ଏକନାଥଙ୍କୁ ପାନେ ଦେବା ପାଇଁ ଅଜିତଙ୍କୁ ବିଜେପି ନେଇଛି : ସଞ୍ଜୟ ରାଓ୍ୱତ

ମୁମ୍ବାଇ : ମୂଳ ଶିବସେନାକୁ ଧୋକ୍କା ଦେଇ ବିଜେପି ସହ ହାତମିଳାଇଥିବା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ପଦରୁ ବିଦା ହେବେ। ତେଣୁ ବିଜେପିକୁ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ଗତକାଲି କିଛି ବିଧାୟକଙ୍କୁ ନେଇ ଯାଇଥିବା ‘ଏନ୍‌ସିପି’  ବିଧାୟକ ଦଳ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୋମବାର ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଖୁବ୍ ଶୀଘ୍ର ବାଚସ୍ପତିଙ୍କ ସାହାଯ୍ୟ ନେଉ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…

Read More

ସୁଟିଂ ବିଶ୍ବକପ(ଆଇଏସଏସଏଫ୍)ରେ ଭରତୀୟ ଯୋଡିଙ୍କୁ ସ୍ବର୍ଣ୍ଣ

ବକୁ: ଭାରତୀୟ ଯୋଡ଼ି ଦିବ୍ୟା ସୁବାରାଜୁ ଥାଡ଼ିଗୋଲ ଓ ସରବଜୋତ ସିଂହ ଆଜରବୈଜାନର ବକୁରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ଭାରତ ପାଇଁ ଆଣିଛନ୍ତି  ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍‌ ଇଭେଣ୍ଟ୍‌ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସର୍ବିଆର ଜୋରାନା ଅରୁନୋଭିକ ଓ ଡାମିର ମିକେକଙ୍କୁ ହରାଇ ଏହି ପଦକ ହାତେଉଛନ୍ତି  । ଦିବ୍ୟା ଓ ସରବଜୋତ ୫୫ ଦଳୀୟ ଯୋଗ୍ୟତା ରାଉଣ୍ଡରେ ୫୮୧ ପଏଣ୍ଟ ସହ ‌ପଦକ…

Read More

ମୋଦିଙ୍କ ବନ୍ଧୁ ଅଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେଲେ ମୋହନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ଇକ୍ୱିଟି ସେୟାର ଅଦାନି ଗ୍ରୁପକୁ ହସ୍ତାନ୍ତର ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ୍)କୁ ୯୫% ଇକ୍ୱିଟି ସେୟାର ସାରପୁରଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏମ୍ଏଲ୍)ରୁ ୫୬% ଏବଂ ଓଡ଼ିଶା…

Read More

ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର…ଜଣାପଡିବ..

ଭୁବନେଶ୍ୱର : ରାତି ପାହିଲେ ଇଭିଏମ୍ ପେଡି ଖୋଲିବ। ପୋଷ୍ଟାଲ ବାଲଟରେ ଭୋଟ୍ ଗଣତି ହେବ। ଦେଶ ତଥା ଓଡ଼ିଶାର ଶାସନ ଭାର କାହାକୁ ମିଳିବ, ତାହା ସ୍ପଷ୍ଟ ହେବ। ମଙ୍ଗଳବାର ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ମତଦାନ ସମ୍ପର୍କିତ ପରିସଂଖ୍ୟନ ସାର୍ବଜନୀନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ,  ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ…

Read More

ଅଙ୍ଗନବାଡ଼ିରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି କରିବେ ଆବେଦନ …

ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି  ସରକାର  । ଅଙ୍ଗନବାଡ଼ିରେ ଚାକିରି କରିବାକୁ ଥିବା ଆଶାୟୀ ପ୍ରାର୍ଥୀମାନେ ବର୍ତ୍ତମାନ ଏଥିପାଇଁ ଆବେଦନ କରିପାରିବେ । ମିଳିଥିବା ସୂଚନା ଅନୁସାରେ ଉଭୟ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ଚାକିରିର ସୁଯୋଗ ମିଳିବ । ତେବେ ଏହି ନିଯୁକ୍ତୁ ପାଇଁ ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ…

