Headlines

ବହିଷ୍କାର ପରେ କୁଆଡେ ଯିବେ ସୌମ୍ୟ ରଞ୍ଜନ, ଦୁଇ ଜାତୀୟ ଦଳ ସହ କରୁଛନ୍ତି କି ଯୋଗାଯୋଗ !!!

ନୂଆଦିଲ୍ଲୀ :ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀ ପଟ୍ଟନାୟକ କୁଆଡେ ଯିବେ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ବିଜେଡି ବହିଷ୍କାର ନିଷ୍ପତ୍ତି ନେବା ପୂର୍ବରୁ ଗୋଟିଏ ଗୁଇନ୍ଦା ସୂଚନା ଆଧାରରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଦା କରିଥିବା ଜଣାପଡିଛି। ତିନି ଦିନ ପୂର୍ବରୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେପିର ବରିଷ୍ଠ ନେତା ତଥା…

Read More

ମାଛଚାଷ ଓ ପଶୁପାଳକଙ୍କ ପାଇଁ ହେବ ୧୦୦ ଦିନର ଖସଡ଼ା 

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସହ MSME ବିଭାଗର ଦାୟିତ୍ବ ଗ୍ରହଣ କଲେ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସୋମବାର ଉଭୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ମାନନୀୟ ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । MSME ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଶ୍ରୀଯୁକ୍ତ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ ମନ୍ତ୍ରୀଙ୍କୁ ସ୍ବାଗତ…

Read More

ପାର୍ବଣ ପୂର୍ବରୁ ନବୀନଙ୍କ ଭେଟି, ଖୋଲିଲା ଜମିଜମା ସମସ୍ୟାର ବାଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ମାନଙ୍କ ଜମି…

Read More

ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଭାରତର ପ୍ରମୁଖ ଶିଳ୍ପପତି ମାନଙ୍କ କାନାଡ଼ା ଗସ୍ତ

ଭୁବନେଶ୍ୱର, ମେ ୧୨, ୨୦୨୩: ବାଣିଜ୍ୟ ଓ ନିବେଶ ସଂକ୍ରାନ୍ତରେ ମନ୍ତ୍ରୀ ସ୍ତରୀୟ ଆଲୋଚନା ପାଇଁ କାନାଡା ଗସ୍ତରେ ଥିବା ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହିତ ଦେଶର ପ୍ରମୁଖ ଶିଳ୍ପପତି ମାନଙ୍କ ଏକ ସମୂହ ଫିକି ଅଧ୍ୟକ୍ଷ ତଥା ଇମ୍ଫା ପରିଚାଳନା ନିର୍ଦେଶକ (ଏମଡ଼ି) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଯୋଗ ଦେଇଛନ୍ତି । ଗତ ୯ ତାରିଖରେ ଫିକି ଏବଂ କାନାଡ଼ା ବାଣିଜ୍ୟ ପରିଷଦ (ବିସିସି)ର ମିଳିତ ଉଦ୍ୟମରେ ଅନୁଷ୍ଠିତ…

Read More

ବନ୍ଦ ହୋଇଯିବ ମହିଳା ମାନଙ୍କ ଏହି ଯୋଜନା, ଜାଣନ୍ତୁ କାରଣ…

ଗତ ବର୍ଷ ଅର୍ଥାତ୍ ବଜେଟ୍ -୨୦୨୩ ରେ କେନ୍ଦ୍ର ସରକାର ମହିଳାମାନଙ୍କ ସହ ଜଡିତ ଏକ ଯୋଜନାର ଘୋଷଣା କରିଥିଲେ। ଏହି ଯୋଜନାର ନାମ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା | ବର୍ତ୍ତମାନ ଖବର ହେଉଛି ମାର୍ଚ୍ଚ ୨୦୨୫ ପରେ ଏହି ଯୋଜନା ଜାରି ରଖିବାକୁ ସରକାରଙ୍କର ମୁଡ ନାହିଁ। ବାସ୍ତବରେ, ମହିଲା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ସ୍କିମ୍ ହେଉଛି ଗୋଟିଏ ଥର ଯୋଜନା, ଏବଂ ଏହି ଯୋଜନା ୨୦୨୩ ଏପ୍ରିଲ୍ ରୁ ୨୦୨୫…

Read More

ଓଡ଼ିଶା ଗସ୍ତରେ ଆସି ନୀତିଶ ଅପଦସ୍ଥ, ଲଲନ ଓ ଝା ଅପମାନିତ

ଭୁବନେଶ୍ୱର,୧୦/୫(ବ୍ୟୁରୋ): ସାରା ଦେଶରେ ବିରୋଧି ଦଳ ମାନଙ୍କୁ ଭେଟି ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଚ-ଏନଡିଏ ବିରୋଧରେ ଏକଜୁଟ୍ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଦିନକ ପୂର୍ବରୁ ନୀତିଶ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକୁ ଉଭୟ ନୀତିଶ-ନବୀନ ସୌଜନ୍ୟମୂଳକ କହିଥିବା ବେଳେ ବିହାର ଜେଡି-ୟୁ କାର୍ଯ୍ୟାଳୟ ବିରୋଧି ଏକତା କାର୍ଯ୍ୟକ୍ରମ ବୋଲି ଆଖ୍ୟା ଦେଇଛି। ଯାହାକୁ ନେଇ ଉଭୟ ଓଡ଼ିଶା-ବିହାର…

