Headlines

ସାକ୍ଷୀ ମଲ୍ଲିକ ପ୍ରସଙ୍ଗରେ ବିଜେପିକୁ ଘେରିଲା କଂଗ୍ରେସ …

ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ସହଯୋଗୀ ସଞ୍ଜୟ ସିଂହ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନରେ ବିଜୟୀ ହେବା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ସାକ୍ଷୀ ମଲିକଙ୍କ ପରେ ଏବେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଶୁକ୍ରବାର କ୍ୟାମେରା ଆଗରେ କାନ୍ଦିବାର ଦେଖା ଦେଇଥିଲେ । ଯୌନ ନିର୍ଯାତନା ଅଭିଯୋଗରେ ପୂର୍ବତନ କୁସ୍ତି ସଂସ୍ଥାର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ୍…

Read More

ଗ୍ରୀଷ୍ମ ପ୍ରବାହର ପ୍ରତିଯୋଗିତାରେ ଆଜି ଝାରସୁଗୁଡା ପ୍ରଥମ …

ଭୁବନେଶ୍ଵର;ଅସମ୍ଭାଳ ତାତିକୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଘରେ ବାହାରେ ତାଣ୍ଡବ ରଚୁଛି ଗ୍ରୀଷ୍ମ ପ୍ରବାହ। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପଙ୍ଖାରୁ ବାହାରୁଛି ତତଲା ପବନ । ଦିନକୁ ଦିନ ଗରମ ବଢ଼ି ଚାଲିଥିବା ବେଳେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଛୁଇଁଥିଲା । ସେଥିମଧ୍ୟରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା । ଅନୁଗୁଳରେ ସର୍ବାଧିକ ୪୪.୬ ଡିଗ୍ରୀ ଥିବା ନେଇ ରେକର୍ଡ ହୋଇଥିବା ବେଳେ…

Read More

ଆମେରିକାରେ ଚାଲିବନି ଆଉ ‘ଟିିକଟକ୍’

ପୂର୍ବରୁ  ଭାରତ ଓ ନେପାଳ ସରକାର ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ । ଏବେ ଆମେରିକାରେ ବି ଏହି ଆପ୍‌ ବ୍ୟାନ୍‌ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍‌ ମିଡିଆ ଆପ୍‌କୁ ବ୍ୟାନ୍‌ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ । ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଦେଖା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ…

Read More

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଗାଭାସ୍କର

ନୂଆଦିଲ୍ଲୀ;ଆସନ୍ତା ମାସରେ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୨ ଟି ଟେଷ୍ଟ ପାଇଁ ଭରତୀୟ ଦଳ ଚୟନ ସରିଛି। ତେବେ ଏହାରି ଭିତର ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଚେତେଶ୍ୱର ପୂଜାରାଙ୍କୁ ଦଳରେ ଚୟନ ନକରିବା ଏବଂ ସରଫରାଜ ଖାନଙ୍କୁ ଅଣଦେଖା କରିବା ପ୍ରସଙ୍ଗକୁ ନେଇ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି।ସରଫରାଜଙ୍କ ଚୟନ ନହେବା ବିଷୟରେ ଉଲ୍ଲେଖ କରି ଗାଭାସ୍କର କହିଛନ୍ତି ଚୟନକର୍ତ୍ତା ମାନେ ରଣଜୀରେ ଖେଳାଳିଙ୍କ ରେକର୍ଡକୁ ଧ୍ୟାନ ଦେବା ପରିବର୍ତ୍ତେ ଆଇପିଏଲ ରେକର୍ଡ ଦେଖି ଚୟନ…

Read More

ଉତ୍ତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଆଢୁଆଳ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ ହେବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ ହେବ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ମନ୍ଦିର…

Read More

ନୂଆ ଆଞ୍ଚଳିକ ଦଳ ପାଇଁ ବାଟ ଫିଟୁଛି କି !!! ସହଯୋଗୀ ଦଳ ପାଇଁ ୩ ଲୋକସଭା , ୪୨ ବିଧାନସଭା ଆସନ ଛାଡିପାରେ ବିଜେପି

ଭୁବନେଶ୍ୱର : ବିଜେଡ଼ି ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁହଁ ଖୋଲି ଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଫୋରମ୍ ଜରିଆରେ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଏଥିସହ ସେ ଜଡିତ ଥିବା ସଂସ୍ଥା ଉପରେ ଚଢଉ ମଧ୍ୟ କରାଯାଇଛି। ମାତ୍ର କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। କେହି କେହି ଏହାକୁ ଝଡ଼ ପୂର୍ବର ନୀରବତା ବୋଲି ମତ ଦେଲେଣି।ବିଜେଡି ପ୍ରାଥମିକ ଭାବେ ବିଜେପି…

