ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି।  ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ।…

Read More

ପ୍ରଧାନମନ୍ତ୍ରୀଙ୍କ
ଏଣ୍ଟାୟେର ପଲିଟିକାଲ
ସାଇନ୍ସ ବିବାଦ ଓ ତାଙ୍କ ଡିଗ୍ରୀ

ନୂଆଦିଲ୍ଲୀ : (ବିଜୟ ସାହୁ )- ବିଚିତ୍ର ଦେଶ, ବିଚିତ୍ର ଆଇନ ।ନାଗରିକ 11 ଡକୁମେଣ୍ଟ ନ ଦେଲେ 10 ଥର ଭୋଟ ଦେଇଥିଲେ ବି ନାଁ କଟିଯିବ, କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ତାଙ୍କର ସାର୍ଟିଫିକେଟ ସର୍ବସାଧାରଣରେ ପ୍ରକାଶ କରିବେ ନାହିଁ ।ଆଜି ଦିଲ୍ଲୀ ହାଇକୋର୍ଟର ଜାଣିକିଆ ବେଞ୍ଚ ଜଷ୍ଟିସ ସଚୀନ ଦତ୍ତ ସେଇ ରାୟ ଦେଲେ ।ସାର୍ଟିଫିକେଟର କ୍ରନୋଲୋଜି ଟିକିଏ ବନ୍ଧୁମାନେ ତାଜା ସ୍ମରଣ କରିବା ଉଦ୍ଦେଶ୍ୟରେ ପୋଷ୍ଟ ଟି ଲେଖୁଛି । 2014 ଲୋକସଭା…

Read More

ଗୁଜରାଟ ସହ କ୍ୱାଲିଫାୟାର ଖେଳିବ କିଏ… ଲକ୍ଷ୍ମୌ ନା ମୁମ୍ବାଇ.. ଆଜି ହେବ ମହାମୁକାବିଲା

ଭୁବନେଶ୍ୱର : ଚଳିତ ଆଇପିଏଲ୍‌ ସଂସ୍କରଣରେ ପ୍ରଥମରୁ ଖରାପ ପ୍ରଦର୍ଶନ କରି ଶେଷରେ ସମସ୍ତଙ୍କୁ ଚକିତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏକଦା 8 ନମ୍ବରରେ ଥିବା ଏହି ଦଳ ପ୍ଲେ ଅଫ ରେ ସ୍ଥାନ ପକା କରିଛି। 2020ରେ ଚମ୍ପିୟାନ ହେବା ପରେ 2021 ଏବଂ 2022ରେ ଦଳ ପ୍ରଦର୍ଶନ ଏତେଟା ଭଲ ରହିନି। ତେଣୁ ଏହି ସିଜିନ୍ ରେ ମୁମ୍ବାଇ ନିଜ ଦମ୍ ଦେଖାଇବାକୁ ଚେଷ୍ଟା କରିବ। ଚଳିତ ବର୍ଷର ଦଳର ବ୍ୟାଟିଂ ଲାଇନ୍ ଅପ୍…

Read More

ସୋନମ ୱାଙ୍କଚୁକ ଓ ଅନ୍ୟାନ୍ୟ ତଥ୍ୟ

ଲଦାଖ : (ବିଜୟ ସାହୁ)-ଲଦାଖ ଓ ଏହାର ଶାନ୍ତିଦୂତ ବାଙ୍ଗଚୁଙ୍ଗଙ୍କ ଦେଶପ୍ରେମ ପରୀକ୍ଷାର ସମ୍ମୁଖୀନ ହେଇଛନ୍ତି । ସେମାନେ ଚୀନ ଏଜେଣ୍ଟ, ପାକିସ୍ତାନ ଏଜେଣ୍ଟ, ନେପାଳ ଏଜେଣ୍ଟ, ବଙ୍ଗଳା ଦେଶ ଏଜେଣ୍ଟ, ଆମେରିକା ଏଜେଣ୍ଟ ଭାବରେ ଅଭିଯୁକ୍ତ ହେଇ ଜେଲ ଯାଇଛନ୍ତି ।ଏହି ଅଭିଯୋଗ ଦିଲ୍ଲୀ ଦରବାର ଓ ସେମାନଙ୍କ କୋଳ ପୋଷା ମିଡ଼ିଆ ପ୍ରଚାର କରି ଚାଲିଛନ୍ତି । ପୂର୍ବରୁ ଜାମ୍ମୁ କାଶ୍ମୀର ମୁସଲିମମାନେ ଦେଶଦ୍ରୋହୀ ଟୀକା ପିନ୍ଧିଥିଲେ, ଏବେ ପାଳି ଲଦାଖ ବୁଦ୍ଧିଷ୍ଟମାନଙ୍କର   ।…

Read More

ବିଜେଡ଼ିର ସାମିଲ ହେଲେ ଲେଖାଶ୍ରୀ ଓ ଗଣେଶ୍ୱର

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପିର ସେ ଉପସଭାପତି ଥିଲେ । ଲେଖାଶ୍ରୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜର ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇ ଥିଲେ l ଏହି ଇସ୍ତଫା ପର୍ବର ଦୁଇ ଘଣ୍ଟା ପରେ ସେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ପରେ ଶ୍ରୀମତୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀ…

