ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ : ଓଡିଶାକୁ ନାହିଁ ବିପଦ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର୍‌ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ସାମୁଦ୍ରିକ ବାତ୍ୟା ‘ମୋକା’ ରେ ପରିଣତ ହୋଇସାରିଛି ।  ପରେ ଭୋର୍‌ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହେବା ନେଇ ସୂଚନା ଦେଇଛି  ଭାରତୀୟ ପାଣିପାଗ ବିଭାଗ । ପୋର୍ଟବ୍ଲେୟାର ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦କିଲୋମିଟର ଦୂରରେ ରହିଛି। କ୍ରମଶଂ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ବିଳମ୍ବିତ…

Read More

ଏସିଆନ୍ ପାରା ଗେମ୍ସରେ ଭଗତଙ୍କୁ ସ୍ବର୍ଣ୍ଣ ପଦକ …

ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତଥା ଓଡି଼ଆ ପୁଅ ପ୍ରମୋଦ ଭଗତ ଭାରତ ପାଇଁ  ୨୧ତମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।  ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ଏକ ସଙ୍ଘର୍ସ ପୂର୍ଣ୍ଣ ସେଟ୍  ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ପରାସ୍ତ କରି   ସ୍ବର୍ଣ୍ଣ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି, ନିତେଶ କୁମାର ମଧ୍ୟ…

Read More

ଓଡ଼ିଶା ମିଲେଟ ମିଶନ ସହଭାଗିତାରେ ଧାରଣୀୟ କୃଷିକୁ ପ୍ରୋତ୍ସାହନ ଦେଉଛି ଟିପିଏସ୍ଓଡିଏଲ୍

.୫ଶହ ଏକର ଚାଷ ଜମିକୁ ବିହନ ସହ ଆନୁସଙ୍ଗିକ ସହାୟତା • ୫ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀଙ୍କୁ ମିଲେଟ ଉପାଦେୟତା ପ୍ରଶିକ୍ଷଣ ବ୍ରହ୍ମପୁର, ଅକ୍ଟୋବର: ମହିଳା ସଶକ୍ତିକରଣ ଦିଗରେ ଗୋଷ୍ଠୀ ସହଭାଗିତାକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସହଭାଗିତାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଚାଷୀମାନଙ୍କୁ ତାଲିମ ଦିଆଯାଉଛି ।…

Read More

୨୦୨୫ ସୁଦ୍ଧା ସବୁ ଗାଁକୁ ସଂଯୋଗ ହେବ ବିଦ୍ୟୁତ ; କେ.ଭି ସିଂଦେଓ

ଭୁବନେଶ୍ଵର; ବିଧାନସଭା ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାୟକ ମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ। ବିଭିନ୍ନ ଗ୍ରାମରେ ବିଜୁଳି ବ୍ୟବସ୍ଥାକୁ ନେଇ ଗୃହରେ ପ୍ରଶ୍ନ ସୃଷ୍ଟି ହୋଇଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ। ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ…

Read More

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର୧/୧୦: ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମାର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଓ ଗବେଷକ ଆର୍‌ ବାଲାକ୍ରୀଷ୍ଣନ୍।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ସଦ୍ୟତମ ପୁସ୍ତକ ‘ଟେଲ୍‌ସ…

Read More

ଆଜି ଆଇପିଏଲରେ ପଞ୍ଜାବ ଆରସିବି ଟକ୍କର

ମୋହାଲି: ଆଜି ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ତା’ ‌ଘରୋଇ ଷ୍ଟାଡିୟମ ମୋହାଲି‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହି ମ୍ୟାଚ୍‌ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚରେ ଉପସ୍ଥିତ ନଥିଲେ। ତେବେ ସାମ୍‌ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି…

Read More

ମର୍ଦ୍ଦଳ ର ଜଗନ୍ନାଥ ବାଣୀ ରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର

ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ବାଦ୍ୟ ବାଣୀ ଗୁରୁକୂଳ ଦ୍ଵାରା ବୃନ୍ଦ ମର୍ଦ୍ଦଳ ବାଦନ ପରିବେଷିତ ହୋଇଥିଲା। ମର୍ଦ୍ଦଳ ହେଉଛି ଓଡ଼ିଆ ଜାତିର ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ବାଦ୍ୟ ଯନ୍ତ୍ର…

Read More

ପ୍ରେମିକାକୁ ୨୧ ଥର ଛୁରୀ ମାରି ହତ୍ୟା କଲା ନୃଶଂସ ପ୍ରେମିକ

ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ 21 ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ । ଘଟଣାରେ ଅଭିଯୁକ୍ତ ସାହିଲକୁ ଗିରଫ କରିଛି ପୁଲିସ। ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ଦୁହେଁ ଦୁହିଁଙ୍କୁ ଭଲ ପାଉ  ଥିଲେ । କିଛି କଥାକୁ…

Read More

ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ ହେଲେ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ 

ଭୁବନେଶ୍ବର : ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡିଶାର ପୁଅ  । ବଲାଙ୍ଗିର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ପାଇଛନ୍ତି । ଦେବଦତ୍ତ ଚାନ୍ଦର ୩ ବର୍ଷ ଯାଏ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ। । ବର୍ତ୍ତମାନ ସଞ୍ଜୀବ ଚଡା ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର…

Read More

ସୌରଭ ଗାଙ୍ଗୁଲି – ମହେନ୍ଦ୍ର ସିଂ ଧୋନି ପାରିନଥିଲେ , କରି ଦେଖାଇବେ କି ରାହୁଲ ?

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ରେକର୍ଡ ଏତେ ଖରାପ ଯେ ଆପଣ ଚିନ୍ତା କରି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ସିରିଜ୍ ଜିତିଛି।ଭାରତୀୟ ଦଳ ଆଫ୍ରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଦିନିକିଆ ଶୃଙ୍ଖଳା ଚାଲିଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଶୃଙ୍ଖଳା ଏବେ  ୧-୧ରେ ସମାନ ରହିଛି । ତେବେ ଆଜିପର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏହି…

Read More