Read More

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ କେବଳ ମୁଖ୍ୟମନ୍ତ୍ରୀ ପଦ ଉପରେ ତାଙ୍କର ରହିଛି ନଜର …

ଭୁବନେଶ୍ଵର; ଆଜି ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଓଡ଼ିଶା ମୋର କର୍ମଭୂମି। ମୋ ପୁଅ ଓ ଝିଅଙ୍କ ମାତୃଭାଷା ଓଡ଼ିଆ।  ଓଡ଼ିଶାବାସୀଙ୍କଠୁ ସ୍ନେହ ଓ ପ୍ରଚୁର ଭଲ ପାଇବା ପାଇଛି। ମୁଁ, ମୋ କର୍ମଭୂମିକୁ କେବେ ଛାଡ଼ିପାରିବିନି। ଆସନ୍ତାକାଲି ମହାପ୍ରଭୁ ଯାହା ଚାହିଁବେ ତାହା ହେବ। ଏହାବ୍ୟତୀତ ସେ ଏହି ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି। ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ବିଜେପିର, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। ।…

Read More

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ଦୁଇ ଚକିଆ ଯାନର ବିକ୍ରି

ନୂଆଦିଲ୍ଲୀ: ବଢିଛି ୨ ଚକିଆ ଯାନର ବିକ୍ରି । ପୂର୍ବ ବର୍ଷ ଅବା  ୨୦୨୨ ମେ’ ତୁଳନାରେ ଚଳିତ ବର୍ଷର ମେ’ ରେ ବୃଦ୍ଧି ପାଇଛି ୨ ଚକିଆ ଯାନର ବିକ୍ରି । ଯାହାକି ୯.୨୩ ପ୍ରତିଶତ ବୃଦ୍ଧି ପାଇଛି। 2022 ମେ’ ରେ ୧୩ ଲକ୍ଷ ୬୫ ହଜାର ୯୨୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମେ’ରେ ୧୪ ଲକ୍ଷ ୯୩ ହଜାର ୨୩୪ ଟି ଦୁଇ ଚକିଆ ଯାନର ବିକ୍ରି ହୋଇଛି।ହିରେ…

Read More

ବିଜେଡ଼ିକୁ ଭାଙ୍ଗି ଦେବାକୁ ଭୟଙ୍କର ଷଡ଼ଯନ୍ତ୍ର, ଅପରେସନ ଲୋଟସକୁ ରୂପ ଦେବେ ଏହି ୩ ନେତା

ବଡ଼ ଭୂମିକାରେ ବୈଜୟନ୍ତଗୋଟିଏ ଗୁଳିରେ କରିବେ ଦୁଇ ଶିକାରନବୀନଙ୍କୁ ଧରାଶାୟୀ ସହ ବିଜେପିର ଏକ ନିର୍ଦ୍ଧିଷ୍ଟ ନେତାଙ୍କୁ ଏକ ଘରିକିଆ କରିବାକୁ ଉଦ୍ୟମଭୁବନେଶ୍ୱର- ବିଜୁ ଜନତା ଦଳ (ବିଜେଡି)କୁ ଭାଙ୍ଗି ଦିଆଯିବ। ଏହି କାର୍ଯ୍ୟ କେନ୍ଦ୍ରୀୟ ବିଜେପି ନେତୃତ୍ୱର ତତ୍ତ୍ୱାବଧାନରେ ଅତ୍ୟନ୍ତ ସତର୍କତାର ସହ କରାଯିବ। ନୂଆଦିଲ୍ଲୀରୁ ଏହାକୁ ନିୟନ୍ତ୍ରଣ କରିବେ ଗୃହ ମନ୍ତ୍ରୀ ଅମିତ ଶାହା। ସହାୟତା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)। ଓଡ଼ିଶାରେ ଏହି ଅପରେସନକୁ ଚୂଡାନ୍ତ ରୂପ ଦେବେ କେନ୍ଦ୍ରାପଡ଼ା ବିଜେପି…

Read More

ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରିବାକୁ ପ୍ରସ୍ତାବ

ଭୁବନେଶ୍ଵର; ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯାଇ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା। ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଛି । ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ…

Read More