ବିସିସିଆଇକୁ ବୁଝେଇବା ପାଇଁ ଆଇସିସିକୁ ଅନୁରୋଧ କଲା ପାକିସ୍ତାନ

ଆଗମୀ ବର୍ଷ ପାକିସ୍ଥାନରେ ଖେଳାଯିବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଦଳ ପଡ଼ୋଶୀ ଦେଶକୁ ଯାତ୍ରା କରିବକି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟତା ଆସିନାହିଁ। ଯଦି ପ୍ରାରମ୍ଭିକ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଭାରତ ହାଇବ୍ରିଡ୍ ମଡେଲରେ ଦ୍ୱିତୀୟ ସ୍ଥାନ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳିପାରେ । ଏଥି ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବର୍ତ୍ତମାନ ଏହି ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଆବେଦନ କରି  ବିସିସିଆଇକୁ ମନାଇବା ପାଇଁ ଅନୁରୋଧ…

Read More

ଦୈନିକ ୭ ଟଙ୍କା ସଞ୍ଚୟ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା

ଆଜିର ଯୁଗରେ ଅନେକ ନିବେଶ ବିକଳ୍ପ ରହିଛି । ଏମିତି କିଛି ସ୍କିମ୍ ରହିଛି ଯେଉଁଥିରେ କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ଆପଣ ମାନେ ପାଇପାରିବେ । ଆଜି ଆମେ ଏମିତି ଏକ ସ୍କିମ୍ କହିବାକୁ ଯାଉଛୁ ଯାହା କେବଳ ଏକ କପ୍ ଚା’ର ଦାମରେ ଆପଣ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ସଞ୍ଚୟ କରିପାରିବ।  ଏହା ଏକ ସରକାରୀ ଯୋଜନା, ଯାହାକୁ ଅଟଳ ପେନସନ ଯୋଜନା କୁହାଯାଏ । ଅଟଳ ପେନସନ…

Read More

ପଦ୍ମ ଛାଡି ଶଙ୍ଖ ଧରିଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ…

ଭୁବନେଶ୍ଵର;ବିଜେଡ଼ିରେ ଯୋଗଦେଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ ।  ପୁର୍ବରୁ ସେ ବଲାଙ୍ଗୀର ଜିଲ୍ଲାର ସଭାପତି ଓ ବିଜେପିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ ।  ଭାଜପା ଦଳ ତାଙ୍କୁ ଅଣ ଦେଖା କରିଥିବାରୁ ସେ ଆଜି ବିଜେଡ଼ିରେ ଯୋଗଦାନ କରିଛନ୍ତି ।ଭୁବନେଶ୍ବର ସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ  ଶଙ୍ଖ ଭବନରେ ଆୟୋଜିତ ମିଶ୍ରମ ପର୍ବରେ ପ୍ରଭାସ ପାଣିଗ୍ରାହି ଓ ତାଙ୍କ ସମର୍ଥକ ମାନେ ବିଜେଡିରେ…

Read More

ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks.. ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି । ଯଦି ନମ୍ବର ଦେଉଛି,…

Read More

ରାଜ୍ୟରେ ଆରମ୍ଭ ହେଲା ବିଜେପି ସରକାର,ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ…

ରାଜ୍ୟରେ ଆଜି ଠାରୁ ଆରମ୍ଭ ହେଲା ବିଜେପି ସରକାର। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ମୋହନ ମାଝୀ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ…

Read More

ଶେଷ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶାରେ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି…

ଜୁନ୍ ୧ ରେ ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଲୋକେ ନିଜର ନେତା ବାଛିବେ । ସେଥିପାଇଁ ପ୍ରମୁଖ ୩ ଦଳ ଜୋରସୋର ରେ ପ୍ରସ୍ତୁତିରେ ଲାଗିଛନ୍ତି। ଓଡ଼ିଶାରେ ଶେଷ ବାଜି ଖେଳିବା ପାଇଁ ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ବାରିପଦାରେ କ୍ୟାମ୍ପେନ୍ କରିବେ। ପ୍ରଧାମନ୍ତ୍ରୀଙ୍କ ପ୍ରଥମେ ବାରିପଦାରେ ନିର୍ବାଚନୀ ସଭାକୁ ସମ୍ବୋଧିତ…

