ଶାସ୍ତ୍ରୀଙ୍କ ମନ୍ତବ୍ୟରେ ସୂର୍ଯ୍ୟ ଓ ଶ୍ରେୟସଙ୍କ ଠାରୁ ଭଲ ଏହି ଖେଳାଳି

ଭୁବନେଶ୍ଵର;ଦିନିକିଆ ବିଶ୍ବକପ୍ ପାଇଁ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଆହତ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଭାରତୀୟ ଦଳର ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାରଙ୍କଠାରୁ ତିଲକ ଭର୍ମା ଏହି ଦୈଡରେ ଆଗରେ ରଖିଛନ୍ତି । ୧୫ ଦିନ ପୂର୍ବରୁ ୨୦୨୩ ବିଶ୍ବକପରେ ତିଲକ ଭର୍ମାଙ୍କୁ ସ୍ଥାନ ଦିଆଯିବା ନେଇ କେହି ଚିନ୍ତା…

Read More

ହୋଟେଲ ପରିଚାଳକ ଆଣ୍ଠୁମାଡ଼ି ତେଜ ପ୍ରତାପ ଯାଦବଙ୍କୁ କ୍ଷମା ମାଗିଥିବା ଦାବି କରାଯାଉଛି

ନୂଆଦିଲ୍ଲୀ: ବିହାର ସରକାରରେ ମନ୍ତ୍ରୀଥିବା ତେଜ ପ୍ରତାପ ଯାଦବଙ୍କ ସହ ବାରଣାସୀର ଏକ ହୋଟେଲରେ ଦୁର୍ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। କେବଳ ଏତିକି ନୁହେଁ, ହୋଟେଲର କର୍ମଚାରୀମାନେ ତେଜ ପ୍ରତାପ ଓ ତ‌ାଙ୍କ ସହଯୋଗୀଙ୍କ ଜିନିଷପତ୍ର ହୋଟେଲ ବାହାରକୁ ବାହାର କରିଦେଇଥିଲେ । ଏନେଇ ତେଜ୍ ପ୍ରତାପ ହୋଟେଲ ମାଲିକଙ୍କ ନାମରେ ବାରଣାସୀ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦାବି କରାଯାଇଛି କି, ହୋଟେଲ…

Read More

ଦ୍ୱାଦଶ ଦିନରେ  ଆମ ଓଡ଼ିଶା ନବୀନ ଓଡ଼ିଶା, ସାମିଲ ହେଲା ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ଯଦି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭରତପୁର ଘଟଣା ହୋଇଥାନ୍ତା…ତେବେ ଏମାନେ କ’ଣ କହିଥାନ୍ତେ..

ଭୁବନେଶ୍ୱର :  ଓଡ଼ିଶାର ରାଜଧାନୀ ଭରତପୁର ଥାନାରେ ଘଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ହୋଇଛି। କାରଣ ଏହି ମାମଲାରେ ଓଡ଼ିଶା ପୋଲିସ୍ , ଭାରତୀୟ ସେନା ସହ ଥିବା ଜଣେ ବ୍ୟକ୍ତି  ଓ ତାଙ୍କ ବାନ୍ଧବୀ ସଂପୃକ୍ତ। ଏହି ମାମଲା ଆଉ ଏକ ଦିଗ ହେଉଛି- ଭଣଜା କୁଆଡେ ଗଲା। ସେ ଭଣଜା କିଏ। କାହା ଭଣଜା। କୁଆଡେ ଗଲା। ଏନେଇ ମଧ୍ୟ କିଛି ସ୍ପଷ୍ଟତା ମିଳୁନାହିଁ। ତେବେ ଏ ସବୁ କଥା ଛାଡନ୍ତୁ। ଏହି…

Read More

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଲୁଚକାଳି ଖେଳୁଛି ମୌସୁମୀ…

ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଯେପରି ତତଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । ତାତି, ଗୁଳୁଗୁଳି ଯେପରି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଘରୁ ବାହାରିବା କଷ୍ଟକର ହୋଇପଡ଼ିଲାଣି । ଦେହରୁ ଝାଳ ଶୁଖିବାର ନାଁ ନେଉନାହିଁ । ଯେଉଁଠି ମୌସୁମୀର ଆଗମନ ହେବା କଥା ସେଠି ଗରମ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧାରଣତଃ ରଜ ପର୍ବ କିଛି ଦିନ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥାଏ ।…

