ଝାରସୁଗୁଡ଼ା ଉପନିର୍ବାଚନ : ଦଶ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍

ଝାରସୁଗୁଡ଼ା,୨୨/୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ସମସ୍ତ ୧୪ଟି ପ୍ରାୁର୍ଥୀପତ୍ର ମଧ୍ୟରୁ ୧୦ଟି କାଏମ୍ ରହିଛି। ଯାଞ୍ଚ ବେଳେ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଭିନ୍ନ କାରଣରୁ ଖାରଜ ହୋଇଯାଇଛି। ବିଜେପି, ବିଜେଡି ଓ କଂ‌ଗ୍ରେସ ସହ ଅନ୍ୟ ସାତ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡି ପକ୍ଷରୁ ଦୀପାଳି ଦାସ, କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ଏବଂ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର…

Read More

ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ବର ୨୯/୦୭/ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଜାତୀୟ ପତାକା ପାଇଁ ଦୀର୍ଘ ଆଇନଗତ ସଂଗ୍ରାମ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ।…

Read More

ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ MDH ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଚିନ୍ତା ବଢାଉଛନ୍ତି ଭାରତୀୟ ମସଲା କମ୍ପାନି। ଏଭରେଷ୍ଟ୍‌ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମ୍‌ଡିଏଚ୍‌ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏହି ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ MDH ଉପରେ ଯାଞ୍ଚ  ଚାଲିଛି | ଏହି ମସଲାରେ ହାରାହାରି ୧୪.୫%  ଜୀବାଣୁ ରହିଛନ୍ତି ବୋଲି କହିଛି…

Read More

ବିଗ୍‌ ବଜାର କିଣିବା ଦୌଡ଼ରେ ୪୯ କଂପାନି: ଅମ୍ବାନି, ଆଦାନିଙ୍କ କଂପାନି ବି ସାମିଲ

ନୂଆଦିଲ୍ଲୀ: ରିଟେଲ୍‌ ଜଗତରେ ବିପ୍ଳବ ଆଣିଥିବା ବିଗ୍‌ ବଜାର ବିକ୍ରି ହେବାକୁ ଯାଉଛି। ଋଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଦେବାଳିଆ ହୋଇପଡ଼ିଥିବା ଏହି ସଂସ୍ଥାକୁ କିଣିବା ଲାଗି ୪୯ଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସେହି ତାଲିକାରେ ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ନାମ ରହିଛି। ଜିନ୍ଦଲ ପାୱାର ଲିମିଟେଡ୍‌, ସେଞ୍ଚୁରି କପର, ଗ୍ରିନ୍‌ଟେକ୍ ୱାର୍ଲଡ୍‌ୱାଇଡ୍‌, ହର୍ଷବର୍ଧନ ରେଡ୍ଡି, ଜେ ସି ଫ୍ଲାୱାର୍ସ ଆସେଟ୍ ରିକନଷ୍ଟ୍ରକ୍ସନ, ପିନାକଲ୍ ଏୟାର, ୟୁନିଭର୍ସାଲ୍…

Read More

ଟିପିଏସ୍‌ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି

ବ୍ରହ୍ମପୁର, ୩୦ ଏପ୍ରିଲ୍ ୨୦୨୩: ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ପ୍ରସାର କରିବା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଉଛି। ପଶୁ ଶିକାର ପାଇଁ ବେଆଇନ ହୁକ ପକେଇବା, ଟିପିଏସ୍‌ଓଡିଏଲ୍ ଭିତ୍ତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ ସୁରକ୍ଷା ଉପରେ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି । ଚଳିତ…

Read More

ଭାରତର ୧୦ ଧନୀ ବ୍ୟକ୍ତି , ଜାଣନ୍ତୁ କାହା ପାଖରେ କେତେ ଅଛି ସମ୍ପତ୍ତି …

ପଇସାକୁ ନେଇ ଗୋଟିଏ କଥା କୁହାଯାଇପାରିବ କି ଯଦି ପଇସା ଆଜି ଅଛି , ଆସନ୍ତାକାଲି ନାହିଁ । ସେ ସାଧାରଣ ଲୋକଟି ହେଉ ଅବା ହେଉ କୌଣଷି ଧନୀ ବ୍ୟକ୍ତି । ଟଙ୍କା ଆସେ ଓ ଯାଏ , ସେଥିପାଇଁ ତ ଏହାକୁ ଚଞ୍ଚଳା ମଧ୍ୟ କୁହାଯାଏ । ଗୌତମ ଆଦାନୀ ଏକଦା ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଥିଲେ । ଆଜି ସେ ବିଶ୍ୱର ୧୫ତମ ଧନୀ ବ୍ୟକ୍ତି। ଗୌତମ ଆଦାନୀଙ୍କ ସମ୍ପତ୍ତି (ଗୌତମ…