Read More

ପୁଣି ଗିରଫ ହେବେ ଇମରାନ୍ ଖାନ୍

ନୂଆଦିଲ୍ଲୀ; ଗତ ମଙ୍ଗଳବାର ଇମ୍ରାନଙ୍କୁ ଇସଲାମାବାଦ କୋର୍ଟ ପରିସରରୁ ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଧକ୍କା ମାରି ଏକ ଭ୍ୟାନ୍‌ରେ ବସାଯାଇଥିଲା। ୯୦-୧୦୦ ଜଣ ପାକ୍‌ ରେଂଜର୍ସ କୋର୍ଟ ପରିସରରେ ପଶି ଇମ୍ରାନଙ୍କୁ ଗିରଫ କରିବା ବିଷୟକୁ ସୁପ୍ରିମ୍‌କୋର୍ଟ ଗମ୍ଭୀରତାର ସହ ଗ୍ରହଣ କରି ତାଙ୍କ  ଗିରଫଦାରିକୁ ବେଆଇନ ଘୋଷଣା କରି ତାଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଇମ୍ରାନ ଆଜି ଇସ୍‌ଲାମାବାଦ ହାଇକୋର୍ଟରେ ପହଞ୍ଚିଯାଇଛନ୍ତି। ଯେଉଁଠାରେ…

Read More

ଗାଙ୍ଗୁଲି ଚାହୁଁଥିଲେ ପାକିସ୍ଥାନ ସେମିଫାଇନାଲ ଖେଳୁ ,ହେଲେ କାହିଁକି …

କୋଲକାତା : ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୨୩ ବିଶ୍ୱକପ୍ ସେମିଫାଇନାଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ,  ସେ ପାକିସ୍ଥାନ ସେମିଫାଇନାଲରେ ଖେଳିବାକୁ ଦେଖିବାକୁ ଚାହୁଁଛନ୍ତି । ତେବେ ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ରହିଛି । ତାଙ୍କ ମତରେ ଯଦି ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ ତେବେ ତାର ମୁକାବିଲା ଟେବୁଲ ଟପର ଭାରତ ସହ ହେବ । ବିଶ୍ୱକପ୍ ପରି ବଡ…

Read More

Post office scheme: ଗୋଟିଏ ଥର ଟଙ୍କା ବିନିଯୋଗ କରି ମାସକୁ ପାଆନ୍ତୁ ୨୦ ହଜାରରୁ ଅଧିକ

ଅନେକ ସରକାରୀ ଯୋଜନା ପୋଷ୍ଟ ଅଫିସ୍ ସ୍କିମ୍ ଅଧୀନରେ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଛି, ଯାହା ଅଧୀନରେ ଟିକସ ଏବଂ ଅଧିକ ରିଟର୍ଣ୍ଣର ଲାଭ ମିଳିଥାଏ ।ଡାକଘର ଅଧୀନରେ ଥିବା ଏହି ଛୋଟ ସଞ୍ଚୟ ଯୋଜନାଗୁଡିକ ଏକ ନିରାପଦ ବିନିଯୋଗ ବିକଳ୍ପ ଭାବରେ ବିବେଚନା କରାଯାଏ, ଯେଉଁ କାରଣରୁ ଦେଶର ଅଧିକାଂଶ ଜନସଂଖ୍ୟା ଏହି ଯୋଜନାରେ ବିନିଯୋଗ କରନ୍ତି । ଅଧିକ ଲାଭ ପ୍ରଦାନ ବ୍ୟତୀତ, ଏହି ଯୋଜନାଗୁଡିକ ବିଭିନ୍ନ ପ୍ରକାରର ଲାଭ ମଧ୍ୟ ପ୍ରଦାନ କରିଥାଏ…

Read More

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉଦ୍‌ଘାଟିତ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉଦ୍‌ଘାଟିତ ହୋଇଛି । ସଂଗ୍ରହାଳୟର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଏହି ଗ୍ୟାଲେରୀ ଉଦ୍‌ଘାଟନ କରିଛନ୍ତି । ଏହି ଗ୍ୟାଲେରୀରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଆଠଟି ମ୍ୟରାଲ୍ ପେଣ୍ଟିଂ ରହିଛି । ମହାତ୍ମା ଗାନ୍ଧୀ କେତେଥର ଓଡ଼ିଶା ଆସିଥିଲେ, କେଉଁଠିକୁ ଆସିଥିଲେ, କ’ଣ କହିଥିଲେ ସେ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ…

Read More