ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନରେ ଭାଙ୍ଗିଲାକି ସୂର୍ଯ୍ୟଙ୍କ ହୃଦୟ …

ମୁମ୍ବାଇ; ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ କୁ ଫେରିବା  ମୁମ୍ବାଇ ଇଣ୍ଡିଆନ୍ସ ଡ୍ରେସିଂ ରୁମରେ ଅଶାନ୍ତି ସୃଷ୍ଟି କରିପାରେ। ବାସ୍ତବରେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବାର ପରଦିନ ବା ଆଜି ସୂର୍ଯ୍ୟକୁମାର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭଙ୍ଗା ହୃଦୟର ଇମୋଜି ସେୟାର କରିଥିଲେ। ଯାହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ବିଭିନ୍ନ ଉପାୟରେ ସାମ୍ନାକୁ ଆସୁଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଆଉଟ୍ କରିବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଏକ…

Read More

ମୁମ୍ବାଇ ପାଇଁ ଆଉ ଖେଳିବେନି ରୋହିତ ଶର୍ମା ଜାଣନ୍ତୁ କାହିଁକି…

ଚଳିତ ବର୍ଷର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ କିଛି ଠିକ୍ ଚାଲିନାହିଁ। ଦଳ ମଧ୍ୟ ପ୍ଲେ ଅଫ୍ ରୁ ବାଦ୍ ପଡ଼ିଛି। ଅଧିନାୟକତ୍ୱ ପରିବର୍ତ୍ତନ ନିଷ୍ପତ୍ତିର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ସ୍ପଷ୍ଟ ଦେଖାଯାଉଛି | ଖବର ଅନୁଯାୟୀ, ଦଳ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ଏପରିକି ଦଳର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରସ୍ପରକୁ ସମ୍ମାନ ଦେଉ ନାହାଁନ୍ତି।ରୋହିତ ଏବଂ ହାର୍ଦ୍ଦିକଙ୍କୁ ପୁରା  ଆଇପିଏଲ୍ ସିଜନରେ ଏକାଠି ଅଭ୍ୟାସ…

Read More

ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ୍

ଭୁବନେଶ୍ୱର : ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍ ଆଉ ନିର୍ବାଚନ ଲଢିବେନି ବୋଲି ପୁଣି ସ୍ପଷ୍ଟ କରିଛନ୍ତି ସେ କହିଛନ୍ତି । ଗତ ନିର୍ବାଚନ ବେଳେ ଘୋଷଣା କରିଥିଲି “ବିଧାୟକ କିମ୍ବା ସାଂସଦ ପାଇଁ ଲଢ଼ିବି ନାହିଁ । ମୁଁ ସଙ୍ଗଠନରେ ସକ୍ରିୟ ରହିବି ଏବଂ ଏହାକୁ ସୁଦୃଢ଼ କରିବା ପାଇଁ କାମ କରିବି। ଯଦି ଦଳ ଇଚ୍ଛା କରେ, ତେବେ ମୁଁ ରାଜ୍ୟସଭାକୁ ଯିବି। ମୁଁ ଯୁବ…

Read More

ଜୟଦେବ ଭବନରେ ପୁନଃ ପ୍ରଦର୍ଶିତ ହେଲା ପ୍ରଥମ ଫିଚରେଟ୍ ‘ମାମୁ’ ଓ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’

ଭୁବନେଶ୍ୱର : ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ ଆଜି ମଧ୍ୟ ଅନେକ ଦର୍ଶକଙ୍କ ସ୍ମୃତିରେ ରହିଛି। ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ନିତାଇ ପାଲିତଙ୍କ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ନିର୍ମିତ ନବେ ମିନିଟ ଅବଧିର ‘ଉଷା’ ଯୌତୁକ ନିର୍ଯାତନା ଓ ସମାଜ ସଚେତନତାର ବାର୍ତା ବହନ କରେ। କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି ଏହାର ଗୀତ ଓ ସଂଗୀତ ଦାୟିତ୍ୱରେ ଥିଲେ। ଅଭିନୟ ମଧ୍ୟ କରିଥିଲେ। ‘ଉଷା’ ପୂର୍ବରୁ କଟକ ଦୂରଦର୍ଶନ…

