କାହିଁଙ୍କି ଧୋନି ଯିବେ ହସ୍ପିଟାଲ ,,,, ଜାଣନ୍ତୁ

ଚେନ୍ନାଇ ; ଚଳିତ ଆଇପିଏଲ୍‌ରେ  ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆହତ ଲାଗିଥିଲା ।ଯେଉଁଥିପାଇ ଧୋନି ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ। ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍‌ ସୂଚନା  ଦେବା ସହ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ଧୋନିଙ୍କ ବାମ ଆଣ୍ଠୁର ସର୍ଜରି କରାଯିବ ବୋଲି କହିଛନ୍ତି।ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ଗୁଡ଼ିକରେ ଧୋନି ଆଣ୍ଠୁ ଉପରେ ପଟି ବାନ୍ଧି ଖେଳିବାର ନଜର ଆସିଥିଲେ…

Read More

ଆସନ୍ତାକାଲି ଡବଲ୍ୟୁଟିସି ଫାଇନାଲ; ଭାରତକୁ ଚିନ୍ତା ଦେଇପାରେ ମିଡିଲ ଅର୍ଡର

ଲଣ୍ଡନ:ଆସନ୍ତାକାଲି ଇଂଲଣ୍ଡର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଚ ଚମ୍ପିଆନ ସିପର ପାଇନାଲ ଖେଳାଯିବ ।ଯାହା ପାଇଁ ଦୁଇ ଦଳ କଠିନ ଅଭ୍ୟାସ କରୁଥିବାର ଦେଖା ଦେଇଛନ୍ତି । ଆସନ୍ତାକାଲିର ଏହି ମ୍ୟାଚରେ ଦୁଇ ଦଳର ମିଡିଲ ଅର୍ଡର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଯଦି ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଉପରେ ନଜର ପକାଇବା ତେବେ ବିରାଟ କୋହଲି , ଚିତେଶ୍ବର ପୂଜାରା ଏବଂ ଦଳକୁ ଫେରିଥିବା ଅଜିଙ୍କ୍ୟା ରାହାଣେଙ୍କ…

Read More

୮୯ ବର୍ଷ ବୟସରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲାଙ୍କ ପରଲୋକ

ଗୁରୁଗ୍ରାମ: ପରଲୋକରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କର ବୟସ ୮୯ ବର୍ଷ ହୋଇଥିଲା। ପୂର୍ବରୁ ତାଙ୍କର ଶ୍ଵାସଗତ ସମସ୍ୟା ଥିଲା ଏବଂ ଗତ ତିନି-ଚାରି ବର୍ଷ ଧରି ସେ ମେଦାନ୍ତାରେ ଚିକିତ୍ସିତ ହେଉଥିଲେ। ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୧ଟା ୩୫ ସମୟରେ ତାଙ୍କୁ ମେଦାନ୍ତାରରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ତାଙ୍କ…

Read More

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ପୋଷ୍ଟରରେ ସ୍ଥାନ ପାଇଲେ ବୈଜୟନ୍ତ..ଜାଣନ୍ତୁ କଣ…

ନୂଆଦିଲ୍ଲୀ :  ସ୍ୱାଧୀନତା ଦିବସର ପରଦିନ ଅର୍ଥାତ ଅଗଷ୍ଟ ମାସ ୧୬ ତାରିଖରେ କଂଗ୍ରେସ ନିଜର ଟୁଇଟର ଆକାଉଣ୍ଟରୁ ଏକ ଫଟୋ ସେୟାର କଲା। ଏଥିରେ  ମହାରାଷ୍ଟ୍ର ନାରାୟଣ ରାଣେ, ଅଜିତ ପାଓ୍ୱାର , ହସନ ମୁନିଫ ଓ ଛଗନ ଭୁଜବଳ, କର୍ନାଟକର ବସବରାଜ ବୋମାଇ, ମଧ୍ୟ ପ୍ରଦେଶର ଶିବରାଜସିଂ ଚୌହାନ, ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ, ଆସାମର ହିମନ୍ତ ବିଶ୍ୱଶର୍ମା , ଝାଡଖଣ୍ଡର ରଘୁବର ଦାସ ପ୍ରମୁଖଙ୍କ ଫଟୋ ଏବଂ କିଛି ବାର୍ତ୍ତା ଥିବା ଫଟୋ ସେୟାର…

Read More

ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ପେବୃଆରୀ ମାସ ଶେଷରେ ପାଇବେ ୧୬ତମ କିସ୍ତି

ଦେଶର ସବୁ କୃଷକ ଭାଇମାନଙ୍କ ପାଇଁ ଆସିଛି ଖୁସି ଖବର । ସେମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ପିଏମ କିଶାନ ଯୋଜନାର ୧୬ତମ କିସ୍ତି ଆସିବାକୁ ଯାଉଛି । ଏହି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି। ଦେଶର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଯୋଜନାରେ ହୋଲି ପୂର୍ବରୁ ୧୬ତମ କିସ୍ତିର ୨ ହଜାର ଟଙ୍କା ଏହି ୬…

