଟି କାଟିବା ପର୍ଯ୍ୟନ୍ତ ସବୁଠି ଏଟିଏମ କାର୍ଡ ଏବଂ ଡିଜିଟାଲ ପେମେଣ୍ଚ ଉପରେ ନିର୍ଭର କରୁଛନ୍ତି । ଏଥିରେ କେବଳ ଏତିକି ସୁବିଧା ନୁହେଁ ଆପଣ ବୋଧ ହୁଏ ଜାଣିନାହାନ୍ତି ଯେ ଏହି କାର୍ଡ ସାହାର୍ଯ୍ୟରେ ଆପଣ ବୀମା ମଧ୍ୟ ପାଇ ପାରିବେ । ତେବେ…

Read More

ଅଗଷ୍ଟ ୧୧ ରେ ହେବ ନିଟ୍ ପିଜି ପରୀକ୍ଷା…

ନିଟ ପିଜି ପରୀକ୍ଷାକୁ ନେଇ ବଡ଼ ଖବର ।  ଅଗଷ୍ଟ ୧୧ ତାରିଖରେ ହେବ ପୁଣି ନିଟ ପିଜି ପରୀକ୍ଷା। ୨ ଦିନ ପୂର୍ବରୁ ଗୃହ ମନ୍ତ୍ରାଳୟର ବୈଠକ ପରେ ଆଜି ଏହାର ତାରିଖ ଘୋଷଣା କରାଯାଇଛି । ନେସ୍‌ନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌ ଇନ୍‌ ମେଡିକାଲ୍‌ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନିଟ୍ ପିଜିର ନୂଆ ପରୀକ୍ଷା ତାରିଖ ଘୋଷଣା କରିଦେଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍‌ଟରେ ହେବ।…

Read More

‘ବେଇମାନ ‘ ଶବ୍ଦ ସିନ୍ଧିଆଙ୍କ ମୁହଁରେ କାହିଁକି ଶୋଭା ପାଉନି

ଭୋପାଳ,୧୩/୪(ବ୍ୟୁରୋ ): ସିନ୍ଧିଆ ପରିବାର ନନ୍ଦନ କିଛିଦିନତଳେ କଂଗ୍ରେସ କୁ ଗଦ୍ଦାର ବୋଲି କହିଥିଲେ l ଏହି ଶବ୍ଦ କୁ ଆମେ ଓଡ଼ିଆରେ ବେଇମାନ ତଥା ନିମକହାରାମ ବୋଲି କହିଥାଉ l ହେଲେ କହିବା ଲୋକ କହିବା ପାଇଁ ଯୋଗ୍ୟ ତ l ବର୍ତ୍ତମାନ ଏହି କଥା ସାଧାରଣ ମହଲରେ ଆଲୋଚନାର ବିଷୟ ପାଲଟିଛି l ଏକଦା କଂଗ୍ରେସର ସଦସ୍ୟ ଥିବା ସିନ୍ଧିଆଙ୍କୁ ଏ ନେଇ ଜୟରାମ ରମେଶ, ପବନ ଖେର ସମାଲୋଚନା କରିଛନ୍ତି l କଂଗ୍ରେସକୁ…

Read More

ଏବେ ମଧ୍ୟ ବଜାରରେ ରହିଛି ୦.୧୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ …

ବର୍ତ୍ତମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୨୦୦୦ ଟଙ୍କିଆ ନୋଟ୍ | ଯଦି ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ ଏହି ନୋଟଗୁଡିକ ରହିଛି, ତେବେ ଏହି ନୋଟ ଗୁଡ଼ିକୁ ବ୍ୟାଙ୍କରେ ଜମା କରିବାର ସୁଯୋଗ ଅଛି | ଯଦି ଆପଣ ଏହି ଦୁଇ ଦିନ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏହି ଗୋଲାପୀ ନୋଟଗୁଡ଼ିକୁ ମେ…

