ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳରେ ପୁଅଙ୍କୁ ଟପିଲେ ଝିଅ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ହେଉ କି ଆଇଏଏସ୍ ପରୀକ୍ଷା କିମ୍ବା ନିଟ୍ , ଯୁକ୍ତ ଦୁଇ ସବୁଥିରେ ଝିଆ ମାନଙ୍କ ପ୍ରଦର୍ଶନ ଆକାଶଛୁଆଁ ରହିଆସୁଛି। ଏହି କ୍ରମରେ ବୁଧବାର ପ୍ରକାଶିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ବିଜ୍ଞାନରେ ଝିଅଙ୍କ ପାସ ହାର ୮୫.୬୭ % ଥିବା…

Read More

PM kisan; ଚାଷୀଙ୍କୁ ମିଳିବ ଖୁସି ଖବର , ପିଏମ୍ କିଷାନ ଟଙ୍କାରେ ହୋଇପାରେ ବୃଦ୍ଧି

ଭୁବନେଶ୍ଵର;ଦେଶର କୃଷକ ମାନଙ୍କୁ ମିଳିପାରେ ଖୁସି ଖବର । କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାରେ ଚାଷୀ ଭାଇ ମାନଙ୍କୁ ମିଳୁଥିବା ଟଙ୍କାରେ ହୋଇପାରେ ବୃଦ୍ଧି । ପିଏମ କିଷାନ ସମନ ନିଧି ଯୋଜନାରେ କୃଷକ ପରିବାରକୁ ଯେଉଁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ମିଳୁଥିଲା ସେଥିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ତେବେ ଏଥିରେ ୨୦୦୦ରୁ ୩୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ତେବେ ଏନେଇ…

Read More

ମୁଷଳଧାର ବର୍ଷା ପରେ ହିମାଚଳ ପ୍ରଦେଶର ଅନୁଭୂତ ହେଲା ଭୂମିକମ୍ପ

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ମଧ୍ୟରେ ଆଜି ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ଲାହୋଲ –ସ୍ପିତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି।ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂକମ୍ପର ଗଭୀରତା ଭୂମି ଠାରୁ ୫ କିଲୋମିଟର ଗଭୀର ବୋଲି ଜଣାପଡିଛି । ଏଥିରେ କୌଣସି ଧନଜୀବନର କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଭୂକମ୍ପ ଝଟକା ଅନୁଭବ…

Read More

ବିଜେପି ବିଧାୟକ ସୁକାନ୍ତ ନାୟକଙ୍କୁ ନେବ ବିଜେଡି, ବବି କଲେ ଫାଇନାଲ

ଭୁବନେଶ୍ୱର : ବର୍ତ୍ତମାନର ବିଜେପି ବିଧାୟକ ତଥା ନୀଳଗିରି ପ୍ରତିନିଧି ସୁକାନ୍ତ ନାୟକ ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି। ଗତଥର ଶେଷ ମୂହୁର୍ତ୍ତରେ ଶ୍ରୀ ନାୟକ ବିଜେପି ଯାଇ ପଦ୍ମ ଚିହ୍ନରେ ଲଢି ବିଜୟ ହୋଇଥିଲେ। ବର୍ତ୍ତମାନ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ବିଧାନସଭା ଲଢିବାକୁ ଚାହୁଁଛନ୍ତି। ସେ ନୀଳଗିରିକୁ ଫେରି ପାରନ୍ତି। ତେଣୁ ସୁକାନ୍ତ ତାଙ୍କ ଟିକେଟ୍ ନେଇ ଏତେଟା ସୁଦୃଢ ନୁହଁନ୍ତି। ସେହିପରି ପୂର୍ବରୁ ବିଜେଡିରେ ରହିଥିବାରୁ ଘରବାହୁଡ଼ା ଏତେଟା ଅସୁବିଧା ହେବ…