Read More

ଭାରତୀୟ ରାଜନୀତିରେ ଜନତା ଦଳ : କ୍ଷମତା, ବିଭାଜନ ଓ କାରଣ

ଭୁବନେଶ୍ୱର: (ବିଜୟ ସାହୁ/ବ୍ୟୁରୋ)-ପ୍ୟାସା ଫିଲ୍ମରେ ଶାହୀର ଲୁଧିଆନୀ ଙ୍କ ସଙ୍ଗୀତର ଗୋଟିଏ ପଂକ୍ତିରେ ଥିଲା – ଏହି ଦୁନିଆରେ ଯେଉଁଠି ମଣିଷର ମୂଲ୍ୟ କିଛି ନାହିଁ , ଆନୁଗତ୍ୟ କିଛି ନାହିଁ, ବନ୍ଧୁତ୍ୱ କିଛି ନାହିଁ, ପ୍ରେମର ଆଦର ନାହିଁ, ସେଭଳି ଏକ ଦୁନିଆ ଯଦି ବି ମିଳିଯାଏ ,କଣ ବି ମିଳିଗଲା । ବର୍ତ୍ତମାନର କ୍ଷମତା ରାଜନୀତି କ୍ଷେତ୍ର ପାଇଁ ଏହି ପଂକ୍ତିଟି ମଧ୍ୟ ପ୍ରଯୋଜ୍ୟ ।ଜନତା ପରିବାର ପାଇଁ ଅଧିକ ପ୍ରଯୋଜ୍ୟ । ଏହି…

Read More

Handloom day Special : ଆଜିର ଦିନରେ ହସ୍ତତନ୍ତ ଓ ହାଇପ….

ବ୍ରହ୍ମପୁର : (ଶ୍ରୀମା ଶଥପଥି)- ବିବାହ, ବ୍ରତ, ଯାନିଯାତ୍ରାରେ ବ୍ରହ୍ମପୁର ପାଟର ଯେଉଁ ଚାହିଦା ଥିଲା ତାହା ବଢ଼ିବା ପରିବର୍ତ୍ତେ କମିଛି । ପାଟରା ମାନଙ୍କର ଏକ ସ୍ୱତନ୍ତ୍ର ସାହି ଥିଲା । ବୋମକେଇ ପାଟକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ଏକ ଜାଗା ମଧ୍ୟ ଅଛି । କେବଳ ବ୍ରହ୍ମପୁର ବା ବୋମକେଇ ପାଟ ନୁହଁ ସମ୍ବଲପୁରୀ ଶାଢ଼ୀର ବିଜ୍ଞାପନ ଭଳି କପଡାଗୋଣ୍ଡା, କୋଟପାଡ଼ ଶାଢ଼ୀ, ଖଣ୍ଡୁଆ ଭଳି ବିଭିନ୍ନ ହସ୍ତତନ୍ତର ମଧ୍ୟ…

Read More

ଟିପିଏସ୍ଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା

–ମହିଳାଙ୍କୁ କରୁଛି ସଶକ୍ତ –ମହିଳାଙ୍କୁ ଯୋଗାଇଛି ନିଯୁକ୍ତି ସୁଯୋଗ ବ୍ରହ୍ମପୁର, ଏପ୍ରିଲ,୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏ ବିଏଲ୍) ପକ୍ଷରୁ ମାନ୍ୟତା ମିଳିଛି। ଗତ ବର୍ଷ ଉଦଘାଟନ ହୋଇଥିବା ଏହି ଅତ୍ୟାଧୁନିକ ଲ୍ୟାବର ସମସ୍ତ କର୍ମଚାରୀ ମହିଳା ଅଟନ୍ତି। ସ୍ଥାନୀୟ ମହିଳାମାନଙ୍କୁ ବୈଷୟିକ କ୍ଷେତ୍ରରେ ସୁଯୋଗ ଦେବା ସହ ସେମାନଙ୍କୁ ସଶକ୍ତ କରିବା ଏହାର…

Read More

ନୂଆପଡ଼ା ଉପ – ନିର୍ବାଚନ ଫଳାଫଳକୁ ଏମିତି ଦେଖେ

ଭୁବନେଶ୍ୱର : (ରାଜେଶ ପଟ୍ଟନାୟକ)-ନୂଆପଡ଼ା ଉପନିର୍ବାଚନ ଫଳାଫଳର ରାଜନୈତିକକୁ ମୁଁ ଏହିପରି ଦେଖେ I  ପ୍ରଥମେ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ଲୋକଙ୍କର ବିଶ୍ୱାସ ବଢିଛି ଓ ଯଶସ୍ବୀ ରାଜ୍ଯ ସଭାପତି ମନମୋହନ ଭାଇଙ୍କ ରଣନୀତି ବିରୋଧିଦଳ ମାନଙ୍କ ଜ୍ଞାନର ପରିସୀମା ବାହାରେ। ସେହିପରି ଦ୍ବିତୀୟ ସ୍ଥାନରେ ଥିବା ଘାସିରାମମାଝି ନିଜ ନାଁ ରେ ଗତଥର ଅଧିକ ଭୋଟ ପାଇଥିଲେ।  ଏଥର କଂଗ୍ରେସର “ହାତ ଚି଼ହ୍ନ” ହେଲା ତାଙ୍କ ପାଇଁ ଅଭିଶାପ।…

Read More