Read More

ହାଇସ୍ପିଡ୍‌ ଇଭି ଚାହିଦା ଅଧିକ: ସାଢ଼େ ଆଠ ଲକ୍ଷ ଦୁଇଚକିଆ ଇଭି ବିକ୍ରି

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଗ୍ରହଣୀୟତା ବୃଦ୍ଧି ପାଉଛି। ଅଧିକରୁ ଅଧିକ ଲୋକ ଇଭି କିଣୁଥିବାରୁ ୨୦୨୨-୨୩ରେ ଦୁଇଚକିଆ ଇଭି ବିକ୍ରି ସାଢ଼େ ଆଠ ଲକ୍ଷ ପାଖାପାଖି ପହଞ୍ଚିଛି। ଏହି ୧୨ ମାସରେ ୮.୪୬ ଲକ୍ଷ ଦୁଇଚକିଆ ଇଭି ବିକ୍ରି ହୋଇଛି। ୨୦୨୧-୨୨ରେ ଦୁଇଚକିଆ ଇଭି ବିକ୍ରି ସଂଖ୍ୟା ୩ ଲକ୍ଷ ୨୭ ହଜାର ୯୦୦ ଥିଲା। ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘର ରିପୋର୍ଟ ଅନୁଯାୟୀ ହାଇସ୍ପିଡ୍ ଦୁଇଚକିଆ ଇଭି ଅଧିକ ଚାହିଦାରେ ରହିଛି। ୨୦୨୨-୨୩ରେ…

Read More

ଭାରତର ଏହି ଗୋଟିଏ ଭୁଲ ପାଇଁ ଏବେ ଖୁସିରେ କଙ୍ଗାରୁ ବୋଲର

ପର୍ଥ:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ ରୁ ଆରମ୍ଭ ହେବ ।ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ। ଏଥର ଟିମ୍ ଇଣ୍ଡିଆ ଏହି ସିରିଜ୍ ପାଇଁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଚୟନ କରି ନାହିଁ। ପୂଜାରାଙ୍କୁ ଟିମ୍ ଇଣ୍ଡିଆରୁ ବାହାରିବା ପରେ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ବହୁତ ଖୁସି ପ୍ରକାଶ କରିଛନ୍ତି। ହାଜଲେଉଡ୍ ନିଜର ଖୁସି ବ୍ୟକ୍ତ କରିଛନ୍ତି ପୂଜାରା ତାଙ୍କୁ ଏବଂ ଅଷ୍ଟ୍ରେଲିଆ…

Read More

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

ଭୁବନେଶ୍ୱର; ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ…

Read More

ବିଜେଡ଼ି ଗୋଷ୍ଠୀ ବିବାଦକୁ ରୋକି ପାରିବ ନୂଆଁ ମୁହଁ : ଚର୍ଚ୍ଚାରେ ଚନ୍ଦ୍ରଲେଖା

ସମ୍ୱଲପୁର, ୨୨।୨: ସମ୍ୱଲପୁର ଜିଲ୍ଲାରେ ୪ଟି ବିଧାନସଭା ରହିଛି । ସେଥି ମଧ୍ୟରୁ ସମ୍ୱଲପୁର ବିଧାନସଭା  ବେଶ ଗୁରୁତ୍ୱପୂର୍ଣ୍ଣ। ବିଶେଷ ଭାବେ ଶିକ୍ଷିତ ଭୋଟର ଏହି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏଥିସହ ଏହି ଆସନରେ ଲଢେଇ ମଧ୍ୟ ଘମାଘୋଟ ହୋଇଥାଏ । ତେଣୁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଚୟନ ବୁଝି ବିଚାରି କରନ୍ତି । ବିଶେଷ ଭାବେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ସମସ୍ତେ ଗୁରୁତ୍ଵ ଦେଇ ଆସିଛନ୍ତି…

Read More

ଫେରିଲେ ନବୀନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ପହଁଞ୍ଚିଛନ୍ତି। କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସର ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ଗତ ଜୁନ୍ ୨୦ ରେ ନବୀନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଏହି ୨୧ ଦିନ ହେଉଛି ନବୀନଙ୍କ ରାଜ୍ୟ ରାଜଧାନୀରୁ ଦୂରରେ ରହିବାର ସବୁଠାରୁ ଲମ୍ବା ସମୟ। ଉପାଧ୍ୟକ୍ଷ…

Read More

ଉନ୍ନତଧରଣର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍ ର ସଫଳ ପରୀକ୍ଷଣ

ବାଲେଶ୍ୱର : ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି ପ୍ରାଇମ୍‌” କୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଓଡିଶା ଉପକୂଳବର୍ତ୍ତୀ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫତଳାର ସହ ଉଡାଣ-ପରୀକ୍ଷଣ କରାଯାଇଛି । ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା । କ୍ଷେପଣାସ୍ତ୍ରର ତିନିଟି ସଫଳ ବୈଧ ପରୀକ୍ଷଣ ପରେ ବ୍ୟବହାରକାରୀଙ୍କ ଦ୍ୱାରା ଆୟୋଜିତ ପ୍ରଥମ ପ୍ରି-ଇଣ୍ଡକ୍ସନ ରାତ୍ରୀକାଳୀନ ଉତ୍‍କ୍ଷେପଣ ଥିଲା । ରାଡାର, ଟେଲିମେଟ୍ରି…

Read More