
ପଟ୍ଟନାୟକ ପରିବାର ବିବାଦ : ବଦଳିବେ କି ଆଡଭୋକେଟ୍ ଜେନେରାଲ !!!
ଭୁବନେଶ୍ୱର : ସ୍ୱାଧୀନତା ପରେ ରାଜ୍ୟକୁ ଦୁଇ ପଟ୍ଟନାୟକ ପରିବାର ପ୍ରାୟ ୪୫ ବର୍ଷ ଓଡ଼ିଶାକୁ ଶାସନ କରିଲେଣି। ଏହା ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ବର୍ଷ ପୂରଣ କରିସାରିଲେଣି। ପୂର୍ବରୁ ବିଜୁ ପଟ୍ଟନାୟକ ୭ ବର୍ଷ ୧୨୧ ଦିନ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରାୟ ୧୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ବିଜୁ ପଟ୍ଟନାୟକ ପ୍ରଥମେ ହିଁ କେନ୍ଦୁଝର ପଟ୍ଟନାୟକ ପରିବାରକୁ ଖଣି ଲିଜ୍ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହା ପରେ ଜାନକୀ…