କିଏ ହେବେ ମୋହନଙ୍କ ପାଣ୍ଡିଆନ୍ , ଯୁବ ଆଇଏଏସ୍ ସ୍ତରରେ ଉତ୍ସୁକତା …

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କିଏ ବ୍ୟକ୍ତିଗତ ସଚିବ ହେବେ ସେନେଇ ଅଫିସର ଖୋଜା ଆରମ୍ଭ ହୋଇଗଲାଣି।  ଆଜି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ, ସିଏମଓ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ନିଯୁକ୍ତି ପରେ ଏକାଧିକ ଓଏଏସ୍ ଅଫିସର ମଧ୍ୟ ନିଯୁକ୍ତ ହୋଇ ସାରିଲେଣି।  ମାତ୍ର ଏବେ ବ୍ୟକ୍ତିଗତ ସଚିବଙ୍କୁ ନେଇ ଟର୍ଚ୍ଚା ଆରମ୍ଭ ହୋଇଛି। ଏହା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପସନ୍ଦ…

Read More

ଟମାଟୋ ଦର କାହିଁଙ୍କି ୧୦୦ ଜାଣନ୍ତୁ ,,,,,,

ନୂଆଦିଲ୍ଲୀ: କିଛି ଦିନ ଭିତରେ ହଠାତ୍‌ ଟମାଟୋ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। କେଜି ପିଛା ୨୫-୩୦ ଟଙ୍କାରେ ମିଳୁଥିବା ବେଳେ ଟମାଟୋ ଏବେ କେତେକ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ହାରାହାରି ଭାବେ ବିଭିନ୍ନ ସ୍ଥାନରେ ଏହାର ଦାମ୍ ୬୫-୭୦ ଟଙ୍କା ରହିଛି। ଉତ୍ପାଦନ ହ୍ରାସ ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହେଇଥିବା କୁହାଯାଉଛି। ସପ୍ତାହକ ଭିତରେ ଟମାଟୋ ମୂଲ୍ୟରେ ଦୁଇ ଗୁଣା ବୃଦ୍ଧି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ…

Read More

ହାର୍ଦ୍ଧିକ ପାଣ୍ଡ୍ୟା ୨୦୦ ରନ ଓ ୫୦ ୱିକେଟର ଅଧିକାରୀ।

ଅହମଦାବାଦ, ୧୭/୪:ବାଦରବିବାର ଆଇପିଏଲ ର ୧୬ ତମ ସଂସ୍କରଣ ରେ ଖେଳା ଯାଇଥିବ ୨୩ ତମ ମ୍ୟାଚରେ ଏକ ବଡ ରେକର୍ଡ ର ଅଧିକାରୀ ହୋଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା। ରାଜସ୍ଥାନ ବିପକ୍ଷ ମ୍ୟାଚ୍ ରେ ୨୦୦୦ ରନ୍ ଏବଂ ୫୦ ଟି ୱିକେଟ ନେଇ ଆଇପିଏଲରେ ଦିତୀୟ ଭାରତିୟ ଖେଳାଳି ଭାବେ ଇଲିଏଟ୍ ଗ୍ରୁପ୍ ତାଲିକାରେ ନିଜର ନାମ ପକ୍କା କରିଛନ୍ତି ପାଣ୍ଡ୍ୟା। ପୁର୍ବରୁ ପ୍ରଥମ ଭାରତୀୟ ଭାବେ ଏହି କିର୍ତ୍ତିମାନ୍ କେବଳ ଚେନ୍ନାଇର ଅଲ୍ ରାଉଣ୍ଡର…