Read More

PHOTO WAR : ଧର୍ମେନ୍ଦ୍ରଙ୍କ ଚେର କାଟିବାକୁ ହାତ ମିଳେଇ ଦେଲେଣି କି ମୋହନ-ମନମୋହନ…

ଭୁବନେଶ୍ୱର : କଳା, ସାମ୍ବାଦିକତା ଦୁନିଆରେ ଗୋଟିଏ କଥା ଅଛି। ଛବି କଥା କୁହେ। ଖାଲି ସେତକ ନୁହେଁ। ହଜାରେ ଶବ୍ଦକୁ ନେଇ ଗୋଟିଏ ଛବି ହୁଏ। ଛବି ବହୁତ ପ୍ରଭାବୀ। ତାହାର ପ୍ରଭାବ ଜନମାନସ ଉପରେ ମଧ୍ୟ ପଡେ। ଫଟୋ ଥରେ ଉଠେ। ହେଲେ କାଳକାଳକୁ ରହିଯାଏ। ଓଡ଼ିଶା କ୍ଷମତା ରାଜନୀତିରେ ବର୍ତ୍ତମାନ ବିଜେପି। ତେଣୁ ବିଜେପି ଶିବିର ଫଟୋକୁ ନେଇ ଚର୍ଚ୍ଚା ଜୋର। ପ୍ରବାସୀ ଭାରତୀୟ ସମ୍ମିଳନୀ ସରିଯାଇଛି। ହେଲେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

Read More

ପ୍ରଶାସନ ପୋତିଦେଲା ପାଞ୍ଚଶହ ବର୍ଷ ପୁରୁଣା ସୁଡ଼ଙ୍ଗ

ପୁରୀ,୧୫/୪ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ଓବିସିସି ଜରିଆରେ ଐତିହ୍ୟ ମାର୍କଣ୍ଡ ପୁଷ୍କରିଣୀ ସହ ମାର୍କଣ୍ଡେୟ ମନ୍ଦିରର ସାମଗ୍ରିକ ଉନ୍ନୟନ ତଥା ଆଧୁନିକୀକରଣ କାର୍ଯ୍ୟ କରା ଯାଉଛି । ଅପରପକ୍ଷରେ ଏହି ବିକାଶ ଆଳରେ ଐତିହ୍ୟକୁ ସମାଧି ଦିଆଯାଉଛି ବୋଲି ଅଭିଯୋଗ ହେଉଛି l ପୁଷ୍କରିଣୀକୁ ବର୍ଷତମାମ କାଚକେନ୍ଦୁ ପାଣିରେ ଭରି ରଖୁଥିବା ଯେଉଁ ନାଳ ସବୁ ଏଠାରେ ଥିଲା, ତାହା କଂକ୍ରିଟ୍‌ ତଳେ ପୋତି ହୋଇଗଲାଣି। ଏହାର ଜ୍ବଳନ୍ତ ଉଦାହରଣ ପୋଖରୀକୁ ସଂଯୋଗ କରୁଥିବା…

Read More

ଓଡିଶାରେ ବୃଦ୍ଧି ପାଉଛି ଖ୍ରୀଷ୍ଟିଆନ ବିରୋଧୀ  ହିଂସା: ଜନ ଆୟୋଗ –  ନାଗରିକ ସମାଜ ଚେତାଇଲା

ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି )-ଭାରତର ଅନେକ ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଭେଦଭାବ ଏବଂ ହିଂସାର ବର୍ଦ୍ଧିତ ଘଟଣାଗୁଡ଼ିକର ତଦନ୍ତ କରିବା ପାଇଁ କାରୱାଁ-ଏ-ମୋହବତ୍ ସଂଗଠନ ଏବଂ ସଚେତନ ନାଗରିକ ମାନଙ୍କ ଏକ ଗୋଷ୍ଠୀ ଦ୍ୱାରା ଗଠିତ ହୋଇଥିବା ଜନ ଆୟୋଗ ( Peoples Tribunal) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ନାଗରିକ ସମାଜ ସହ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ, ବିଶେଷକରି ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟ ମାନଙ୍କ ଉପରେ…

Read More

୫୦ ଟଙ୍କାରୁ କମ୍ ହେଲେ ସେଓ ଆମଦାନି ବନ୍ଦ୍

ନୂଆଦିଲ୍ଲୀ : ଇରାନରୁ କମ୍ ଦାମ୍‌ରେ ବିପୁଳ ପରିମାଣର ସେଓ ଆମଦାନି ହେଉଥିବାରୁ ତାହା କାଶ୍ମୀର ସେଓ ଦାମ୍‌କୁ ପ୍ରଭାବିତ କରୁଛି। ଏହାକୁ ନଜରରେ ରଖି କେଜି ପିଛା ୫୦ ଟଙ୍କାରୁ କମ୍ ଦାମ୍‌ର ସେଓ ଆମଦାନିକୁ ସରକାରଙ୍କ ପକ୍ଷରୁ ରୋକ୍ ଲଗାଯାଇଛି  ।  ସେଓ ଦାମ୍‌, ବୀମା ଓ ପରିବହନ ଖର୍ଚ୍ଚକୁ ମିଶାଇବା ପରେ କେଜି ପିଛା ଦାମ୍ ୫୦ ଟଙ୍କା କିମ୍ବା ତା’ଠାରୁ କମ୍ ହେଲେ ସେହି ସେଓ ଆମଦାନି କରାଯାରିବ ନାହିଁ।   ଗତ…

Read More

ବିଦେଶ ପ୍ରତିଯୋଗିତା ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ଦୈନିକ ଖର୍ଚ୍ଚ ୬୬% କୁ ବୃଦ୍ଧି

ଭୁବନେଶ୍ଵର;  ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହବା ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି ।ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ।ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ,…

Read More