‘ସୁଭଦ୍ରା’ ଟଙ୍କା ପାଇବା ପାଇଁ ମହିଳାଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା’ ଟଙ୍କା ପାଇବା ନେଇ ବୁଧବାର ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ନିମାପଡ଼ାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ସୂଚନା ଦେଇ ପ୍ରଭାତୀ ପରିଡା କହିଛନ୍ତି, ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବଇଲ୍‌ ନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କ୍‌ ହୋଇ ପାରିନି । ବ୍ୟାଙ୍କ୍‌ ଆକାଉଣ୍ଟ-ଆଧାର-ମୋବାଇଲ୍‌ ନମ୍ବର ମଧ୍ୟରେ…

Read More

ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରି କୋଟି କୋଟି ଟଙ୍କା ଲାଭ କଲେ ଏଲୋନ୍ ମସ୍କ

ଆମେରିକା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଏଲୋନ୍ ମସ୍କଙ୍କ ନାମ ପ୍ରଥମ ଭାଷଣରେ ଉଲ୍ଲେଖ କରିଛନ୍ତି। ତାଙ୍କର ସମର୍ଥନ ପାଇଁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ନିର୍ବାଚନରେ ଟେସଲା, ସ୍ପେସ୍ ଏକ୍ସ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ର ମାଲିକ ଏଲୋନ୍ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରିଥିଲେ। X ରେ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ତାଙ୍କର ପୋଷ୍ଟଗୁଡିକ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏଥିପାଇଁ ତାଙ୍କୁ ଅତୁଳନୀୟ ପୁରସ୍କାର…

Read More

ସବୁରି ଉପରେ ଇତିହାସ : ଆତ୍ମ ଅଧିକାର ଗଣତନ୍ତ୍ରର ପୂଜାରୀ ସ୍ବେଚ୍ଛାଚାରୀ ହେଲା କାହିଁକି ?

ନ୍ୟୁୟର୍କ : (ବିଜୟ ସାହୁ)- ଦିନ ଥିଲା ଆମେରିକା ମଧ୍ୟ ପ୍ରାଚ୍ୟ ଜଗତର ପ୍ରିୟ ଓ ବିଶ୍ୱସ୍ତ ବନ୍ଧୁ ଥିଲା । ସେମାନେ ଆମେରିକାକୁ ପୂର୍ଣ ମାତ୍ରାରେ ଶ୍ରଦ୍ଧା କରୁଥିଲେ । କିନ୍ତୁ ଆଜି କାହିଁକି ମଧ୍ୟପ୍ରାଚ୍ୟ ଘୃଣା କରୁଛି ଓ ଆମେରିକା ମଧ୍ୟପ୍ରାଚ୍ୟକୁ ମଧ୍ୟ ଘୃଣା କରୁଛି ? ଏକଥା ବୁଝିବାକୁ ହେଲେ ପ୍ରାୟ ୨୦୦ ବର୍ଷ ତଳର ଆମେରିକା – ଆରବ ଜଗତର ସମ୍ପର୍କର ଇତିହାସକୁ ଐତିହାସିକ ପୃଷ୍ଠଭୂମିରେ ଭୂମିରେ ବିଚାର ଜରୁରୀ। ପ୍ରଥମ…

Read More

ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର :  ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ…

Read More

ସରକାରଙ୍କ ଟଙ୍କାରେ କେମିତି କରିବେ ବ୍ୟବସାୟ ଜାଣନ୍ତୁ

ଆଜିକାଲି ବହୁ ସଂଖ୍ୟକ ଯୁବପିଢ଼ି ଚାକିରି କରିବା ପରିବର୍ତ୍ତେ ନିଜର ବ୍ୟବସାୟ ଆରମ୍ଭ କରି ଭଲ ରୋଜଗାର କରି ଅନ୍ୟ ମାନଙ୍କୁ ଚାକିରି ପ୍ରଦାନ କରୁଛନ୍ତି । ଯଦି ଆପଣ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ଏବଂ ଏଥିପାଇଁ ଆପଣଙ୍କ ପାଖରେ ଅର୍ଥ ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଅର୍ଥାତ୍ ଯୁବକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ…

Read More

ମିଲେଟ୍ କୈନ୍ଦ୍ରିକ କାର୍ଯ୍ୟକ୍ରମରେ ରାଜ୍ୟ ଆଗାମୀ ଦିନରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ଭୁବନେଶ୍ୱର : ମିଲେଟ୍‌ ତଥା କ୍ଷୁଦ୍ରଶସ୍ୟ ଭାରତର ପାରମ୍ପରିକ ଖାଦ୍ୟ। ଏହି ଲଘୁଶସ୍ୟକୁ ବିଶ୍ୱରେ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶୁଷ୍କ ଓ କମ ରାସାୟନିକ ସାରରେ ଏହି ଚାଷ ହୁଏ। ତେଣୁ ମିଲେଟ୍‌କୁ ‘ଜଳବାୟୁ ସ୍ମାର୍ଟ ଫସଲ’ କୁହାଯାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଉଦଯାପିତ ହୋଇଥିଲା। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ନିତି ଆୟୋଗ ଓ ଭାରତ…

Read More

ବିସ୍ଥାପିତଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିସ୍ଥାପିତ ଲୋକମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହୋଇଛି। ୫-ଟି  ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ…

Read More

କୋଟିଆ ବିବାଦର ସମାଧାନ, ସୁରେଶଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଗ୍ରାମପୁଞ୍ଜ କୋଟିଆକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ବିଧାନସଭାରେ କୋଟିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ବିଜେପି ଦ୍ୱାରା ଉପସ୍ଥାପିତ ହୋଇ ଆସିଛି। ଏମିତି କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଆନ୍ଧ୍ର ଅଫିସରଙ୍କୁ ଘଉଡାଇଥିବା ଭିଡିଓ ଛାଡିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ତତ୍କାଳୀନ ବିଜେଡି ସରକାର ରାଜ୍ୟର ଜମି ସୁରକ୍ଷା କରିବାରେ ବିଫଳ ବୋଲି…

Read More

ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଉତ୍ସବ ଆୟୋଜନ

ବୋଷ୍ଟନ : ନିକଟରେ ଆମେରିକାର ମାସାଚ୍ୟୁଟସଠାରେ ଶ୍ରୀ ଜଗନ୍ନାଥଙ୍କର ତୃତୀୟ ବାର୍ଷିକ ରଥଯାତ୍ରା ଉତ୍ସବ,ବାହୁଡା଼ ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ପର୍ବ ମହାସମାରୋହରେ ପାଳନ କରାଯାଇଛି। ନିଉ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ, ଏହି ମହୋତ୍ସବମାନ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇ…

Read More

ପାଣ୍ଡ୍ୟାଙ୍କୁ ଘାରିଛି ପଇସା ନିଶା, ଦେଶ ବଦଳରେ ଆଇପିଏଲକୁ ଦେଉଛନ୍ତି ଅଧିକ ଗୁରୁତ୍ବ

ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ୧୦ଟି  ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି। ଇତିମଧ୍ୟରେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଆଇପିଏଲ ଖେଳିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି କୁହାଯାଉଛି।ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ସ୍ବାସ୍ଥ୍ୟଗତ କାରଣରୁ ଦୂରରେ ଥିଲେ। ୨୦୨୩ ଦିନିକିଆ ବିଶ୍ୱକପ…

Read More