Read More

“ଭାରତ ଏକ ମହାଶକ୍ତି କି ନାହିଁ ମୋତେ ଫରକ ପଡ଼େନି” ; ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଥରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କଡ଼ା ସମାଲୋଚନା କରାଯାଇଛି। ଭାରତ ସମ୍ପର୍କରେ ସେ ଦେଇଥିବା ମନ୍ତବ୍ୟକୁ ଲୋକମାନେ ନାପସନ୍ଦ କରିଥିବା ବେଳେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି। ରାଜନ କହିଥିଲେ ଯେ ଭାରତ ଏକ ମହାଶକ୍ତି ନା ନାହିଁ ମୋତେ କିଛି ଫରକ ପଡ଼େନି। ମୋ ପାଇଁ ତାହା ଏକ ବିଷୟ ନୁହେଁ। ‌ଜାତିର ପିତା ମହାତ୍ମା ଗାନ୍ଧି ଚାହୁଥିଲେ ପ୍ରତି ଭାରତୀୟ ଖୁସିରେ…

Read More

ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ  କଣ କହିଲେ ଜୟରାମ ରମେଶ, ଅମର ପଟ୍ଟନାୟକ ଓ ସୁଜିତ୍ କୁମାର

ଭୁବନେଶ୍ୱର :  ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ଭି.କେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ବିଭିନ୍ନ ବୟାନ ବାଜି ଆରମ୍ଭ ହୋଇଛି। ରାଜ୍ୟସ୍ତରରୁ ଆରମ୍ଭ କରି ଜାତୀୟସ୍ତରୀୟ ବିଭିନ୍ନ ନେତା ଏନେଇ ମତ ରଖିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ। ସେ ନବୀନଙ୍କୁ ବହୁତ ଭଲ ଭାବରେ ସାହାଯ୍ୟ କରିଛନ୍ତି। ଛାୟା ରହୁଥିବା ବ୍ୟକ୍ତି ସାମନାକୁ…

Read More

ମୋହନ ସରକାରଙ୍କ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ …

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ୨୪ବର୍ଷର ବିଜେଡି ସରକାରର ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦ କରିଥିବା ମୋହନ ସରକାର ସେଗୁଡ଼ିକର ନାଁ ପରିବର୍ତ୍ତନ କରିଛନ୍ତି । ଅଧିକାଂଶ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ବିଜେଡି…

Read More

ୱାଟ୍ସଆପ୍ ପରି ଟ୍ବିଟରରେ ମିଳିବ ଭିଡିଓ ଓ ଅଡିଓ କଲିଂ ସୁବିଧା

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ଟ୍ବିଟର୍‌ରେ ଖୁବ୍‌ଶୀଘ୍ର ଭଏସ୍‌ ଓ ଭିଡିଓ କଲ୍‌ କରିବା ସୁବିଧା ମିଳିବା ନେଇ ମସ୍କ କହିଛନ୍ତି । ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ମସ୍କ ଏଥର ବ୍ୟବହାରକାରୀମାନଙ୍କୁ କଲିଂ ସୁବିଧା ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ହ୍ବାଟସ୍‌ଆପ୍‌ରେ କଲ୍ କରୁଥିବା ଭଳି ଟ୍ବିଟର୍‌ ଆପ୍‌ରେ ଭଏସ୍ ଓ ଭିଡିଓ କଲ୍ କରିପାରି‌ବେ। ବ୍ୟବହାରକାରୀମାନେ…

Read More

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ୟ ମ୍ୟାଚ୍ ଜାଣନ୍ତୁ କେମିତି ଖେଳିବ ପିଚ୍

ଆଜି ତୃତୀୟ ଟି -୨୦  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ | ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ରାତି ୮.୩୦ ରେ ଆରମ୍ଭ ହେବ | ମ୍ୟାଚର ଟସ୍ ୮ଟା ସମୟରେ ହେବ | ଚାରୋଟି ମ୍ୟାଚ୍ ର ଏହି ସିରିଜ୍ ୧-୧ ରେ ସମାନ ରହିଛି  | ଏଭଳି ପରିସ୍ଥିତିରେ ଆଜିର ବିଜୟୀ ଦଳ ସିରିଜର ପରାଜୟକୁ ଏଡେଇବାରେ ସଫଳ ହେବ…

Read More