ମଧ୍ୟପ୍ରଦେଶରେ କଂଗ୍ରେସ କରିବ ସରକାର, ଆସିଲା ସର୍ଭେକ୍ଷଣ ରିପୋର୍ଟ

ଭୋପାଳ:  ଆଉ ମାତ୍ର ନବେ ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ଭାରତର ଏହି ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସେଠାରେ ବିଜେପି ଶାସନ କରୁଛି। ବିଜେପି ନେତା ଶିବରାଜ ସିଂଚୌହାନ ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି। ହେଲେ ଗତଥର ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିବା ସହ ସରକାର କରିଥିଲା। ମାତ୍ର କରୋନା ସମୟରେ  ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବାକୁ କମଲନାଥଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଥିଲା।…

Read More

ବିଜେଡିର ଦରବୃଦ୍ଧି ଆନ୍ଦୋଳନ ଖବରକୁ ଧୋଇଦେବ କି ପ୍ରବାସୀ ଭାରତୀୟ ଦିବସ ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ଏହି କ୍ରମରେ ପ୍ରତି ଦଳ ନିଜ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଶାସକ ବିଜେପି ଦଳର ସାଙ୍ଗଠନିକ ନିର୍ବାଚନ ଜାରି ରହିଛି। କିଛି ସପ୍ତାହ ପରେ ବିଜେପି ନୂଆ ରାଜ୍ୟ ସଭାପତି ପାଇବ। ଜାତୀୟସ୍ତରରେ ମଧ୍ୟ ବିଜେପି ନୂଆ ସଭାପତି ପାଇବ। ସେହିପରି ରାଜ୍ୟର ନୂଆ ସରକାର ପ୍ରବାସୀ ଭାରତୀୟ ଦିବସ ପାଳନ କରିବାକୁ ଲାଗୁଛି। ଏସବୁ ପରେ ଏ ବର୍ଷର ସବୁଠୁ ବଡ଼ ରାଜନୈତିକ…

Read More

କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ…

Read More

ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ …

ଭୁବନେଶ୍ବର ; ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ସାଢେ ୧୦ଟାରେ ପ୍ରାକାଶ ପାଇବ ଫଳ ।ସେହିପରି ୧୧;୩୦  ସୁଦ୍ଧା bseodisha.ac.in  ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ।  ୫୬୭୬୭୫୦ ଏସଏମଏସ ଦ୍ବାରା ମଧ୍ୟ ଛାତ୍ର-ଛାତ୍ରୀ ନିଜର ଫଳ ପାଇପାରିବେ ।  ପ୍ରେସମିଟ୍ ଜରିଆରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଦେଇଛନ୍ତି । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକସଙ୍ଗେ ପ୍ରକାଶ ପାଇବ । ଫଳ ପ୍ରକାଶ…

Read More

Chandrayaan-3 ପରେ ଗଗନାଯାନ ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତ କରିବ ସିଟିଟିସି

ଭୁବନେଶ୍ୱର : ଚନ୍ଦ୍ରଯାନ-୩ର ସଫଳତାର ଶ୍ରେୟ କିଛି ମାତ୍ରାରେ ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଯାଉଛି। ରାଜଧାନୀରେ ଥିବା ଏହି ଅନୁଷ୍ଠାନ ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ସମୟରେ ଡେନମାର୍କ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ତତ୍କାଳୀନ କଟକ ଏମପି ତଥା ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନାଙ୍କ ପ୍ରସ୍ତାବ କ୍ରମେ ଏହାକୁ ବିକଶିତ କରାଯାଇଥିଲା।…

Read More

ଉପ-ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ଏକ ଚିଠି ଲେଖି ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଏବଂସମ୍ବିଧାନର ଧାରା ୬୭ (ଏ) ଆଧାରରେ ତାଙ୍କ ଇସ୍ତଫାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ମଧ୍ୟ ଅନୁରୋଧ କରିଛନ୍ତି।୨୦୨୨ ମସିହାରେ ସେ ୧୪ତମ ଉପ-ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୨୦୨୨ ମସିହା ୬ ଅଗଷ୍ଟରେ ଅନୁଷ୍ଠିତ ଉପରାଷ୍ଟ୍ରପତି…

Read More

ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି,କାଳବୈଶାଖୀ ନେଈ ଆଶଙ୍କା

ପଙ୍ଖା କାମ କରିବା ବନ୍ଦ କରିଦେଲାଣି । ଦେହରୁ ବାହାରୁଛି ଗମ୍ ଗମ୍ ଝାଳ । ବିନା ଏସିରେ ଶୋଇବା ହୋଇପଡିଛି କଷ୍ଟ ସାଧ୍ୟ । ନା ବାହାରକୁ ବାହାରିବା ପାଇଁ ଇଛା ହେଉଛି ନା ଘରେ ଶାନ୍ତିରେ ରହିହେଉଛି । ଦିନ କୁ ଦିନ ତାତି ବଢ଼ି ବଢ଼ି ଚାଲିଛି। ମାର୍ଚ୍ଚ ମାସର ଗରମକୁ ଅନୁଭବ କରି ଆଗକୁ ସାରା ରାଜ୍ୟରେ ହେବାକୁ ଥିବା ନିଆଁ ବର୍ଷା କଥା ଅନୁମାନ କରାଯାଉଛି । ମଝିରେ ୨…

Read More

 ଭୁଲି ଗଲେ କି ମୁଖ୍ୟମନ୍ତ୍ରୀ । ସାମାଜିକ ଓ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ କେବେ ସାର୍ବଜନୀନ କରିବେ !!!

ଭୁବନେଶ୍ୱର : ବିଜୁ ଜନତା ଦଳ। ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହି ସବୁ କେତୋଟି ବାକ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥାଆନ୍ତି। ହେଲେ ସେହି ପରିବାର ଅଧା ଲୋକଙ୍କ କଥା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ଭୁଲି ଯାଇଛନ୍ତି। କରୋନା ଆରମ୍ଭ ହେବା ସମୟରେ ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ଗୃହୀତ କରାଗଲା। ଏହି ସଂକଳ୍ପ…

Read More

ମୋଦିଙ୍କ ସହ ରାଜନୈତିକ ଆଲୋଚନା ହୋଇନି ବୋଲି କହିଲେ ନବୀନ

ଭୁବନେଶ୍ୱର,୧୧/୬ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବା ଦିନଠାରୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗତିବିଧି ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଆନୁଷ୍ଠାନିକ ଭାବେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ଯାହା ମନ୍ତବ୍ୟ ଦିଆଯାଉଛି, ତାହା ଉପରେ ସନ୍ଦେହ ପ୍ରକାଶ ପାଉଛି। ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ 4ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଭେଟ-ଘାଟ ପରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବୈଠକରେ କୌଣସି…

Read More

ଏହି ତିନି ଯୁବତୀଙ୍କ ପ୍ରଦର୍ଶନ ଉପରେ ରହିବ ସଭିଙ୍କ ନଜର….

 ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ଯୁବ ଚେହେରାଙ୍କ ଉପରେ ଟିକେ ବେଶୀ ନଜର ରହିବ। ପୂର୍ବାପେକ୍ଷା ଦଳ ଗୁଡ଼ିକ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତିନି ଉଚ୍ଚ ଶିକ୍ଷିତା ମହିଳା ପ୍ରଥମ ଥର ପାଇଁ ନିର୍ବାଚନ ଲଢିପାରନ୍ତି। ଏହି ତିନି ଜଣେ ହେଲେ ନବରଙ୍ଗପୁର ଡାବୁ ଗାଁର ଡାକ୍ତର ଲିପିକା ମାଝୀ…

Read More