ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଦୋକାନୀକୁ ସ୍ଥାୟୀ ଜମି କେବେ…

ଭୁବନେଶ୍ୱର : କିଛି ଦିନ ତଳେ ଶହୀଦ ନଗର ହାଟ ପାଇଁ ରାଜ୍ୟ ସରକାର ଜମି ମଞ୍ଜୁର କରିଛନ୍ତି। ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ମାତ୍ର ବହୁଚର୍ଚ୍ଚିତ ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ଏଯାଏଁ ସରକାର ଚୁପ୍ ରହିଛନ୍ତି। ଶହୀଦ ନଗର ମୂଳ ହାଟ ଉଚ୍ଛେଦ ପରେ ଏକ ଅସ୍ଥାୟୀ ସ୍ଥାନରେ ଦୋକାନୀ ମାନଙ୍କୁ ପୂର୍ବରୁ ଥଇଥାନ କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ସ୍ଥାୟୀ ଜମି ମିଳିସାରିଛି। ହେଲେ ଝାରପଡ଼ାରେ ପୂର୍ବ…

Read More

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣାକୁ ନେଇ ଘଣ୍ଟା ବାକି

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ପୁର୍ନବାର କର୍ନାଟକର ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଦଳର 70 ପ୍ରତିଶତ ବିଧାୟକ ସିଦ୍ଧରାମାୟଙ୍କ ସପକ୍ଷରେ ମତ ରଖିଛନ୍ତି। ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଦଳର 3 ପର୍ଯ୍ୟବେକ୍ଷକ ଜଣାଇସାରିଛନ୍ତି। ଏପରିକି ଡିକେ ଶିବକୁମାରଙ୍କୁ କିଛିବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସିଦ୍ଧରାମାୟା ସମ୍ମତି ପ୍ରକାଶ କରିଛନ୍ତି। କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସିଦ୍ଧରାମାୟା-ଡିକେ ଶିବକୁମାରଙ୍କୁ ଏକାଠି ଡାକି ଆଲୋଚନା କରିବାକୁ ନୂଆଦିଲ୍ଲୀ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁନ୍ୟ 3 ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ…

Read More

ଶପଥ ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ…

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ କିଷାନ ନିଧିରେ ଚାଷୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ନରେନ୍ଦ୍ର ମୋଦି। ୯.୩କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ହଜାର କୋଟି ଟଙ୍କା। ନିର୍ବାଚନ ବେଳେ  ପ୍ରତିଶ୍ରୁତି ଦେଇଥିଲେ ମୋଦି। ଏହାକୁ ପୂରଣ କରିବା ପାଇଁ ତୃତୀୟ ପାଳି ସରକାର ଆରମ୍ଭ ହେବା ସହ ଦାୟିତ୍ୱ ନେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି।…

Read More

ବିଜେଡ଼ିରେ ଯୋଗଦେଲେ ସିପିଆଇ ନେତା ଅବକାଶ ସାହୁ …

ନିର୍ବାଚନ ଯେତେ ପାଖେଇବାରେ ଲାଗିଛି ନେତା ମାନଙ୍କ ଦଳ ଡିଆଁ ସେତେ ବଢିବାରେ ଲାଗିଛି । ଏହି ଦିଗରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ବୌଦ୍ଧର ବରିଷ୍ଠ ସିପିଆଇ ନେତା ଅବକାଶ ସାହୁ । ୨୦୧୪ ନିର୍ବାଚନରେ ସେ ବୌଦ୍ଧରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ।ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଅବକାଶ ସାହୁ ଏବଂ ତାଙ୍କସହ ଆସିଥିବା ଶତାଧିକ ସିପିଆଇ ଓ କଂଗ୍ରେସ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…

Read More

ଇଂଲଣ୍ଡରେ ସମ୍ବଲପୁରୀ ଶାଢ଼ିର ଚର୍ଚ୍ଚା

ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ସମ୍ବଲପୁରୀ ଶାଢ଼ିକୁ ନେଇ ଚର୍ଚ୍ଚା। ଓଡ଼ିଆ ଝିଅ ୪୧ବର୍ଷୀୟା ମଧୁସ୍ମିତା ଜେନା ଦାସ ମାଞ୍ଚେଷ୍ଟର ମାରାଥନ୍‌ରେ ଅଂଶଗ୍ରହଣ କରିଥିଲା ।ଏହି ମାରାଥନରେ ସେ ଏକ ସମ୍ବଲପୁର ଶାଢି ପିନ୍ଧି ୪୨ କିଲୋମିଟରର ଦୂରତାକ ୪ ଘଣ୍ଟା ୫୦.ମିନିଟ୍ ସମୟ ନେଇ ଶେଷ କରିଥିଲେ। ତେବେ ଏହି ଶାଢ଼ି ତାଙ୍କ ପାଇଁ ଏକ ସ୍ମାରକୀ ଥିଲା ବୋଲି ମଧୁସ୍ମିତା କହିଛନ୍ତି । ମାରାଥନ ଦୌଡ଼ିବା ଏକ କଠିନ କାର୍ଯ୍ୟ ତା ପୁଣି…

