ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ୍ ମୋଦି

ଭୁବନେଶ୍ବର:  ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନାଯୋଗ୍ୟ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦର ଠାରେ ପହଁଚିବେ। ସେଠାରୁ ସେ ଜନତା ମଇଦାନକୁ ଯିବେ। ସେହି ଦିନ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ହିତଧିକାରୀଙ୍କୁ ଟଙ୍କା ବଣ୍ଟନରେ ଯୋଜନା ରହିଛି। ଅପରାହ୍ଣ ୩ଟା ୨୫ ମିନିଟ…

Read More

କେରଳ ଭୂସ୍ଖଳନ ନେଲାଣି ୫୬ ଜଣଙ୍କ ଜୀବନ

ୱାୟନାଡ:କେରଳରେ ଭୟଙ୍କର ଭୂସ୍ଖଳନ। କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଥିବା ସୂଚନା ରହିଛି । ଏହାସହ  ମାଟି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି। ସବିଶେଷ ତଥ୍ୟ…

Read More

ବିଶ୍ବକପ ଓ ଏସିଆ କପରେ ଭାରତ ମ୍ୟାଚକୁ ମାଗଣାରେ ଦେଖାଇବ ହଟଷ୍ଟାର

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର।ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍‌ ଲାଇଭ୍‌ ଷ୍ଟ୍ରମିଂ ଯୋଗାଇଦେବ ୱାଲ୍ଟ ଡିଜନି ସହଯୋଗୀ କମ୍ପାନି ହଟ୍‌ଷ୍ଟାର୍‌। ଆଇପିଏଲ୍‌ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏବେ ‌ହଟଷ୍ଟାର୍‌ କହୁଛି ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍‌କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍‌ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜିଓ ସ‌ିନେମା…

Read More

ଟିପିଏସ୍ଓଡିଏଲର ନିରନ୍ତର ଜୀବନଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତ

*ଆଠଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜୀବନ ଓ ଜୀବିକା କାର୍ଯ୍ୟକ୍ରମ*ମିଲେଟ୍ ଓ ଅନ୍ୟାନ୍ୟ ଚାଷ ଉପରେ ଗୁରୁତ୍ୱ ବ୍ରହ୍ମପୁର, ୩୧ ଜୁଲାଇ ୨୦୨୩: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବ୍ୟାପକ ସିଏସ୍ଆର୍ ଅଭିଯାନର ଓଡ଼ିଶା ଜୀବିକା ମିଶନ…

Read More

ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks.. ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି । ଯଦି ନମ୍ବର ଦେଉଛି,…

Read More

ବିପଦରେ ହରିୟାଣା ସରକାର ! ବିଜେପିରୁ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସକୁ ସମର୍ଥନ ଜଣାଇଲେ ଏହି ୩ ବିଧାୟକ…

ଲୋକସଭା ନିର୍ବାଚନ ଭିତରେ ହରିଆଣାରେ କ୍ଷମତାରେ ଥିବା  ବିଜେପି ସରକାରକୁ ଲାଗିଛି ଝଟକା । ପୂର୍ବରୁ ବିଜେପି ଓ ଜେଜେପିର ମିଳିତ ମେଣ୍ଟରେ ହରିୟାଣାରେ ସରକାର ଗଠିତ ହେଇଥିଲା। ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ୱାଧୀନ ବିଧାୟକ। ଏହାପରେ ନାୟବ ସିଂ ସଇନିଙ୍କ ନେତୃତ୍ୱାଧୀନ ସରକାର ପ୍ରତି ବଢିଲା ସଂକଟ। ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିବା ୩ ସ୍ୱାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ୍ ଓ ଧର୍ମପାଲ ଗୋଣ୍ଡର। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ହାଇସ୍ପିଡ୍‌ ଇଭି ଚାହିଦା ଅଧିକ: ସାଢ଼େ ଆଠ ଲକ୍ଷ ଦୁଇଚକିଆ ଇଭି ବିକ୍ରି

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଗ୍ରହଣୀୟତା ବୃଦ୍ଧି ପାଉଛି। ଅଧିକରୁ ଅଧିକ ଲୋକ ଇଭି କିଣୁଥିବାରୁ ୨୦୨୨-୨୩ରେ ଦୁଇଚକିଆ ଇଭି ବିକ୍ରି ସାଢ଼େ ଆଠ ଲକ୍ଷ ପାଖାପାଖି ପହଞ୍ଚିଛି। ଏହି ୧୨ ମାସରେ ୮.୪୬ ଲକ୍ଷ ଦୁଇଚକିଆ ଇଭି ବିକ୍ରି ହୋଇଛି। ୨୦୨୧-୨୨ରେ ଦୁଇଚକିଆ ଇଭି ବିକ୍ରି ସଂଖ୍ୟା ୩ ଲକ୍ଷ ୨୭ ହଜାର ୯୦୦ ଥିଲା। ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘର ରିପୋର୍ଟ ଅନୁଯାୟୀ ହାଇସ୍ପିଡ୍ ଦୁଇଚକିଆ ଇଭି ଅଧିକ ଚାହିଦାରେ ରହିଛି। ୨୦୨୨-୨୩ରେ…

Read More

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ‘ବିସିସିଆଇ’

ନୂଆଦିଲ୍ଲୀ :   ବିଶ୍ବ ଟେଷ୍ଚ ଚାମ୍ପିୟାନସିପ ଫାଇନାଲରେ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ବୋଲି  ଗତକାଲି ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଯେଉଁଥିରେ ଟୋଟାଲ 10ଟି ମ୍ୟାଚ୍ ରହିଛି । ସେଥିମଧ୍ୟରୁ 2ଟି ଟେଷ୍ଟ ଥିବାବେଳେ 3ଟି ଦିନିକିଆ ଓ 5ଟି ଟି-20 ରହିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଡୋମିନିକାର ୱିଣ୍ଡସୋର ଷ୍ଟାଡିୟମରେ 12 ଜୁଲାଇରେ ଆରମ୍ଭ ହେବାକୁ ଥିବାବେଳେ । 20 ଜୁଲାଇରେ ଦ୍ବିତୀୟଟି ମ୍ୟାଚ୍…

Read More

*ଲୋକ ଅଧିକାର ଯାତ୍ରା ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ…ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ବିରୋଧରେ

ଭୁବନେଶ୍ୱର (ନରେନ୍ଦ୍ର ମହାନ୍ତି ) : ଗତ ୨୫ ଫେବୃଆରୀରୁ ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ “ଲୋକ ଅଧିକାର ଯାତ୍ରା” ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆସନ୍ତା ୨୯ ମାର୍ଚ୍ଚରେ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସରେ ଭୁବନେଶ୍ୱରଠାରେ ଲୋକ ଅଧିକାର ସମାବେଶ ଆୟୋଜନ ହେବ। ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଓଡ଼ିଶା ଶାଖା ଏବଂ ସେଣ୍ଟର୍ ଫର୍…

Read More

ତୃତୀୟ ପର୍ଯ୍ୟାୟରେ ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଘୋଷଣା ହେବା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।ବାଦ୍‌ ପଡିଥିବା ସବୁ ଅଙ୍ଗନବାଡି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା । କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଖାରଜ ହୋଇଥିବା ୨ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍‌ ହେବ । ବାରମ୍ବାର ଚେକ୍‌ ହେବ, କେହି ବି ବଞ୍ଚିତ ହେବେ ନାହିଁ । ଏଥିପାଇଁ ୧…

Read More