Read More

ରାତିରେ କେମିତି ଜୀବନ ବିତାନ୍ତି ବନ୍ୟଜନ୍ତୁ…ତାକୁ ଜାଣିବା ପାଇଁ ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ

 ଭୁବନେଶ୍ୱର : ବନ୍ୟପ୍ରାଣୀ ବିଭାଗର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶାନ୍ତ ନନ୍ଦ ଓଡ଼ିଶାର ବନ୍ୟଜନ୍ତୁମାନଙ୍କୁ କିପରି ଆକର୍ଷଣୀୟ କରାଯାଇପାରିବ ସେ ନେଇ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି।  ଓଡ଼ିଶା ବନ୍ୟପ୍ରାଣୀ ସଂଗଠନର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଏକାଧିକ ପଦକ୍ଷେପ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ନିକଟରେ ଶ୍ରୀ ନନ୍ଦଙ୍କ ନେତୃତ୍ୱରେ ବନ୍ୟଜନ୍ତୁଙ୍କ ନାଇଟ୍ ଲାଇଫ୍ ବିଷୟରେ ଲୋକଙ୍କୁ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ…

Read More

କେକେଆର୍‌କୁ ୨୦ ଓ ହାଇଦ୍ରାବାଦକୁ ୧୩ କୋଟି କିନ୍ତୁ ଜାଣନ୍ତୁ ରାଜସ୍ଥାନ ଓ ଆରସିବି କୁ କେତେ ଟଙ୍କା ମିଳିଲା…

‌ଚେନ୍ନାରେ  କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତୃତୀୟ ଥର ଆଇପିଏଲ୍‌ ଟ୍ରଫି ଜିତିବାରେ ସଫଳ ହୋଇଛି । ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ ସହିତ କେକେ‌ଆର୍ ୧୦ ବ‌ର୍ଷ ପରେ ପୁଣି ଥରେ ଆଇପିଏଲର ମୁକୁଟ ନିଜ ମୁଣ୍ଡରେ ପିନ୍ଧିଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍‌ରେ ସୀମିତ ରଖିବା ପରେ କେକେଆର୍‌ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି। ଚତୁର୍ଥ ଥର ପାଇଁ କେକେଆର୍‌ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ଗୌତମ…

Read More

ଆଇଏଏସ୍ ଅଦଳବଦଳକୁ ଅପେକ୍ଷା, ନୂଆ ଭୂମିକାରେ ଆସିପାରନ୍ତି ଭିନିଲକ୍ରିଷ୍ଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକାଧିକ ଦାବିଦାର ରହିଛନ୍ତି। ହେଲେ ପା୍ୱାର କରିଡର ଚର୍ଚ୍ଚା ଅନୁଯାୟୀ ଏହି ଭୂମିକା ଆପାତତଃ ଭିନିଲ୍ କ୍ରିଷ୍ଣାଙ୍କୁ ପ୍ରଦାନ କରାଯିବ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ପୂର୍ବ ପ୍ରସ୍ତୁତି ଏବଂ ଭିନିଲଙ୍କ ଭୂମିକା…

Read More

ଅହମଦାବାଦରେ ଗୁଜୁରାଟକୁ ଭେଟିବ ହାଇଦ୍ରାବାଦ

ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ତେବେ ଗୁଜରାଟ ତାର ୧୨ ଟି ମ୍ୟାଚରୁ ୮ ଟିରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଏସଆରଏଚ ୧୧ଟି ମ୍ୟାଚ୍ ଖେଳି ସେଥିରୁ ୪ ଟିରେ ବିଜୟ ହାସଲ କରିଛି। ଯାହାଦ୍ଵାରା ହାଇଦ୍ରାବାଦ୍ ଏବେ ନବମ ସ୍ଥାନରେ ରହି ସେମିଫାଇନାଲ ଦୌଡରୁ…

Read More

ଏମାନଙ୍କ ମଧ୍ୟରୁ ଜଣେ କରିବେ ରୋହିତଙ୍କ ସହ ଓପନିଂ…ସେ କିଏ ଜାଣନ୍ତୁ…

ବ୍ରାବାଡୋସ : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ୨ ଟି ଟେଷ୍ଟ ମ୍ୟାଚ୍ ସିରିଜ ଆସନ୍ତା କାଲି ଠାରୁ ୱେଷ୍ଟଇଣ୍ଡିଜରେ ଆରମ୍ଭ ହେବ । ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବାବେଳେ ୱେଷ୍ଟଇଣ୍ଡିଜର ପ୍ରତିନିଧିତ୍ୱ କରିବେ କ୍ରିଗ୍ ବ୍ରାଥୱେଟ୍ । ଭାରତୀୟ ଦଳ ଦୀର୍ଘ ୪ ବର୍ଷ ପରେ ୱେଷ୍ଟଇଣ୍ଡିଜରେ ଲାଲ୍ ବଲ କ୍ରିକେଟ୍ ଖେଳିବାକୁ ଯାଇଛି । ପୂର୍ବ ମାସରେ ୱାଲ୍ଡ ଟେଷ୍ଟ ଚାମ୍ପିୟାନସିପରେ ଅଷ୍ଟ୍ରେଲିଆ ଠାରୁ ମିଳିଥିବା…

Read More