ଅପବିଜ୍ଞାନର କ୍ରମବିକାଶ : ଏକ ଆଲୋଚନା

ଭୁବନେଶ୍ୱର:(ସୁଧାଂଶୁ ଶେଖର ଧଡ଼ା):- ଆମ ଦେଶର  ଶିକ୍ଷା ବ୍ୟବସ୍ଥାରେ ଛାତ୍ର ସମାଜକୁ ବିଜ୍ଞାନର  କ୍ରମବିକାଶ କିମ୍ବା ଇତିହାସ ସମ୍ପର୍କରେ ପଢିବାକୁ ଦିଆଯାଏ, କିନ୍ତୁ ; ଅପବିଜ୍ଞାନର (Pseudo science) କ୍ରମ ବିକାଶ ମଧ୍ୟ   ଜାଣିବା ଜରୁରୀ ।  ପ୍ରାଚୀନ ମନୁଷ୍ୟର  ସାମାଜିକ ଜୀବନରେ ବିଜ୍ଞାନର ପ୍ରୟୋଗ ଅପେକ୍ଷା ଅପବିଜ୍ଞାନର ପ୍ରୟୋଗ ଅଧିକ ଥିଲା । ଅପବିଜ୍ଞାନରୁ ବିଜ୍ଞାନର ସୃଷ୍ଟି ।  କୌଣସି ତତ୍ତ୍ବର ସମର୍ଥନ ନଥାଇ ଚଳିଆସିଥିବା ସାମାଜିକ କିମ୍ବା ବ୍ୟକ୍ତିଗତ ବିଶ୍ବାସ ହେଉଛି ଅପବିଜ୍ଞାନ । …

Read More

ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନରେ ଭାଙ୍ଗିଲାକି ସୂର୍ଯ୍ୟଙ୍କ ହୃଦୟ …

ମୁମ୍ବାଇ; ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ କୁ ଫେରିବା  ମୁମ୍ବାଇ ଇଣ୍ଡିଆନ୍ସ ଡ୍ରେସିଂ ରୁମରେ ଅଶାନ୍ତି ସୃଷ୍ଟି କରିପାରେ। ବାସ୍ତବରେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବାର ପରଦିନ ବା ଆଜି ସୂର୍ଯ୍ୟକୁମାର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭଙ୍ଗା ହୃଦୟର ଇମୋଜି ସେୟାର କରିଥିଲେ। ଯାହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ବିଭିନ୍ନ ଉପାୟରେ ସାମ୍ନାକୁ ଆସୁଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଆଉଟ୍ କରିବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଏକ…

Read More

ସୁଦେବ କୁମାର ପୃଷ୍ଟି ଚଳିତ ବର୍ଷର ଓସିଏସ୍ ଟପ୍ପର

କଟକ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ  ମୋଟ୧୬୪ ଜଣ ଝିଅ ଅଛନ୍ତି। ସୁଦେବ କୁମାର ପୃଷ୍ଟି ଚଳିତ ବର୍ଷ ଓପିଏସସି ପରୀକ୍ଷୀରେ ଟପ୍ପର ହୋଇଛନ୍ତି।  ସେହିପରି ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ…

Read More

ଏଣିକି ଏହି ଦେଶରେ ଚାଲିବ ଭାରତ ମୁଦ୍ରା, ଜାଣନ୍ତୁ … କିଏ ଏହି ଦେଶ ?

ଭୁବନେଶ୍ୱର : ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କାକୁ ଏକ ପ୍ରମୁଖ ମୁଦ୍ରା ଭାବରେ ପ୍ରତିଷ୍ଠା କରିବାକୁ ଭାରତ ସରକାର ଦୀର୍ଘ ଦିନ ଧରି ଚେଷ୍ଟା କରିଆସୁଛନ୍ତି। ରୁଷ – ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷ ସହିତ ଟଙ୍କା କାରବାର ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ପର୍ଯ୍ୟାୟରେ ଭାରତ ତାର ପଡୋଶୀ ଦେଶ ବାଂଲାଦେଶ ସହିତ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି । ଗତକାଲି ଏହି ଐତିହାସିକ ପଦକ୍ଷେପ ଜରିଆରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ…

Read More

ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ବର ୨୯/୦୭/ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଜାତୀୟ ପତାକା ପାଇଁ ଦୀର୍ଘ ଆଇନଗତ ସଂଗ୍ରାମ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ।…

