କୌଣସି ବୈଠକକୁ ଗଲେ ନାହିଁ ନବୀନ ପଟ୍ଟନାୟକ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନେଇ ପାରୁନାହାନ୍ତି ନିଷ୍ପତ୍ତି

ଭୁବନେଶ୍ୱର :  ରାଜଧାନୀ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ ବେଙ୍ଗଲୁରୁରେ ବିରୋଧି ଦଳ ସମୂହଙ୍କ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ମାତ୍ର ଏହି ବୈଠକରେ ଭାରତବର୍ଷର କେତେକ ପ୍ରମୁଖ ରାଜନୈତିକ ଦଳ ଯୋଗ ଦେଇନାହାନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରେ ଶାସନ କରୁଥିବା ବିଜେଡି, ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା ଓ୍ୱାଇଏସଆର କଂଗ୍ରେସ, ବିରୋଧି ଟିଡିପି, ପଞ୍ଜାବରେ ଶିରୋମଣି ଅକାଳି ଦଳ , ତେଲେଙ୍ଗାନାର ବିଆରଏସ୍, ଏଆଇଏମଆଇଏମ୍ ଏବଂ ବିଏସପି ରହିଛନ୍ତି। ବିଜେଡି ପୂର୍ବଭଳି ସମଦୂରତ୍ୱ…

Read More

କହିବା ସହଜ…..ବୁଝିବା କଷ୍ଟ…….

ଭୁବନେଶ୍ୱର: (ହରିହର ତ୍ରିପାଠୀ)-ବୟସ୍କ ଲୋକମାନେ କହନ୍ତି ସେମାନେ କୁଆଡ଼ ସଂଘର୍ଷ କରି ମଣିଷ ହୋଇଛନ୍ତି | ମାତ୍ର ଏହା ଭୁଲ | ସେମାନେ ଆଦୌ ସଂଘର୍ଷ କରିନାହାନ୍ତି | ବରଂ  ଏକ ସ୍ବାଭାବିକ ଜୀବନ ବଞ୍ଚିଛନ୍ତି | ଆଜିକାଲିର ପିଲା ସଂଘର୍ଷ କରୁଛନ୍ତି ସ୍ବାଭାବିକ ଜୀବନଟିଏ ବଞ୍ଚିବାକୁ | ୨୪ ଘଣ୍ଟା ମୋବାଇଲ ସହ ବଞ୍ଚୁଥିବା ପିଲାଟିକୁ ମିଳୁନି ସ୍ବଚ୍ଛ ପବନ, ପ୍ରାକୃତିକ ଉପାୟରେ ବିଶୁଦ୍ଧ ଜଳଟୋପାଏ କିମ୍ବା ପ୍ରକୃତି ସହ ମିଶିବାର ସୁଯୋଗ | ସେମାନେ…

Read More

ପୁଣି ସିବିଆଇକୁ ତଦନ୍ତ ଭାର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଏଥି ପାଇଁ ଦାୟୀ ତାହାର ତଦନ୍ତ ସଠିକ ଭାବେ କରିବାକୁ ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଥିଲା। ଯାହା ପରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।ସେହିପରି ଆଜକୁ 13 ବର୍ଷ…

Read More

ଓଡ଼ିଶା ପରିଚୟ ଗଠନରେ ମୋୖସୁମୀର ଅବଦାନ ଉପରେ ଆଲୋଚନା

ଭୁବନେଶ୍ୱର; ୨୨/୬: ଅଲ୍ ଥୀଙ୍ଗସ ଓଡ଼ିଶା ଦ୍ଵାରା ଆୟୋଜିତ ମାସିକ ଆଲୋଚନା ଚକ୍ର ‘ଓଡ଼ିଶା ମନସ୍କ’ର ୧୧ତମ ସଂସ୍କରଣ ଆଜି ସହିଦନଗର ସ୍ଥିତ ଏକ୍ସ୍ଟ୍ରାଓଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହାର୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସେସନ୍ ଥିମ୍ ଥିଲା “ମୌସୁମୀ ମୂର୍ଛ୍ଛନା: କେବେ ଖୁସି କେବେ  ଯାତନା (ମୌସୁମୀ ଓଡ଼ିଶାର ପରିଚୟକୁ କିପରି ଗଢ଼ି ତୋଳିଛି?)”. ଏହି ଅଧିବେଶନରେ ବିଶିଷ୍ଟ ଲେଖକ ଓ ହେରିଟେଜ୍ ବିଶେଷଜ୍ଞ ଅନିଲ୍ ଧୀର, ଖାଦ୍ୟ ଗବେଷିକା ରୁତୁ ପଟ୍ଟନାୟକ,…

Read More

ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଥିଲେ, ଗଳିଲା ଛାତ ସିଲିଂ.. ଉଚ୍ଚ ସ୍ତରୀୟ ତଦନ୍ତ ଦାବି।

