ଖାଲି ପଡ଼ିଛି ଭିନ୍ନକ୍ଷମ କମିସନର ପଦ, ନିଜ ମନପସନ୍ଦର ଅଫିସରଙ୍କୁ ଅବସର ପରେ ନିଯୁକ୍ତି ଦେବାକୁ ସରକାରଙ୍କ ମନ….

ଭୁବନେଶ୍ୱର : ରାଜ୍ୟରେ ଅମଲାତନ୍ତ୍ର କୈନ୍ଦ୍ରିକ ଶାସକ ବ୍ୟବସ୍ଥା ବିରୋଧରେ ସମାଲୋଚନା ସର୍ବୋଚ୍ଚ ସଂସ୍ଥାରେ ରହିଛି। ଠିକ୍ ଏହି ସମୟରେ ରାଜ୍ୟ ସରକାର ଅମଲାତନ୍ତ୍ର କୈନ୍ଦ୍ରିକ ଶାସନକୁ ଆହୁରି ଦୃଢ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ ନିଆଯାଇଥିବା ଏକ ନିଷ୍ପତ୍ତିରୁ ଏହା ଜଣାପଡିଛି। ନୂତନ ନିଯୁକ୍ତି କିମ୍ବା ଅଭିଜ୍ଞ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରିବା ପରିବର୍ତ୍ତେ ଭାରାପ୍ରାପ୍ତ ଅଧିକାରୀଙ୍କୁ ରଖିବାରେ ଗୁରୁତ୍ୱ ଦିଆଯାଉଛି। ଭାରାପ୍ରାପ୍ତ ଅଧିକାରୀ ଅବସର ପରେ ପୁଣି କେମିତି ସେହି ପଦରେ…

Read More

ପ୍ରଥମ ଥର ପାଇଁ ଓଡ଼ିଶାରେ ହାରିବ ବିଜେଡ଼ି…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ, ବିଜେଡି ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେବିଜେପି- ୭୯ବିଜେଡି- ୫୦କଂଗ୍ରେସ- ୧୫ଅନ୍ୟାନ୍ୟ- ୦୩ ସିଟ୍‌‌ରେ ଆଗୁଆ।

Read More

କ’ଣ ରହିଛି ଅଦାନୀଙ୍କ ଚାଇନା ସହ ଲିଙ୍କ୍ ଜାଣନ୍ତୁ…

ଅତୀତ‌ରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) କରିଥିବା ତଦନ୍ତଠାରୁ ଆରମ୍ଭ କରି ଏବେ ଓସିସିଆରପି ଆଣିଥିବା ଅଭିଯୋଗରେ ଦୁଇ ଜଣ ବିଦେଶୀଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି । ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍‌ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍‌ଲି । ଏହି ଦୁଇ ବ୍ୟକ୍ତିଙ୍କ ଶିଳ୍ପପତି ଗୌତମ ଆଦାନିଙ୍କ ସହ ଏହି ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ଆଗକୁ…

Read More

ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ:କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହା ସ୍ପଷ୍ଟ କରିଦେଇଛନ୍ତି ।ନିକଟର ହୋଇଥିବା ବଜେଟ୍‍ ଅଧିବେଶନର ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଠାକୁର ଏହା କହିଛନ୍ତି । ବିଜେଡି ସାଂସଦ ମମତା ମୋହାନ୍ତ ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୧୮ମସିହାରେ ମଣିପୁରର ଇମ୍ଫାଲ ଠାରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହି ବିଶ୍ୱବିଦ୍ୟାଳୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟ ଓ…

Read More

 ତିନି ପ୍ରସିଦ୍ଧ ବ୍ୟାଟରଙ୍କୁ ପଛରେ ପକାଇ ଦେଲେ  କେଏଲ୍ ରାହୁଲ

ମୁମ୍ବାଇ : ଭାରତରେ ଜାରି ରହିଥିବା କ୍ରିକେଟ୍ ବିଶ୍ୱକପର ଦିନକ ପରେ ସେମି ଫାଇନାଲ ଭେଟଘାଟ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବ ମ୍ୟାଚ୍ ରେ କେଏଲ ରାହୁଲ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଯାହା କୌଣସି ଭାରତୀୟ ବ୍ୟାଟରଙ୍କ ପାଇଁ ଗୌରବର ବିଷୟ। ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ସମେତ କେଏଲ ରାହୁଲ ଦ୍ରୁତତମ ଶତକ ହାସଲ କରିଥିଲେ। ରାହୁଲ ମାତ୍ର ୬୨ ବଲରେ…

Read More

ଅନୁଚ୍ଛେଦ 142 ଆଧାରରେ ଆମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ପାଇଁ Straightjacket formula ନିର୍ଣ୍ଣୟ କରି ପାରିବୁ କି ?

