ଆଜି ସମ୍ୱଲପୁର ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା…

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଅମିତ୍। ସୂଚନା ଅନୁଯାୟୀ, ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମା ସମଲେଇଙ୍କ ମନ୍ଦିର ଯାଇକୁ ପୂଜାର୍ଚ୍ଚନା କରିବେ। ଏହପରେ ସେଠାରୁ ସେ ପିଏଚଡି ପଡ଼ିଆ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ପିଏଚଡି ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ…

Read More

୧୮ ତାରିଖରେ ଖୋଲିବ ଭିତର ରତ୍ନଭଣ୍ଡାର …

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପୁଣି ତଦାରଖ କମିଟିର ଜରୁରୀ ବୈଠକ ବସିଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରେ ଗଣମାଧ୍ୟମକୁ ଜଷ୍ଟିସ୍‍ ରଥ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି । ଆସନ୍ତା ଗୁରୁବାର ୧୮ ତାରିଖ ସକାଳ ୯ଟା ୫୧ ମିନିଟରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତରେ ଭିତର ଭଣ୍ଡାର ତାଲା ଖୋଲାଯିବ । ଚାବି ଖୋଲାଯିବା ପରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନକୁ…

Read More

ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର ; କେମିତି ମାଗଣାରେ ଦେଖିବେ OMG -2 ଜାଣନ୍ତୁ…

ଅକ୍ଷୟ କୁମାରଙ୍କ ଫିଲ୍ମ OMG 2 ର OTT ରିଲିଜ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ଏହି ଫିଲ୍ମ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ କରାଇବାକୁ ଯାଉଛି|ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ହେବ ରିଲିଜ୍। ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ପ୍ରେକ୍ଷାଳୟରେ ଆଗଷ୍ଟ ୧୧ ତାରିଖରେ ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ସମାଲୋଚକଙ୍କ ସହିତ ଲୋକ ମଧ୍ୟ ପସନ୍ଦ କରିଛନ୍ତି। ଯୌନଶିକ୍ଷାକୁ ଏହି ଚଳଚ୍ଚିତ୍ରରେ ସୁନ୍ଧର ଭାବେ…

Read More

୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ …

ଭୁବନେଶ୍ବର: ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର , ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ୬ ଲୋକସଭା ଆସନରେ ନିର୍ବାଚନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏସବୁ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରର ସମସ୍ତ ବୁଥରେ ଜୁନ୍ ୧ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ। ତେବେ ଆଜିଠୁ ନାମାଙ୍କନ…

Read More

ବିଷ ଦେଇ ଦେଲେ କି ପୁଟିନ୍ ?

ମସ୍କୋ: ରୁଷର ରାଷ୍ଟ୍ରପତି  ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିବା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋ ।ତାଙ୍କୁ  ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ବେଲାରୁଷ୍‌ ବିରୋଧୀ ନେତା ଭାଲେରି ସେପ୍‌କାଲୋ କହିଛନ୍ତି। ସେପ୍‌କାଲୋଙ୍କ କହିବା ଅନୁସାରେ, ପୁଟିନ୍‌ଙ୍କୁ ଭେଟିବା ପରେ ଲୁକାସେଙ୍କୋଙ୍କୁ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଛି। ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ପୁଟିନଙ୍କ ସହିତ ରୁଦ୍ଧଦ୍ବାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍‌କ୍ଷଣାତ୍‌ ମସ୍କୋର ‘ସେଣ୍ଟ୍ରାଲ୍‌…

Read More

ପଦ୍ମ ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ। ତେବେ ସେ କାହିଁକି ବିଜେପି ଛାଡ଼ିଲେ ସେନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି। ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ। ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସେ। କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢ଼ିବା…

