ବଦଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।  କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଜେରା ହେବା ସହ ହାଜତକୁ ଯାଇ ସାରିଛନ୍ତି। ଅରିବନ୍ଦଙ୍କ ଗିରଫଦାରୀ ନେଇ ଗତକାଲି ଆପ୍ ନେତ୍ରୀ ଆତିଶ୍ ଏବଂ ବୁଧବାର ରାଜ୍ୟସଭା ଏମପି ରାଘବ…

Read More

ବିଜେଡିର ଦରବୃଦ୍ଧି ଆନ୍ଦୋଳନ ଖବରକୁ ଧୋଇଦେବ କି ପ୍ରବାସୀ ଭାରତୀୟ ଦିବସ ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ଏହି କ୍ରମରେ ପ୍ରତି ଦଳ ନିଜ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଶାସକ ବିଜେପି ଦଳର ସାଙ୍ଗଠନିକ ନିର୍ବାଚନ ଜାରି ରହିଛି। କିଛି ସପ୍ତାହ ପରେ ବିଜେପି ନୂଆ ରାଜ୍ୟ ସଭାପତି ପାଇବ। ଜାତୀୟସ୍ତରରେ ମଧ୍ୟ ବିଜେପି ନୂଆ ସଭାପତି ପାଇବ। ସେହିପରି ରାଜ୍ୟର ନୂଆ ସରକାର ପ୍ରବାସୀ ଭାରତୀୟ ଦିବସ ପାଳନ କରିବାକୁ ଲାଗୁଛି। ଏସବୁ ପରେ ଏ ବର୍ଷର ସବୁଠୁ ବଡ଼ ରାଜନୈତିକ…

Read More

ସ୍ଥାୟୀ ଏସପିଙ୍କୁ ଅପେକ୍ଷା କରି ରହିଛି ବ୍ରହ୍ମପୁର ପୁଲିସ୍, ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ..ଆସୁଛି ପାର୍ବଣ.. ହଣା ଖାଇବା ଭୟରେ ସୁନା ଦୋକାନୀ… ଜୁନିୟର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଉନାହାନ୍ତି ସିନିୟର ଆଇପିଏସ୍ ….

ବ୍ରହ୍ମପୁର: (ବ୍ୟୁରୋ)- ରାଜ୍ୟରେ ଥିବା ପାଞ୍ଚୋଟି ମହାନଗର ନିଗମ ମଧ୍ୟରେ ବ୍ରହ୍ମପୁର ଟିକେ ସ୍ୱତନ୍ତ୍ର। ଆପରାଧିକ କାର୍ଯ୍ୟକଳାପ, ଗୋଷ୍ଠୀ ସଂଘର୍ଷ ଓ ପାର୍ବଣକୁ ନେଇ ଅପରାଧରେ ଏହା ଅନ୍ୟ ଚାରି ମହାନଗର ଠାରୁ ଢେର ଆଗରେ। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ହୃଦୟ। ବ୍ରହ୍ମପୁରରେ ବିବାଦ, ଗଣ୍ଡଗୋଳ ତୁରନ୍ତ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଥାଏ। ଦୁଇରୁ ତିନିମାସ ହେବ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏହା ଏକ ପ୍ରଶାସନିକ…

Read More

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଡିହେଲା କନ୍ଧମାଳ, ଅନୁଗୋଳ ଏବଂ ଗଜପତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ଧାମରା ପରେ ଗୋପାଳପୁର ବନ୍ଦରକୁ ନିଜ ନାମରେ କରିବେ କି ଆଦାନି ?

ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଥିବା ଭାରତର ବ୍ୟବସାୟୀ  ଗୌତମ ଆଦାନି ଗ୍ରୁପ୍ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଗ୍ରୁପର ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ ଓଡ଼ିଶାର ଗୋପାଳପୁରସ୍ଥିତ ଶାପୁରଜୀ ପାଲୋଞ୍ଜି ଗ୍ରୁପର ଗୋପାଳପୁର ବନ୍ଦରକୁ ୧୧୦୦ରୁ ୧୨୦୦ କୋଟି ଟଙ୍କାରେ କିଣିବାର ପ୍ରସ୍ତାବ ଦେଇଛି । ଆଦାନୀ ପୋର୍ଟସ ହେଉଛି ଭାରତର ସବୁଠାରୁ ବଡ ସାମୁଦ୍ରିକ କମ୍ପାନୀ । ଆଦାନୀ ପୋର୍ଟସର ବଜାର ସୀମା ୨.୨୩…

Read More

୮ ମାସରେ ୬ ଜୀବନ ନେଲାଣୀ ‘ ମୋ ବସ୍ ‘

ଭୁବନେଶ୍ୱର: ୮ ମାସ ଭିତରେ ‘ମୋ ବସ’ ୧୯ଟି ଦୁର୍ଘଟଣା ଘଟାଇଛି ଏବଂ ଏଥିରେ ୬ଜଣଙ୍କ ଜୀବନ ଯାଇଛି। ୮ ମାସରେ କଟକ, ପୁରୀ ଓ ଭୁବନେଶ୍ୱରରେ ‘ମୋ ବସ’ ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

Read More

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଏପର୍ଯ୍ୟନ୍ତ କେତେ ମିଳିଛି ଦାନ ଜାଣନ୍ତୁ …

ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପୂଜାର୍ଚ୍ଚନା ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଛି। ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଦେଶ ବିଦେଶରୁ ଆସିଥିବା ରାମ ଭକ୍ତମାନେ ଉଦାରତାର ସହ ଦାନ କରିଛନ୍ତି। ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ହୋଇଥିଲା, ସେତେବେଳେ କେହି ବିଶ୍ୱାସ କରିନଥିଲେ ଯେ ରାମ ଭକ୍ତମାନେ ଏତେ ମାତ୍ରାରେ ଦାନ କରିବେ ଯେ ତାଙ୍କ ସୁଧ ଅର୍ଥରେ ମନ୍ଦିରର ପ୍ରଥମ ମହଲା ପ୍ରସ୍ତୁତ ହୋଇଯିବ…

Read More

ଗୁଜୁରାଟରେ ତାଣ୍ଡବ ରଚିବ ବାତ୍ୟା ‘ବିପର୍ଯ୍ୟୟ ‘

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖ (ଗୁରୁବାର) ଅପରାହ୍ଣରେ ଗୁଜରାଟର ଜଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ପୂର୍ବାନୁମାନ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ। ବାତ୍ୟାକୁ ନେଇ ଆଇଏମଡି ଗୁଜରାଟର…

Read More

କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ…

Read More

ଟି-୨୦ ବିଶ୍ବକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ ଜାଣନ୍ତୁ କହାକୁ ମିଳିଛି ସ୍ଥାନ ଆଉ କିଏ ପଡ଼ିଛି ବାଦ୍ …

ରୋହିତ ଶର୍ମା  (ଅଧିନାୟକ) , ବିରାଟ କୋହଲି, ଜୟସୱାଲ, ସୂର୍ଯ୍ୟ କୁମାର ଯାଦବ , ରିଶଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂହ , ଜସ୍ପ୍ରିତ ବୁମରା ଏବଂ ମହମ୍ମଦ ସିରାଜ ସେହିପରି ରିଜର୍ଭ ଖେଳାଳି ଭାବେ ରିଙ୍କୁ ସିଂ , ଶୁଭମନ ଗିଲ ,ଖଲିଲ୍ ଅହମ୍ମଦ ଓ ଆବେଶ ଖାନଙ୍କୁ…

Read More