Read More

USA : ଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀ

New Delhi: (ବିଜୟ ସାହୁ)-ସବୁ ବେଳେ ଡ୍ରଗ ଖାଇ ଝୁଲୁ ଥିବା ଡୋନାଲଡ଼ ଟ୍ରମ୍ପ ଭେନଜୁଲାର ଲୋକପ୍ରିୟ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ତାଙ୍କ ପତ୍ନୀଙ୍କୁ ଯେଭଳି ସେନା ପଠେଇ ଟେକି ନେଲା ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । କୌଣସି ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ଏଭଳି ଗୁଣ୍ଡା ଦେଖି ଛନ୍ତି କି ନାହିଁ କହିବା ମୁସ୍କିଲ ।ଟ୍ରମ୍ପର ଅଭିଯୋଗ ଭେନଜୁଲା କୋକେନ୍ ବିକୁଛି, ତେଣୁ ଟେକି ଆଣିଲି ଓ ଆମେରିକାରେ ବିଚାର କରିବି…

Read More

ପ୍ରେମିକାକୁ ୨୧ ଥର ଛୁରୀ ମାରି ହତ୍ୟା କଲା ନୃଶଂସ ପ୍ରେମିକ

ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ 21 ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ । ଘଟଣାରେ ଅଭିଯୁକ୍ତ ସାହିଲକୁ ଗିରଫ କରିଛି ପୁଲିସ। ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ଦୁହେଁ ଦୁହିଁଙ୍କୁ ଭଲ ପାଉ  ଥିଲେ । କିଛି କଥାକୁ…

Read More

କାହିଁକି ମୋଦିଙ୍କ ପ୍ରିୟ ହୋଇଗଲେଣି ନବୀନ ଓ ମମତା, ରାଜ୍ୟ କ୍ଷମତା ରଖିବା ପାଇଁ ଲୋକସଭାରେ କାହିଁକି ହାଲକା ଭାବେରେ ଲଢିବାକୁ ଯାଉଛନ୍ତି ବିଜେଡି ଓ ଟିଏମସି

କୋଲକତା : ବିଜେପି ନେତୃତ୍ୱାଧିନ ଏନଡିଏ ୟୁପି,ବିହାର ତଥା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରୁ ଯଦି ଲୋକସଭା ସିଟ୍ ହରାଏ। ତେବେ ଏହାର ବରଣ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ କରିବ। ଏନେଇ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଏକ ବିଶେଷ ରଣନୀତି କରିଛନ୍ତି। ଯାହାର ନାମ ରଖାଯାଇଛି ପୂର୍ବୋଦୟ-୪୦। ପଶ୍ଚିମବଙ୍ଗରୁ ୨୫ଟି ଆସନ ଏବଂ ଓଡ଼ିଶାରୁ ୧୫ଟି ଆସନ ହାସଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏନେଇ ବିଜେପି କାମ ଆରମ୍ଭ କରିସାରିଛି।…

Read More

ଲାଂଚ ମାମଲାରେ ଏଆରଆଇଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ୨ଜଣ ମାଟ୍ରିକ୍‌ ପାସ କରିଥିବା ଛାତ୍ରୀଙ୍କ ବିବିଧ ପ୍ରମାଣପତ୍ରର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଲାଂଚ ନେବା ମାମଲାର ବିଚାର କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ହରଡାଫୁଟର ଭାରପ୍ରାପ୍ତ ଏଆରଆଇ ନାରାୟଣ ଗୋଲରୀଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ…

Read More

୫୦ ଟଙ୍କା ବଢିଲା ଘରୋଇ ଗ୍ୟାସ, ଏବେ ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ:  ଘରୋଇ ଏଳପିଜି ସିଲିଣ୍ଡରର ବଢିଲା ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ମଧ୍ୟ ବଢିଲା ଦର। ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ଏହାର ଦାମ ଥିଲା ୮୨୯ ଟଙ୍କା।…

Read More