Read More

ସମର୍ଥନ କର ନହେଲେ ଓ୍ୱାକ୍ ଆଉଟ୍ କର, ବିଜେଡିକୁ ବିଜେପିର ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ଆଗତ ହେଲେ ବିଜେଡି କଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ଜଗନମୋହନ ରେଡ୍ଡିଙ୍କ ଓ୍ୱାଇଏସଆର କଂଗ୍ରେସ ଗୋଟିଏ ମାର୍ଗରେ ଯାଇପାରନ୍ତି। ଏହି ଦୁଇ ଦଳର ନଅ ଖଣ୍ଡ ଭୋଟ ବିଜେପିକୁ ହରାଇ ଦେବାର ସାମର୍ଥ୍ୟ ରଖୁଛି। ସିଧାସଳଖ ବିଲ୍ କୁ ସମର୍ଥନ କିମ୍ବା ବିରୋଧ କରିବା ପାଇଁ ଚାହୁଁନି ବିଜେଡି। ତେଣୁ…

Read More

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା; ୨୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲେଶ୍ଵର;ଗତ କାଲି ସଂଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ ସୁପର୍ ଏକ୍ସପ୍ରେସ।ଏପରିକି ମାଲ୍‌ଗାଡ଼ି ଉପରକୁ ଚଢ଼ି ଯାଇଛି ଏହି ଟ୍ରେନ । ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ୍‌ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା…

Read More

ପ୍ରକୃତ ଏନସିପି ବୋଲି ଭୋଟର କାହାକୁ ଭାବୁଛନ୍ତି…ସେ ନେଇ ଆସିଲା ରିପୋର୍ଟ…ଜାଣନ୍ତୁ କିଏ ଦଳର ଅସଲ ମାଲିକ..

ମୁମ୍ବାଇ –  ଶରଦ ପାଓ୍ୱାରଙ୍କ ପୁତୁରା ଦଳର ସଂଖ୍ୟାଧିକ ବିଧାୟକଙ୍କୁ ନେଇ ଚାଲିଯିବା ପରେ ଏନସିପି ଦୁଇ ଭାଗ ହୋଇଯାଇଛି। ଗୋଟିଏ ଭାଗ ଶରଦ ପାଓ୍ୱାର, ସୁପ୍ରିୟା ସୁଲେ, ରୋହିତ ପାଓ୍ୱାର ଏବଂ ଜୟନ୍ତ ପାଟିଲଙ୍କ ପାଖରେ ରହିଛି। ଅନ୍ୟ ଭାଗଟି ଅଜିତ ପାଓ୍ୱାର , ଛଗନ ଭୁଜଭଳ ଭଳି ବରିଷ୍ଠ ନେତାଙ୍କ ସହ ରହିଛି। ହେଲେ ଏନସିପିର ଭୋଟର ଏବଂ ମହାରାଷ୍ଟ୍ରର ଜନସାଧାରଣଙ୍କ ମନରେ କିଏ ପ୍ରକୃତ ଏନସିପି ବୋଲି କୌତୁହଳ ଲାଗି ରହିଛି. ଏହି…

Read More

ନୂଆଦିଲ୍ଲୀ :(ବିଜୟ ସାହୁ )-ବିଏନପି ନେତା ତାରିକ ରେହମାନ ଙ୍କ ଶପଥ ଗ୍ରହଣ ପୂର୍ବରୁ ଆମ ଭାରତୀୟ ମିଡ଼ିଆ ଓ କିଛି ବୁଦ୍ଧିଜୀବୀ ସେମାନଙ୍କ ଭବିଷ୍ୟତ ଜାତୀୟତା ( Nationhood) ସମ୍ଭାବନା ବ୍ୟାଖ୍ୟା କରିବା ଆରମ୍ଭ କରି ଦେଲୁଣି । ଅତୀତରେ ଶେଖ ହସିନାଙ୍କ ପ୍ରେମରେ ପଡି ଯେଉଁ ଭୁଲ କରିଥିଲୁ ସେଥିରୁ କିଛି ଶିଖିବାକୁ ଆଦୌ ପ୍ରସ୍ତୁତ ନୁହେଁ । କାରଣ ଶେଖ ହସିନା ଭାରତର “Trusted Friend” ଥିଲେ । କିନ୍ତୁ “Russia Trusted…

Read More