Read More

Debit Card Insurance; ଡେବିଟ କାର୍ଡରୁ କେମିତି କରିବେ ବୀମା ଏହା ପାଇଁ କ’ଣ ରହିଛି ସର୍ତ ଜାଣନ୍ତୁ …

ଦେଶର ପ୍ରାୟ ସବୁ ବ୍ୟାଙ୍କ ଏହି ସମୟରେ ଡେବିଟ କାର୍ଡ ଜରିଆରେ ବୀମା ବା ଇନ୍ସୁରାନ୍ସ କରିହେବ । କିନ୍ତୁ କମ୍ ତଥ୍ୟ ପାଇଁ ଆପଣମାନେ ଏହି ସମସ୍ତ ସୁବିଧାର ଲାଭ ଉଠାଇ ପାରୁନଥିବେ । ତେବେ ଆସନ୍ତୁ ଜାଣିବା କେମିତି ଡେବିଟ କାର୍ଡ ସାହାଯ୍ୟରେ ଏହି ବୀମାର ଲାଭ ଉଠାଇ ପାରିବେ ।କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ସିଙ୍ଗାପୁରର ଡେଭଲପମେଣ୍ଟ ବ୍ୟାଙ୍କ ଭଳି କେତେକ…

Read More

ଏସିଆ କପ ପାଇଁ ଘୋଷଣା ହେଲା ଭାରତୀୟ ଦଳ; ତିଲକ୍ ଭିତରେ ସଞ୍ଜୁ ବାହାରେ

ଦିଲ୍ଲୀ;ଅଗଷ୍ଚ ୩୦ରେ ଖେଳାଯିବାକୁ ଥିବା ଏସିଆ କପ ପାଇଁ ୧୭ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଯଦି ଦଳ ଉପରେ ନଜର ପକାଇବା ତେବେ ଦଳରୁ ସିନିୟର ବୋଲର ଚହଲଙ୍କ ସମେତ, ଉମରାନ ମଲ୍ଲିକ ଏବଂ ସଂଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ସାମସନଙ୍କୁ ବ୍ୟାକ୍ – ଅପ ୱିକେଟ କିପର ଭାବରେ ଟିମରେ ସ୍ଥାନ ମିଳିଛି । ସେହିପରି କେଏଲ ରାହୁଲ ଓ ଶ୍ରେୟସ ଆୟର ଦଳକୁ ଫେରିବା ପରେ ଟିମ ଇଣ୍ଡିଆର ମିଡିଲ…

Read More

୪୦୦ ତଳେ ଦେଶରେ ଦୈନିକ କୋରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଆଜି କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୪୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୧୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩୧୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯, ୯୦,୦୫୪ରେ ପହଞ୍ଚିଛି।

Read More

ଇଣ୍ତିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ଚାଲିଛି ମାଇଣ୍ଡ ଗେମ୍ …

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍‌ ୧ରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମାନସିକ ଲଢ଼େଇ ଆରମ୍ଭ ହୋଇଯାଇଛି। କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଉଭୟ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର…

Read More

ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି …

 ଭୁବନେଶ୍ବର ; ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ…

Read More

ରୁଟଙ୍କ ଶତକ ବଳରେ ୩୯୩/୮ ଇଂଲଣ୍ଡର ପାଳି ଘୋଷିତ

ବର୍ମିଂହାମ୍‌: ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ବିଜେତା ହେବା ପରେ ଅଷ୍ଟ୍ରେଲିଆର ଆସେସ୍‌ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଏହି ଐତିହାସିକ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ପ୍ରଥମ ଦିନରେ ୩୯୩/୮ ରେ ପାଳି ଘୋଷଣା କରିଛି। ଜୋ ରୁଟ୍‌ ୩୦ତମ ଶତକ ଅଜର୍ନ କରି ୧୧୮* ରନ୍‌ରେ ଅପରାଜିତ ରହିଥିଲେ। ୨୦୧୫ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ…

Read More