ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଲୁଚକାଳି ଖେଳୁଛି ମୌସୁମୀ…

ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଯେପରି ତତଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । ତାତି, ଗୁଳୁଗୁଳି ଯେପରି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଘରୁ ବାହାରିବା କଷ୍ଟକର ହୋଇପଡ଼ିଲାଣି । ଦେହରୁ ଝାଳ ଶୁଖିବାର ନାଁ ନେଉନାହିଁ । ଯେଉଁଠି ମୌସୁମୀର ଆଗମନ ହେବା କଥା ସେଠି ଗରମ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧାରଣତଃ ରଜ ପର୍ବ କିଛି ଦିନ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥାଏ ।…

Read More

କିଏ ପଠାଇଥିଲା କାଳି ମାଡ଼ କରିବାକୁ….ଭାସ୍କର କଲା କି ଖୁଲାସା….ଭି.କେଙ୍କ କାଳିକୁ ପଣତକାନିରେ ଫୋଛି ଦେଲେ ମିଶନ୍ ଶକ୍ତି ମା’…

ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା  ସତ୍ୟବାଦୀ ନିର୍ବାଚନମଣ୍ଡଳୀ ରେ ୫-‘ଟି ସଚିବ ଭି.କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରାଯାଇଛି।  ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ଭି. କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ମହୋଦୟଙ୍କ ମୁହଁରେ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର…

Read More

ରୂପାନ୍ତରିତ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ ହେବ ଆୟୋଜନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିଥିଲେ l ସେହିପରି ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ…

Read More

ଜଣେ ଅଫିସର କାହିଁକି ଅଭିଯୋଗ ଶୁଣାଣି ପାଇଁ ବୁଲିବେ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାର ଶୀର୍ଷକ ଥିଲା ଅତି ଲେମ୍ବୁ ଚିପୁଡିଲେ ପିତା। ବର୍ତ୍ତମାନ ରାଜ୍ୟରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରାୟନ ସଫଳ ହେଉଛି। ବୈଷୟିକ ବିଦ୍ୟାର ଏପରି ଯୁଗରେ ଅଭିଯୋଗ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଗସ୍ତ କରିବା ଓ ତାଙ୍କ ଗସ୍ତକୁ ନେଇ ଅଯଥା ରାଜନୀତି ହେବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହା ଦ୍ୱାରା ବହୁତ ଅର୍ଥ ଖର୍ଚ୍ଚ ହେଉଛି।…

Read More

ଭୋଟ ବେଳେ ପୁଣି ଆହତ ହେଲେ ମମତା…

ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହେଲିକପ୍ଟର ଭିତରକୁ ଯାଇ ତଳେ ପଡ଼ିଯାଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଇଛି ଯେ ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଛନ୍ତି।

Read More

୨୩ରେ ବିରୋଧି ଦଳ ଶୀର୍ଷନେତାମାନଙ୍କ ପାଟନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟନା : ଆସନ୍ତା ୧୨ ତାରିଖରେ ହେବାକୁ ଥିବା ବିରୋଧି ଦଳ ମୁଖ୍ୟମାନଙ୍କ ବୈଠକ ଦୁଇଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଏହି ବୈଠକ ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ଅନୁଷ୍ଠିତ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ପୌରହିତ୍ୟ କରିବେ ବୋଲି ଜଣାପଡିଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ…

Read More

ପରବର୍ତ୍ତୀ ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ …

ଜି.ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ହେବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି । ଶାସକ ଦଳ ବିଜେଡି ପକ୍ଷରୁ ସୋମବାର ତାଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ କରିଛନ୍ତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ସାଲୁଗା ପ୍ରଧାନ ବିଜେଡି ଟିକେଟରେ ୨୦୦୦ ମସିହାରେ ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ସେ ଦ୍ୱିତୀୟ ଥର…

Read More

ଏକ ବଡ ରେକର୍ଡରୁ ଆଉ ମାତ୍ର ଗୋଟିଏ ୱିକେଟ ପଛରେ ଅଛନ୍ତି ଉପ-ଅଧିନାୟକ ବୁମ୍ରା

ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ  ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେତୁ ବୁମରାଙ୍କୁ ଅଧିନାୟକତ୍ୱ କରିବାକୁ ପଡ଼ିଥିଲା। ଅଧିନାୟକତ୍ୱ ମଙ୍ଗ ସମ୍ଭାଳିବା ସହିତ ବୁମରା ମଧ୍ୟ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ରେ କାଙ୍ଗାରୁ ଦଳକୁ ୨୯୫ ରନରେ ପରାସ୍ତ କରିଥିଲେ। ଡିସେମ୍ବର ୬ ରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ।…

Read More

କଳା, ସଂସ୍କୃତି ଯାତ୍ରାର ପଥିକ ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି

କଳା, ସଂସ୍କୃତି ଓ ବିଜ୍ଞାନର ଅପୂର୍ବ ସମନ୍ଵୟ: ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି ପୁରୀ ଜିଲ୍ଲା କଣାସ ମଣ୍ଡଳ ଖଣ୍ଡହତା ଗ୍ରାମପଞ୍ଚାୟତ ଅଧୀନ ତିଗିରିଆ ଗ୍ରାମରେ ଜନ୍ମିତ ଶ୍ରୀ ବିଭୂତି ଭୂଷଣ ଚମ୍ପତ୍ତି ଶୈଶବରୁ ପାରମ୍ପରିକ ଗୀତ, ନୃତ୍ୟ ଏବଂ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ପାଠ ପଢାରେ ଅତି ଦୁର୍ବଳ ଥିବା ଦେଖି ପିତା ବିଜୟ କୁମାର ଚମ୍ପତ୍ତି ଏବଂ ମାତା ଶଶି ରେଖା ଚମ୍ପତ୍ତି ତାଙ୍କୁ କଳା ଶିକ୍ଷା ମାର୍ଗରେ ନେବା…

Read More

ବାହାନାଗା ଟ୍ରେନ୍ ଦୁର୍ଘଟଣା : ବାତିଲ ହୋଇଥିବା ଟ୍ରନ୍ ସଂପର୍କରେ ସୂଚନା

ଖଡ଼ଗପୁର;ବାହାନାଗା କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି ବୋଲି ଆଜି ସକାଳେ ରେଳବାଇ ତରଫରୁ ବୁଲେଟିନ ନମ୍ବର ୬ ରେ ସୂଚନା ଦିଆଯାଇଛି। ସେହିପରି, ଆଉ କେତେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ବାକି ଟ୍ରେନ୍‌ମାନଙ୍କର ନିର୍ଦ୍ଧାରିତ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ଆଜି ବାତିଲ୍‌ ‌ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି- ବିଲ୍ଲୁପୁରମ୍‌ରୁ ଆସୁଥିବା ୨୨୬୦୬ ବିଲ୍ଲୁପୁରମ୍‌-ପୁରୁଲିଆ ଏକ୍ସପ୍ରେସ, ତ୍ରିବେନ୍ଦ୍ରମ୍‌ରୁ ଛାଡୁଥିବା ୨୨୬୪୧ ତ୍ରିବେନ୍ଦ୍ରମ୍‌-କୋଲ୍‌କାତା ଶାଲିମାର୍‌ ଏକ୍ସପ୍ରେସ୍‌,…

Read More