କେନ୍ଦୁଝର : ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆସି ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ହେବା ସହ ଜିଲ୍ଲାର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ। ଯେ ହେତୁ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ତେଣୁ କେନ୍ଦୁଝର ସହରକୁ ସ୍ୱତନ୍ତ୍ର…

Read More

ମସ୍କଙ୍କୁ ପଛରେ ପକାଇ ବିଶ୍ଵର ତୃତୀୟ ଧନୀ ବ୍ୟକ୍ତି ହେଲେ ଜୁକରବର୍ଗ …

ମାର୍କ ଜୁକରବର୍ଗ ସମ୍ପତ୍ତି ମାମଲାରେ ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି ।  ୨୦୨୦ ମସିହା ପରେ ଦ୍ବିତୀୟ ଥର ମସ୍କଙ୍କୁ ପଛରେ ପକାଇଛନ୍ତି  । ଗତ ମାର୍ଚ୍ଚ ପ୍ରାରମ୍ଭରେ ଏଲନ ମସ୍କ ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ଟର ପ୍ରଥମ ସ୍ଥାନ ଥିଲେ ।ମସ୍କ ଏବେ ଧନୀକଙ୍କ ସୂଚୀର ଚତୁର୍ଥ ସ୍ଥାନକୁ ପହଞ୍ଚିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଟେସ୍ଲା ଇଂକ ତାଙ୍କର କମ ମହଙ୍ଗା କାର ଯୋଜନାକୁ ରଦ୍ଦ କରିଦେଇଛନ୍ତି। ଏହା…

Read More

ପୁଣି ଅପମାନିତ ପାକିସ୍ତାନ, ଆୟୋଜକ ଦେଶଠାରୁ ଚାମ୍ପିଅନ୍ସ ଟ୍ରଫି ଛଡ଼ାଇ ନେଲା ଭାରତ ଓ ବିସିସିଆଇ…

ଦୁବାଇ:ଅପମାନିତ ହେବା ପାକିସ୍ତାନ ପାଇଁ କିଛି ନୂଆ କଥା ନୁହେଁ। ଏବେ କ୍ରିକେଟ୍ ପଡ଼ିଆରେ ମଧ୍ୟ ସମାନ ଘଟଣା ଘଟିଵାକୁ ଯାଉଛି ବହୁତ କଷ୍ଟରେ, ପ୍ରାୟ ୨୯ ବର୍ଷ ପରେ, ପାକିସ୍ତାନକୁ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା ।  କ୍ରିକେଟ ଜଗତର ସବୁଠାରୁ ବଡ଼ ମ୍ୟାଚ୍, ଭାରତ ବନାମ ପାକିସ୍ତାନ, ଦୁବାଇରେ ଖେଳାଯାଇଥିଲା ଏବଂ ଏହା ପରେ, ସବୁଠାରୁ ବଡ଼ ମ୍ୟାଚ୍, ଭାରତ ବନାମ ଅଷ୍ଟ୍ରେଲିଆ, ମଧ୍ୟ ପାକିସ୍ତାନରେ ଅନୁଷ୍ଠିତ ହୋଇପାରିଲା ନାହିଁ।…

Read More

ପ୍ୟାରିସ ଅଲମ୍ପିକ୍ସରେ କିଟରୁ ଭାଗ ନେବେ ୧୨ ଖେଳାଳି…

୨୬ ଜୁଲାଇରୁ ପ୍ୟାରିସଠାରେ ଆରମ୍ଭ ହେବାକୁ ଥିବା ଅଲମ୍ପିକ୍ସରେ କିଟ୍‌ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ  ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଗୁରୁବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମନୋବଳ ବୃଦ୍ଧି ଲାଗି ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବାକୁ ଥିବା  ଖେଳାଳି – ଅମିତ ରୋହିଦାସ(ପୁରୁଷ ହକି), କିଶୋର କୁମାର ଜେନା (ଜାଭେଲିନ…

Read More

ଜୁନ୍ ପହିଲାରେ କେରଳ ଛୁଇଁବ ମୌସୁମୀ…

ଏଥର ଶୀଘ୍ର ଆସିବ  ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ପହିଲା ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମାଲ’…

Read More

ଆଜି ଭିସ୍ତାରାର ଶେଷ ଦିନ, ଆସନ୍ତାକାଲିଠୁ ଏୟାର ଇଣ୍ଡିଆ ନାମରେ ଭରିବ ଉଡାଣ

ନୂଆଦିଲ୍ଲୀ: ଆଜି ଠାରୁ ଶେଷ ହେବେ ଭିସ୍ତାରା ଏୟାରଲାଇନର ଇଣ୍ଡିଆ ଗ୍ରୁପ ସହିତ ମିଶ୍ରଣ ପ୍ରକ୍ରିୟା। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ନାମରେ ଉଡାଣ ଭରିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ମଧ୍ୟ ସିଙ୍ଗାପୁର ଏୟାରଲାଇନ୍ସର…

Read More