ସ୍ୱର ବଦଳାଇଲାଣି କଂଗ୍ରେସ, ବହୁଜନ ସମାଜ ନିକଟତର ହେବାକୁ ଚେଷ୍ଟା..ସୋନିଆ ଦେଲେ ସଙ୍କେତ

ନୂଆଦିଲ୍ଲୀ : ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ମଣ୍ଡଳ କମିଶନ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ସୁପାରିସ୍ କଂଗ୍ରେସ ବହୁମତରେ ଥିବା ସତ୍ତ୍ୱେ ଲାଗୁ କରିପାରି ନ ଥିଲା। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଏହି ସୁପାରିଶ୍ ଲାଗୁ କରିପାରି ନ ଥିଲେ। ମାତ୍ର ମେଣ୍ଟରେ ଥିବା ଭି.ପି ସିଂଙ୍କ ସରକାର ଏହି ସୁପାରିଶକୁ ଲାଗୁ କରିଥିଲା। କଂଗ୍ରେସ ଏହାକୁ ବିଧିବଦ୍ଧ ଭାବେ ପି.ଭି ନରସିଂହ ରାଓଙ୍କ କାର୍ଯ୍ୟକାଳରେ ଲାଗୁ କରିଥିଲା। ମାତ୍ର ଏହାକୁ…

Read More

ଆଗୁଆ ନିର୍ବାଚନ ନେଇ ମୋଦି-ଶାହାଙ୍କ କ’ଣ ରହିଛି ଆଭିମୁଖ୍ୟ ….

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ଫାଇନାଲ ଖେଳିବାକୁ ଆଗ୍ରହୀ। ଗୃହ ମନ୍ତ୍ରୀ ଅମିତ ଶାହା ସେମି ଫାଇନାଲ ଖେଳିବା ପାଇଁ କହୁଛନ୍ତି। ଏହି କଥାଟି ସାଧାରଣତଃ ସମସ୍ତଙ୍କ ପାଇଁ ଅବୁଝା। ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ଫାଇନାଲ କୁହାଯାଉଛି। ସେହିପରି ଆଗାମୀ ଦିନରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରମରେ ହେବାରୁ ଥିବା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରୁଛନ୍ତି ଯେ,…

Read More

ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks.. ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି । ଯଦି ନମ୍ବର ଦେଉଛି,…

Read More

ମମତା ବାନାର୍ଜୀଙ୍କ ସହ ବିଦେଶ ଗସ୍ତରେ ସୌରଭ ଗାଙ୍ଗୁଲି; କ୍ରିକେଟ୍ ପରେ ଏହି କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି ଦାଦା…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗୁରୁବାର ଦିନ ସ୍ପେନର ମାଡ୍ରିଡରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ନିଜେ ଏହା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ସାଲବୋନିରେ ଏକ ଇସ୍ପାତ କାରଖାନା ଆରମ୍ଭ କରି ସୌରଭ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। କ୍ରିକେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିବା ପରେ ସୌରଭ ଗାଙ୍ଗୁଲି…

Read More

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଯାଏଁ ଚାଲିବ। ଶନିବାର କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଯୋଗୀ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ…

Read More

ଝାରସୁଗୁଡ଼ା ଉପନିର୍ବାଚନ : ଆଜି କଂଗ୍ରେସର ନାମାଙ୍କନ

ଝାରସୁଗୁଡ଼ା, ୧୫/୪: ଉପନିର୍ବାଚନ ପାଇଁ ସମଗ୍ର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଶନିବାର କଂଗ୍ରେସ ପକ୍ଷରୁ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ l ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ରାଜନ ଏକ୍କା, ଅଧିରାଜ…

Read More

ନିଶ୍ଚିତ ବିଦାୟ ଜାଣି ନିଜ ଆଡୁ ଓହରୁଛନ୍ତି ଚେଲ୍ଲା କୁମାର, ସିଡବ୍ଲୁସି ସଦସ୍ୟ ନ ହୋଇ ପାରନ୍ତି ନିରଞ୍ଜନ

ଭୁବନେଶ୍ୱର : ଏଆଇସିସିସ୍ତରରେ ବ୍ୟାପକ ପରିବର୍ତ୍ତନର ଆଭାସ ମିଳିଲାଣି। ପ୍ରାୟ ୯ରୁ ୧୦ଟି ରାଜ୍ୟର ପ୍ରଭାରୀ ବଦଳିବେ। ଏଥିରେ ଓଡ଼ିଶା ମଧ୍ୟ ରହିଛି। ଏହା ଜାଣି ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ନିଜ ଆଡ଼ୁ ଦାୟିତ୍ୱମୁକ୍ତ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ହେଲେ ଏହା ଗଣମାଧ୍ୟମରେ କେବଳ ନିଜ ଛବି ସଜାଡ଼ିବା ପାଇଁ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ତାମିଲନାଡୁରୁ ଆସିଥିବା ଏହି ପ୍ରଭାରୀ ଜଣଙ୍କ ଜଣେ ମାଇନିଂ ମ୍ୟାନଙ୍କ ଫାର୍ମ ହାଉସରେ ଭୋଜି କରିବା…

Read More

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ : ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ ବୋଲି କଟକ ବୋର୍ଡ ଅଫିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।  bseodisha.ac.in ରେ ଉପଲବ୍ଧ ହେବ ରେଜଲ୍ଟ। SMS ମାଧ୍ୟମରେ ମଧ୍ୟ ନିଜ…

Read More

ଦୁଇଫାଳ ହେଲା ୧୨୭ ବର୍ଷର ପୁରୁଣା ‘ଗୋଦରେଜ୍ ‘ କମ୍ପାନୀ

ନୂଆଦିଲ୍ଲୀ:ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ଗୋଦରେଜ କମ୍ପାନୀର ବିଭାଜନ ଦେଖିବାକୁ ମିଳିଛି । ୧୨୭ ବର୍ଷ ପୁରୁଣା ଏହି କମ୍ପାନୀକୁ ୨ ଭାଗରେ ବଣ୍ଟା ଯାଇଛି । ଗୋଟିଏ ପଟେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ଥିବାବେଳେ ଅନ୍ୟ ପଟେ ଆଦି ଗୋଦରେଜ୍‌ଙ୍କ ଦାଦାପୁଅ ସମ୍ପର୍କୀୟ ଭାଇ ଭଉଣୀ ଅଛନ୍ତି। ଏହି ଭାଗବଣ୍ଟା ବିଷୟରେ ସୂଚନା ଦେଇ ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଗୋଦରେଜ୍ ଗ୍ରୁପ୍‌ର ପାଞ୍ଚଟି କମ୍ପାନୀ ହେଉଛି…

Read More

ସରିବ ଖରା ଛୁଟି, ଖୋଲିବ ସ୍କୁଲ …

ଭୁବନେଶ୍ବର; ଆସନ୍ତା ୧୭ ତାରିଖରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କରାଯିବ ସମସ୍ତ ପ୍ରସ୍ତୁତି । ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁକୁ ପରିଷ୍କାର କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟାଯିବା ସହ ପାଣି ଟାଙ୍କି ସଫା କରାଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଟେବୁଲ ଚେୟାର ସଫା କରି ପିଲାଙ୍କ…

Read More