Read More

ଲଣ୍ଡନରେ ଶୁଭିବ ‘ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ’

ଭୁବନେଶ୍ୱର: ଲଣ୍ଡନ୍‌ରେ ଖୁବ ଶୀଘ୍ର ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏହି ଘୋଷଣା ଗତ କାଲି କରାଯାଇଛି। ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ବ୍ୟବସାୟୀ ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଫିନେଷ୍ଟ ଗ୍ରୁପ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ଏହି ଟଙ୍କା ଦେଇଛନ୍ତି। ପେସାରେ ଜଣେ ବ୍ୟାଙ୍କର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିବା ଏହି ବ୍ୟକ୍ତି ଅନେକ ଆର୍ଥିକ…

Read More

ନିଲାମ ହେବ ରାଜ୍ୟର ୧୨ଟି ଗ୍ରାନାଇଟ୍ ଖଣି

ଭୁବନେଶ୍ୱର,୧୯/୫: ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଟି ଗ୍ରାନାଇଟ୍‍ ଖଣିର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ନିଲାମ ପ୍ରକ୍ରିୟାରେ ଆର୍ଥିକ ଟେଣ୍ଡର ଡିଜିଟାଲ ଫର୍ମାଟରେ ହେବାକୁ ଥିବାବେଳେ ଟେକ୍ନିକାଲ ଟେଣ୍ଡର ଉଭୟ ଡିଜିଟାଲ ଏବଂ କାଗଜ ଫର୍ମାଟରେ ହେବା ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ସକ୍ରାନ୍ତରେ ଟେଣ୍ଡର କାଗଜପତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି । ଆଗ୍ରହୀ ନିଲାମ ଆବେଦନକାରୀମାନେ ଏମଏସଟିସି ଲିମିଟେଡ ୱେବସାଇଟ୍‍ରୁ ଏହା ପାଇପାରିବେ ବୋଲି ଜଣାପଡିଛି ।…

Read More

ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଓଡ଼ିଶା ବିଷୟରେ ହେବ ଆଲୋଚନା

ଆଜି ଦିଲ୍ଲୀରେ ବିଜେପିର ସିଇସି ଅର୍ଥାତ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆୟୋଜିତ ହେବ । ଏହି ବୈଠକରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବ । ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ସମେତ ୮ ରାଜ୍ୟର ଲୋକସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ…

Read More

ଖୋଖୋ ଖେଳାଳିଙ୍କ ପ୍ରଶିକ୍ଷଣର ଭୂ-ସ୍ୱର୍ଗ ହେବ ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ଖୋଖୋ ଉଚ୍ଚଗୁଣବତ୍ତା କେନ୍ଦ୍ର । ଏଥିଲାଗି ଦୁଇଦିନ ପୂର୍ବରୁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଭାରତ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ବାକ୍ଷର‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣାଙ୍କ ସହ ଏଏମ୍‌ଏନ୍‌ଏସ୍‌ର କେଜି କୁବୋତା ଓ ସପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ। ଚୁକ୍ତି ଅନୁଯାୟୀ…

Read More

ମହାମହିମ, ମୋଦି ଓ ମୋହନଙ୍କ ନୀରବତା, ନ୍ୟାୟ ପାଇବେ ତ ଲେଖାଶ୍ରୀ

ବାଲେଶ୍ୱର : (ଲେଖାଶ୍ରୀ ସାମନ୍ତସିଂହାର)-ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ 02 July 2025 ରେ ମୋ ପ୍ରତି ଦେଇଥିବା ଅଶାଳୀନ, ଅଭଦ୍ର ମନ୍ତବ୍ୟ ଓ ଚରିତ୍ର ସଂହାର ପ୍ରତିବାଦରେ ମୁଁ 04 July ରେ ମହିଳା ଥାନାରେ FIR ଦେଇଥିଲିl କିନ୍ତୁ ପୁଲିସ ଏଇ ଘଟଣାକୁ ତଦନ୍ତ କରିବା ପାଇଁ କୌଣସି ପଦକ୍ଷେପ ନେଲା ନାହିଁ ଏବଂ ପରବର୍ତ୍ତୀ ସମୟରେ ମୁଁ ରାଜ୍ଯ ମହିଳା ଆୟୋଗ, ରାଷ୍ଟ୍ରୀୟ ମହିଳା ଆୟୋଗ, DGP , ରାଜ୍ୟପାଳ, ବାଚସ୍ପତି…

Read More