Read More

ଆସନ୍ତା କାଲି ଅପରାହ୍ନ ପର୍ଯ୍ୟନ୍ତ ରଥାରୁଢ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ; ବଡ଼ଭାଇ ଓ ଭଉଣୀଙ୍କ ସହିତ ନଅଦିନିଆ ରଥଯାତ୍ରାରେ ବାହାରିଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଧବାଟରେ ଅଟକିଥିଲା। କେବଳ ପ୍ରଭୁ ବଳଦେବଙ୍କ ରଥ ‘ତାଳଧ୍ବଜ’ ଶରଧାବାଲିରେ ଗତକାଲି ପହଞ୍ଚିଯାଇଥିଲା। ଏଣୁ ଆଜି ସକାଳ ୯ଟାରେ ବାଟରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟଣାଯାଇ ଶରଧାବାଲିରେ ଲଗାଇଛନ୍ତି ଶ୍ରଦ୍ଧାଳୁ। ସୁଭଦ୍ରାଙ୍କ ଦର୍ପଦଳନ ବଡ଼ଶଂଖ ନିକଟରେ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ବଳଗଣ୍ଡି ମାଉସୀ ମାଆ ଛକ ନିକଟରେ କାଲିଠୁ ଅଟକି ରହିଥିଲାଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚତୁର୍ଦ୍ଧାମୂର୍ତ୍ତି…

Read More

୬୨ ପ୍ରତିଶତ ଝିଅ ନିଜ ବାହାଘରର ଖର୍ଚ୍ଚ ନିଜେ ଉଠାଇବାକୁ ଚାହୁଁଥିବା ବେଳେ ,ଜାଣନ୍ତୁ କ’ଣ ରହିଛି ପୁଅଙ୍କ ପ୍ରତିଶତ …

ଆଗକୁ ଆସୁଛି ବାହାଘର ସିଜିନ । କିନ୍ତୁ ଏହି ବାହାଘର ଋତୁ ପୂର୍ବରୁ ଏମିତି ଏକ ତଥ୍ୟ ଆସିଛି ଯାହାକୁ ଦେଖିଲେ ସବୁ ବାପା – ମା ଖୁସି ହୋଇଯିବେ । ଇଣ୍ଡୋଆଲେଣ୍ଡସର ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଦେଶର ୪୨ ପ୍ରତିଶତ ପିଲା ସେମାନଙ୍କର ବିବାହର ଖର୍ଚ୍ଚ ସେମାନେ ନିଜେ ଉଠାଇ ବାକୁ ଚାହୁଁଛନ୍ତି । ତେବେ ଆମେ ସମସ୍ତେ ଜାଣିଛେ ଯେ ପୁଅ ମାନଙ୍କ ବିବାହ ଠାରୁ ଝିଅ…

Read More

ବଢ଼ିଲା କ୍ଷୀର ଦର, ଗ୍ରାହକଙ୍କ ପାଇଁ ଅତିରିକ୍ତ ବୋଝ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଙ୍ଘ (ଓମଫେଡ଼) ସମସ୍ତ ପ୍ରକାରର କ୍ଷୀର ପ୍ୟାକେଟର ମୂଲ୍ୟ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ। ନୂଆ ମୂଲ୍ୟ ଅନୁସାରେ : ଟୋନଡ ମିଲ୍କ: ୫୦ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ପ୍ରିମିୟମ୍ ମିଲ୍କ: ୫୪ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ଗୋଲ୍ଡ ମିଲ୍କ: ୫୬ ଟଙ୍କା/ଲିଟର (୪ ଟଙ୍କା ବୃଦ୍ଧି) । ବିଗତ ୧ ଅପ୍ରେଲ ୨୦୨୩…

Read More

ଏହି ଦିନ ହେବ ଏସିଆ କପରେ ଇଂଣ୍ଡିଆ – ପାକିସ୍ତାନ ମହାମୁକାବିଲା ଜାଣନ୍ତୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ତେବେ ଖେଳସୂଚୀ ଅନୁସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ । ଏପରି ପରିସ୍ଥିତିରେ ଯଦି ଭାରତ ଓ ପାକିସ୍ଥାନ ଭଲ ପ୍ରଦର୍ଶନ କରନ୍ତି ତେବେ ପୁଣି ୧୦ତାରିଖରେ ଏହି ଚିର ପ୍ରତିଦ୍ବନ୍ଦିଙ୍କୁ ସାମ୍ନାସାମ୍ନି ହେବାର ଦେଖିବାକୁ ମିଳିବ । ଏନେଇ କ୍ରିକ୍ଇନଫୋ ୱେବ୍ ସାଇଟରୁ ଏହି ସୂଚନା ମିଳିଛି…