ନୂଆଦିଲ୍ଲୀ : (ବିଜୟ ସାହୁ)-ମନୁ ସିଙ୍ଘଭିଙ୍କ ଉତ୍ତର – ଅନୁଛେଦ 200 ଓ 201ରେ ଉଲ୍ଲେଖ କ୍ଷମତା ପ୍ରୟୋଗ ପାଇଁ ସାଧାରଣ ଟାଇମ ଲାଇନ ଜରୁରୀ ।” Contemporaneous realities of huge delay “କୁ ଦୃଷ୍ଟିରେ ରଖି କୋର୍ଟ Ivory tower ମତ ଗ୍ରହଣ କରି ପାରିବେ ନାହିଁ । ତେଣୁ ସାଧାରଣ ଟାଇମ ଲାଇନ ଜରୁରୀ । ଜଷ୍ଟିସ ବିକ୍ରମ ନାଥଙ୍କ ଟିପ୍ପଣୀ : ଅନୁଛେଦ 200 ଓ 201 ରେ ସମୟ ସୀମା…

Read More

ଭାଷାର ଅଭିଧାନ ଅଛି, ହେଲେ କହିବାକୁ କେହି ଜଣେ ବି ନାହିଁ

କୋରାପୁଟ : (ମାନସ ମଲ୍ଲିକ)-ପ୍ରତି ଜନଜାତିର ଭାଷା ଅଲଗା । ସେମାନଙ୍କ ଭାଷା ସାଧାରଣତଃ କଥିତ ଭାଷା ହୋଇଥିବାରୁ ଏବଂ ଲିପି ନଥିବାରୁ ପ୍ରତିବର୍ଷ ଅନେକ ଭାଷା ଲୋପ ପାଇବାରେ ଲାଗିଛି । ଏମିତି ଲୋପ ପାଇଥିବା ଏକ ଭାଷା ହେଉଛି ଆଣ୍ଡାମାନ୍ ନିକୋବର୍ ଦ୍ବୀପପୂଞ୍ଜରେ ବାସ କରୁଥିବା ଆଦିମ ଅଧିବାସୀ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା । ଭାଷାର ନାଁ ‘ଆକା ବୋ’ ।  ଏହି ଭାଷା ଜାଣିଥିବା ଶେଷ ମଣିଷ ଯିଏ ଥିଲେ ତାଙ୍କ…

Read More

୨୩ରେ ବିରୋଧି ଦଳ ଶୀର୍ଷନେତାମାନଙ୍କ ପାଟନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟନା : ଆସନ୍ତା ୧୨ ତାରିଖରେ ହେବାକୁ ଥିବା ବିରୋଧି ଦଳ ମୁଖ୍ୟମାନଙ୍କ ବୈଠକ ଦୁଇଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଏହି ବୈଠକ ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ଅନୁଷ୍ଠିତ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ପୌରହିତ୍ୟ କରିବେ ବୋଲି ଜଣାପଡିଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ…

Read More

ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : (କେନ୍ଦ୍ର ସରକାରଙ୍କ ସହଯୋଗରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଜରିଆରେ ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ) ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ…

Read More

ପ୍ରଦେଶ କଂଗ୍ରେସ ଦାବିକୁ ସମର୍ଥନ କଲେ ମୋଦିଙ୍କ ମନ୍ତ୍ରୀ ଅଠାଓ୍ୱାଲେ

ଭୁବନେଶ୍ୱର:  ଓଡ଼ିଶା ଜନସଂଖ୍ୟାର ପଛୁଆବର୍ଗ-ଓବିସି ଓ ଏସଇବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଯଥାକ୍ରମେ ୨୩ପ୍ରତିଶତ ଓ ୧୬ପ୍ରତିଶତ। ଭାରତବର୍ଷର ସବୁ ରାଜ୍ୟରେ ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ ପାଇଥାଆନ୍ତି। ସେହିପରି ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥାଏ। ହେଲେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଆଦିବାସୀ ଓ ଦଳିତଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ମିଳୁନାହିଁ। ଏହାକୁ ନେଇ…

Read More