Read More

General Election 2024 : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଜାରି ରହିଛି ପ୍ରାର୍ଥୀ ଘୋଷଣା ପର୍ବ। ଏହି କ୍ରମରେ ମଙ୍ଗଳବାର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ୧୧୨ଟି ବିଧାନସଭା ଆସନ, କଂଗ୍ରେସ – ୮ ଲୋକସଭା ଏବଂ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଏହି କ୍ରମରେ ବିଜେପିରୁ ବିଧାନସଭା ପ୍ରାର୍ଥୀ ଭାବେ ପଦ୍ମପୁର- ଗୋବର୍ଦ୍ଧନ ଭୁଏ, ବିଜେପୁର- ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି।…

Read More

କିଶନଙ୍କୁ ଟିମରୁ ବାହାରେ କିଏ ରଖୁଛି, ଟିମ୍ ଇଣ୍ଡିଆ ନା ଆଉ କେହି ଜାଣନ୍ତୁ…

ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଦୀର୍ଘ ଦିନ ଧରି ଦଳ ବାହାରେ ରହିଛନ୍ତି। ବାସ୍ତବରେ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବିରତି ନେଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳକୁ ଫେରିପାରି ନାହାଁନ୍ତି। ସେ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ କୋଚ୍ ରାହୁଲ ଦ୍ରାବିଡ ତାଙ୍କୁ କିଛି ଘରୋଇ କ୍ରିକେଟ୍ ଖେଳିବାକୁ କହିଥିଲେ।…

Read More

ଶିଶୁ ଦିବସରେ LIC children’s ସ୍କିମରେ ନିବେଶ କରି ପିଲାର ଭବିଷ୍ୟତ ସୁରକ୍ଷିତ କରନ୍ତୁ

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଅବସରରେ ଆଜି ସାରା ଦେଶରେ ଶିଶୁ ଦିବସ ପାଳନ କରାଯାଉଛି ।ଯଦି ଆପଣ ଏହି ଅବସରରେ ଆପଣଙ୍କ ପିଲାମାନଙ୍କ ପାଇଁ କିଛି ନିଆଁରା କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ଅବସରରେ LIC ର ଚିଲ୍ଡରେନ୍ ଯୋଜନାରେ ବିନିଯୋଗ କରିପାରିବେ ।ପିଲାମାନଙ୍କ ପାଇଁ LIC ର ଏପରି ଅନେକ ଯୋଜନା ଅଛି, ଯେଉଁଥିରେ ଆପଣ ବିନିଯୋଗ କରି ଆପଣଙ୍କ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ । LIC ର…

Read More

ଆଡ୍ ଫ୍ରି ୟୁଟୁବ୍ ଦେଖା ହେବ ମହଙ୍ଗା .. ଜାଣନ୍ତୁ କ’ଣ ରହିଛି ନିୟମ

ଗୁଗଲ ୟୁଟ୍ୟୁବ୍‌ ପ୍ରିମିୟମ୍ ପାଇଁ ସବସ୍କ୍ରିପ୍ସନ ଚାର୍ଜେସ୍ ବଢାଇ ଦେଇଛି । ଏବେ ୟୁଟୁବ ଏବଂ ୟୁଟୁବ ମ୍ୟୁଜିକ୍ ରେ ଆଡ୍ ଫ୍ରି ଭିଡିଓ ଦେଖ‌ିବା ଏବଂ ମ୍ୟୁଜିକ୍ ଷ୍ଟ୍ରିମ୍ କରିବା ମହଙ୍ଗା ପଡିବ । ପୂର୍ବରୁ ଇଣ୍ଡିଭିଜୁଆଲ୍ ୟୁଜର୍ସଙ୍କୁ ୟୁଟ୍ୟୁବ୍ ପାଇଁ ପ୍ରାୟ ୯୮୩ ଟଙ୍କା ପ୍ରତି ମାସରେ ଦେବାକୁ ପଡୁଥିଲା । କିନ୍ତୁ ଏବେ ଆପଣଙ୍କୁ ପ୍ରତି ମାସରେ ୧୧୪୭ ଟଙ୍କା ଚାର୍ଜ କରିବ ଗୁଗଲ । ସେହିଭଳି ଆଇଓଏସ୍ ୟୁଜର୍ସଙ୍କ ପାଇଁ ଏହି…

Read More