Read More

ଓଡ଼ିଶା ଗସ୍ତରେ ବିଶ୍ୱଶର୍ମା,୮ ସ୍ଥାନରେ କରିବେ ପ୍ରଚାର…

ଭୁବନେଶ୍ଵର: ଶେଷ ପର୍ଯ୍ୟାୟ ନିର୍ବାଚନରେ ଯୋର ଲଗେଇବା ପାଇଁ ରାଜ୍ୟରେ ହେବିୱେଟ ନେତାଙ୍କ ଗହଳ ଚହଳ ଲାଗିଛି  ।ପ୍ରାୟ ୯୦ ପ୍ରତିଶତ ମତଦାନ ଶେଷ ହୋଇଥିବା ବେଳେ ଆଉ ମାତ୍ର ୧୦ ପ୍ରତିଶତ ଭୋଟ ଜୁନ ୧ ରେ  ଗ୍ରହଣ କରାଯିବ । ସେଥିପାଇଁ ମୈଦାନରେ  ନେତା ଏବଂ ତାଙ୍କ ପାଇଁ କ୍ୟାମ୍ପେନର ମଙ୍ଗ ଧରିଛନ୍ତି ଷ୍ଟାର୍‌ ପ୍ରଚାରକ। ଓଡିଶାରେ ବିଜେପିର ଟପ୍ କେନ୍ଦ୍ରୀୟ ନେତା ଡେରା ଦେଇଥିବା ବେଳେ  ଆଜିଠୁ ପୁଣିଥରେ ଦୁଇ ଦିନିଆ ଓଡିଶା…

Read More

ରାଜନୈତିକ ଦିଗକୁ ଲକ୍ଷ୍ୟ ରଖି ଦୁଇହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରାଯାଇଛି, ଆମେରିକୀୟ ସ୍ତମ୍ଭକାରଙ୍କ ମତ

ଭୁବନେଶ୍ୱର :ଦୁର୍ନୀତି ରୋକିବା ପାଇଁ ନୁହେଁ, ରାଜନୈତିକ କାରଣ ପାଇଁ ଭାରତରେ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯାଇଛି l ଏ କଥା ଆମେରିକୀୟ ଆର୍ଥିକ ସଂସ୍ଥା ଜେଫେରିଜ୍‌ର ଇକ୍ବିଟି ରଣନୀତି ମୁଖ୍ୟ କ୍ରିସ୍‌ ଉଡ୍‌ କହିବା ସହ ଏହି ଆର୍ଥିକ ନିଷ୍ପତ୍ତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସେ ନିଜର ସାପ୍ତାହିକ ନିଉଜ୍‌ଲେଟର ‘ଗ୍ରିଡ୍‌ ଆଣ୍ଡ୍‌ ଫିୟର’ରେ ସେ ଲେଖିଛନ୍ତି ଯେ, ଭାରତରେ ବିରୋଧୀ ଦଳଙ୍କ ପାଣ୍ଠି କାର୍ଯ୍ୟକଳାପକୁ ରୋକିବା ଲାଗି ଏହା ଏକ ପଦକ୍ଷେପ ହୋଇଥାଇପାରେ।…

Read More

୧୦ ବର୍ଷ ପରେ ଜମ୍ମୁ – କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା । ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓମାରଙ୍କ ସହ ନେସନାଲ କନ୍‌ଫରେନ୍ସ ନେତା ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସତୀଶ…

Read More