Read More

ମନମୋହନଙ୍କୁ ବିଦେଶୀ କହି ଗୋଟିଏ ଗୁଳିରେ ଦୁଇଟି ଶୀକାର କଲେ ବ୍ୟୋମକେଶ(ବାପି)

ଭଦ୍ରକ : “ବିଦେଶୀ ହଟାଓ, ଚାନ୍ଦବାଲି ବଞ୍ଚାଅ”।  ଏହି ଟ୍ୟାଗ ସହ ହାତରେ ପ୍ଲାକାର୍ଡ ଧରି ଗତ ରବିବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାନ୍ଦବାଲି ବିଜୁ ଛାତ୍ର ଓ ଯୁବ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାର ଦୁଇଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସାମନାରେ ଜନ ଆକ୍ରୋଶ ସମାବେଶ ଓ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟର  ହୋଇଥିବା ଭଙ୍ଗାରୁଜା ଘଟଣାର…

Read More

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ୨୩୫ ରନରେ ରୋକିବାରେ ସଫଳ ହେଲା ଭାରତ

ମୁମ୍ବାଇ; ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇ  ପ୍ରଥମ ଇନିଂସରେ ୨୩୫ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି। ଭାରତୀୟ ଦଳ ପୂର୍ବରୁ ସିରିଜରେ ହାରି ସାରିଛି। ଏବେ ଏହି ମ୍ୟାଚ୍ ଜିତି ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରୁଛି| ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)…

Read More

ଦ୍ୱାଦଶ ଦିନରେ  ଆମ ଓଡ଼ିଶା ନବୀନ ଓଡ଼ିଶା, ସାମିଲ ହେଲା ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ପ୍ଲେ – ଅଫରେ ଗୁଜୁରାଟ ଟାଇଟନ୍ସର ସ୍ଥାନ ପକ୍କା

ଅହମଦାବାଦ,୮ା୫: ଆଇପିଏଲ୍‌-୨୦୨୩ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ସ୍ଥାନ  ସୁରକ୍ଷିତ କରିଛି ଗୁଜରାଟ ଟାଇଟନ୍ସ।ଗତକାଲି  ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫୬ ରନ୍‌ରେ ପରାସ୍ତ କରି ପ୍ଲେ ଅଫ ଦୈଡରେ ଆଗରେ ରହିଛି । ୧୧ଟି  ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ କରିଛି ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୨ ଉଇକେଟରେ ୨୨୭ର ବିଶାଳ ସ୍କୋର କରିଥିବା…

Read More

ଚିନ୍ତାରେ ବିଜେଡି-ପୂର୍ବ ନିର୍ବାଚନ ଅପେକ୍ଷା ନିଜକୁ ଦୁର୍ବଳ ମନେ କରୁଛନ୍ତି ଦଳ ପରିଚାଳକ

ଭୁବନେଶ୍ୱର : ରାଜନୀତି ଶତ ସମ୍ଭାବନାର ତୀର୍ଥକ୍ଷେତ୍ର। ଏହି ଉକ୍ତିଟି ଗତକାଲିର ନିର୍ବାଚନ ଫଳାଫଳ ପରେ ପୁଣି ପ୍ରମାଣିତ ହୋଇଛି। ନିର୍ବାଚନ ପୂର୍ବର ଅଙ୍କ କଷା, ନିର୍ବାଚନ ସମୟର ରଣନୀତି ଏବଂ ଭୋଟ ଗଣତି ଆକାଶ ପାତାଳ ଫରକ ହୋଇପାରେ। ଦୀର୍ଘଦିନ ଧରି ରହିଥିବା ଏକ ମତକୁ ଆସନ୍ନା ନିର୍ବାଚନ ପରିବେଶରେ କଠିନ ପରିଶ୍ରମ ଓ ଉପଯୁକ୍ତ ରଣନୀତି ଦ୍ୱାରା ବଦଳାଇ ଦିଆଯାଇପାରେ।  ରାଜସ୍ଥାନ ଓ ତେଲେଙ୍ଗାନାର ଫଳାଫଳ ସାଧାରଣ ଭାବେ ଦୃଶ୍ୟମାନ ହେଉଛି। ହେଲେ ଛତିଶଗଡ଼ର…

Read More