Read More

ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳକୁ ଫେରିବେକି ଏହି ଦୁଇ ବରିଷ୍ଠ ଖେଳାଳି…

ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ। ଏଠାରେ ସେମାନଙ୍କୁ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପରିସ୍ଥିତି ସହ ସମ୍ପୂର୍ଣ୍ଣ ରୂପେ ଖାପ ଖୁଆଇବା ପାଇଁ ୩ଟି, ୪ ଦିନିଆ ଅଭ୍ୟାସ…

Read More

ଏବେ ମଧ୍ୟ ବଜାରରେ ରହିଛି ୦.୧୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ …

ବର୍ତ୍ତମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୨୦୦୦ ଟଙ୍କିଆ ନୋଟ୍ | ଯଦି ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ ଏହି ନୋଟଗୁଡିକ ରହିଛି, ତେବେ ଏହି ନୋଟ ଗୁଡ଼ିକୁ ବ୍ୟାଙ୍କରେ ଜମା କରିବାର ସୁଯୋଗ ଅଛି | ଯଦି ଆପଣ ଏହି ଦୁଇ ଦିନ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏହି ଗୋଲାପୀ ନୋଟଗୁଡ଼ିକୁ ମେ…

Read More

ଜୀବନ ବୀମା ମନି ବ୍ୟାକ୍ ପ୍ଲାନର ଲାଭ ବିଷୟରେ ଜାଣନ୍ତୁ ……

ଆଜିର ଦୁନିଆରେ ଟଙ୍କାରୁ ଟଙ୍କା ରୋଜଗାର କରିବାକୁ କିଏ ବା ନଚାହେଁ । କିନ୍ତୁ ଏହା ପାଇଁ ପ୍ରଥମେ ଆପଣକୁ ଏହାର ହିସାବ ବୁଝିବାକୁ ହେବ । କାରଣ ଭାବିଚିନ୍ତି କରାଯାଇଥିବା ନିବେଶ ଆପଣଙ୍କୁ ଅଧିକ ଫାଇଦା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ନିବେଶ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ କରିବ । ପଇସା ଡବଲ କରିବା ସ୍କିମ ଦୁନିଆରେ ବହୁତ ଅଛି କିନ୍ତୁ ଆମେ ଯଦି…

Read More

ସ୍ବାଧିନ ପ୍ରାର୍ଥୀ ଭାବେ ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ…

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶ୍ରୀ ପଟ୍ଟନାୟକ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଛି। ଘସିପୁରା ଅଞ୍ଚଳର ଲୋକେ ଅତ୍ୟାଚାରିତ ହେଉଛନ୍ତି। ସେମାନଙ୍କୁ…

Read More

ରାଜ୍ୟ କଂଗ୍ରେସର ବୌଦ୍ଧିକ ଦେବାଳିଆ ପଣ ଇଣ୍ଡିଆକୁ ଓଡ଼ିଶାରେ କରିଦେଇପାରେ ଦୁର୍ବଳ… ହେଲେ ଜନତାଙ୍କ ପାଖରେ ବିକଳ୍ପ ବିଚାର କ’ଣ….

ଭୁବନେଶ୍ୱର : ଜାତୀୟସ୍ତରରେ ବିରୋଧି ମାନେ ଇଣ୍ଡିଆ ମେଣ୍ଟରେ ଏକାଠି ହୋଇ କାର୍ଯ୍ୟ ଆରମ୍ଭ କରିସାରିଲେଣି। ଏହି କ୍ରମରେ ଓଡ଼ିଶାରେ କଂଗ୍ରେସ ଆବାହକତ୍ୱରେ ଦୁଇଥର ମେଣ୍ଟ ବୈଠକ ବସିସାରିଲାଣି। ଜାତୀୟସ୍ତର ବୈଠକରେ ପ୍ରତି ବୈଠକରେ ନୂଆ ନୂଆ ରାଜନୈତିକ ସୂଚୀ ଧିରେ ଧିରେ ସାମନାକୁ ଆସୁଛି। ହେଲେ ରାଜ୍ୟରେ ଥିବା ଇଣ୍ଡିଆ କାର୍ଯ୍ୟକ୍ରମ ବିଷୟରେ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ଭଞ୍ଜ ଭୂମି ବାରିପଦାରେ ଅଣ ବିଜେପି-ଅଣ ବିଜେଡି ଦଳର ସାମାଜିକ ନ୍ୟାୟକୁ ନେଇ ମେଳି ଆଉ…

Read More